ଜାତୀୟ

ପାଇଲଟଙ୍କୁ ଓହ୍ଲାଇଦେଲା କଂଗ୍ରେସ

ଜୟପୁର/ନୂଆଦିଲ୍ଲୀ,୧୫ା୭: ଯାହା ଆଶଙ୍କା କରାଯାଉଥିଲା ଶେଷରେ ତାହା ହିଁ ହେଲା। ରାଜସ୍ଥାନରେ ଗେହଲଟ ସରକାର ରୂପକ ବିମାନରୁ ସହଚାଳକ (କୋପାଇଲଟ) ସଚିନ ପାଇଲଟଙ୍କୁ ଓହ୍ଲାଇଦେଇଛି କଂଗ୍ରେସ। ଏହି ବିଦ୍ରୋହୀ ନେତାଙ୍କୁ ଉଭୟ ଉପମୁଖ୍ୟମନ୍ତ୍ରୀ ଓ ରାଜସ୍ଥାନ ପ୍ରଦେଶ କଂଗ୍ରେସ କମିଟି (ପିସିସି)…

୩ ଦିନର ବୋହୁଙ୍କୁ ବିକାଶଙ୍କ ସହଯୋଗୀ ଭାବି ଉଠାଇ ଆଣିଲା କାନପୁର ପୋଲିସ, ଆଉ ତା’ ପରେ..

ଲକ୍ଷ୍ନୌ,୧୪।୭: ଉତ୍ତରପ୍ରଦେଶର ଗ୍ୟାଙ୍ଗ୍‌ଷ୍ଟର ବିକାଶ ଦୁବେଙ୍କ ଏନ୍‌କାଉଣ୍ଟର ପରେ ପୋଲିସ ତାଙ୍କ ସହଯୋଗୀମାନଙ୍କୁ ଗିରଫ କରିବାରେ ଲାଗିଛି। ଏହି କ୍ରମରେ ତିନି ଦିନ ତଳେ ବିବାହ କରିଥିବା ଜଣେ ମହିଳାଙ୍କୁ ଗିରଫ କରାଯାଇଛି। ସେ ବିକାଶଙ୍କ ଭଣଜା ଅମରଙ୍କ ସ୍ତ୍ରୀ ଖୁସି…

ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୁଦ୍ଧରେ ଲଢି ଚର୍ଚ୍ଚାକୁ ଆସିଥିବା ଅଧିକାରୀ

କୋଲକାତା,୧୪।୭: ପଶ୍ଚିମବଙ୍ଗରେ କରୋନା ବିରୋଧରେ ଲଢେଇକୁ ନେଇ ଚର୍ଚ୍ଚାକୁ ଆସିଥିବା ଅଧିକାରୀ ଦେବଦତ୍ତା ରାୟ ଶେଷରେ କରୋନା ନିକଟରେ ହାର ମାନିଛନ୍ତି। ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି ଏହି ୩୮ ବର୍ଷୀୟା ସରକାରୀ ଅଧିକାରୀ ଜଣଙ୍କ। ଆଉ ପଛରେ ଛାଡି ଯାଇଛନ୍ତି…

ବୁଧବାର ସିବିଏସ୍‌ଇ ଦଶମ ପରୀକ୍ଷା ଫଳ: ଏହି ଓ୍ବେବସାଇଟ୍‌ରେ ସହଜରେ ହେବ ଦେଖି

ନୂଆଦିଲ୍ଲୀ, ୧୪।୭: ବୁଧବାର ସିବିଏସ୍‌ଇ ଦଶମ ପରୀକ୍ଷା ଫଳ ପ୍ରକାଶ ପାଇବ। ଏନେଇ ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଓ୍ବାଲ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ଛାତ୍ରୀଛାତ୍ରମାନେ ସିବିଏସ୍‌ଇର ଓ୍ବେବସାଇଟ୍‌ cbseresults.nic.in, results.nic.in.ରେ ସହଜରେ ପରୀକ୍ଷା ଫଳ ଦେଖି ପାରିବେ।…

ପାଇଲଟଙ୍କ ବିନା ଚାଲିବ ରାଜସ୍ଥାନ ସରକାର, ସତ୍ୟର ହେବ ବିଜୟ: ସଚିନ

ନୂଆଦିଲ୍ଲୀ,୧୪।୭: ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ପଦରୁ ହଟାଇ ଦିଆଗଲା ସଚିନ ପାଇଲଟଙ୍କୁ। ଏବେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବିନା ପାଇଲଟରେ ରାଜସ୍ଥାନ ସରକାର ଚଳାଇବାକୁ ଯାଉଛନ୍ତି। ମୁଖ୍ୟମନ୍ତ୍ରୀ ପଦକୁ ନେଇ ଉଭୟଙ୍କ ଭିତରେ ଚାଲିଥିବା ତୁତୁମେମେ ଚରମ ସୀମାରେ ପହଞ୍ଚିଥିବା ବେଳେ ଶେଷରେ…

ଅଧିକ ଦିନ ମୁଖ୍ୟମନ୍ତ୍ରୀ ପଦରେ ରହିପାରିବେନି ଗେହଲଟ: ଭାଜପା

ନୂଆଦିଲ୍ଲୀ,୧୪।୭: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ଲାଗି ରହିଥିବା ଦ୍ୱନ୍ଦ୍ୱର ଶେଷରେ ଅନ୍ତ ଘଟିଛି। ସମସ୍ତ ପଦ ହରାଇବାକୁ ପଡିଛି ପାଇଲଟଙ୍କୁ। ଏପଟେ ରାଜ୍ୟପାଳଙ୍କୁ ସାକ୍ଷାତ୍‌ କରିବାକୁ ପହଞ୍ଚିଛନ୍ତି ଗେହଲଟ। ଇତିମଧ୍ୟରେ ଭାରତୀୟ…

