ଜାତୀୟ

୮୦୦ ଟଙ୍କାରେ କୋଭିଡ୍‌ ଆର୍‌ଟି-ପିସିଆର୍‌ ଟେଷ୍ଟ

ନୂଆଦିଲ୍ଲୀ, ୧।୧୨: ରାଜଧାନୀ ଦିଲ୍ଲୀରେ କରୋନା ସ୍ଥିତି ବିଗିଡ଼ିବାରେ ଲାଗଛି। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୫.୬ ଲକ୍ଷ ଉପରେ ଅଛି। ଅଧିକରୁ ଅଧିକ ପରୀକ୍ଷା ଉପରେ ଏଠାରେ ଜୋର୍‌ ଦିଆଯାଉଥିବାବେଳେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଘରୋଇ ହସ୍ପିଟାଲ ଲାଗି ସୋମବାର କୋଭିଡ୍‌…

‘ଅଗଷ୍ଟ ସୁଦ୍ଧା ୩୦ କୋଟିଙ୍କୁ ଟିକା’

ନୂଆଦିଲ୍ଲୀ, ୧।୧୨: ୨୦୨୧ ଅଗଷ୍ଟ ସୁଦ୍ଧା ଦେଶର ୩୦ କୋଟି ଲୋକଙ୍କୁ ଟିକା ଦିଆଯିବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ସୋମବାର କହିଛନ୍ତି। ଆଗାମୀ ୪ ମାସ ମଧ୍ୟରେ ଭାରତରେ ଟିକା ଉପଲବ୍ଧ ହେବ ବୋଲି ସେ ପ୍ରକାଶ କରିଛନ୍ତି। ଏଥିଲାଗି…

‘ଆତଙ୍କବାଦ ସବୁଠୁ ବଡ଼ ଆଞ୍ଚଳିକ ଚ୍ୟାଲେଞ୍ଜ’

ନୂଆଦିଲ୍ଲୀ, ୧।୧୨(ପି.ଟି.): ଆତଙ୍କବାଦ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ଚ୍ୟାଲେଞ୍ଜ ବୋଲି ସାଙ୍ଘାଇ ସହଯୋଗ ସଂଗଠନ (ଏସ୍‌ସିଓ)ରେ ଭାରତ କହିଛି। ଏହି ଭର୍ଚୁଆଲ ବୈଠକରେ ଭାଗନେଇ ଉପରାଷ୍ଟ୍ରପତି ଏମ୍‌. ଭେଙ୍କାୟା ନାଇଡୁ ମୁଖ୍ୟତଃ ସୀମାପାର ଆତଙ୍କବାଦ ପ୍ରସଙ୍ଗରେ କହିବା ସହ ଏହା ବିରୋଧରେ…

ଉତ୍ପଳ କୁମାର ସିଂ ଲୋକ ସଭା ମହାସଚିବ

ନୂଆଦିଲ୍ଲୀ, ୧।୧୨: ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର ଉତ୍ପଳ କୁମାର ସିଂ ସୋମବାର ବର୍ଷକ ଲାଗି ଲୋକ ସଭାର ନୂଆ ମହାସଚିବ ଭାବେ ନିଯୁକ୍ତି ପାଇଛନ୍ତି। ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ଏହି ନିଯୁକ୍ତି ପ୍ରଦାନ କରିଛନ୍ତି। ଡିସେମ୍ବର ୧ରୁ ସେ…

‘ଚାଷୀଙ୍କୁ ବିଭ୍ରାନ୍ତ କରୁଛନ୍ତି ବିରୋଧୀ’

ନୂଆଦିଲ୍ଲୀ, ୧।୧୨: ନୂଆ କୃଷି ଆଇନକୁ ନେଇ ଚାଷୀମାନଙ୍କୁ ବିଭ୍ରାନ୍ତ କରାଯାଉଛି। ଏହା କୃଷକମାନଙ୍କ ସ୍ବାର୍ଥ ବିରୋଧୀ ଓ ଭବିଷ୍ୟତ ପ୍ରତି ବିପଦ ବୋଲି ବିରୋଧୀ ଦଳଗୁଡ଼ିକ ଭିତ୍ତିହୀନ ଗୁଜବ ସୃଷ୍ଟି କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର କହିଛନ୍ତି। କୃଷକଙ୍କୁ…

ବିବାହ ପାଇଁ ଆସାମରେ ଲାଗୁ ହେବ ନୂଆ ନିୟମ

ଗୁଆହାଟୀ,୧ ।୧୨: ବିବାହ ପାଇଁ ଆସାମ ସରକାର ନୂଆ ନିୟମ ଆଣିଛନ୍ତି । ଏଥିରେ କନ୍ୟା-ବର ନିଜ ନିଜର ଧର୍ମ ସହ ଆୟ, ବ୍ୟବସାୟ ଆଦି ସମ୍ପର୍କରେ ସୂଚନା ଦେବାକୁ ପଡିବ । ଲଭ-ଜେହାଦ ଭଳି ଘଟଣାଠାରୁ ଦୂରେଇବାକୁ କିଛି ରାଜ୍ୟରେ…

‘ମୋଦି ସରକାର ଏକଚ୍ଛତ୍ରବାଦୀ’

ନୂଆଦିଲ୍ଲୀ, ୧।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ସାମ୍ପ୍ରଦାୟିକ, ଫାସିବାଦୀ ତଥା ଏକଚ୍ଛତ୍ରବାଦୀ ବୋଲି ସୋମବାର ଆନ୍ଦୋଳନରତ କୃଷକମାନେ ଅଭିଯୋଗ କରିଛନ୍ତି। ଏଥିସହିତ ବୁରାରିର ସନ୍ଥ ନିରଙ୍କରୀ ପଡ଼ିଆରେ ଆନ୍ଦୋଳନକାରୀମାନେ ଏକତ୍ର ହେବାକୁ ସରକାର ଦେଇଥିବା ପ୍ରସ୍ତାବକୁ କୃଷକମାନେ…

କରୋନା ଭ୍ୟାକ୍ସିନ: ଜଣେ ବ୍ୟକ୍ତିଙ୍କ ପାଇଁ ସରକାର ଖର୍ଚ୍ଚ କରିବେ ଚାରିଶହ ଟଙ୍କା!

ନୂଆଦିଲ୍ଲୀ,୧ ।୧୨: କରୋନା ମହାମାରୀକୁ ଦୂରେଇବା ପାଇଁ ଏହାର ଭ୍ୟାକ୍ସିନ ପ୍ରସ୍ତୁତି କାର୍ଯ୍ୟ ପ୍ର୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚିଗଲାଣି । ଆଉ ଅଳ୍ପଦିନ ମଧ୍ୟରେ ଏହା ଉପଲବ୍ଧ ହେବ ବୋଲି କୁହାଯାଉଛି । ତେବେ ଏହାକୁ ନେଇ ସରକାର ଯୋଜନା ପ୍ରସ୍ତୁତ…

ଲୋକତନ୍ତ୍ରକୁ ମଜଭୁତ କରିବାକୁ ଭୋଟ ଦିଅନ୍ତୁ: ଓୱାସି

ହାଇଦ୍ରାବାଦ,୧ ।୧୨: ବୃହତ ହାଇଦ୍ରାବାଦ ନଗର ନିଗମ(ଜିଏଚ୍‌ଏମ୍‌ସି) ନିର୍ବାଚନ ଏବେ ରାଷ୍ଟ୍ରୀୟ ରାଜନୀତିର କେନ୍ଦ୍ର ପାଲଟି ଯାଇଛି । ଏବେ ସମସ୍ତଙ୍କ ନଜର ଏହି ନିର୍ବାଚନ ଫଳାଫଳ ଉପରେ ରହିଛି । ମଙ୍ଗଳବାର ୧୫୦ ୱାର୍ଡ ପାଇଁ ମତଦାନ ଆରମ୍ଭ କରାଯାଇଛି…

ବାବା ଆମ୍‌ତେଙ୍କ ନାତୁଣୀଙ୍କ ଆତ୍ମହତ୍ୟା

ଚନ୍ଦ୍ରପୁର(ମହାରାଷ୍ଟ୍ର), ୩୦।୧୧-ବାବା ଆମ୍‌ତେଙ୍କ ନାତୁଣୀ ତଥା ଜଣାଶୁଣା ସାମାଜିକ କର୍ମୀ ଡ. ଶୀତଲ ଆମ୍‌ତେ-କରାଜ୍‌ଗୀ ସୋମବାର ସକାଳେ ସ୍ଥାନୀୟ ଆନନ୍ଦବନ ଆଶ୍ରମରେ ଆତ୍ମହତ୍ୟା କରିଛନ୍ତି। ସେ କୌଣସି ଅଜଣା ପଦାର୍ଥ ଇଞ୍ଜେକ୍‌ଶନରେ ନେଇଥିବା ପୋଲିସ କହିଛି। ତାଙ୍କୁ ଓ୍ବାରୋରା ରୁରାଲ ହସ୍ପିଟାଲକୁ…

କରୋନାରେ ଆଖି ବୁଜିଲେ ଭାଜପା ବିଧାୟିକା କିରଣ ମାହେଶ୍ବରୀ

ଜୟପୁର,୩୦।୧୧-ମହାମାରୀ କରୋନାରେ ପ୍ରାଣ ହରାଇଛନ୍ତି ରାଜସ୍ଥାନ ରାଜସମାନ୍ଦର ଭାଜପା ବିଧାୟିକା କିରଣ ମାହେଶ୍ବରୀ। ରବିବାର ବିଳମ୍ବିତ ରାତିରେ ସେ ଗୁରୁଗ୍ରାମ ମେଦାନ୍ତ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁବେଳକୁ ତାଙ୍କୁ ୫୯ ବର୍ଷ ହୋଇଥିଲା। କିଛି ଦିନ ତଳେ ତାଙ୍କ…

୭ ଦିନ ପରେ ଇଟାଭାଟିରୁ ଉଦ୍ଧାର ହେଲା ମୃତଦେହ : ହତ୍ୟା ସନ୍ଦେହ

ଜୟପୁର, ୩୦।୧୧- ରାଜସ୍ଥାନ ବାରାନ ଜିଲା ସାମସପୁରରେ ଥିବା ଏକ ଇଟାଭାଟିରୁ ଜଣେ ଯୁବକଙ୍କ ମୃତହେହ ଉଦ୍ଧାର କରାଯାଇଛି। ମୃତକ ହେଲେ କେହେଲି ଭଣ୍ଡୋଲିଆ ଗ୍ରାମର ମହେନ୍ଦ୍ର ମୀନା। ନିଖୋଜ ହେବାର ୭ ଦିନ ପରେ ମହେନ୍ଦ୍ରଙ୍କ ମୃତଦେହକୁ ପୋଲିସ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?