ଜାତୀୟ

‘ଗୋ କରୋନା ଗୋ’ ପରେ ଏବେ ‘ନୋ କରୋନା ନୋ’

ନୂଆଦିଲ୍ଲୀ,୨୭।୧୨: ଭାରତ ସମେତ ସମଗ୍ର ବିଶ୍ୱରେ ଯେତେବେଳେ କରୋନା ଭୂତାଣୁ ବ୍ୟାପିଥିଲା, ସେତେବେଳେ କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠୱାଲେ ‘ଗୋ କରୋନା ଗୋ’ ସ୍ଲୋଗାନ ଦେଇ ଚର୍ଚ୍ଚାରେ ରହିଥିଲେ। ଏହି ସ୍ଲୋଗାନ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଥିଲା। ଏବେ କରୋନା…

ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଲେଖିବା ପଡିଲା ମହଙ୍ଗା, ଗଲା ଚାକିରି

ଥିରୁଭାନନ୍ତପୁରମ୍‌,୨୭।୧୨: କେରଳରେ ଜଣେ ବିମାନବନ୍ଦର କର୍ମଚାରୀ ଫେସବୁକରେ ରାଜ୍ୟ ସରକାରଙ୍କ ବିରୋଧରେ ଲେଖିବା ମହଙ୍ଗା ପଡିଛି। ଫଳରେ ତାଙ୍କ ଚାକିରି ଯାଇଛି। କନ୍ନୁର ଅନ୍ତର୍ଜାତୀୟ ବିମାନବନ୍ଦର ଲିମିଟେଡର ଜଣେ କର୍ମଚାରୀ କେରଳ ସରକାରଙ୍କ ବିରୋଧରେ ଫେସବୁକରେ ଏକ ପୋଷ୍ଟ ଲେଖିଥିଲେ, ଯାହା…

ସଞ୍ଜୟ ରାଉତଙ୍କ ସ୍ତ୍ରୀଙ୍କୁ ଇଡିର ସମନ

ମୁମ୍ବାଇ,୨୭।୧୨: ଶିବସେନା ନେତା ତଥା ରାଜ୍ୟ ସଭା ଏମ୍‌ପି ସଞ୍ଜୟ ରାଉତଙ୍କ ସ୍ତ୍ରୀ ବର୍ଷା ରାଉତଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ନୋଟିସ ପଠାଯାଇଛି। ପିଏମସି ବ୍ୟାଙ୍କ ଘୋଟାଲା ମାମଲାର ତଦନ୍ତ ସଂପର୍କରେ ଏହି ନୋଟିସ ପଠାଯାଇଥିବା ଜଣାପଡିଛି। ଡିସେମ୍ବର ୨୯ରେ…

କେନ୍ଦ୍ର ସରକାରଙ୍କୁ ବିତର୍କ ଲାଗି ଚ୍ୟାଲେଞ୍ଜ ଦେଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୭।୧୨: ମାସେରୁ ଅଧିକ ଦିନ ହେଲା ହଜାର ହଜାର କୃଷକମାନେ ଆନ୍ଦୋଳନ କରୁଥିବା ସିଙ୍ଘୁସୀମା ପରିଦର୍ଶନ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦକେନ୍ଦ୍ର ସରକାରଙ୍କୁ ବିତର୍କ ଲାଗି ଚ୍ୟାଲେଞ୍ଜ ଦେଲେ କେଜରିଓ୍ବାଲ ଓ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ଦିଲ୍ଲୀ ସରକାରଙ୍କ ପକ୍ଷରୁ…

କୃଷକଙ୍କ ସହ ପ୍ରତାରଣା କରୁଛନ୍ତି ସରକାର: କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୭।୧୨: ଚାଷୀ ଏବଂ ସରକାରଙ୍କ ମଧ୍ୟରେ ବିବାଦ ଜାରି ରହିଛି। ଶୀତଦିନେ ମଧ୍ୟ ଚାଷୀମାନେ ରାସ୍ତାରେ ଆନ୍ଦୋଳନ ଚଳାଇଛନ୍ତି। ରବିବାର ଆନ୍ଦୋଳନ ୩୨ ତମ ଦିନରେ ପହଞ୍ଚିଛି। ଏସବୁ ମଧ୍ୟରେ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ବୁଝାମଣା ପ୍ରସ୍ତାବକୁ କୃଷକମାନେ ଗ୍ରହଣ କରିଛନ୍ତି।…

ପଶ୍ଚିମବଙ୍ଗ ରାଜ୍ୟପାଳଙ୍କୁ ଭେଟିଲେ ଗାଙ୍ଗୁଲି

କୋଲକାତା,୨୭।୧୨-ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖାରଙ୍କୁ ରବିବାର ଭେଟିଛନ୍ତି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି। ଆସନ୍ତା ବର୍ଷ ଏପ୍ରିଲ-ମେ ମାସରେ ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାରୁ ସେ ରାଜନୀତିରେ ଯୋଗ ଦେଇପାରନ୍ତି ବୋଲି କଳ୍ପନାଜଳ୍ପନା ଚାଲିଛି। ରାଜ୍ୟପାଳ ଜଗଦୀପଙ୍କୁ ଭେଟିବା ପରେ ପଶ୍ଚିମବଙ୍ଗରେ…

ଉଦ୍ଧବ ଠାକ୍‌ରେଙ୍କୁ ଚେତାବନୀ ଦେଲେ ଫଡନଭିସ

ମୁମ୍ବାଇ,୨୭।୧୨:ମହାରାଷ୍ଟ୍ରରେ ବିରୋଧୀ ଦଳର ନେତା ଦେବେନ୍ଦ୍ର ଫଡନଭିସ ରାଜ୍ୟ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଏକ ଚିଠି ଲେଖିଛନ୍ତି। ରିଅଲ ଇଷ୍ଟେଟ କ୍ଷେତ୍ରରେ ଦିଆଯାଇଥିବା ନୀତି ଉପରେ ଫଡନାଭିସ ପ୍ରଶ୍ନ କରିଛନ୍ତି। କେବଳ ଏତିକି ନୁହେଁ, ଯଦି ସେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ…

କୃଷକ ଆନ୍ଦୋଳନ: ପଞ୍ଜାବରେ ୧୫୦ରୁ ଅଧିକ ଟେଲିକମ୍‌ ଟାଓ୍ବାରରେ ଭଙ୍ଗାରୁଜା

ଚଣ୍ଡିଗଡ଼,୨୭।୧୨: ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ଅନୁରୋଧ ରଖିଲେ ନାହିଁ ଆନ୍ଦୋଳନରତ କୃଷକ। ପଞ୍ଜାବରେ ରାତାରାତି ୧୫୦ରୁ ଅଧିକ ସିଗ୍‌ନାଲ ଟ୍ରାନ୍ସମିଟିଂ ଟାଓ୍ବାର ଭାଙ୍ଗି ଦିଆଯାଇଥିବା ସୂତ୍ରରୁ ଜଣାପଡ଼ିଛି। ମୁକେଶ ଅମ୍ବାନୀ ଏବଂ ଗୌତମ ଆଦାନୀଙ୍କୁ ଲାଭ ଦେବା ପାଇଁ କେନ୍ଦ୍ର…

ଟ୍ରକକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍‌: ୭ ମୃତ, ୨୦ ଆହତ

ଗୁଆହାଟୀ,୨୭।୧୨-ଆସାମର କୋକ୍ରାଝର ଜିଲା ଛତାଗୁରୀଠାରେ ରବିବାର ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍‌ ଟ୍ରକକୁ ଧକ୍କା ଦେବାରୁ ୭ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ଡାକ୍ତରଖାନରେ ଭର୍ତ୍ତି…

ଡିସେମ୍ବର ୩୦ରେ ଟ୍ରାକ୍ଟର ରାଲି କରିବେ କୃଷକ!

ନୂଆଦିଲ୍ଲୀ,୨୭ ।୧୨: କୃଷି ଆଇନକୁ ଫେରାଇ ନେବାକୁ ଦାବି କରି ଦିଲ୍ଲୀ-ହରିୟଣାର ସିନ୍ଧୁ ସୀମାରେ କୃଷକଙ୍କ ଆନ୍ଦୋଳନ ଜାରି ରହିଛି । ରବିବାର ଏହି ଆନ୍ଦୋଳନ ୩୨ ଦିନରେ ପହଞ୍ଚିଥିବା ବେଳେ କୃଷକମାନେ ସେମାନଙ୍କ ଜିଦରେ ଅଟଳ ରହିଛନ୍ତି । ଦିଲ୍ଲୀ-ହରିୟାଣା…

କେହି ନେଇ ପାରିବେ ନାହିଁ କୃଷକଙ୍କ ଜମି: ରାଜନାଥ ସିଂ

ନୂଆଦିଲ୍ଲୀ,୨୭ ।୧୨: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ପାଖାପାଖି ଏକ ମାସ ହେବ ଦିଲ୍ଲୀ ସୀମାରେ ବିଭିନ୍ନ ରାଜ୍ୟର କୃଷକ ଆନ୍ଦୋଳନ ଜାରି ରଖିଛନ୍ତି । ରବିବାର ହିମାଚଳ ପ୍ରଦେଶ ସରକାରଙ୍କ ୩ ବର୍ଷ ପୁର୍ତ୍ତି ଉପଲକ୍ଷେ…

ଆର୍‌.ସି.ପି. ସିଂ ହୋଇ ପାରନ୍ତି ଜେଡ଼ିୟୁର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ: ନୀତିଶ ଦେଲେ ସଙ୍କେତ

ପାଟନା,୨୭।୧୨: ଜେଡ଼ିୟୁର ଦୁଇ ଦିନିଆ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକର ଦ୍ୱିତୀୟ ଦିନରେ ବିବହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଦଳର ନୂଆ ଅଧ୍ୟକ୍ଷ ନିଯୁକ୍ତି ସମ୍ପର୍କରେ ସଙ୍କେତ ଦେଇଛନ୍ତି। ସେ ଆର୍‌.ସି.ପି. ସିଂଙ୍କୁ ଗେଡ଼ିୟୁର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିଯୁକ୍ତ କରିବାକୁ ପ୍ରସ୍ତାବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?