ପାଇଲଟ୍‌ଙ୍କ ଅସଫଳ ଆକ୍ରମଣ: ଶକ୍ତି ପରୀକ୍ଷା ଲାଗି ଅମଙ୍ଗ ଭାଜପା

ଜୟପୁର, ୧୪।୭: ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ସରକାରଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥିବା ଯୁବନେତା ସଚିନ୍‌ ପାଇଲଟ୍‌ଙ୍କୁ ଏବେ ଦଳର ସମସ୍ତ ପଦବୀରୁ ହଟାଇ ଦିଆଯାଇଛି। ବିଦ୍ରୋହୀ ନେତା ସଚିନ୍‌ଙ୍କ ସମର୍ଥନରେ ୨୨ ବିଧାୟକ ରହିଥିବା କୁହାଯାଉଛି। ତେବେ ସେଥିମଧ୍ୟରୁ…

ସଚିନଙ୍କ ପାଇଁ ଭାଜପା ଦୁଆର ଖୋଲା: ଓମ ମାଥୁର

ନୂଆଦିଲ୍ଲୀ,୧୪।୭: ରାଜସ୍ଥାନ ରାଜନୀତିରେ ଏବେ ଆସିଛି ନୂଆ ମୋଡ। ସଚିନ ପାଇଲଟଙ୍କୁ ହରାଇବାକୁ ପଡିଛି ଉପମୁଖ୍ୟମନ୍ତ୍ରୀ ପଦ ସହ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପଦ। ଏହାରି ଭିତରେ ଭାରତୀୟ ଜନତା ପାର୍ଟି(ଭାଜପା) ନେତା ଓମ ମାଥୁର କହିଛନ୍ତି ପାଇଲଟଙ୍କ ପାଇଁ ଭାଜପା…

ଉପ ମୁଖ୍ୟମନ୍ତ୍ରୀ ପଦରୁ ହଟିଲେ ସଚିନ

ଜୟପୁର,୧୪।୭: ଶାସନ ଗାଦିକୁ ନେଇ ରାଜସ୍ଥାନରେ ଚାଲିଥିବା ଲଢେଇ ମଧ୍ୟରେ କଂଗ୍ରେସ ଦଳ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ଉପରେ ଖପ୍ପା ହୋଇଥିବା ଜଣାପଡିଛି। ମଙ୍ଗଳବାର ବିଧାୟକ ଦଳର ବୈଠକ ପରେ ସଚିନ କଂଗ୍ରେସ ଡାକରାକୁ ଅଣଦେଖା କରିବାରୁ ତାଙ୍କୁ ଉପ…

୯୩ ଡାକ୍ତରଙ୍କ ଜୀବନ ନେଲାଣି କରୋନା: ୧,୨୭୯ ଜଣ ଆକ୍ରାନ୍ତ

ନୂଆଦିଲ୍ଲୀ, ୧୪।୭: ଭାରତରେ କରୋନା ସଂକ୍ରମଣ ବଢ଼ିଚାଲିଛି। କରୋନା ଲଢ଼େଇରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଡାକ୍ତରଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୧,୨୭୯ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୯୩ ଜଣଙ୍କ ମୃତ୍ୟୁ ଘଟି ସାରିଥିବା ଇଣ୍ଡିଆନ୍‌ ମେଡିକାଲ…

ମଝି ସଡ଼କରେ ବାଘ: ଗାଡ଼ି ସାମ୍ନାରେ ବସି ରହିଲା

ଭୋପାଳ, ୧୪।୭: ଏବେ ସୋସିଆଲ୍‌ ମିଡ଼ିଆରେ ଏକ ବାଘର ଭିଡ଼ିଓ ବେଶ୍‌ ଭାଇରାଲ ହେବାରେ ଲାଗିଛି। ବାଘଟି ମଝି ସଡ଼କରେ ଗାଡ଼ି ସାମ୍ନାରେ ବସି ରହିଥିବାର ଭିଡ଼ିଓରେ ଦେଖିବାକୁ ମିଳୁଛି। ୩୦ ସେକେଣ୍ଡର ଏହି ଭିଡ଼ିଓକୁ ଅନୁରାଗ ଦ୍ୱାରି ଟୁଇଟରରେ ଶେୟାର…

ଜିଦ୍‌ରେ ଅଟଳ: ବିଧାୟକ ଦଳ ବୈଠକରେ ଯୋଗ ଦେଲେ ନାହିଁ ପାଇଲଟ

ନୂଆଦିଲ୍ଲୀ,୧୪।୭: ରାଜସ୍ଥାନରେ କଂଗ୍ରେସ ଦଳ ମଧ୍ୟରେ ଆରମ୍ଭ ହୋଇଥିବା ଶାସନ ଗାଦିର ରାଜନୀତି ଏପର୍ଯ୍ୟନ୍ତ ଥମିବାର ନାଁ ନେଉନି। ଦଳପ୍ରତି ବିରୋଧ ମନୋଭାବ ପରେ ଦଳରୁ ଅଲଗା ହୋଇଯିବାକୁ ଚାହୁଁଥିବା ରାଜସ୍ଥାନ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କୁ ମନାଇବା ଏବେ କଂଗ୍ରେସ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri