୮୦୦ ଟଙ୍କାରେ କୋଭିଡ୍‌ ଆର୍‌ଟି-ପିସିଆର୍‌ ଟେଷ୍ଟ

ନୂଆଦିଲ୍ଲୀ, ୧।୧୨: ରାଜଧାନୀ ଦିଲ୍ଲୀରେ କରୋନା ସ୍ଥିତି ବିଗିଡ଼ିବାରେ ଲାଗଛି। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୫.୬ ଲକ୍ଷ ଉପରେ ଅଛି। ଅଧିକରୁ ଅଧିକ ପରୀକ୍ଷା ଉପରେ ଏଠାରେ ଜୋର୍‌ ଦିଆଯାଉଥିବାବେଳେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଘରୋଇ ହସ୍ପିଟାଲ ଲାଗି ସୋମବାର କୋଭିଡ୍‌ ଆର୍‌ଟି-ପିସିଆର୍‌ ଟେଷ୍ଟ ଦର ୨,୪୦୦ ଟଙ୍କାରୁ ୮୦୦ ଟଙ୍କାକୁ କମାଇ ଦେଇଛନ୍ତି। ଦିଲ୍ଲୀ ସରକାରୀ ହସ୍ପିଟାଲରେ ଏହି ଟେଷ୍ଟ ମାଗଣାରେ କରାଯାଉଛି। କେଜ୍‌ରିଓ୍ବାଲ ଟୁଇଟ କରି ଏନେଇ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛପରାରେ ଆରଜେଡି ନେତାଙ୍କୁ ଅପହରଣ, ସ୍କର୍ପିଓରେ ଉଠାଇ ନେଲେ

ଛପରା,୧୪ ।୩: ବିହାରର ଛପରାରେ ମଙ୍ଗଳବାର ସକାଳେ ଆରଜେଡିର ଜଣେ ନେତାଙ୍କୁ କିଡନାପ କରାଯାଇଛି । କୁହାଯାଉଛି କି ଭୋର ୪ଟାରେ କେତେଜଣ ବଦମାସ ଅସ୍ତ୍ର...

ଚିଦାମ୍ବରମଙ୍କ ଜାମିନ ଆବେଦନ: ସିବିଆଇକୁ ସୁପ୍ରିମକୋର୍ଟ ନୋଟିସ

ନୂଆଦିଲ୍ଲୀ,୫ା୧୦(ପି.ଟି.): ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ତିହାର ଜେଲ୍‌ରେ ଥିବା ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କ ଜାମିନ ଆବେଦନ ଉପରେ ସୁପ୍ରିମକୋର୍ଟ ସିବିଆଇକୁ ନୋଟିସ ଜାରି...

ଭାଜପା ଶାସନରେ ଅତ୍ୟାଚାର ବଢ଼ୁଛି

୨୦୧୪ରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଭାଜପା ସରକାର କେନ୍ଦ୍ରରେ କ୍ଷମତାସୀନ ହେବା ପରଠାରୁ ଭାରତରେ ସଂଖ୍ୟାଲଘୁ ମୁସଲମାନ ଓ ଆଦିବାସୀ ସମୁଦାୟ ବିରୋଧରେ ହିଂସା ବଢ଼ିବାରେ...

ବିଦେଶୀ ବିଶ୍ୱବିଦ୍ୟାଳୟକୁ ସ୍ବାଧୀନତା

ନୂଆଦିଲ୍ଲୀ,୭ା୧: ବିଦେଶୀ ବିଶ୍ୱବିଦ୍ୟାଳୟଗୁଡ଼ିକ ଏଣିକି ଭାରତରେ ନିଜସ୍ବ କ୍ୟାମ୍ପସ ପ୍ରତିଷ୍ଠା କରିବା ସହ ନାମଲେଖା ପ୍ରକ୍ରିୟା ଏବଂ ଫି’ ଧାର୍ଯ୍ୟ କ୍ଷେତ୍ରରେ ନିଷ୍ପତ୍ତି ନେଇପାରିବେ। ଏପରି...

୩ ଦିନ ହେବ ବଢୁଛି କରୋନା ସଂକ୍ରମଣ

ନୂଆଦିଲ୍ଲୀ,୧୭।୯: ଦେଶରେ କରୋନା ସଂକ୍ରମିତଙ୍କ ସଖ୍ୟର ଦିନେ ବଢିଲେ ଦିନେ କମୁଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ...

ସ୍କୁଟର ଆଣ୍ଟିଙ୍କ ଡାନ୍ସ ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୯।୪: ୪୦ ୫୦ ବର୍ଷ ବୟସରେ ମହିଳାଙ୍କୁ ସ୍କୁଟି, କାର ବାଇକ୍‌ ଚଲାଉଥିବା ଦେଖିଥିବା ବେଳେ କେବେ ଆପଣ ସ୍କୁଟର ଚଲାଉଥିବା ଦେଖିଛନ୍ତି। କେବଳ ଗାଡ଼ି...

ଏୟାର ହୋଷ୍ଟେସ୍‌ଙ୍କୁ ହତ୍ୟା

ମୁମ୍ବାଇ,୪ା୯: ଏୟାର ହୋଷ୍ଟେସ୍‌ ରୁପାଲ ଓଗ୍ରେ (୨୪)ଙ୍କ ମୃତଦେହ ମୁମ୍ବାଇର ଏକ ଆପାର୍ଟମେଣ୍ଟରୁ ମିଳିଛି। ଏନେଇ ପୋଲିସ ହତ୍ୟା ମାମଲା ରୁଜୁ କରିଛି। ରୁପାଲଙ୍କ ଘର...

ଶପଥ ନେବା ପରେ ଉଠିଲା ଇସ୍ତଫା ଦାବି

ଚଣ୍ଡିଗଡ଼,୨୦।୯: ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଚରଣଜିତ ସିଂ ଚାନ୍ନି ସୋମବାର ଶପଥ ଗ୍ରହଣ କରିଛନ୍ତି। ଶପଥ ନେବାର କିଛି ଘଣ୍ଟା ପରେ ପଞ୍ଜାବର ପ୍ରଥମ...

Advertisement
Archives

Model This Week