ପ୍ରଥମ ପ୍ଲାଜମା ଥେରାପିରେ ସୁସ୍ଥ ହେଲେ ଦେଶର କରୋନା ସଂକ୍ରମିତ: ମୁମ୍ବାଇ, ଇନ୍ଦୋରରେ ଆରମ୍ଭ ହେବ ଏହି ଥେରାପି
ନୂଆଦିଲ୍ଲୀ,୨୮।୪: କରୋନା ସଂକ୍ରମିତଙ୍କ ଚିକିତ୍ସା କରିବାକୁ ଏବେ ପ୍ଲାଜମା ଥେରାପି ଦେଖାଇଛି ନୂତନ ଆଶାର ଆଲୋକ। ପ୍ରଥମେ ଦିଲ୍ଲୀରେ ଏହି ପ୍ଲାଜମା ଥେରାପି ଆରମ୍ଭ କରାଯାଇଥିବା ବେଳେ ଏହା ଯେଉଁ ୪୯ ବର୍ଷୀୟ ବ୍ୟକ୍ତିଙ୍କ ଉପରେ ପ୍ରଥମେ ପ୍ରୟୋଗ କରାଯାଇଥିଲା...
କରୋନାରେ ମୃତ ଡାକ୍ତରଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ ଦାବି
କୋଲକାତା,୨୮।୪: କରୋନା ଭାଇରସ କବଳରେ ଏବେ ସାରା ବିଶ୍ୱ। ଡାକ୍ତରମାନେ ମଧ୍ୟ ଏହା କବଳରୁ ମୁକ୍ତ ହୋଇ ପାରୁ ନାହାନ୍ତି। ରବିବାର ପଶ୍ଚିମବଙ୍ଗର ଜଣେ ୬୯ ବର୍ଷୀୟ ଡାକ୍ତରଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହୋଇଛି। ଡାକ୍ତର ଶିଶିର କୁମାର ମଣ୍ଡଳ...
ଛିଙ୍କିବା-କାଶିବା ସମୟରେ ମୁହଁରେ ହାତ ନ ଦେଲେ ଜରିମାନା: ଜୁନ୍ ୧ରୁ ସରକାରୀ ନିୟମ ଲାଗୁ
ବେଜିଂ,୨୮।୪: କରୋନା ସଂକ୍ରମଣ ନେଇ ସାରା ପୃଥିବୀରେ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଏପରିସ୍ଥଳେ ଚାଇନା ସରକାର ଏକ ନୂଆ ନିୟମ ଲାଗୁ କରିବାକୁ ଯାଉଛନ୍ତି। ଏଣିକି ସର୍ବସାଧାରଣ ସ୍ଥଳରେ ଛିଙ୍କିବା ଅବା କାଶିବା ସମୟରେ ମୁହଁରେ ହାତ...
ବିନା ଟ୍ରାଏଲ୍ ପ୍ରତିଷେଧକ ଟୀକାର ଉତ୍ପାଦନ ମେ ମାସରୁ: ଭାରତରେ ୧୦୦୦ ଟଙ୍କାରେ ମିଳିବ
ନୂଆଦିଲ୍ଲୀ,୨୮।୪: କରୋନା ସଂକ୍ରମଣ ନେଇ ଭାରତରେ ସ୍ଥିତି ଧୀରେ ଧୀରେ ସଙ୍କଟ ଜନକ ହେବାରେ ଲାଗିଛି। ପୁଣେ ସ୍ଥିତ କମ୍ପାନୀ ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ପକ୍ଷରୁ କରୋନା ପ୍ରତିଷେଧକ ଟୀକାର କ୍ଲିନିକାଲ ଟ୍ରାଏଲ୍ ଏବଂ ଉତ୍ପାଦନ ମେ ମାସଠାରୁ...
ତ୍ରୁଟିପୂର୍ଣ୍ଣ କିଟ୍ ପାଇଁ ରାପିଡ୍ ଟେଷ୍ଟ ବନ୍ଦ ନିର୍ଦ୍ଦେଶ
ନୂଆଦିଲ୍ଲୀ,୨୮।୪(ପିଟି): କରୋନା ସଂକ୍ରମିତଙ୍କୁ ଚିହ୍ନଟ କରିବା ଉଦ୍ଦେଶ୍ୟରେ ଚାଇନାର ୨ଟି କମ୍ପାନୀରୁ ଭାରତକୁ ଆସିଥିବା କୋଭିଡ-୧୯ ରାପିଡ ଆଣ୍ଟିବଡି ଟେଷ୍ଟ କିଟ୍କୁ ବ୍ୟବହାର ନ କରିବାକୁ ସମସ୍ତ ରାଜ୍ୟକୁ ଇଣ୍ଡିଆନ କାଉନ୍ସିଲ ଅଫ ମେଡିକାଲ ରିସର୍ଚ୍ଚ(ଆଇସିଏମ୍ଆର) ସୋମବାର ମନା କରିଛି।...
ଆନ୍ଧ୍ର ରାଜଭବନର ୪ କର୍ମଚାରୀଙ୍କୁ କରୋନା: ଏମ୍ପିଙ୍କ ପରିବାରରୁ ୬ ଆକ୍ରାନ୍ତ
ଅମରାବତୀ,୨୮ା୪: ଆନ୍ଧ୍ରପ୍ରଦେଶ ରାଜଭବନର ୪ ଜଣ କର୍ମଚାରୀଙ୍କଠାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛି। ସେହିପରି ଶାସକ ଦଳର ଜଣେ ଏମ୍ପିଙ୍କ ପରିବାରରୁ ୬ ଜଣ ଏହି ରୋଗରେ ଆକ୍ରାନ୍ତ ଥିବା ଜଣାପଡିଛି। ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୧୭୭ରେ ପହଞ୍ଚତ୍ଛି...
