ଜାତୀୟ

ବିନୋଦ ଦୁଆଙ୍କୁ ଅନ୍ତରୀଣ ସୁରକ୍ଷା

ନୂଆଦିଲ୍ଲୀ,୧୫ା୬: ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆଙ୍କୁ ସୁପ୍ରିମକୋର୍ଟ ରବିବାର ଏକ ଦେଶଦ୍ରୋହ ମାମଲାରେ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି। ଜଷ୍ଟିସ୍‌ ୟୁ.ୟୁ. ଲଲିତ, ଏମ୍‌.ଏମ୍‌. ଶନ୍ତାନାଗୌଡ଼ାର ଓ ବିନୀତ ଶରଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଏକ ସ୍ବତନ୍ତ୍ର…

‘ଜାତୀୟ ଗର୍ବକୁ ନେଇ ସାଲିସ୍‌ କରିବନି ଭାରତ’

ନୂଆଦିଲ୍ଲୀ,୧୫ା୬(ପି.ଟି.): ଲଦାଖ ସୀମାକୁ ନେଇ ଚାଇନା ସହ ବିବାଦ ଲାଗି ରହିଥିବାବେଳେ ଜାତୀୟ ଗର୍ବ ଉପରେ ଭାରତ କଦାପି ସାଲିସ କରିବ ନାହିଁ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରବିବାର ସ୍ପଷ୍ଟ କରିଦେଇଛନ୍ତି। ଭାରତର ପ୍ରତିରକ୍ଷା ସାମର୍ଥ୍ୟ ବୃଦ୍ଧି ପାଇଛି।…

ଗୁଜରାଟରେ ଭୂକମ୍ପ

ନୂଆଦିଲ୍ଲୀ,୧୪ା୬-ଗୁଜରାଟର ରାଜକୋଟ ନିକଟରେ ରବିବାର ରାତି ୮ଟା ୧୩ ମିନିଟ ସମୟରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୫.୫ ଥିଲା ବୋଲି ନ୍ୟାଶନାଲ ସେଣ୍ଟର ଫର୍‌ ସିସ୍‌ମୋଲୋଜି (ଏନ୍‌ସିଏସ୍‌) ପକ୍ଷରୁ କୁହାଯାଇଛି। ଏହାର କେନ୍ଦ୍ରସ୍ଥଳ ରାଜକୋଟଠାରୁ ଉତ୍ତର…

ଜଣେ ଅଭିନେତାଙ୍କୁ ଶେଷ ଫୋନ୍‌ କଲ୍‌ କରିଥିଲେ ସୁଶାନ୍ତ

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି। ପ୍ରଶଂସକଙ୍କ ସମେତ ସେଲିବ୍ରେଟିମାନେ ମଧ୍ୟ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ସୁଶାନ୍ତଙ୍କ ଆତ୍ମହତ୍ୟାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ବର୍ତ୍ତମାନ ସୁଶାନ୍ତଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ଡାକ୍ତରଖାନା…

ସୁଶାନ୍ତଙ୍କ ଆତ୍ମାର ସଦ୍‌ଗତି ପାଇଁ ଉପବାସ ରଖିବେ ବିହାର ଡିଜିପି

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଖବର ଶୁଣି କ୍ରିକେଟ ଜଗତ ସ୍ତବ୍ଧ ହୋଇଯାଇଛି। ରାଜନେତାଠାରୁ ଆରମ୍ଭ କରି କ୍ରୀଡା ଜଗତ ତାଙ୍କ ଆକସ୍ମିକ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି। ସୁଶାନ୍ତ ସିଂଙ୍କ ଦୁଃଖଦ ମୃତ୍ୟୁ ବିହାର ଡିଜିପି ଗୁପ୍ତଚର…

ସୁଶାନ୍ତ ସିଂଙ୍କ ପରଲୋକରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୪।୬: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଟୁଇଟ କରି କହିଛନ୍ତି ସୁଶାନ୍ତଙ୍କ ଭଳି ଜଣେ ଯୁବ କଳାକାରଙ୍କ ଅସମୟରେ ପରଲୋକ ଦୁଃଖ ଦାୟକ। ଟେଲିଭିଜନ ଓ ସିନେମା ଜଗତରେ…

ସ୍ମାର୍ଟ କାର୍ଡ ନ ଥିଲେ ମସ୍‌ଜିଦରେ ପ୍ରବେଶ ମନା

କୋଜିକୋଡେ,୧୪।୬: କରୋନା ମହାମାରୀ ସହ ଲଢିବାକୁ ହେଲେ ଆମକୁ ସାମାଜିକ ଦୂରତା ବଜାୟ ରଖିବା ଜରୁରୀ। ଏହାକୁ ଦୃଷ୍ଟିରେ ରଖି କେରଳ କୋଜିକୋଡେର କୁଟିଚିରାରେ ଏକ ମସଜିଦରେ ସ୍ମାର୍ଟ କାର୍ଡ ବ୍ୟବସ୍ଥା କରାଯାଇଛି। ଏହାଦ୍ୱାରା ଜନଗହଳିକୁ କମ୍‌ କରିହେବ ବୋଲି କହିଛନ୍ତି…

କଣ୍ଟେନମେଣ୍ଟ୍‌ ଜୋନ୍‌ ଘୋଷଣା ବନ୍ଦ: ପ୍ରଭାବିତ ଘରକୁ କରାଯିବ ସିଲ୍‌

ବେଙ୍ଗାଲୁର, ୧୪।୬: କର୍ନାଟକରେ କରୋନା ମହାମାରୀ ସଂକ୍ରମଣ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ନୂଆ ଯୋଜନା ପ୍ରସ୍ତୁତ କରାଯାଇଛି। ଏହି ଯୋଜନା ଅନୁସାରେ ବେଙ୍ଗାଲୁର୍‌ ସହରରେ କଣ୍ଟେନମେଣ୍ଟ୍‌ ଜୋନ୍‌ ଘୋଷଣା ବନ୍ଦ କରାଯିବ। ଏହା ବଦଳରେ ପ୍ରଭାବିତ ହୋଇଥିବା ଘରକୁ ସିଲ୍‌…

ବଲିଉଡ୍‌ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ପରଲୋକ

ମୁମ୍ବାଇ,୧୪।୬: ବଲିଉଡ୍‌ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ପରଲୋକ। ରବିବାର ସେ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଆତ୍ମହତ୍ୟାର କାରଣ ଏପର୍ଯ୍ୟନ୍ତ ଜଣାପଡି ନ ଥିବା ବେଳେ ଏଭଳି ଏକ ଖବର ବଲିଉଡ୍‌ ଜଗତରେ ଶୋକର…

କରୋନା ମୁକାବିଲା ପାଇଁ ଦିଲ୍ଲୀକୁ ମିଳିଲା ୫ଶହ ରେଲଓ୍ବେ କୋଚ, ଟେଷ୍ଟିଂ ବଢାଇବାକୁ ପ୍ରସ୍ତୁତି

ନୂଆଦିଲ୍ଲୀ,୧୪।୬: ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ରବିବାର ଦିଲ୍ଲୀରେ କରୋନା ଭାଇରସର ସ୍ଥିତିକୁ ନେଇ ଏକ ସମିକ୍ଷା ବୈଠକର ଆୟୋଜନ କରିଥିଲେ। ଏବେ ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୯ ହଜାର ଅତିକ୍ରମ କରି ଯାଇଥିବାରୁ ଏବେ ଏହା ଚିନ୍ତାର କାରଣ…

ବଦଳିଯିବ ଜମ୍ମୁ-କଶ୍ମୀରର ରୂପ, ପିଓକେର ଲୋକେ ଭାରତର ଅଂଶ ହେବାକୁ ଆଶା କରିବେ: ରାଜନାଥ

ଜମ୍ମୁ,୧୪।୬: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରବିବାର ଭିଡିଓ କନଫରେନ୍ସିଂ ଜରିଆରେ ଜମ୍ମୁ-କଶ୍ମୀର ଜନ ସମ୍ବାଦ ରାଲିକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ କହିଛନ୍ତି ଏବେ ସାରା ବିଶ୍ୱ କରୋନା ମହାମାରୀ ସହ ଲଢୁଥିବା ବେଳେ ଏହି ସଙ୍କଟ ସମୟରେ…

କରୋନା ସଂକ୍ରମିତ ମହିଳାଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇଥିବା ୧୯ ଜଣଙ୍କ ରିପୋର୍ଟ ପଜିଟିଭ

ହାଇଦ୍ରାବାଦ,୧୪।୬: ତେଲେଙ୍ଗାନାର ରଙ୍ଗାରେଡ୍ଡୀରେ ଜଣେ କରୋନା ସଂକ୍ରମିତ ମହିଳାଙ୍କ ଅନ୍ତିମ ସଂସ୍କାରରେ ପ୍ରାୟ ୨୫ଜଣ ପରିଜନ ଯୋଗ ଦେଇଥିଲେ। ଏବେ ଏମାନଙ୍କ ମଧ୍ୟରୁ ୧୯ ଜଣ କରୋନାରେ ପୀଡ଼ିତ ଥିବା ଜଣାପଡିଛି। ଜୁନ୍‌ ୧୦ରେ ମହିଳାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। ଏହାପରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri