ଜାତୀୟ

କଟକଣା ମଧ୍ୟରେ ଖୋଲିଲା ସ୍କୁଲ

ନୂଆଦିଲ୍ଲୀ,୨୨।୯(ପି.ଟି.): କରୋନା ମହାମାରୀ ଯୋଗୁ ଦୀର୍ଘ ୬ମାସ ଧରି ବନ୍ଦ ରହିଥିବା ସ୍କୁଲ କଲେଜ ସୋମବାର କଟକଣା ମଧ୍ୟରେ ଖୋଲିଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ଘୋଷିତ ଅନ୍‌ଲକ୍‌-୪ ଗାଇଡଲାଇନ୍‌ ଅନୁସାରେ ଦେଶର କେତେକ ରାଜ୍ୟରେ ସ୍ବେଚ୍ଛାକୃତ ଭାବେ ବିଦ୍ୟାଳୟଗୁଡ଼ିକୁ ଆଂଶିକ ଭାବେ…

ବଲିଉଡରେ ଡ୍ରଗ୍ସ କାରବାର ଲିଙ୍କ୍: ସମ୍ମୁଖକୁ ଆସିଲା ଦୀପିକାଙ୍କ ନାମ

ବଲିଉଡରେ ଡ୍ରଗ୍ସ ଲିଙ୍କ ନେଇ ଅଭିନେତ୍ରୀ ରିୟା ଚକ୍ରବର୍ତୀ ଗିରଫ ହେବ ପରେ ସାରା ଅଲ୍ଲୀ ଖାନ, ରକୁଳ ପ୍ରୀତି ସିଂ ଏବଂ ଶ୍ରଦ୍ଧା କପୁରଙ୍କ ନାମ ସମ୍ମୁଖକୁ ଆସିଥିଲା । ଏବେ ଆଉ ଏକ ବଡ ନାମ ଏହି ତାଲିକାରେ…

ବିଦେଶରେ କରୋନା ନେଲାଣି ୩୭୩ ଭାରତୀୟ ନାଗରିକଙ୍କ ଜୀବନ

ନୂଆଦିଲ୍ଲୀ, ୨୧।୯: ବିଦେଶରେ ରହୁଥିବା ୧୧ ହଜାର ୬୦୦ରୁ ଊର୍ଦ୍ଧ୍ୱ ଭାରତୀୟ ନାଗରିକ କରୋନା ଭାଇରସ୍‌ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୭୩ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୋମବାର ସଂସଦରେ ସୂଚନା ଦିଆଯାଇଛି। ଏକ…

ଦଶମ, ଦ୍ୱାଦଶ ଟପ୍ପରଙ୍କୁ ପୁରସ୍କାର ଲାଗି ୨ଟି କାର୍‌ କିଣିଲେ ଶିକ୍ଷା ମନ୍ତ୍ରୀ

ରାଞ୍ଚି, ୨୧।୯: ଝାଡ଼ଖଣ୍ଡର ଶିକ୍ଷା ମନ୍ତ୍ରୀ ଜଗରନାଥ ମୋହତ ନିଜ ପ୍ରତିଜ୍ଞା ପୂରଣ କରିବାକୁ ଯାଉଛନ୍ତି। ରାଜ୍ୟରେ ଚଳିତ ବର୍ଷ ୧୦ମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଟପ୍ପରଙ୍କ ଲାଗି ୨ଟି ଅଲ୍ଟୋ କାର୍‌ କିଣିଛନ୍ତି। ବୁଧବାର ଏକ ସମାରୋହରେ ସେ…

ରାଜ୍ୟ ସଭା: ନିଲମ୍ବିତ ସଦସ୍ୟଙ୍କ ଧାରଣା ଜାରି, ରାଷ୍ଟ୍ରପତିଙ୍କୁ ଭେଟିବାକୁ ସମୟ ମାଗିଲେ ବିରୋଧି

ନୂଆଦିଲ୍ଲୀ,୨୧ ।୯: କୃଷି ବିଲ୍‌କୁ ନେଇ ପାର୍ଲାମେଣ୍ଟରୁ ସଡ଼କ ପର୍ଯ୍ୟନ୍ତ ବିରୋଧ ଜାରି ରହିଛି । ଏହି ମହାସଂଗ୍ରାମ ମଧ୍ୟରେ ବିରୋଧି ଦଳ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବାକୁ ସମୟ ମାଗିଛନ୍ତି । ବିରୋଧି ରାଷ୍ଟ୍ରପତିଙ୍କୁ ଭେଟି ୨ଟି ଯାକ ବିଲ୍‌ରେ…

ଦୁଇ ସାଙ୍ଗ ମିଶି ହାରିଲେ ଜୀବନ, କାରଣ ଜାଣି ହେବେ ଚକିତ

ଲକ୍ଷ୍ନୌ,୨୧।୯: ଉତ୍ତର ପ୍ରଦେଶ ବହରାଇଚ୍‌ରେ ଏକ ଅଭାବନୀୟ ଘଟରା ଘଟିଛି। ଦୁଇ ନାବଳିକା ବେକରେ ଓଢଣୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଦୁହିଁଙ୍କ ବନ୍ଧୁତାକୁ ପରିବାର ଲୋକେ ପସନ୍ଦ କରୁ ନ ଥିବାରୁ ଉଭୟ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ମୃତ…

