ଘଞ୍ଚଜଙ୍ଗଲ ପାର କରି ଲୋକଙ୍କୁ ମାଗଣାରେ ଔଷଧ ପହଞ୍ଚାଉଛନ୍ତି ଏହି ମହିଳା
ରାୟପୁର,୨୭।୭: ମହାମାରୀ କରୋନା କାଳରେ ଯେଉଁଠାରେ ଲୋକମାନେ ନିଜ ସମ୍ପର୍କୀୟଙ୍କଠାରୁ ଦୂରେଇ ରହୁଛନ୍ତି। ସେଠାରେ କରୋନା ସହ ଲଢ଼ିବା ପାଇଁ ସବୁଠାରୁ ଆଗରେ ଛିଡ଼ା ହୋଇଥିବା ଡାକ୍ତର, ନର୍ସ ଓ ସ୍ବାସ୍ଥ୍ୟ କର୍ମଚାରୀମାନେ ନିଃସ୍ବାର୍ଥପର ଭାବେ ସେବା ପ୍ରଦାନ କରୁଛନ୍ତି। ଏଭଳି…
ପ୍ରାଇଭେଟ୍ ସ୍କୁଲ ଫି ଚାପରେ ଅତିଷ୍ଠ ହୋଇ ୪୩ ହଜାରରୁ ଅଧିକ ଛାତ୍ରୀଛାତ୍ର କଲେ ଏପରି…
ଗୁଡ଼ଗାଓଁ, ୨୭।୭: କରୋନା ମହାମାରୀ ସଂକ୍ରମଣ ଯୋଗୁ ସରକାରଙ୍କ ପକ୍ଷରୁ ଲକ୍ ଡାଉନ୍ ଘୋଷଣା କରାଯାଇଛ। ଏପରିସ୍ଥଳେ ସମସ୍ତ ସ୍କୁଲ ବନ୍ଦ ରହିଛି। ତେବେ ପ୍ରାଇଭେଟ୍ ସ୍କୁଲରେ ପାଠ ପଢୁଥିବା ଛାତ୍ରୀଛାତ୍ରଙ୍କୁ ଲଗାତାର ଫି ଦେବାକୁ କୁହାଯାଉଛି। ଏଥିରେ ବ୍ୟସ୍ତ ବିବ୍ରତ…
ଚାଇନା ଉପରେ ଭାରତର ଡିଜିଟାଲ ଷ୍ଟ୍ରାଇକ: ବନ୍ଦ ହୋଇପାରେ ପବ୍ଜି
ନୂଆଦିଲ୍ଲୀ,୨୭।୭: ଭାରତ-ଚାଇନା ସୀମା ବିବାଦ ପରେ ଏବେ ଚାଇନାଠାରୁ ସମ୍ପୂର୍ଣ୍ଣ ଭାବେ ସମ୍ପର୍କ ଛିନ୍ନ କରିବା ଲକ୍ଷ୍ୟରେ ରହିଛି ଭାରତ। ଏହାର ୫୯ ଆପ୍କୁ ଦେଶ ବନ୍ଦ କରିବା ପରେ ଏପେ ପୁଣିଥରେ ଚାଇନା ଉପରେ ହୋଇଛି ଡିଜିଟାଲ ଷ୍ଟ୍ରାଇକ୍। ଦେଶ…
ରାଜ୍ୟର ୬୧ ପ୍ରତିଶତ ଅଞ୍ଚଳରେ ନାହାଁନ୍ତି ପୋଲିସ: ରାଜସ୍ବ ବିଭାଗ କର୍ମଚାରୀଙ୍କ ହାତରେ ସୁରକ୍ଷା ଦାୟିତ୍ୱ
ଡେରାଡୁନ୍, ୨୭।୭: ସୁରକ୍ଷା ଦାୟିତ୍ୱ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି କାର୍ଯ୍ୟ ପୋଲିସ ବିଭାଗ ଉପରେ ନ୍ୟସ୍ତ ରହିଥାଏ। ତେବେ ଭାରତରେ ଏଭଳି ଏକ ରାଜ୍ୟ ରହିଛି ଯାହାର ୬୧ ପ୍ରତିଶତ ଦୁର୍ଗମ ଅଞ୍ଚଳରେ ପୋଲିସ ନାହାଁନ୍ତି। ସେମାନଙ୍କ ସ୍ଥାନରେ ରାଜସ୍ବ…
ସମ୍ପୂର୍ଣ୍ଣ ସୁସ୍ଥ ନ ହେଲେ କରୋନା ଫେରିବାର ଭୟ ଅଧିକ !
ନୂଆଦିଲ୍ଲୀ,୨୭।୭: ଏବେ ଅଡୁଆରେ ପଡିଛନ୍ତି ଚିକିତ୍ସକ। କାରଣ ହେଉଛି କରୋନାରୁ ସୁସ୍ଥ ହୋଇଥିବା ରୋଗୀଙ୍କଠାରେ ପୁଣିଥରେ ସଂକ୍ରମଣ ଦେଖାଯାଇଛି। ଦିଲ୍ଲୀ ସମେତ ଅନ୍ୟ କିଛି ରାଜ୍ୟରେ ଏହି ଘଟଣା ସାମ୍ନାକୁ ଆସିବା ପରେ ଏବେ ଏହା ଚିନ୍ତାର କାରଣ ପାଲଟି ଯାଇଛି।…
କରୋନା ସଂକ୍ରମିତଙ୍କ ଆଉ ଏକ କରୁଣ ଦୃଶ୍ୟ
ହାଇଦ୍ରାବାଦ,୨୭।୭: ତେଲେଙ୍ଗାନାର କରିମନଗରରେ ଜଣେ କରୋନା ସଂକ୍ରମିତଙ୍କ ବେଡ୍ରୁ ଖସିପଡି ମୃତ୍ୟୁ ହେବା ଘଟଣା ଏବେ ଆସିଛି ଚର୍ଚ୍ଚାକୁ। ଜିଲା ହସ୍ପିଟାଲରେ କରୋନାରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିବା ଜଣେ ୭୦ ବର୍ଷ ବୟସର ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ଏବେ ବାଦବିବାଦ…
ସାମାନ୍ୟ ସତର୍କତା ଅଭାବରୁ ସଂକ୍ରମିତ ହେଲେ ୪୩ ଜଣ
କାସରଗଡ଼,୨୭।୭: କରୋନା ଭାଇରସ ଏବେ ସାରା ବିଶ୍ୱର ମେରୁଦଣ୍ଡକୁ ଏକ ପ୍ରକାର ଭାଙ୍ଗି ପକାଇଛି କହିଲେ ଚଳେ। ତେବେ କରୋନାଠାରୁ ଦୂରେଇ ରହିବାକୁ ହେଲେ ସରକାର ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜାରି କରାଯାଇଥିବା କିଛି ଗାଇଡ୍ଲାଇନକୁ ପାଳନ କରିବାକୁ କୁହାଯାଇଛି।…
ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪ ଲକ୍ଷ ଟପିଲା
ନୂଆଦିଲ୍ଲୀ, ୨୭।୭: ଦେଶରେ କରୋନା ମହାମାରୀ ସଂକ୍ରମଣ ବଢ଼ିଚାଲିଛିି। ସୋମବାର ସୁଦ୍ଧା ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪ ଲକ୍ଷ ୩୫ ହଜାର ୪୫୩ରେ ପହଞ୍ଚିଛି। ସେହିପରି ମୃତକଙ୍କ ସଂଖ୍ୟା ୩୨ ହଜାର ୭୭୧ ଛୁଇଁଛି। ଗତ ୨୪ ଘଣ୍ଟାରେ…
