ଜାତୀୟ

ପ୍ରମାଣ ଜାଲିଆତିକୁ ଭୟ

ନୂଆଦିଲ୍ଲୀ,୨।୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲା ଭିନ୍ନ ମୋଡ଼ ନେଉଥିବାବେଳେ ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂ କୀର୍ତ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଶନିବାର ସେ ପ୍ରଧାନମନ୍ତ୍ରୀଙ୍କୁ ଏକ ଖୋଲାଚିଠି ଲେଖି ଏଥିରେ ସହଯୋଗ କରିବାକୁ…

ଅଦାଲତ ଅବମାନନା ଆଇନକୁ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ, ୨ା୮: ଅଦାଲତ ଅବମାନନା ଆଇନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ସମ୍ବିଧାନ ପ୍ରଦତ୍ତ ବାକ୍‌ ସ୍ବାଧୀନତା ଓ ଅଭିବ୍ୟକ୍ତି ସ୍ବାଧୀନତା ଉପରେ ଉକ୍ତ ଆଇନ ଗୁରୁତର ପ୍ରଭାବ ପକାଉଥିବା ଦର୍ଶାଇ ବରିଷ୍ଠ ସାମ୍ବାଦିକ ଏନ୍‌. ରାମ, ଆଇନଜୀବୀ ପ୍ରଶାନ୍ତ ଭୂଷଣ ଏବଂ…

ବିହାର ପୋଲିସକୁ ସହଯୋଗ କରୁନି ମୁମ୍ବାଇ ପୋଲିସ : ମୋଦି

ପାଟନା,୧।୮-ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲା ଧୀରେ ଧୀରେ ଜଟିଳ ହେବାରେ ଲାଗିଛି। ଏହି ମାମଲାରେ ମୁମ୍ବାଇ ପୋଲିସ ବିହାର ପୋଲିସକୁ ସହଯୋଗ କରୁ ନ ଥିବା ଶନିବାର ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି କହିଛନ୍ତି। ଏ ନେଇ…

୬୨ରେ ପହଞ୍ଚିଲା ପଞ୍ଜାବ ବିଷାକ୍ତ ମଦ ମୃତ୍ୟୁ ସଂଖ୍ୟା

ଚଣ୍ଡିଗଡ଼, ୧।୮: ପଞ୍ଜାବରେ ବିଷାକ୍ତ ମଦ ପିଇ ମୃତ୍ୟୁବରଣ କରିଥିବା ଲୋକ ସଂଖ୍ୟା ୬୨ରେ ପହଞ୍ଚତ୍ଛି। ଶନିବାର ତରନ ତରନ ଜିଲାରେ ଆଉ ୨୩ ଜଣ ଲୋକ ଏହି ଘଟଣାରେ ଆଖି ବୁଜିଛନ୍ତି। ଡେପୁଟି କମିଶନର କୁଲଓ୍ବନ୍ତ ସିଂ କହିଛନ୍ତି, ଶୁକ୍ରବାର…

ପରଲୋକରେ ଅମର ସିଂହ

ନୂଆଦିଲ୍ଲୀ,୧।୮: ରାଜ୍ୟ ସଭା ଏମ୍‌ପି ତଥା ପୂର୍ବତନ ସମାଜବାଦୀ ପାର୍ଟୀ ନେତା ଅମର ସିଂହଙ୍କ ଶନିବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ହୋଇଥିଲା। ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ। କିଛି ମାସ ପୂର୍ବରୁ ସିଙ୍ଗାପୁରରେ ତାଙ୍କର…

ହୃଦୟ ବିଦାରକ ଦୃଶ୍ୟ: ଲୋଡିଂ ସମୟରେ ଖସିପଡ଼ିଲା କ୍ରେନ, ୧୦ ଶ୍ରମିକଙ୍କ ଜୀବନ ଗଲା

ହାଇଦ୍ରାବାଦ,୧ା୮: ଆନ୍ଧ୍ରପ୍ରଦେଶର ବିଶାଖାପାଟଣାସ୍ଥିତ ହିନ୍ଦୁସ୍ତାନ ସିପ୍‌ୟାର୍ଡରେ ଶନିବାର ଏକ ଭୟଙ୍କର ଅଘଟଣ ଘଟିଛି। ଏହି ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି।  ଜାହାଜରେ ସାମଗ୍ରୀ ଲୋଡିଂ ପାଇଁ କ୍ରେନ୍‌ ସାହାଯ୍ୟରେ ଶ୍ରମିକମାନେ ଉଠାଉଥିବା ବେଳେ ଏହା…

ଆନ୍ଧ୍ରପ୍ରଦେଶରେ ରହିବ ୩ ରାଜଧାନୀ

ହାଇଦ୍ରାବାଦ,୧।୮: ଆନ୍ଧ୍ରପ୍ରଦେଶରେ ୩ଟି ରାଜଧାନୀ ରହିବା ନେଇ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍‌. ଜଗନ ମୋହନ ରେଡ୍ଡୀଙ୍କ ଯୋଜନା ସଫଳ ହୋଇଛି। ଏଣିକି ଆନ୍ଧ୍ରପ୍ରଦେଶରେ ରହିବ ୩ଟି ରାଜଧାନୀ। ଆଉ ଏହାକୁ ରାଜ୍ୟପାଳ ମଧ୍ୟ ମଞ୍ଜୁରୀ ପ୍ରଦାନ କରିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ୨୦୧୪ରେ ତେଲେଙ୍ଗାନା…

ରାମ ମନ୍ଦିର ଭୂମିପୂଜା ପାଇଁ ଆଡଭାନୀ, ଜୋଶୀଙ୍କ ସମେତ ୧୭୫ଲୋକଙ୍କୁ ପଠାଗଲା ନିମନ୍ତ୍ରଣ

ଲକ୍ଷ୍ନୌ,୧।୮: ଅଯୋଧ୍ୟାରେ ଅଗଷ୍ଟ ପ୍ରଥମ ସପ୍ତାହରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏଥିପାଇଁ ରାମନଗରୀ ଏବେ ବିଭିନ୍ନ ରଙ୍ଗରେ ରଙ୍ଗେଇ ହୋଇଛି। ଭୂମିପୂଜା ପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। କରୋନା କାଳରେ ଭୂମିପୂଜା…

ଶୌଚାଳୟ ଅପରିଷ୍କାର ଦେଖି ଏମିତି କଲେ ଶିବରାଜଙ୍କ ମନ୍ତ୍ରୀ

ଗ୍ବାଲିଅର,୧।୮: ସରକାରୀ କାର୍ଯ୍ୟାଳୟରେ ଅପରିଷ୍କାର ଦେଖି ଶିବରାଜ ସିଂହଙ୍କ ମନ୍ତ୍ରୀ ନିଜେ ମହିଳା ଶୌଚାଳୟ ସଫା କରିଥିବା ଦେଖିବାକୁ ମିଳିଛି। ଏହି ଘଟଣା ଏବେ ଚର୍ଚ୍ଚାର ପରିସରକୁ ଆସିଥିବା ବେଳେ ମନ୍ତ୍ରୀଙ୍କ ଏଭଳି କାର୍ଯ୍ୟକୁ ଜନତା ବେଶ୍‌ ପ୍ରଶଂସା କରିଛନ୍ତି। ସୂଚନାଯୋଗ୍ୟ,…

ମୁଖ୍ୟମନ୍ତ୍ରୀଙ୍କ ଘରେ ପହଞ୍ଚିଲା କରୋନା

ରାଞ୍ଚି,୧।୮: ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବେକାବୁ ହେବାରେ ଲାଗିଛି। ଧନୀ ହୁଅନ୍ତୁ କି ଗରିବ, ଜନତା ହୁଅନ୍ତୁ କି ନେତା ସମସ୍ତେ ଏବେ କରୋନା କବଳରେ। ଇତିମଧ୍ୟରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଘରେ ପୁଣି କରୋନା ପହଞ୍ଚିଥିବା ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ…

ଆତଙ୍କବାଦୀ ମୁକାବିଲାରେ ସହିଦ ହେଲେ ୨୪ବର୍ଷୀୟ ଏହି ଯବାନ, ନଭେମ୍ବରରେ ହୋଇଥାନ୍ତା ବିବାହ

ହାମିରପୁର,୧।୮: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ମୁକାବିଲାରେ ହିମାଚଳ ପ୍ରଦେଶ ହାମିରପୁର ଜିଲା ଗାଲୋଡର ଯବାନ ସହିଦ ହୋଇଛନ୍ତି। ସେ ହେଲେ ରସିଲ କୁମାରଙ୍କ ପୁଅ ରୋହନ ଠାକୁରଙ୍କ (୨୪)। ରସିଲ ଚାରି ବର୍ଷ ଧରି ଭାରତୀୟ ସୈନ୍ୟବାହିନୀର ପଞ୍ଜାମ ରେଜିମେଣ୍ଟରେ ଭର୍ତ୍ତି ଥିଲେ।…

ରିୟାଙ୍କ ବିରୋଧରେ ଜାରି ହୋଇପାରେ ଲୁକ୍‌ଆଉଟ ନୋଟିସ୍‌: ଜାଣନ୍ତୁ କାହିଁକି

ମୁମ୍ବାଇ,୧।୮: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ଗର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତି ଏବେ ବିବାଦ ଘେରକୁ ଚାଲିଆସିଛନ୍ତି। ସୂତ୍ର ଅନୁସାରେ ବିହାର ପୋଲିସ ଏହି ମାମଲାରେ ରିୟାଙ୍କ ବିରୋଧରେ ଲୁକ୍‌ଆଉଟ ନୋଟିସ ଜାରି କରିବାକୁ ବିଚାର କରୁଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri