Posted inଜାତୀୟ

କେତେ ସମ୍ପତ୍ତିର ମାଲିକ ନୀତିଶ କୁମାର? ଜାଣିଲେ ହୋଇଯିବେ ତାଜୁବ…

ନୂଆଦିଲ୍ଲୀ,୧୮।୧୧: ବିହାରରେ ପୁଣି ସରକାର ଗଠନ କରିବାକୁ ଯାଉଛି ଏନ୍‌ଡିଏ । ପ୍ରଚଣ୍ଡ ବହୁମତ ପାଇବା ପରେ ଗୁରୁବାର ଅର୍ଥାତ ନଭେମ୍ବର ୨୦ ତାରିଖରେ ୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦର ଶପଥ ନେବାକୁ ଯାଉଛନ୍ତି ନୀତିଶ କୁମାର । ବିଜେପି ନେତୃତ୍ବାଧୀନ NDA ସରକାରରେ ସିଏମ୍ ପଦର ଶପଥ ନେବାକୁ ଯାଉଛନ୍ତି ନୀତିଶ । ତାଙ୍କ ସହିତ ନୂଆ ମନ୍ତ୍ରିମଣ୍ଡଳ ମଧ୍ୟ ଶପଥ ନେବାର କାର୍ଯ୍ୟକ୍ରମ ରହିଛି ।

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନିକଟରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗି ଆଦିତ୍ୟନାଥଙ୍କଠୁ ଅଧିକ ସମ୍ପତ୍ତି ରହିଛି । ମିଳିଥିବା ରିପୋର୍ଟ ମୁତାବକ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ପାଖରେ ମୋଟ୍ ୧ କୋଟି ୬୪ ଲକ୍ଷ ୮୨ ହଜାର ୭୧୯ ଟଙ୍କାର ସମ୍ପତ୍ତି ରହିଛି ନୀତିଶ କୁମାରଙ୍କ ଉପରେ କୌଣସି ଋଣ ନଥିବ ଜଣାପଡିଛି । ସିଏମ୍ ନୀତିଶଙ୍କ ପାଖରେ ନଗଦ ଆକାରରେ ମାତ୍ର ୨୧ ହଜାର ଟଙ୍କା ରହିଥିବା ବେଳେ ବ୍ୟାଙ୍କରେ ୬୦ ହଜାର ଟଙ୍କା ଜମା ରହିଛି । ଦେଶର ରାଜଧାନୀ ଦିଲ୍ଲୀ ଛଡା ନୀତିଶଙ୍କ ନିକଟରେ ଅନ୍ୟ କୌଣସି ମୂଲ୍ୟବାନ ସ୍ଥାବର ଅସ୍ଥାବର ସମ୍ପତ୍ତି ନଥିବା ଜଣାପଡିଛି ।

ନୂଆ ଦିଲ୍ଲୀ ସ୍ଥିତ ଦ୍ୱାରକା ଅଞ୍ଚଳରେ ଥିବା ତାଙ୍କ ପ୍ଲଟର ବର୍ତ୍ତମାନ ମୂଲ୍ୟ ୧ କୋଟି ୪୮ ଲକ୍ଷ ବୋଲି ଜଣାପଡିଛି । ଏହାଛଡା ୨୦୧୫ ମସିହାରେ କିଣାଯାଇଥିବା ଏକ ଇକୋ ସ୍ପୋର୍ଚ ଗାଡିକୁ ନୀତିଶ ନିଜ ପାଖେ ରଖିଥିବା ଜଣାପଡିଛି । ଏସବୁ ସମ୍ପତି ଛଡା ନୂତିଶଙ୍କ ନିକଟରେ ୧୨ଟି ଗାଈ ଓ ୯ଟି ବାଛୁରି ଥିବା ଜଣାପଡିଛି । ଏହାଛଡା ନୀତିଶଙ୍କ ନିକଟରେ ଏକ କମ୍ପ୍ୟୁଟର ଓ ଏକ ପୁରୁଣା ସାଇକେଲ ମଧ୍ୟ ରହିଛି । ଅଳଙ୍କାର ଭାବେ ମୋଟ୍ ୧ ଲକ୍ଷ ୩୧ ହଜାର ଟଙ୍କା ମୂଲ୍ୟର ସୁନା ଗହଣା ରହିଥିବା ଜଣାପଡିଛି ।

 

 

 


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ଏନସିଏସ୍‌କେର ଉପାଧ୍ୟକ୍ଷ, ସଫେଇ କର୍ମଚାରୀଙ୍କ ସହ କଲେ ଆଲୋଚନା

ଜୁନାଗଡ଼,୧୩।୯(ଅଂଶୁମାନ ଯୋଶୀ): ଜାତୀୟ ସଫେଇ କର୍ମଚାରୀ ଆୟୋଗ(ଏନସିଏସକେ) ଉପାଧ୍ୟକ୍ଷ କୈଶବ ବିହାରୀ ରବିବାର ଜୁନାଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ସ୍ବସ୍ଥ୍ୟକେନ୍ଦ୍ରର ବିଭିନ୍ନ…

