ଭାରତୀୟ ଉପଗ୍ରହକୁ ଟାର୍ଗେଟ୍ କରୁଛି ଚାଇନା
ନୂଆଦିଲ୍ଲୀ, ୨୩।୯: ଭାରତ ଚାଇନା ମଧ୍ୟରେ ସୀମା ବିବାଦ ଜାରି ରହିଛି। ଏପରିସ୍ଥଳେ ଆମେରିକାର ଚାଇନା ଏରୋସ୍ପେସ୍ ଷ୍ଟଡିଜ୍ ଇନଷ୍ଟଚ୍ୟୁଟ୍(ସିଏଏସ୍ଆଇ) ପକ୍ଷରୁ ଜାରି ହୋଇଥିବା ରିପୋର୍ଟ ନେଇ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି। ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଚାଇନା କେବଳ…
ଶାହିନ୍ବାଗ୍ରୁ ଟାଇମ୍ ପତ୍ରିକା: ପ୍ରଭାବଶାଳୀ ତାଲିକାରେ ବିଲ୍କିସ୍ ଦାଦୀ
ନୂଆଦିଲ୍ଲୀ, ୨୩।୯: ଟାଇମ୍ ମାଗାଜିନ୍ର ୨୦୨୦ର ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ଭାରତର ଜଣେ ୮୨ ବର୍ଷ ବୟସ୍କା ବୃଦ୍ଧା ବିଲ୍କିସ୍ ଦାଦୀ ରହିଛନ୍ତି। ସେ ନାଗରିକତ୍ୱ ସଂଶୋଧନ ଆଇନ ବିରୋଧରେ ଦିଲ୍ଲୀର ଶାହିନ୍ବାଗ୍ରେ ଧାରଣାରେ ବସିଥିଲେ। ଶାହିନ୍ବାଗ୍ର ଧାରଣା ଯେ ଦିନେ…
ଟାଇମ୍ ପ୍ରଭାବଶାଳୀ ନେତାଙ୍କ ତାଲିକାରେ ମୋଦି
ନୂଆଦିଲ୍ଲୀ, ୨୩।୯: ଟାଇମ୍ ମାଗାଜିନ୍ର ପ୍ରଭାବଶାଳୀ ନେତାଙ୍କ ତାଲିକାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ଥାନ ପାଇଛନ୍ତି। ୨୦୨୦ରେ ପୃଥିବୀର ଶହେ ଜଣ ପ୍ରଭାବଶାଳୀ ନେତାଙ୍କ ମଧ୍ୟରେ ପୁଣି ମୋଦିଙ୍କ ନାମ ରହିଛି। ଚଳିତ ବର୍ଷ ଏହି ତାଲିକାରେ ପୃଥିବୀର ୨୪ରୁ…
ଉପବାସ ଭାଙ୍ଗିଲେ ହରିବଂଶ
ନୂଆଦିଲ୍ଲୀ, ୨୩।୯: ରାଜ୍ୟ ସଭାରେ ୮ ଜଣ ଏମ୍ପିିଙ୍କ ଆଚରଣରେ ଅପମାନବୋଧ ମନେ କରିଥିବା ଉପ ବାଚସ୍ପତି ହରିବଂଶ ଦିନିକିଆ ଆତ୍ମଶୁଦ୍ଧି ଉପବାସ ମଙ୍ଗଳବାରଠାରୁ ଆରମ୍ଭ କରିଥିଲେ। ବୁଧବାର ସେ ଉପବାସ ଭଙ୍ଗ କରିଛନ୍ତି। ଜନତା ଦଳ(ୟୁ) ଏମ୍ପି ରାଜୀବ ରଞ୍ଜନ…
ପ୍ରବଳ ବର୍ଷା: ବମ୍ବେ ହାଇକୋର୍ଟ ଘୋଷଣା କଲା ‘ରେନି ଡେ’
ମୁମ୍ବାଇ, ୨୩।୯: ପ୍ରବଳ ବର୍ଷା ଯୋଗୁ ମୁମ୍ବାଇରେ ସାଧାରଣ ଜୀବନ ଯାତ୍ରା ଅଚଳ ହୋଇ ପଡ଼ିଛି। ରାସ୍ତାଘାଟରେ ଛାତିଏ ପାଣି ଜମି ରହିଛି। ଏହାକୁ ଦୃଷ୍ଟିରେ ରଖି ବମ୍ବେ ହାଇକୋର୍ଟ ପକ୍ଷରୁ ବୁଧବାରକୁ ‘ରେନି ଡେ’ ଛୁଟି ଘୋଷଣା କରାଯାଇଛି। କୋର୍ଟର…
୧୧ ରାଜ୍ୟ ସଭା ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ
ନୂଆଦିଲ୍ଲୀ, ୨୩।୯: ରାଜ୍ୟ ସଭାରେ ୧୧ ଜଣ ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ସମ୍ପର୍କରେ ଘୋଷଣା କରାଯାଇଛି। ଏସମ୍ପର୍କରେ ବାଚସ୍ପତି ଭେଙ୍କୟା ନାଇଡୁ ବୁଧବାର ସୂଚନା ଦେଇଛନ୍ତି। ସଦସ୍ୟମାନେ ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡ ବିଧାନସଭାରୁ ରାଜ୍ୟ ସଭାକୁ ଆସିଥିଲେ। ସେମାନଙ୍କ ମଧ୍ୟରେ ଭାଜପାର…
ନିୟନ୍ତ୍ରଣ ରେଖାର ୩ ସେକ୍ଟରରେ ପାକିସ୍ତାନର ମୋର୍ଟାର ଶେଲିଂ ମାଡ଼
ଶ୍ରୀନଗର, ୨୩।୯: ଜମ୍ମୁ-କଶ୍ମୀରର ନିୟନ୍ତ୍ରଣ ରେଖାରେ ପୁଣି ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ବୁଧବାର ସକାଳେ ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟ ଗୁଡ଼ିକରୁ ଭାରତୀୟ ପୋଷ୍ଟକୁ ଲକ୍ଷ୍ୟ କରି ମୋର୍ଟାର ଶେଲିଂ ମାଡ଼ କରାଯାଇଛି। ପୁଞ୍ଚ୍ ଜିଲାର କେର୍ନିି, କ୍ୱସବା ଏବଂ ଶାହପୁର…
ଡେଟିଂ ଆପ୍ରେ ବ୍ୟବହାର କରାଯାଉଥିଲା ମହିଳା ଏମ୍ପିଙ୍କ ଫଟୋ
କୋଲକାତା,୨୩।୯: ତୃଣମୂଳ କଂଗ୍ରେସ ଏମ୍ପି ନୁଶ୍ରତ୍ ଜାହାଁଙ୍କ ଫଟୋ ଏକ ଡେଟିଂ ଆପରେ ବ୍ୟବହାର କରାଯାଉଛି। ଏହା ଜଣାପଡିବା ପରେ ନୁଶରତ୍ କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସ ଆଶ୍ରୟ ନେଇଛନ୍ତିି। ବିନା ଅନୁମତିରେ ମୋ ଫଟୋ ବ୍ୟବହାର କରିଯିବାକୁ ମୁଁ ବରଦାସ୍ତ କରିପାରିବି…
କରୋନା ମୃତ୍ୟୁ ସଂଖ୍ୟା ୯୦ ହଜାର ଟପିଲା
ନୂଆଦିଲ୍ଲୀ, ୨୩।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନା ଧରୁନି। ଇତିମଧ୍ୟରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ୯୦ ହଜାର ୨୦ ଛୁଇଁଛି। ଲଗାତାର ୨୧ ଦିନ ଧରି ଦେଶରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ହଜାରେ ଉପରେ ରହିଛି।…
ଦିନ ଟିଏ ଉପବାସ କରିବେ ଶରଦ
ମୁମ୍ବାଇ, ୨୩।୯: ରାଜ୍ୟ ସଭାରେ ରବିବାର କୃଷି ବିଲ୍ ଗୃହୀତ ସମୟରେ ହଟ୍ଟଗୋଳ କରିଥିବା ୮ଜଣ ଏମ୍ପିଙ୍କୁ ଚଳିତ ଅଧିବେଶନରୁ ନିଲମ୍ବିତ କରାଯାଇଛି। ନିଲମ୍ବିତ ହୋଇଥିବା ଏମ୍ପିଙ୍କ ସମର୍ଥନରେ ପ୍ରାୟ ଅଧିକାଂଶ ବିରୋଧୀ ଦଳ ଏକାଠି ହୋଇ ସଂସଦ ବାହାରେ ୨ଦିନ…
୫ ଆଇଆଇଆଇଟିକୁ ମିଳିବ ଜାତୀୟ ଅନୁଷ୍ଠାନ ମର୍ଯ୍ୟାଦା
ନୂଆଦିଲ୍ଲୀ, ୨୩।୯(ପି.ଟି.): ଇଣ୍ଡିଆନ ଇନ୍ଷ୍ଟିଚ୍ୟୁଟ ଅଫ୍ ଇନ୍ଫର୍ମେଶନ ଟେକ୍ନୋଲୋଜି(ଆଇଆଇଆଇଟି) ଆଇନ ସଂଶୋଧନ ବିଲ୍- ୨୦୨୦ ରାଜ୍ୟ ସଭାରେ ଗୃହୀତ ହୋଇଛି। ଆଇଆଇଆଇଟି ଆଇନ ୨୦୧୪ ଓ ଆଇଆଇଆଇଟି ସରକାରୀ ବେସରକାରୀ ଭାଗିଦାରୀ ଆଇନ ୨୦୧୭ରେ ଏହି ବିଲ୍ ସଂଶୋଧନ ଆଣିବ। ଏଥିସହିତ…
ଟାର୍ଗେଟ୍ ପୂରଣ ପାଇଁ ନିଜର ୧୫ଥର କରୋନା ଟେଷ୍ଟ କଲେ ଡାକ୍ତର
ମଥୁରା, ୨୨।୯: ଉତ୍ତର ପ୍ରଦେଶର ମଥୁରାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ଡାକ୍ତର ଟାର୍ଗେଟ୍ ପୂରଣ କରିବା ଲାଗି ୧୫ଥରରୁ ଊର୍ଦ୍ଧ୍ୱ ନିଜର କରୋନା ଟେଷ୍ଟ କରାଇଛନ୍ତି। ଏଭଳି ଭାବେ କରୋନା ଟେଷ୍ଟ କରାଉଥିବା ଡାକ୍ତରଙ୍କ ଭିଡିଓ…
Archives


