ଜାତୀୟ

ବିହାର ବିଧାନସଭା ଆରମ୍ଭରୁ ବିବାଦ: ଏଆଇଏମ୍‌ଆଇଏମ୍ ବିଧାୟକ ଶପଥ ଗ୍ରହଣ ସମୟରେ ପଢିଲେ ନାହିଁ ‘ହିନ୍ଦୁସ୍ତାନ’ ଶବ୍ଦ

ପାଟନା,୨୩ ।୧୧: ସୋମବାର ଆରମ୍ଭ ହୋଇଛି ନବଗଠିତ ବିହାର ୧୭ ତମ ବିଧାନସଭାର ପ୍ରଥମ ଅଧିବେଶନ । ହେଲେ ପ୍ରଥମରୁ ହିଁ ବିବାଦ ଉପୁଜିଛି । ପ୍ରଥମ ଦିନ ସମସ୍ତ ନୂଆ ବିଧାୟକଙ୍କୁ ଶପଥ ଦିଆଯାଇଥିଲା । ଏହି ସମୟରେ ଏଆଇଏମ୍‌ଆଇଏମ୍‌ର…

ଗଙ୍ଗା-ଯମୁନା-ସରସ୍ବତୀରେ ରହିବେ ଏମ୍‌ପି

ନୂଆଦିଲ୍ଲୀ,୨୩।୧୧: ଏମ୍‌ପିଙ୍କ ରହିବା ପାଇଁ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଭିଡ଼ିଓ କନଫରେନ୍ସିଂରେ ବହୁ ମହଲା ବିଶିଷ୍ଟ ବିଲ୍ଡିଂର ଲୋକାର୍ପଣ କରିଛନ୍ତି। ଏଠାରେ ଗଙ୍ଗା,ଯମୁନା ଏବଂ ସରସ୍ବତୀ ଆଦି ୩ଟି ଟାଓ୍ବାର ରହିଛି। ସ୍ଥାନୀୟ ଡ. ବି.ଡ଼ି ମାର୍ଗଠାରେ ଏହି…

ଲକ୍‌ଡାଉନ୍‌ କ’ଣ ଏକମାତ୍ର ସମାଧାନ: ହାଇକୋର୍ଟ କଲେ ପ୍ରଶ୍ନ

ନୂଆଦିଲ୍ଲୀ,୨୩।୧୧: ଦିଲ୍ଲୀରେ କରୋନା ସଂକ୍ରମଣ ବେକାବୁ ହେବାରେ ଲାଗିଛି। ରାଜ୍ୟରେ ଲକ୍‌ଡାଉନ୍‌ ଜାରି କରିବା ନେଇ କରାଯାଇଥିବା ଏକ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି। କୋର୍ଟ ପ୍ରଶ୍ନ କରିଛନ୍ତି ଯେ, କରୋନା ସଂକ୍ରମଣକୁ ରୋକିବା ପାଇଁ ଲକ୍‌ଡାଉନ୍‌ କ’ଣ ଏକମାତ୍ର…

ଲଭ୍ ଜିହାଦକୁ ନେଇ ନୀତୀଶଙ୍କୁ ଟାର୍ଗେଟ କଲେ ସଞ୍ଜୟ

ମୁମ୍ବାଇ,୨୩ ।୧୧: ଲଭ ଜିହାଦ ପ୍ରସଙ୍ଗ ଏବେ ଦେଶର ରାଜନୀତିକୁ କରୁଛି ସରଗରମ । ଭାରତୀୟ ଜନତା ପାର୍ଟି(ଭାଜପା) ଶାସିତ ରାଜ୍ୟ ଗୁଡିକ ଏବେ ଲଭ ଜିହାଦକୁ ନେଇ ଆଇନ ଆଣିବାକୁ ପ୍ର୍‌ସ୍ତୁତ ହେଉଛନ୍ତି । ଅନ୍ୟପଟେ ଶିବସେନା ନେତା ତଥା…

ରାହୁଲ ପ୍ରଧାନମନ୍ତ୍ରୀ ହେବା ପରେ ରାଜନୀତିରୁ ନେବି ସନ୍ୟାସ: ହରିଶ୍‌ ରାଓ୍ବତ

ଡେରାଡୁନ୍‌,୨୩।୧୧: ଦେଶରେ ୨୦୨୪ରେ ହେବାକୁ ଥିବା ଲୋକ ସଭା ନିର୍ବାଚନରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବା ପରେ ରାଜନୀତିରୁ ସନ୍ୟାସ ନେବାକୁ କଂଗ୍ରେସ ନେତା ହରିଶ୍‌ ରାଓ୍ବତ କହିଛନ୍ତି। ଦଳର ରାଷ୍ଟ୍ରୀୟ ମହାସଚିବ ତଥା ପଞ୍ଜାବର ରାଜ୍ୟ ପ୍ରଭାରୀ ଭାବେ କାର୍ଯ୍ୟ…

ମ୍ୟାଲେରିଆ, ଡେଙ୍ଗୁ, କରୋନା ପରେ ଏବେ ପୁଣି କାମୁଡ଼ିଲା ସାପ, ତଥାପି ହାରି ଯାଇନାହାନ୍ତି ଏହି ବ୍ୟକ୍ତି

ଯୋଧପୁର,୨୩ା୧୧: ଏକ ଦାତବ୍ୟ ଅନୁଷ୍ଠାନରେ କାମ କରୁଥିବା ବ୍ରିଟେନ ନାଗରିକ ଇୟାନ ଜନ୍ସଙ୍କ କାହାଣୀ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏପରିକି ତାଙ୍କ ସାହସକୁ ସାଲ୍ୟୁଟ୍‌ ମଧ୍ୟ କରିବେ। ପାରମ୍ପରିକ କଳାକାରଙ୍କ ପାଇଁ କାମ କରୁଥିବା ଜନ୍ସ ରାଜସ୍ଥାନର ଯୋଧପୁରରେ ପହଞ୍ଚିବା…

ଦିଲ୍ଲୀର କରୋନା ସ୍ଥିତି: ରିପୋର୍ଟ ତଲବ କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୨୩।୧୧: ରାଜଧାନୀ ଦିଲ୍ଲୀରେ କରୋନା ମହାମାରୀ ସଂକ୍ରମଣ ଥମିବାର ନା ଧରୁନି। ଏପରିସ୍ଥଳେ ରାଜ୍ୟରେ କରୋନା ସ୍ଥିତି ନେଇ ସୁପ୍ରିମ୍‌କୋର୍ଟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ସରକାରଙ୍କଠାରୁ ରିପୋର୍ଟ ତଲବ କରିଛନ୍ତି। ଗତ କିଛି ଦିନ ଧରି ରାଜ୍ୟରେ ସ୍ଥିତି ସଙ୍କଟ ଜନକ…

୧୦ ରାଜ୍ୟରେ କରୋନା ସ୍ଥିତି ଅସମ୍ଭାଳ: ଦିଲ୍ଲୀ ଶୀର୍ଷରେ

ନୂଆଦିଲ୍ଲୀ,୨୩।୧୧: ଭାରତର ୧୦ ରାଜ୍ୟରେ କରୋନା ମହାମାରୀ ସଂକ୍ରମଣ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଏସବୁ ରାଜ୍ୟରେ ୭୭ ପ୍ରତିଶତ ନୂଆ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଏସବୁ ରାଜ୍ୟରେ କରୋନା ମୃତ୍ୟୁ ୭୬ ପ୍ରତିଶତ ରହିଛି। ଦିଲ୍ଲୀ କରୋନା…

ସ୍ବାସ୍ଥ୍ୟମନ୍ତ୍ରୀ କରୋନା ପଜିଟିଭ୍‌

ଜୟପୁର,୨୩।୧୧: ରାଜସ୍ଥାନ ସ୍ବାସ୍ଥ୍ୟମନ୍ତ୍ରୀ ରଘୁ ଶର୍ମା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ସେ ଟୁଇଟ୍‌ କରି ଏସମ୍ପର୍କରେ ସୂଚନା ଦେଇଛନ୍ତି। କରୋନା ଲକ୍ଷଣ ପ୍ରକାଶ ପାଇବାରୁ ସେ ନମୁନା ପରୀକ୍ଷା କରାଇଥିଲେ। ଏବେ…

ଶତ୍ରୁକୁ କଡ଼ା ଜବାବ ଦେବ ତେଜସ୍‌: ଅତ୍ୟାଧୁନିକ କ୍ଷେପଣାସ୍ତ୍ର ‘ଅସ୍ତ୍ର’ରେ ହେବ ସଜ୍ଜିତ

ନୂଆଦିଲ୍ଲୀ,୨୩।୧୧: ଶତ୍ରୁକୁ କଡ଼ା ଜବାବ ଦେବା ପାଇଁ ଯୁଦ୍ଧ ବିମାନ ତେଜସ୍‌କୁ ଅତ୍ୟାଧୁନିକ କ୍ଷେପଣାସ୍ତ୍ର ‘ଅସ୍ତ୍ର’ରେ ଖୁବ୍‌ ଶୀଘ୍ର ସଜ୍ଜିତ କରାଯିବ। ଧ୍ୱନିର ଗତିଠାରୁ ୪.୫ ଗୁଣା ଅଧିକ ବେଗରେ ଲକ୍ଷ୍ୟଭେଦ କରୁଥିବା ‘ଅସ୍ତ୍ର’ କ୍ଷେପଣାସ୍ତ୍ରକୁ ତେଜସ୍‌ରେ ରଖାଯିବାର ବ୍ୟବସ୍ଥା କରାଯାଇଛି।…

କରୋନା ନିୟମ ନ ମାନିଲେ ରାଜ୍ୟରେ ଲାଗୁ ହେବ ଲକ୍‌ଡାଉନ୍‌: ଠାକରେ

ମୁମ୍ବାଇ,୨୩ ।୧୧: ମହାରାଷ୍ଟ୍ରରେ ପୁଣିଥରେ କରୋନାର ପ୍ରକୋପ ଦେଖିବାକୁ ମିଳିଛି । ଏହାପରେ ରାଜ୍ୟ ସରକାର ଜନସାଧାରଣଙ୍କୁ ସତର୍କ କରାଇ ଦେଇଛନ୍ତି । ମହାରାଷ୍ଟ୍ରର ଉଦ୍ଧବ ଠାକରେ ସରକାର କହିଛନ୍ତି ଯଦି କେହି କରୋନା ନିୟମ ନ ମାନନ୍ତି ତେବେ ପୁଣିଥରେ…

୨୦୨୪ ପାଇଁ ଭାଜପାର ପ୍ରସ୍ତୁତି ଆରମ୍ଭ: ନଡ୍ଡାଙ୍କ ୧୨୦ ଦିନିଆ ଭାରତ ଗସ୍ତ

ନୂଆଦିଲ୍ଲୀ,୨୩।୧୧: ଆଗକୁ ୨୦୨୪ରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ଭାଜପା ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଛି। ଦଳର ସାଂଗଠନିକ ସ୍ଥିତିକୁ ଅଧିକ ସୁଦୃଢ଼ କରିବା ଲାଗି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ୧୨୦ ଦିନିଆ ଭାରତ ଗସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?