ପ୍ରବାସୀ ଶ୍ରମିକଙ୍କୁ ନିଜ ସହରକୁ ଛଡ଼ାଯିବନି
ନୂଆଦିଲ୍ଲୀ,୨୮ା୪: କରୋନା ମହାମାରୀ ଯୋଗୁ ଲୋକମାନେ ଆତଙ୍କରେ ଅଛନ୍ତି। ଲକ୍ଡାଉନ୍ ଲାଗୁହେବା ପରେ ଅନେକ ଲୋକ କାମଧନ୍ଦା ହରାଇବା ସହ ପେଟକୁ ଦାନା ଯୋଗାଡ଼କରିବା ଓ ପରିବାର ପୋଷିବା କଷ୍ଟକର ହୋଇପଡ଼ିଛି। ପରିସ୍ଥିତିକୁ ଦେଖି ଅନେକ ପ୍ରବାସୀ ନିଜ ସହରକୁ...
ଭାରତରେ ସରିଆସୁଛି କରୋନା ଆୟୁଷ: ମେ’ ୨୧ ସୁଦ୍ଧା ୯୭% ବିଲୋପ
ନୂଆଦିଲ୍ଲୀ,୨୮ା୪: ମହାମାରୀ କରୋନା(କୋଭିଡ୍-୧୯)କୁ ପ୍ରତିହତ କରିବା ପାଇଁ ଭାରତ ସମେତ ବିଶ୍ୱର ଅନେକ ଦେଶରେ ଲାଗୁ ହୋଇଛି ଲକ୍ଡାଉନ। ଫଳରେ କୋଟି କୋଟି ଲୋକ ନିଜ ଘରେ ଏକ ମାସରୁ ଊର୍ଦ୍ଧ୍ୱ ସମୟ ହେଲା ଆବଦ୍ଧ ହୋଇ ରହିଛନ୍ତି। ଏବେ...
ଲକ୍ଡାଉନ ସହ ଅର୍ଥନୀତିକୁ ଗୁରୁତ୍ୱ
ନୂଆଦିଲ୍ଲୀ,୨୮ା୪(ପି.ଟି.): ଭାରତରେ ଦ୍ୱିତୀୟ ପର୍ଯ୍ୟାୟ ଲକ୍ଡାଉନ ସମୟସୀମା ଶେଷ ହେବାକୁ ଆଉ ୬ ଦିନ ବାକି ଥିବାବେଳେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନ୍ଫରେନ୍ସିଂ ଜରିଆରେ ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି। କରୋନା ମହାମାରୀ ବିରୋଧରେ ଲଢ଼େଇ...
ପ୍ରବାସୀ ଶ୍ରମିକଙ୍କ ପାଇଁ ଯୋଗୀ ସରକାରଙ୍କ ବଡ଼ ଘୋଷଣା
ଲକ୍ଷ୍ନୌ,୨୭।୪: ଲକ୍ଡାଉନ ସମୟରେ ଉତ୍ତରପ୍ରଦେଶରେ ଫସିଥିବା ଅନ୍ୟ ରାଜ୍ୟର ଶ୍ରମିକଙ୍କ ପାଇଁ ଯୋଗୀ ସରକାର ସୋମବାର ବଡ଼ ଘୋଷଣା କରିଛନ୍ତି। ପ୍ରବାସୀ ଶ୍ରମିକଙ୍କୁ ଏକ ହଜାର ଟଙ୍କା ଓ ୧୫ ଦିନର ମାଗଣା ରାସନ ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ...
ପ୍ରୟାଗରାଜରେ ଫସିଥିବା ଛାତ୍ରଙ୍କୁ ଘରକୁ ପଠାଇବେ ଯୋଗୀ ସରକାର
ପ୍ରୟାଗରାଜ,୨୭।୪: ଲକ୍ଡାଉନ ଯୋଗୁ ପ୍ରୟାଗରାଜରେ ଫସିଥିବା ଛାତ୍ରମାନଙ୍କୁ ନେଇ ଯୋଗୀ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ପ୍ରୟାଗରାଜରେ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଛାତ୍ରମାନଙ୍କୁ ସେମାନଙ୍କ ଘରକୁ ପଠାଇବା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ...
ଲକ୍ଡାଉନରେ ନିଆରା ବିବାହ: ବର୍ଡରରେ ପୋଲିସ କଲେ କନ୍ୟାଦାନ
କାଶୀପୁର,୨୭।୪: କରୋନା ଯୋଗୁ ସାରା ଦେଶରେ ଲକ୍ଡାଉନ ଜାରି ରହିଛି। ଏଥିଯୋଗୁ ଲୋକଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ମଧ୍ୟ ହେବାକୁ ପଡ଼ୁଛି। ଏଥିପାଇଁ କେତେକଙ୍କ ବିବାହ ସ୍ଥଗିତ ହୋଇଥିବା ବେଳେ ଆଉ କେତେକ ଭିଡିଓ କନ୍ଫରେନ୍ସିଂରେ ହେଉଥିବା ଦେଖିବାକୁ ମିଳିଛି।...
Archives


