ଜାତୀୟ

ମାଓବାଦୀ ସଙ୍ଗଠନକୁ ବଡ଼ ଝଟକା: ଏନ୍‌ଆଉଣ୍ଟରରେ ଟଳିପଡ଼ିଲେ ଟପ୍‌ ମାଓବାଦୀ ହିଡମା

ଅମରାବତୀ,୧୮।୧୧: ଆନ୍ଧ୍ରପ୍ରଦେଶରେ ମଙ୍ଗଳବାର ସୁରକ୍ଷାକର୍ମୀଙ୍କ ଏକ ବଡ଼ଧରଣର ଏନ୍‌କାଉଣ୍ଟର ହୋଇଛି। ଏହି ଏନ୍‌କାଉଣ୍ଟରରେ ୬ଜଣ ଟପ୍‌ ମାଓବାଦୀ ନେତା ନିହତ ହୋଇଥିବା ସୂଚନା ମିଳିଛି। ଏନ୍‌କାଉଣ୍ଟରରେ ଟପ୍‌ ମାଓବାଦୀ ନେତା ମାଡଭି ହିଡମା ଏବଂ ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ଘଟିଥିବା ସୂଚନା…

ଏହି ଫୋନ୍‌ ବ୍ୟବହାର କରନ୍ତି ପ୍ରଧାନମନ୍ତ୍ରୀ ମୋଦି: ଜାଣିଲେ ହୋଇଯିବେ ଚକିତ…

ନୂଆଦିଲ୍ଲୀ,୧୮।୧୧: ଭାରତର ପ୍ରଧାନମନ୍ତ୍ରୀଙ୍କ ପାଖରେ କେଉଁ ଟେକ ଗ୍ୟାଜେଟ କିମ୍ବା ଫୋନ ଅଛି? ସମସ୍ତେ ଏହା ଜାଣିବାକୁ ଚାହାନ୍ତି। ଲୋକମାନେ ପ୍ରଧାନମନ୍ତ୍ରୀଙ୍କ ପରି ଜଣେ ପ୍ରମୁଖ ବ୍ୟକ୍ତିତ୍ୱଙ୍କ ବିଷୟରେ ବ୍ୟକ୍ତିଗତ ବିବରଣୀ ଜାଣିବାକୁ ଚାହିଁବେ, କିନ୍ତୁ ସୁରକ୍ଷା କାରଣରୁ, ସବୁକିଛି ସାର୍ବଜନୀନ…

ଦିଲ୍ଲୀରେ ବିସ୍ଫୋରଣ କରିବା ପୂର୍ବରୁ ଚାଞ୍ଚଲ୍ୟକର ଭିଡିଓ କରିଥିଲେ ଆତଙ୍କବାଦୀ, ଏବେ ଆସିଲା ସାମ୍ନାକୁ…

ନୂଆଦିଲ୍ଲୀ,୧୮।୧୧: ଦିଲ୍ଲୀ କାର୍‌ ବୋମା ବିସ୍ଫୋରଣ ମାମଲାରେ ତଦନ୍ତକାରୀ ସଂସ୍ଥାଗୁଡ଼ିକ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ପାଇଛନ୍ତି। ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ଏବଂ ଜମ୍ମୁ କଶ୍ମୀରର ଜଣେ ଆତଙ୍କବାଦୀ ଉମରଙ୍କ ଏକ ନୂତନ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓ ମାମଲାକୁ…

Bihar CM Oath Ceremony: ପାଟନାର ଗାନ୍ଧୀ ମୈଦାନରେ ୧୦ ବର୍ଷ ପରେ ହେବ ଶପଥ ଗ୍ରହଣ, ଅଧିକାରୀଙ୍କ ଛୁଟି ବାତିଲ

ପାଟନା.୧୮।୧୧: ବିହାର ରାଜଧାନୀ ପାଟନାର ଗାନ୍ଧୀ ମୈଦାନରେ ରାଜ୍ୟର ନୂତନ ସରକାରଙ୍କ ଶପଥ ଗ୍ରହଣ ଉତ୍ସବ (ବିହାର ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ ସମାରୋହ) ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି। ସୋମବାର ଜିଲା ପ୍ରଶାସନ, ପୋଲିସ ବିଭାଗ, ନଗର ନିଗମ ଏବଂ ବିଭିନ୍ନ…