ଦୀର୍ଘ ୬ ମାସ ପରେ ଖୋଲିଲା ତାଜମହଲ: ପ୍ରଥମେ ଆସିଲେ ଚାଇନା ଅତିଥି

ଆଗ୍ରା,୨୧ ।୯: କରୋନା ଭାଇରସ ସଂକ୍ରମଣ ଯୋଗୁ ପାଖାପାଖି ୬ ମାସ ହେବ ବନ୍ଦ ହୋଇ ରହିଥିଲା ତାଜମହଲ । ଏବେ ତାଜମହଲ ଖୋଲିଥିବା ବେଳେ କରୋନା କଟକଣା ମାନି ପର୍ଯ୍ୟଯକଙ୍କୁ ଭିତରକୁ ଯିବାକୁ ଅନୁମତି ପ୍ରଦାନ କରାଯାଉଛି । ସୋମବାର…

ପୃଥିବୀରେ ଭାରତ ଶୀର୍ଷରେ: କରୋନା ଆକ୍ରାନ୍ତଙ୍କ ସୁସ୍ଥ ହେବା ହାର ୮୦ ପ୍ରତିଶତ

ନୂଆଦିଲ୍ଲୀ, ୨୧।୯: କରୋନା ଆକ୍ରାନ୍ତଙ୍କ ସୁସ୍ଥ ହେବା ହାରରେ ଭାରତ ପୃଥିବୀରେ ଶୀର୍ଷରେ ରହିଛି। ଦେଶରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ହେବା ହାର ୮୦ ପ୍ରତିଶତ ଛୁଇଁଛି। ଲଗାତାର ୩ ଦିନ ଧରି ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା…

୧୧ ରାଜ୍ୟର ୯୦ ଜିଲା ମାଓବାଦୀ ପ୍ରବଣ, ସାଇବର ଅପରାଧ ଟପିଛି ୮୨ ହଜାର

ନୂଆଦିଲ୍ଲୀ, ୨୧।୯: ଦେଶର ୧୧ଟି ରାଜ୍ୟର ୯୦ ଜିଲା ମାଓବାଦୀ ପ୍ରବଣ ବୋଲି ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଜି.କିଶନ ରେଡ୍ଡୀ ସୋମବାର ସୂଚନା ଦେଇଛନ୍ତି। ୨୦୧୯ରେ ୬୧ ଜିଲା ମାଓବାଦୀ ପ୍ରବଣ ଥିଲା ବୋଲି ଏମ୍‌ପି ରାକେଶ ସିହ୍ନାଙ୍କର ଏକ ଲିଖିତ ପ୍ରଶ୍ନର…

ଶତ୍ରୁକୁ ଜବାବ ଦେବ ନାରୀ ଶକ୍ତି: ରାଫାଲ ଯୁଦ୍ଧ ବିମାନ ଉଡାଇବେ ମହିଳା ପାଇଲଟ!

ନୂଆଦିଲ୍ଲୀ,୨୧ ।୯: ଭାରତୀୟ ବାୟୁସେନାକୁ ନିକଟରେ ମିଳିଥିବା ରାଫାଲ ଯୁଦ୍ଧ ବିମାନର ଦାୟିତ୍ୱରେ ଥିବା ସ୍କାଡ୍ରନଙ୍କ ମଧ୍ୟରେ ଖୁବ୍‌ଶୀଘ୍ର ଜଣେ ମହଳା ପାଇଲଟ ସାମିଲ ହୋଇ ପାରନ୍ତି ବୋଲି କୁହାଯାଉଛି । ରାଫାଲକୁ ବାୟୁସେନାର ୧୭ତମ ସ୍କାଡ୍ରନରେ ସାମିଲ କରାଯାଇଛି ।…

ଏମ୍‌ପିଙ୍କ ନିଲମ୍ବନ ନେଇ ଗର୍ଜିଲେ ଦିଦି: ଲୋକତନ୍ତ୍ରର ହତ୍ୟା କରିଛି ଭାଜପା

କୋଲକାତା, ୨୧।୯: କୃଷି ବିଧେୟକ ନେଇ ରାଜ୍ୟ ସଭାରେ ବିରୋଧୀ ଦଳ ସଦସ୍ୟଙ୍କ ହଙ୍ଗାମା ପରେ ସୋମବାର ୮ ଏମ୍‌ପିଙ୍କୁ ନିଲମ୍ବିତ କରାଯିବା ଘଟଣା ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଉପରେ ଗର୍ଜିଛନ୍ତି। ସେ…

ଦେଶରେ ମିଜୋରାମ ଲୋକ ସବୁଠାରୁ ଖୁସିରେ ରୁହନ୍ତି

ନୂଆଦିଲ୍ଲୀ,୨୧ ।୯: ଦେଶରେ ପ୍ରଥମଥର କରାଯାଇଥିବା ହାପିନେସ୍ ସର୍ଭେରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚକୁ ସାମିଲ କରାଯାଇ ର‌୍ୟାଙ୍କିଙ୍ଗ ଦିଆଯାଇଥିଲା । ଏହାପରେ ମିଜୋରାମ, ପଞ୍ଜାବ ଓ ଆଣ୍ଡାମାନ ନିକୋବର ଦ୍ୱୀପ ଟପ୍ ୩ରେ ରହିଛନ୍ତି । ଏଠାକାର ଲୋକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri