ଜାତୀୟ

ରେଳବାଇର ଭଡ଼ା ସଂସ୍କାର: ମଧ୍ୟବିତ୍ତ ପରିବାର ପାଇଁ ଶସ୍ତା ହେବ ସିମେଣ୍ଟ

ନୂଆଦିଲ୍ଲୀ,୧୮।୧୧: ରେଳବାଇ ଦ୍ୱାରା ପ୍ରବର୍ତ୍ତିତ ଭଡ଼ା ସଂସ୍କାର ଯୋଗୁଁ ମଧ୍ୟବିତ୍ତ ପରିବାର ପାଇଁ ସିମେଣ୍ଟ ପରିବହନ ଖର୍ଚ୍ଚ ହ୍ରାସ ପାଇବ ବୋଲି ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ସେ କହିଛନ୍ତି ଯେ, ସିମେଣ୍ଟ ପରିବହନ ଲଜିଷ୍ଟିକ୍ସକୁ ସରଳ କରିବା ପାଇଁ…

ତିନି ବର୍ଷ ପରେ ପ୍ରଥମ ଥର ପାଇଁ ଭାରତରେ ଘରୋଇ କମ୍ପାନୀ ଗୁଡିକର ନଗଦ ଭଣ୍ଡାର ହ୍ରାସ, ଋଣ ବୃଦ୍ଧି

ନୂଆଦିଲ୍ଲୀ,୧୮।୧୧: ଭାରତର ଘରୋଇ ପୁଞ୍ଜି ବିନିଯୋଗ ବୃଦ୍ଧି ପାଉଥିବାର ସଙ୍କେତ ମିଳିଛି। ଦେଶର ବଡ଼ ତାଲିକାଭୁକ୍ତ କମ୍ପାନୀଗୁଡିକ ଗତ ତିନି ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ସେମାନଙ୍କର ନଗଦ ଭଣ୍ଡାରକୁ ଦ୍ରୁତ ଗତିରେ ବ୍ୟବହାର କରିବା ଆରମ୍ଭ କରିଛନ୍ତି ଏବଂ…

କେତେ ସମ୍ପତ୍ତିର ମାଲିକ ନୀତିଶ କୁମାର? ଜାଣିଲେ ହୋଇଯିବେ ତାଜୁବ…

ନୂଆଦିଲ୍ଲୀ,୧୮।୧୧: ବିହାରରେ ପୁଣି ସରକାର ଗଠନ କରିବାକୁ ଯାଉଛି ଏନ୍‌ଡିଏ । ପ୍ରଚଣ୍ଡ ବହୁମତ ପାଇବା ପରେ ଗୁରୁବାର ଅର୍ଥାତ ନଭେମ୍ବର ୨୦ ତାରିଖରେ ୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦର ଶପଥ ନେବାକୁ ଯାଉଛନ୍ତି ନୀତିଶ କୁମାର । ବିଜେପି…

ବାଚସ୍ପତି ପଦ ପାଇଁ ଛିଡ଼ୁନି ଅଙ୍କ: ଭାଜପା ଆଗରେ ବଡ଼ ସର୍ତ୍ତ ରଖିଲା ଜେଡିୟୁ

ପାଟନା,୧୮।୧୧: ବିହାରରେ ବାଚସ୍ପତି ପଦ ପାଇଁ ଭାଜପା ଏବଂ ଜେଡିୟୁ ଉଭୟ ଦାବି କରୁଛନ୍ତି। ସୂତ୍ର ଅନୁଯାୟୀ, ଆଲୋଚନା ମାଧ୍ୟମରେ ସମାଧାନ ଖୋଜିବା ପାଇଁ ପ୍ରୟାସ ଚାଲିଛି। ଜେଡିୟୁ ଚାହୁଁଛି ଯେ, ଯଦି ଭାଜପା ବାଚସ୍ପତି ପଦବୀ ପାଏ, ତେବେ କେବଳ…

କଂଗ୍ରେସ ବୋଲ ମାନୁନାହାନ୍ତି ଶଶୀ, ପୁଣି କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ,୧୮।୧୧: କଂଗ୍ରେସ ଏମପି ଶଶୀ ଥରୁର ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ଦେଶକୁ ୨୦୦ ବର୍ଷର ‘ଗୁଲାମ ମାନସିକତା’ର ବ୍ରିଟିଶ୍ ଐତିହ୍ୟ ତ୍ୟାଗ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ…

ସର୍ବକନିଷ୍ଠ ଏମଏଲଏ ମୈଥିଳୀ ଠାକୁର କେତେ ସମ୍ପତ୍ତିର ମାଲିକାଣୀ? କିଣିଛନ୍ତି ଗାଡ଼ି, ଘର…

ନୂଆଦିଲ୍ଲୀ,୧୮।୧୧: ପ୍ରସିଦ୍ଧ ଲୋକଗାୟିକା ଏବଂ ଯୁବ ଚେହେରା ମୈଥିଳୀ ଠାକୁର 2025 ବିହାର ବିଧାନସଭା ନିର୍ବାଚନରେ ସବୁଠାରୁ ଚର୍ଚ୍ଚିତ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି। ଭାଜପାରେ ଯୋଗଦେବା ପରେ, ସେ ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ଭାବରେ ଚର୍ଚ୍ଚାରେ ଅଛନ୍ତିି। 25 ବର୍ଷ ବୟସରେ…

ଏହି ଦୁଇ ସହର ପାଇଁ ମେଟ୍ରୋ ପ୍ରସ୍ତାବ ଖାରଜ କଲେ କେନ୍ଦ୍ର ସରକାର, ଲାଗିଲା ପକ୍ଷପାତିତା ଅଭିଯୋଗ

ନୂଆଦିଲ୍ଲୀ,୧୮।୧୧: କେନ୍ଦ୍ର ସରକାର ତାମିଲନାଡୁର ମଦୁରାଇ ଏବଂ କୋଏମ୍ବାଟୁର ପାଇଁ ଆସିଥିବା ମେଟ୍ରୋ ରେଳ ପ୍ରକଳ୍ପ ପ୍ରସ୍ତାବକୁ ଖାରଜ କରି ଦେଇଛନ୍ତି। କେନ୍ଦ୍ର ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ (MoHUA) ‘ମେଟ୍ରୋ ରେଳ ନୀତି ୨୦୧୭’ ଅନୁଯାୟୀ ସହରର ଜନସଂଖ୍ୟା…

୨୦ରେ ଶପଥ ନେବେ ନୀତୀଶ

ପାଟଣା,୧୮।୧୧: ବିହାର ବିଧାନସଭା ନିର୍ବାଚନରେ ଏନ୍‌ଡିଏ ୨୦୨ ଆସନରେ ବିଜୟୀ ହୋଇ ରେକର୍ଡ ସୃଷ୍ଟି କରିଥିବା ବେଳେ ୨୦ତାରିଖରେ ଜେଡିୟୁ ନେତା ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଗୁରୁବାର ୧୧ଟାରୁ ୧୨ଟା ମଧ୍ୟରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ…

ଆମ୍ବୁଲାନ୍ସରେ ଭୟଙ୍କର ଅଗ୍ନିକାଣ୍ଡ: ଚାଲିଗଲା ୪ ଜୀବନ

ଅହମଦାବାଦ,୧୮।୧୧: ଗୁଜରାଟରେ ଏକ ଅଭାବନୀୟ ଘଟଣା ଘଟିଛି। ମଙ୍ଗଳବାର ଭୋରରେ ଗୁଜରାଟର ଆରଭାଲ୍ଲୀ ଜିଲା ମୋଦାସା ସହର ନିକଟରେ ଏକ ଆମ୍ବୁଲାନ୍ସରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ନିଆଁରେ ଜଣେ ନବଜାତ ଶିଶୁ ଏବଂ ଡାକ୍ତରଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଛି।…

ମୁଁ କ୍ଷମା ମାଗୁଛି, ପ୍ରାୟଶ୍ଚିତ ପାଇଁ କରିବି ଏହି କାମ..ପରାଜୟ ପରେ ବଡ଼ ନିଷ୍ପତ୍ତି ନେଲେ ପ୍ରଶାନ୍ତ କିଶୋର

ପାଟନା,୧୮।୧୧: ନିର୍ବାଚନ ରଣନୀତିଜ୍ଞରୁ ରାଜନେତା ପାଲଟିଥିବା ପ୍ରଶାନ୍ତ କିଶୋରଙ୍କ ଦଳ ଜନ ସୂରଜ ବିହାର ବିଧାନସଭା ନିର୍ବାଚନରେ ଏକ ବଡ଼ ପରାଜୟ ବରଣ କରିଛି। ପରାଜୟ ପରେ ପ୍ରଶାନ୍ତ କିଶୋର ପ୍ରଥମ ଥର ପାଇଁ ଆଗକୁ ଆସିଛନ୍ତି। ସେ କ୍ଷମା ମାଗିଛନ୍ତି…

ରୋହିଣୀ ଆଚାର୍ଯ୍ୟ ମାମଲାରେ ମୁହଁ ଖୋଲିଲେ ଲାଲୁ, କହିଲେ କେମିତି କରିବେ ପାରିବାରିକ କଳିର ସମାଧାନ

ପାଟନା,୧୮।୧୧: ୨୦୨୫ ବିହାର ବିଧାନସଭା ନିର୍ବାଚନରେ ତେଜସ୍ବୀ ଯାଦବ ଏବଂ ରୋହିଣୀ ଆଚାର୍ଯ୍ୟଙ୍କ ବିବାଦ ମଧ୍ୟରେ ଗତକାଲି ଆରଜେଡିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଲାଲୁ ଯାଦବ ପ୍ରଥମ ଥର ପାଇଁ ତାଙ୍କ ଏବଂ ତାଙ୍କ ଝିଅ ରୋହିଣୀ ଆଚାର୍ଯ୍ୟଙ୍କ ମଧ୍ୟରେ…

‘ପ୍ରତ୍ୟେକ ଇଭିଏମରେ ୨୫,୦୦୦ ଭୋଟ ପୂର୍ବରୁ ପଡ଼ିସାରିଛି’, ଆରଜେଡି ନେତାଙ୍କ ବୟାନକୁ ନେଇ ବିହାର ରାଜନୀତିରେ ହଇଚଇ

ପାଟନା,୧୮।୧୧: ବିହାର ବିଧାନସଭା ନିର୍ବାଚନ ଫଳାଫଳ ପରେ, ସୋମବାର (ନଭେମ୍ବର ୧୭) ପାଟନାରେ RJDର ପ୍ରଥମ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ତେଜସ୍ବୀ ଯାଦବଙ୍କୁ ବିଧାୟକ ଦଳର ନେତା ଏବଂ ବିଧାନସଭାରେ ବିରୋଧୀ ଦଳ ନେତା ଭାବରେ ପୁନଃନିର୍ବାଚିତ କରାଯାଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?