ଆଗକୁ ଭୟଙ୍କର ହେବ ଶୀତ! ଏହି ସବୁ ରାଜ୍ୟକୁ ଜାରି କରାଗଲା ଚେତାବନୀ

ନୂଆଦିଲ୍ଲୀ,୧୮।୧୧: ଉତ୍ତର ଭାରତରେ ଶୀତଳ ଲହରୀ ଆରମ୍ଭ ହୋଇଥିବାବେଳେ, ଦକ୍ଷିଣ ଭାରତରେ ବର୍ଷା ଏବଂ ଝଡ଼ ଜାରି ରହିଛି। ଭାରତୀୟ ପାଣିପାଗ ବିଭାଗ (IMD) ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଏବଂ କେରଳରେ ପ୍ରବଳ ବର୍ଷା ହେବା ନେଇ ସତର୍କତା ଜାରି କରିଛି। ଆଜି…

ଭାରତ-ରୁଷିଆ ପୁଣିଥରେ କରିବେ ବଡ଼ ଡିଲ୍‌! ଚିନ୍ତାରେ ପଡିବେ ଟ୍ରମ୍ପ, ପୁଟିନଙ୍କ ଦିଲ୍ଲୀ ଗସ୍ତ ପୂର୍ବରୁ …

ନୂଆଦିଲ୍ଲୀ,୧୮।୧୧: ଆସନ୍ତା ମାସ ଆରମ୍ଭରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନୂଆଦିଲ୍ଲୀ ଗସ୍ତ ସମୟରେ ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ଭାରତ ଏବଂ ରୁଷିଆ ଅନେକ ଚୁକ୍ତିନାମା, ପଦକ୍ଷେପ ଏବଂ ପ୍ରକଳ୍ପକୁ ମଜବୁତ କରିବା ବିଷୟରେ ବିଚାର କରୁଛନ୍ତି। ଏହି…

ବିଭୀଷଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଲେ ମୂଳପୋଛ ହୋଇଯିବ କଂଗ୍ରେସ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୮।୧୧(ସୁନିତ୍‌ ମିଶ୍ର): ଦିନ ଥିଲା ସବୁ ପୋଲିଂ ବୁଥ୍‌ରେ ଦଳର ଏଜେଣ୍ଟ ନ ଥିଲେ। ପରାଜୟରୁ ଶିକ୍ଷା ଗ୍ରହଣ କରି ଓ ତା’ର ସମୀକ୍ଷା କରି ବର୍ତ୍ତମାନ ଦଳ ବିଜୟୀ ହୋଇଛି। ନୂଆପଡ଼ା ଉପନିର୍ବାଚନରେ ଦଳର ସମସ୍ତେ ଏକାଠି ହୋଇ…

ଆମେରିକାରୁ ଏଲ୍‌ପିଜି ଆମଦାନୀ କରିବ ଭାରତ

ନୂଆଦିଲ୍ଲୀ,୧୮ା୧୧: ଆମେରିକା ସହ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିନାମା ପାଇଁ ଭାରତ ବୁଝାମଣା ଚଳାଇଥିବାବେଳେ ଭାରତୀୟ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକ ଆସନ୍ତାବର୍ଷରୁ ସେଠାରୁ ବାର୍ଷିକ ୨.୨ ନିୟୁତ ଟନ୍‌ (ଏମ୍‌ଟିପିଏ) ତରଳୀକୃତ ପେଟ୍ରୋଲିୟମ୍‌ ଗ୍ୟାସ୍‌ (ଏଲ୍‌ପିଜି) ଆମଦାନୀ କରିବାକୁ ଯାଉଛନ୍ତି। ଏଥିପାଇଁ ଏକବର୍ଷିଆ…