ଉଦ୍ଧବଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି
ମୁମ୍ବାଇ,୨୭।୭: ମହାରାଷ୍ଟ୍ର ରାଜନୀତିରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଭିନ୍ନ ଏକ ସଫଳତା ହାସ କରିଛନ୍ତି ବୋଲି କୁହାଯାଏ। ଉଦ୍ଧବଙ୍କ ପିତା ତଥା ଶିବସେନାର ସଂସ୍ଥାପକ ବାଲାସାହେବ ଠାକରେଙ୍କ ସ୍ବପ୍ନକୁ ପୂରଣ କରିବାକୁ ଯାଇ ଆଜି ଉଦ୍ଧବ କଂଗ୍ରେସ ଓ ଏନ୍ସିପି…
ଅରୁଣାଚଳ ସୀମାରେ ଚାଇନା ସୈନ୍ୟ
ନୂଆଦିଲ୍ଲୀ,୨୭ା୭(ଆଇଏଏନ୍ଏସ୍): ପୂର୍ବ ଲଦାଖରେ ଚାଇନା ସୈନ୍ୟ ପ୍ରବେଶ କରି ଭାରତୀୟ ଅଞ୍ଚଳକୁ ଅକ୍ତିଆର କରିବାକୁ ଯୋଜନା ଚଳାଇଥିବାବେଳେ ଏହାକୁ ନେଇ ୩ ମାସ ହେଲା ସୀମାରେ ଉତ୍ତେଜନା ଲାଗି ରହିଛି। ଦୁଇଦେଶର ସୈନ୍ୟ ମୁହାଁମୁହିଁ ହେବା ସହ ରକ୍ତାକ୍ତ ସଂଘର୍ଷ ମଧ୍ୟ…
ରାଜସ୍ଥାନରେ ଅଚଳାବସ୍ଥା ଜାରି
ଜୟପୁର,୨୭ା୭(ପି.ଟି.): ରାଜସ୍ଥାନରେ ସରକାର ବଞ୍ଚାଇବାକୁ ଆପ୍ରାଣ ଉଦ୍ୟମ ଚଳାଇଥିବା ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବିଧାନସଭା ଅଧିବେଶନ ଡାକିବା ଲାଗି ରାଜ୍ୟପାଳଙ୍କ ପାଖକୁ ଦ୍ୱିତୀୟ ପ୍ରସ୍ତାବ ପଠାଇଛନ୍ତି। ଜୁଲାଇ ୩୧ରେ ବିଧାନସଭା ଅଧିବେଶନ ଡାକିବା ଲାଗି ରାଜ୍ୟ କ୍ୟାବିନେଟ ରାଜ୍ୟପାଳ କଲରାଜ ମିଶ୍ରଙ୍କୁ…
କାନ୍ଧରେ ଅକ୍ସିଜେନ ସିଲିଣ୍ଡର, ଟ୍ରେରେ ନବଜାତ ଶିଶୁକୁ ଧରି ହସ୍ପିଟାଲରେ ବୁଲିରେ ଦମ୍ପତ୍ତି
ବକ୍ସର, ୨୬।୭: ବିହାରର ବକ୍ସର ଜିଲା ସଦର ହସ୍ପିଟାଲରେ ଆଶ୍ଚର୍ଯ୍ୟ କଲା ଭଳି ଏକ ଘଟଣା ଦେଖିବାକୁ ମିଳିଛି। ଏଠାରେ ଜଣେ ବ୍ୟକ୍ତି କାନ୍ଧରେ ଅକ୍ସିଜେନ ସିଲିଣ୍ଡର ଧରିଥିବାବେଳେ ତାଙ୍କ ସ୍ତ୍ରୀ ଗୋଟିଏ ଟ୍ରେ’ରେ ନବଜାତ ଶିଶୁକୁ ଧରି ଚିକିତ୍ସା ପାଇଁ…
Archives