ନୂଆଖାଇ ପୂର୍ବରୁ ନିଆରା କାର୍ଯ୍ୟକ୍ରମ, ଅସହାୟଙ୍କୁ ଅଢିଆ ପ୍ରଦାନ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ ଗାନ୍ଧୀ ପାଠାଗାରରେ ସମ୍ବିଧାନ ସୁରକ୍ଷା ମଞ୍ଚ ତରଫରୁ ରବିବାର ନୂଆଁଖାଇ ଜୋଟଜାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ମହାନ କୃଷିଭିତ୍ତିକ ଗଣ…

କଟକରେ ମହିଳାଙ୍କୁ ହତ୍ୟା; ବନ୍ଦ ଘର ଭିତରେ ପଥର ଛେଚି….

କଟକ,୧୩।୯(ପ୍ରଭୁକଲ୍ୟାଣ ପାଲ୍): କଟକ ସିଡିଏ ସେକ୍ଟର ୧୩ ନମ୍ବରରେ ଛାତିଥରା ହତ୍ୟାକାଣ୍ଡ ହୋଇଛି । ଫେଜ ୨ ଥାନା ଅନ୍ତର୍ଗତ କାଠଯୋଡ଼ି ନଦୀ କୂଳ ବସ୍ତିରେ ମହିଳାଙ୍କୁ…

ଋଷିକୁଲ୍ୟା ରୟତ ମହାସଭାର ବଡ଼ ଦାବି

ଛତ୍ରପୁର,୧୩ା୯(ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ଭାଗଚାଷୀଙ୍କ ସ୍ବାର୍ଥରକ୍ଷା ପାଇଁ ସ୍ବତନ୍ତ୍ର ଭାଗଚାଷୀ ଆଇନ ପ୍ରଣୟନ ସହ ଭୂ-ବନ୍ଦୋବସ୍ତ ପ୍ରକ୍ରିୟା ତୁରନ୍ତ କାର୍ଯ୍ୟକାରୀ କରିବାକୁ ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ…

ଦବିଲା ଋଷିକୁଲ୍ୟା ନଦୀର ପଥର ବାଜ, ବିପଦରେ ଦାମୋଦରପୁର

ଗଞ୍ଜାମ,୧୩।୯(ବିଦ୍ୟାଧର ସାହୁ ): ନଦୀକୂଳ ତଟବର୍ତ୍ତୀ ଅଞ୍ଚଳକୁ ବନ୍ୟା ଜଳରୁ ସୁରକ୍ଷା ଦେବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିଲା । ଗଞ୍ଜାମ ଏନଏସି ଅନ୍ତର୍ଗତ ଦାମୋଦରପୁର ଗ୍ରାମ…

ଛାତ୍ରଙ୍କୁ ହୋଟେଲକୁ ଡାକି ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲେ ଅଧ୍ୟକ୍ଷ, ମେସେଜ୍‌ କରି ପରିବାର ଲୋକଙ୍କୁ ଜଣାଇବାରୁ…

ବରଗଡ଼,୧୩ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ବରଡୋଲସ୍ଥିତ ଏକ ଘରୋଇ ଯୁକ୍ତଦୁଇ କଲେଜର ଅଧ୍ୟକ୍ଷ ଜଣେ ନାବାଳକ ଛାତ୍ର(୧୫)ଙ୍କ ସହିତ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବା ସହିତ…

ବଡ଼ ଘୋଷଣା କଲେ ସ୍ବରାଷ୍ଟ୍ର ମନ୍ତ୍ରୀ, ମୋଦିଙ୍କ ଜନ୍ମଦିନ ଠାରୁ ଆରମ୍ଭ ହେବ….

ନୂଆଦିଲ୍ଲୀ,୧୩।୯ : ୨୦୨୯ ପୂର୍ବରୁ ଭାଜପା ନେତୃତ୍ୱାଧୀନ NDA ସରକାର ୨୧ଟି ରାଜ୍ୟରେ ୟୁନିଫର୍ମ ସିଭିଲ୍ କୋଡ୍‌ (UCC) ଲାଗୁ କରାଯିବ । ଏଭଳି ଦାବି କରିଛନ୍ତି…

Video: ସତରେ ସେମାନେ ହିରୋ! ଭାରତୀୟ କ୍ରିକେଟରଙ୍କର ୮୦ ଦଶକର ଲୁକ (look) ଦେଖନ୍ତୁ, ବୈଭବଙ୍କ ଲୁକ୍ସ ତ…

ନୂଆଦିଲ୍ଲୀ,୧୩।୯: ୧୯୮୦ ଦଶକ ବହୁତ ଆଗରୁ ବିତିଯାଇଥିଲେ ମଧ୍ୟ, ଟିମ ଇଣ୍ଡିଆର ଖେଳାଳିମାନଙ୍କୁ ହଠାତ ସେହି ସମୟର ଲୁକ ବା ବେଶଭୂଷାରେ ଦେଖିବାକୁ ମିଳିଥିଲା। ଆଫଗାନିସ୍ତାନ ବିପକ୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?