ଡ୍ରୋନ୍ ବ୍ୟବହାର କରି ‘ହମାସ ଭଳି’ ଆକ୍ରମଣ ପାଇଁ ଯୋଜନା କରିଥିଲେ ଆତଙ୍କବାଦୀ

ନୂଆଦିଲ୍ଲୀ, ୧୭।୧୧: ନିକଟରେ ଲାଲକିଲ୍ଲା ନିକଟରେ ହୋଇଥିବା ଆତ୍ମଘାତୀ କାର୍ ବୋମା ବିସ୍ଫୋରଣ ପୂର୍ବରୁ ଆତଙ୍କବାଦୀ ମଡ୍ୟୁଲ୍ ଡ୍ରୋନ୍‌କୁ ଅସ୍ତ୍ରରେ ପରିଣତ କରି ଏବଂ ରକେଟ୍ ତିଆରି କରି ବଡ଼ଧରଣର ଆକ୍ରମଣ କରିବାକୁ ଯୋଜନା କରୁଥିଲେ ବୋଲି ତଦନ୍ତକାରୀମାନେ ପ୍ରକାଶ କରିଛନ୍ତି।…

ବିହାରର ନୂଆ ଏନଡିଏ ସରକାରରେ କିଏ ହେବେ ମୁଖ୍ୟମନ୍ତ୍ରୀ? ବଡ଼ ଖୁଲାସା କଲେ…

ପାଟନା,୧୭।୧୧: ରାଷ୍ଟ୍ରୀୟ ଲୋକମୋର୍ଚ୍ଚା ସଭାପତି ଏବଂ ରାଜ୍ୟସଭା ଏମ୍‌ପି ଉପେନ୍ଦ୍ର କୁଶୱାହା ଦାବି କରିଛନ୍ତି ଯେ ନୀତୀଶ କୁମାର ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। ସେ ଏ ସମ୍ପର୍କରେ ଗଣମାଧ୍ୟମର ପ୍ରଶ୍ନକୁ “ଅର୍ଥହୀନ” ବୋଲି ଖାରଜ କରିଛନ୍ତି। ପାଟନାରେ ଗଣମାଧ୍ୟମ ସହିତ…

ଶେଖ ହାସିନାଙ୍କ ମୃତ୍ୟୁଦଣ୍ଡ ଉପରେ ଭାରତ ଦେଲା ଏମିତି ପ୍ରତିକ୍ରିୟା, ସାରା ବିଶ୍ୱରେ ଚହଳ

ନୂଆଦିଲ୍ଲୀ,୧୭।୧୧: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କୁ ଆନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ ଦ୍ୱାରା ମୃତ୍ୟୁଦଣ୍ଡ ଦିଆଯାଇଥିବା ନେଇ ଭାରତର ପ୍ରଥମ ପ୍ରତିକ୍ରିୟା ଆସିଛି। ଭାରତ କହିଛି ଯେ ଏହି ରାୟ ଉପରେ କଡ଼ା ନଜର ରଖିଛି ଏବଂ ବାଂଲାଦେଶର ସ୍ବାର୍ଥ ପ୍ରତି…

‘ଡିଜିଟାଲ୍ ଗିରଫ’ ଠକେଇ: ୬ ମାସ ଘରେ ବନ୍ଦ କରି ଲୁଟିନେଲେ ୩୨ କୋଟି

ବେଙ୍ଗାଲୁରୁ,୧୭।୧୧: ବେଙ୍ଗାଲୁରୁରେ ଜଣେ ୫୭ ବର୍ଷୀୟା ସଫ୍ଟୱେର୍ ଇଞ୍ଜିନିୟର ‘ଡିଜିଟାଲ୍ ଗିରଫ’ ନାମକ ଏକ ଜଟିଳ ଠକେଇର ଶିକାର ହୋଇଛନ୍ତି। ଠକମାନେ ନିଜକୁ ସିବିଆଇ ଅଧିକାରୀ ଭାବେ ପରିଚୟ ଦେଇ ତାଙ୍କୁ ୬ ମାସ ପର୍ଯ୍ୟନ୍ତ କ୍ରମାଗତ ଭାବରେ ଭିଡିଓ ସର୍ଭେଲାନ୍ସରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?