ସାନିଟାଇଜର ଅଭାବରୁ ପ୍ରାକୃତିକ ଉପାୟ ଆପଣାଉଛନ୍ତି ଲୋକେ
ଚେନ୍ନାଇ,୩୦।୩: କରୋନା ସଂକ୍ରମଣରୁ ରକ୍ଷା ପାଇବାକୁ ହେଲେ ହାତ ଧୋଇବାକୁ ପରାମର୍ଶ ଦିଆଯାଉଥିବା ବେଳେ ସାନିଟାଇଜର ବ୍ୟବହାର କରିବାକୁ ମଧ୍ୟ କୁହାଯାଉଛି। ହେଲେ ଲୋକଙ୍କ ଆବଶ୍ୟକତାକୁ ଦେଖି ବଜାରରେ ସେହି ପରିମାଣର ସାନିଟାଇଜର ମିଳୁ ନ ଥିବାରୁ ଲୋକେ ଏବେ...
୨୭.୫ ଲକ୍ଷ ମନରେଗା ଶ୍ରମିକଙ୍କ ଖାତାରେ ୬୧୧କୋଟି ଟଙ୍କା ଜମା କଲେ ଯୋଗୀ ସରକାର
ଲକ୍ଷ୍ନୌ, ୩୦।୧: କରୋନା ଭାଇରସ୍ ଯୋଗୁ ସାରା ଦେଶରେ ଲକ୍ଡାଉନ୍ ଜାରି ରହିଛି। ଏଥିରେ ସବୁଠାରୁ ଶ୍ରମିକ ଓ ଦିନ ମଜୁରିଆ ପ୍ରଭାବିତ ହୋଇଛନ୍ତି। ଲକ୍ଡାଉନ୍ ଯୋଗୁ ବିଭିନ୍ନ ଧରଣର କାର୍ଯ୍ୟ ବନ୍ଦ ରହିଥିବାରୁ ଏମାନେ ନିଜର ଜୀବିକା ହରାଇଛନ୍ତି।...
ଭାରତରେ ୧୧୭୩ କରୋନା ସଂକ୍ରମିତ: ମୃତ୍ୟୁ ସଂଖ୍ୟା ୩୨
ନୂଆଦିଲ୍ଲୀ,୩୦।୩: କରୋନା ସଂକ୍ରମଣ ଭାରତରେ ଆତଙ୍କ ସୃଷ୍ଟି କରିଛି। ଏହାକୁ ରୋକିବା ଲାଗି ଦେଶରେ ୨୧ ଦିନିଆ ଲକ୍ଡାଉନ୍ ଘୋଷଣା କରାଯାଇଛି। ଇତିମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧୭୩ରେ ପହଞ୍ଚିଥିବାବେଳେ ମୃତକଙ୍କ ସଂଖ୍ୟା ୩୨ ଛୁଇଁଛି। ପଶ୍ଚିମବଙ୍ଗର ୫୪...
ଲକ୍ଡାଉନ୍ ଅବଧି ବୃଦ୍ଧି ଗୁଜବକୁ ନେଇ ପ୍ରତିକ୍ରିୟା ରଖିଲେ କ୍ୟାବିନେଟ ସଚିବ
ନୂଆଦିଲ୍ଲୀ,୩୦।୩: ସାରା ଦେଶରେ କରୋନା ଭାଇରସ୍ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସାରା ଦେଶରେ ଲକ୍ଡାଉନ୍ ଘୋଷଣା କରଯାଇଛି। ତେବେ ଏହି ଲକ୍ଡାଉନ୍ର ଅବଧି ଆଗକୁ ବୃଦ୍ଧି ପାଇବ ବୋଲି ଯେଉଁ ଗୁଜବ...
କରୋନା ଗାଁର ଦୁଃଖ: ଲୋକେ ଆସିବାକୁ ଡରୁଛନ୍ତିି !
ଲକ୍ଷ୍ନୌ,୩୦।୩: କରୋନା ସଂକ୍ରମଣ ସାରା ପୃଥିବୀରେ ଆତଙ୍କ ସୃଷ୍ଟି କରିଛି। ଭାରତରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏପରିସ୍ଥଳେ ଉତ୍ତରପ୍ରଦେଶର କରୋନା ଗାଁର ଗ୍ରାମବାସୀଙ୍କ ଦୁଃଖ କହିଲେ ନ ସରେ। ତାଙ୍କ ଗାଁ ନାମ ଥିବା ଏଭଳି...
କେମ୍ବ୍ରିଜ ବିଶ୍ୱବିଦ୍ୟାଳୟ ଗବେଷକଙ୍କ ଯୁକ୍ତି: ଭାରତରେ ୪୯ ଦିନର ଲକ୍ଡାଉନ୍ ଜରୁରୀ
ନୂଆଦିଲ୍ଲୀ,୩୦ା୩: କରୋନା ଭାଇରସ୍ ଯୋଗୁ ବିଶ୍ୱ ଏବେ ଆତଙ୍କିତ ହୋଇପଡ଼ିଛି। ଏହି ମହାମାରୀକୁ ରୋକିବା ଲାଗି ବିଭିନ୍ନ ଦେଶ ପକ୍ଷରୁ ଭିନ୍ନ ଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ବିଶେଷକରି ଅଧିକାଂଶ ଦେଶ ଲକ୍ଡାଉନ୍ ଉପରେ ଗୁରୁତ୍ୱ ଦେଇଛନ୍ତି। ଭାରତରେ ମଧ୍ୟ...
ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୭୧, ସୁସ୍ଥ ହେଲେ ୯୯
ନୂଆଦିଲ୍ଲୀ,୩୦।୩: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ସୋମବାର ସକାଳ ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଛି ୧୦୭୧ରେ। ବଡ ଖବର ହେଉଛି ଏଥିରେ ୯୯ ଜଣ ସୁସ୍ଥ ହାଇଥିବା ଜଣାପଡିଛି। ସେହିପରି...
ଅସୁବିଧା ସମୟରେ ଭଡାଟିଆଙ୍କୁ ସାହା ହେଲେ ଘର ମାଲିକ
ନଏଡା,୩୦।୩: ମହାମାରୀ କରୋନା ଭାଇରସ୍ ସହ ମୁକାବିଲା ପାଇଁ ସମସ୍ତେ ପ୍ରାଣପଣେ ଉଦ୍ୟମ ଚଳାଇଛନ୍ତି। ଏହି ଘଡିସନ୍ଧି ମୁହୂର୍ତ୍ତରେ କେତେକ ଲୋକ ନିଜର ମାନବିକତାର ପରିଚୟ ମଧ୍ୟ ଦେଉଛନ୍ତି। ଲକ୍ଡାଉନ୍ ସମୟରେ ଯାହାର ଯେତିକି ସାମାର୍ଥ୍ୟ ସେ ସେହି ଅନୁସାରେ...
ଲକ୍ଡାଉନ ବିରୋଧୀ ଅଭିନବ ଲଢ଼େଇ
ନୂଆଦିଲ୍ଲୀ, ୩୦। ୩: କରୋନା ଯୋଗୁ ବର୍ତ୍ତମାନ ସାରା ବିଶ୍ୱରେ ଲକ୍ଡାଉନ ପାଇଁ ଆର୍ଥତ୍କ କାର୍ଯ୍ୟକଳାପ ହ୍ରାସ ହୋଇଛି। ଏଭଳି ସମୟରେ କମ୍ପାନୀଗୁଡିକ ଚାପରେ ରହିବା ଫଳରେ ଛଟେଇ ସ୍ଥିତି ଉପୁଜିବା ଆଶଙ୍କା କରାଯାଉଛି। ବିଭିନ୍ନ ଦେଶ ପ୍ୟାକେଜ ଘୋଷଣା...
ପିଏମ୍-କେୟାର୍ସ ପାଣ୍ଠିକୁ ୧୫୧ କୋଟି ଦେବ ରେଲଓ୍ବେ
ନୂଆଦିଲ୍ଲୀ,୩୦ା୩(ପି.ଟି.): କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ଗଠନ କରିଥିବା ପିଏମ୍-କେୟାର୍ସ ପାଣ୍ଠିକୁ ରେଲଓ୍ବେ ୧୫୧ କୋଟି ଟଙ୍କା ଦାନ କରିବ। ରେଳମନ୍ତ୍ରୀ ପୀୟୂଷ ଗୋୟଲ ରବିବାର ଏହା ଘୋଷଣା କରିଛନ୍ତି। ମନ୍ତ୍ରୀ ଗୋୟଲ ଏବଂ ସୁରେଶ ଅଙ୍ଗଦି ମାସକର ଲେଖାଏ...
୨୦୦ କି.ମି. ଚାଲି କର୍ମଚାରୀଙ୍କ ମୃତ୍ୟୁ
ନୂଆଦିଲ୍ଲୀ,୩୦ା୩: କରୋନା ସଂକ୍ରମଣ କମାଇବା ପାଇଁ ସରକାର ଘୋଷଣା କରିଥିବା ଲକ୍ଡାଉନ୍ ଦାଦନ ଶ୍ରମିକଙ୍କ ଦୁଃଖକୁ ବହୁଗୁଣିତ କରିଦେଇଛି। ରାଜଧାନୀ ଦିଲ୍ଲୀରୁ ଘରକୁ ଫେରିବା ଲାଗି ଜଣେ ୩୮ ବର୍ଷୀୟ ଯୁବକ ୨୦୦ କିଲୋମିଟର ଚାଲିବା ପରେ ଶନିବାର ସକାଳେ...
ଦିନକୁ ୨୦୦ ଜଣଙ୍କ ସହ ଭାବ ବିନିମୟ କରୁଛନ୍ତି ମୋଦି
ନୂଆଦିଲ୍ଲୀ,୩୦ା୩(ପି.ଟି.): କରୋନା ଭାଇରସ୍ ବିରୋଧରେ ଭାରତର ଲଢ଼େଇ ସମ୍ପର୍କରେ ମତାମତ ନେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିୟମିତ ଭାବେ ଦେଶବାସୀଙ୍କ ସହ ଯୋଗାଯୋଗ କରୁଛନ୍ତି। ଏହିକ୍ରମରେ ସେ ଦୈନିକ ୨୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ସହ ଭାବ ବିନିମୟ କରୁଛନ୍ତି...
Archives


