ଦିନକରେ ଗଡ଼ିଲା ୯୨ ମୁଣ୍ଡ
ନୂଆଦିଲ୍ଲୀ, ୧୫।୫ : ପ୍ରାଣଘାତୀ କରୋନା ଭୂତାଣୁ ମୁଣ୍ଡ ପରେ ମୁଣ୍ଡ ନେଇ ଚାଲିଛି। ଦେଶରେ ଗୁରୁବାର ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୮୧, ୬୫୮କୁ ବୃଦ୍ଧି ପାଇଥିବା ବେଳେ ୨,୬୪୪ ପ୍ରାଣ ହରାଇଲେଣି। ଗତ ୨୪ ଘଣ୍ଟାରେ ୯୨ ଜଣ...
ଦାଦନଙ୍କ ପାଇଁ କେନ୍ଦ୍ରର ଯୋଜନା: ଏକ ଦେଶ ଏକ ରାଶନ କାର୍ଡ
ନୂଆଦିଲ୍ଲୀ,୧୫।୫: କରୋନା ଭାଇରସ୍ ମୁକାବିଲା ପାଇଁ ଜାରି ଲକ୍ଡାଉନ୍ ଦେଶର ଅର୍ଥନୀତିକୁ ଉଜାଡ଼ିଦେଇଛି। ଏଥିଯୋଗୁ ସହରଗୁଡ଼ିକରେ ଜୀବିକା ହରାଇ ଗାଁମୁହାଁ ହୋଇଥିବା ଦାଦନ ଶ୍ରମିକମାନଙ୍କ ଦୁର୍ଦ୍ଦଶା ସବୁଠୁ ବେଶି ଦେଖିବାକୁ ମିଳିଛି। ଶହ ଶହ କି.ମି. ରାସ୍ତା ପାଦରେ ଚାଲି...
ଅର୍ଥାଭାବରୁ ପ୍ରବାସୀ ଶ୍ରମିକ ରେଳ ଯାତ୍ରାରୁ ବଞ୍ଚିତ ନ ହୁଅନ୍ତୁ : କର୍ନାଟକ ହାଇକୋର୍ଟ
ନୂଆଦିଲ୍ଲୀ,୧୫।୫: ଲକ୍ଡାଉନ ଯୋଗୁ ଦେଶର ବିଭିନ୍ନ ସ୍ଥାନରେ ଲୋକମାନେ ଫସି ରହିଛନ୍ତି। ଏପରି କି କାମଧନ୍ଦା ପାଉ ନ ଥିବାରୁ ଅନେକ ପ୍ରବାସୀ ଶ୍ରମିକ ଅର୍ଥାଭାବ ମଧ୍ୟ ଦେଇ ଗତି କରୁଛନ୍ତି। ତେଣୁ ଅଧିକାଂଶ ନିଜ ଭିଟାମାଟିକୁ ଫେରି ଯିବାକୁ...
ଏଡ୍ସ ଆକ୍ରାନ୍ତଙ୍କ ଉପରେ କୋଭିଡ୍ ବିପତ୍ତି
ନୂଆଦିଲ୍ଲୀ: ଦୀର୍ଘ ୫ମାସ ହେଲା ପୃଥିବୀବାସୀଙ୍କୁ କଲବଲ କରୁଛି କରୋନା। ଏହାର ଭୟଙ୍କର ପ୍ରକୋପରେ ଆଣ୍ଠେଇବାକୁ ବାଧ୍ୟ ହୋଇଛନ୍ତି ଆମେରିକା, ରୁଷିଆ, ଜର୍ମାନୀ, ସ୍ପେନ୍, ବ୍ରିଟେନ୍ ଭଳି ମହାଶକ୍ତି। ଭୂତାଣୁର ପରିବର୍ତ୍ତନଶୀଳ ପ୍ରକୃତି ଲାଗି ଆଗାମୀ ଦିନରେ କରୋନା ପ୍ରତିଷେଧକ...
ପ୍ରଭାବିତ ହେବ ୪୮ ପ୍ରତିଶତ ଭାରତୀୟ ଛାତ୍ରଙ୍କ ବିଦେଶ ପଢ଼ା
ନୂଆଦିଲ୍ଲୀ,୧୫।୫(ପି.ଟି.): ବିଦେଶରେ ପାଠ ପଢ଼ିବାକୁ ଚାହୁଁଥିବା ୪୮ ପ୍ରତିଶତ ଭାରତୀୟ ଛାତ୍ରୀଛାତ୍ରଙ୍କ ନିଷ୍ପତ୍ତିକୁ କରୋନା ମହାମାରୀ ପ୍ରଭାବିତ କରିବ ବୋଲି ଜଣାପଡିଛି। ବିଶ୍ୱସ୍ତରରେ ଶିକ୍ଷାନୁଷ୍ଠାନଗୁଡ଼ିକର ର଼୍ୟାଙ୍କ ପ୍ରସ୍ତୁତ କରୁଥିବା କ୍ୱାକ୍ୱାରେଲି ସାଇମଣ୍ଡସ୍ (କ୍ୟୁଏସ୍) ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ପାଇଛି।...
ସରୁନି ଦାଦନ ଦୁର୍ଦ୍ଦିନ
ନୂଆଦିଲ୍ଲୀ,୧୫।୫: ମାର୍ଚ୍ଚ ୨୫ରେ ଆରମ୍ଭ ହୋଇଥିବା ଲକ୍ଡାଉନ୍ର ଏବେ ତୃତୀୟ ପର୍ଯ୍ୟାୟ ଚାଲିଛି। ଏହି ତିନି ପଯର୍ର୍ୟାୟ ତାଲାବନ୍ଦ ମଧ୍ୟରେ ଉଜୁଡ଼ିଯାଇଛି ଅର୍ଥନୀତି ଓ ଏହା ସହ ଅନେକଙ୍କ ଜୀବନ ସାଙ୍ଗକୁ ଜୀବିକା। ବାଣିଜ୍ୟ ଶିଳ୍ପ ବନ୍ଦ ହେବା ପରେ...
ପ୍ରବାସୀ ଶ୍ରମିକ, କୃଷକଙ୍କ ପାଇଁ ୩.୧୬ ଲକ୍ଷ କୋଟି
ନୂଆଦିଲ୍ଲୀ,୧୫।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଉପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ପ୍ରାୟ ୩.୧୬ ଲକ୍ଷ କୋଟି ଟଙ୍କାର ଯୋଜନା ସମ୍ପର୍କରେ ଗୁରୁବାର ବିବୃତି ପ୍ରଦାନ କରିଛନ୍ତି। ଏହା ମଧ୍ୟରେ ପ୍ରବାସୀ ଶ୍ରମିକଙ୍କ ଲାଗି...
କୃଷି କ୍ଷେତ୍ର ପାଇଁ ମିଳିବ ୮୬, ୬୦୦ କୋଟିର ଋଣ
ନୂଆଦିଲ୍ଲୀ, ୧୪।୫: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି। ଆତ୍ମନିର୍ଭର ଭାରତର ଅଧିନରେ ଘୋଷଣା ହୋଇଥିବା ଆର୍ଥିକ ପ୍ୟାକେଜରେ ଚାଷୀ ଓ ଶ୍ରମିକଙ୍କ ପାଇଁ ବଡ଼ ଘୋଷଣା କରାଯାଇଛି। ବିଗତ ଦୁଇ ମାସ...
୧୦ ଲକ୍ଷ ପ୍ରବାସୀ ଘରକୁ ଗଲେଣି: ଅର୍ଥମନ୍ତ୍ରୀ
ନୂଆଦିଲ୍ଲୀ, ୧୪।୫: ବର୍ତ୍ତମାନ ପର୍ଯ୍ୟନ୍ତ ୧୦ ଲକ୍ଷ ପ୍ରବାସୀ ଟ୍ରେନ୍ ଯୋଗେ ନିଜ ନିଜ ଘରକୁ ଫେରିଛନ୍ତି। ଏଯାବତ୍ ରେଲଓ୍ବେ ୮୦୬ଟି ଶ୍ରମିକ ସ୍ପେଶାଲ ଟ୍ରେନ ଚଳାଇଲାଣି। ୟୁପିକୁ ସର୍ବାଧିକ ୩୮୭ଟି ଶ୍ରମିକ ସ୍ପେଶାଲ ଟ୍ରେନ ଯାଇଥିବା ବେଳେ ବିହାରକୁ...
ପ୍ରବାସୀ ଶ୍ରମିକଙ୍କୁ ମିଳିବ ୨ ମାସ ମାଗଣା ଖାଦ୍ୟ, ଭଡ଼ା ଘର ଯୋଜନା
ନୂଆଦିଲ୍ଲୀ, ୧୪।୫: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ଦେଶର ପ୍ରବାସୀ ଶ୍ରମିକ, ରାସ୍ତାକଡ଼ ଦୋକାନୀ, କ୍ଷୁଦ୍ର ବ୍ୟବସାୟୀ, ଛୋଟ କୃଷକମାନଙ୍କ ପାଇଁ ବିଭିନ୍ନ ସହାୟତା ଯୋଜନା ଘୋଷଣା କରିଛନ୍ତି। ପ୍ରାୟ ୮ କୋଟି ପ୍ରବାସୀ ଶ୍ରମିକଙ୍କ ପାଇଁ ଖାଦ୍ୟ...
ଦ୍ୱିତୀୟ ପର୍ଯ୍ୟାୟ ଆର୍ଥିକ ପ୍ୟାକେଜରେ ଲାଭବାନ ହେବେ ଚାଷୀ
ନୂଆଦିଲ୍ଲୀ,୧୪।୫: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ଦ୍ୱାରା ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ଆର୍ଥିକ ପ୍ୟାକେଜ ଘୋଷଣା ପରେ ଏହାଦ୍ୱାରା ଚାଷୀମାନେ ଲାଭବାନ ହେବେ ବୋଲି ଜଣାପଡିଛି। ନାବାର୍ଡ ସାହାଯ୍ୟରେ ଚାଷୀଙ୍କୁ ୩୦,୦୦୦ କୋଟିର ଅତିରିକ୍ତ ସହାୟତା ପ୍ରଦାନ କରାଯାଉଛି ବୋଲି ଅର୍ଥମନ୍ତ୍ରୀ...
ଦ୍ୱିତୀୟ ପର୍ଯ୍ୟାୟ ଆର୍ଥିକ ପ୍ୟାକେଜ ଘୋଷଣା କଲେ ଅର୍ଥମନ୍ତ୍ରୀ
ନୂଆଦିଲ୍ଲୀ,୧୪।୫: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଗୁରୁବାର ଅପରାହ୍ନ ୪ଟାରେ କୋଭିଡ-୧୯ ଦ୍ୱାରା କ୍ଷତିଗ୍ରସ୍ତ ଅର୍ଥ ବ୍ୟବସ୍ଥାକୁ ସହାୟତା କରିବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ୨୦ ଲକ୍ଷ କୋଟି ଟଙ୍କାର ଦ୍ୱିତୀୟ ପର୍ଯ୍ୟାୟ ଆର୍ଥିକ ପ୍ୟାକେଜ ଘୋଷଣା...
Archives


