ଜାତୀୟ

୨ ଦିନ ପରେ କବରରୁ ଉଠିଲେ ମୃତ ବ୍ୟକ୍ତି !

କାନପୁର, ୯।୮: ଉତ୍ତରପ୍ରଦେଶରେ ପୋଲିସ ବିଭାଗର ମନମୁଖୀ ତଦନ୍ତ ଯୋଗୁ ସାଧାରଣ ଲୋକେ ହଇରାଣ ହେବାରେ ଲାଗିଛିନ୍ତି। ପୋଲିସ ବାବୁମାନେ ଜୀବିତ ଲୋକଙ୍କୁ କାଗଜପତ୍ରରେ ମୃତ ଘୋଷିତ କରି ଦେଉଛନ୍ତି। ଏହାର ସଦସ୍ୟତମ ଘଟଣା କାନପୁରର କଲୋନେଲଗଞ୍ଜ୍‌ରେ ଘଟିଛି। ଜଣେ ବ୍ୟକ୍ତିଙ୍କୁ…

ଚାଇନା-ପାକିସ୍ତାନର ମିଳିତ ୫୧ ହଜାର କୋଟିର ରେଳ ପ୍ରୋଜେକ୍ଟ, ଭାରତ ପାଇଁ ଚିନ୍ତାର କାରଣ

ନୂଆଦିଲ୍ଲୀ,୯ା୮: ଚାଇନା ଏବଂ ପାକିସ୍ତାନ ମିଳିତ ଭାବେ ଭାରତ ସହିତ ଜଡ଼ିତ ବିବାଦୀୟ କ୍ଷେତ୍ର ଉପରେ ହଇରାଣ ହରକତ କରୁଛନ୍ତି। ବର୍ତ୍ତମାନ ଚାଇନା ଏବଂ ପାକିସ୍ତାନ ମିଳିତ ଭାବେ ସେମାନଙ୍କ ଆର୍ଥିକ କରିଡର ପାଇଁ ହଜାରେ କୋଟି ମୂଲ୍ୟର ଏକ ରେଳ…

ଚାଷୀଙ୍କ ଖାତାକୁ ଯିବ ୧୭ ହଜାର କୋଟି: ସରକାର କଲେ ଘୋଷଣା

ନୂଆଦିଲ୍ଲୀ, ୯।୮: ଦେଶରେ ଚାଷୀଙ୍କ ହାତମୁଠାକୁ ଟାଣ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଜନା ଅବ୍ୟାହତ ରହିଛି। ରବିବାର ପୂର୍ବାହ୍ନ ୧୧ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଷଷ୍ଠ କିସ୍ତିରେ ୧୭ ହଜାର ଶହେ କୋଟି ଟଙ୍କା ଚାଷୀଙ୍କ ଖାତାକୁ ଯାଇଥିବା…

ରାମ ମନ୍ଦିର ଭୂମିପୂଜାର ସିଧାପ୍ରସାରଣକୁ ଟିଭିରେ ଦେଖିଲେ ୧୬ କୋଟି ଲୋକ

ନୂଆଦିଲ୍ଲୀ,୯।୮: ଦୀର୍ଘ ପ୍ରାୟ ୫ଶହ ବର୍ଷର ଅପେକ୍ଷା ପରେ ବୁଧବାର ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଲାଗି ଭୂମିପୂଜା କରାଯାଇଥିଲା। ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ ଟେଲିଭିଜନରେ ଦର୍ଶକେ ଦେଖିଥିଲେ। ପ୍ରସାର ଭାରତୀର ପ୍ରାଥମିକ ସୂଚନାରୁ ଜଣାପଡଛି କି ଏହି ଭୂମିପୂଜାକୁ…

୨ ଯୁବକଙ୍କୁ ବିବାହ କରି କୋଟିଏ ୪୫ ଲକ୍ଷ ଠକିନେଲେ କନ୍ୟା: ଏବେ ତୃତୀୟ ବିବାହ କରି ବିଦେଶକୁ ଉଡ଼ନ ଛୁ…

ନୂଆଦିଲ୍ଲୀ, ୯।୮: ଜଣେ ନୁହେଁ ଦୁଇ ଦୁଇ ଜଣ ଯୁବକଙ୍କୁ ବିବାହ କରି ସେମାନଙ୍କଠାରୁ କୋଟିଏ ୪୫ ଲକ୍ଷ ଟଙ୍କା ଠକି ନେଇଛନ୍ତି ଜଣେ କନ୍ୟା। ଏହାପରେ ଏବେ ତୃତୀୟ ଯୁବକଙ୍କୁ ବିବାହ କରି ହନିମୁନ୍‌ ପାଇଁ ବିଦେଶକୁ ଉଡ଼ନ ଛୁ…

ଆତ୍ମନିର୍ଭର ହେବ ଭାରତ: ୧୦୧ ପ୍ରତିରକ୍ଷା ଉପକରଣ ଦେଶରେ ହେବ ତିଆରି

ନୂଆଦିଲ୍ଲୀ, ୯।୮: ଭାରତକୁ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଜନା ଆରମ୍ଭ ହୋଇଛି। ଏହା ଅନ୍ତର୍ଗତ ବିଦେଶରୁ ଆମଦାନୀ ହେଉଥିବା ୧୦୧ ପ୍ରତିରକ୍ଷା ଉପକରଣ ଉପରେ ରୋକ ଲଗାଯାଇଛି। ଏଣିକି ଏସବୁ ଉପକରଣ ସ୍ବଦେଶୀ ଜ୍ଞାନକୌଶଳରେ…

ଚାଇନାର ସନ୍ଦିଗ୍ଧ ମଞ୍ଜି ପ୍ୟାକେଟ ଏବେ ଭାରତରେ: କେନ୍ଦ୍ର ସରକାରଙ୍କ ପକ୍ଷରୁ ସତର୍କ ସୂଚନା ଜାରି

ନୂଆଦିଲ୍ଲୀ, ୯।୮: ଏବେ ଭାରତରେ ମଧ୍ୟ ଚାଇନାର ସନ୍ଦିଗ୍ଧ ମଞ୍ଜି ପ୍ୟାକେଟ ପହଞ୍ଚିଛି। ପ୍ୟାକେଟରେ ବିଭିନ୍ନ ପ୍ରକାର ଚାରା ମଞ୍ଜି ରହିଛି। ଏନେଇ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ରାଜ୍ୟ ସରକାରଙ୍କୁ ସତର୍କ ସୂଚନା…

ରେକର୍ଡ ଭାଙ୍ଗିଲା କରୋନା

ନୂଆଦିଲ୍ଲୀ, ୯।୮: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି। ରବିବାର ଏହା ପୂର୍ବର ସମସ୍ତ ରେକର୍ଡ ଭାଙ୍ଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୬୪ ହଜାର ୩୯୯ ଜଣ ନୂଆ ଆକ୍ରାନ୍ତଙ୍କୁ…

କୋଭିଡ୍‌ କେୟାର ସେଣ୍ଟରରେ ଅଗ୍ନିକାଣ୍ଡ: ୧୧ ମୃତ

ବିଜୟଓ୍ବାଡ଼ା, ୯।୮: ଏବେ କୋଭିଡ୍‌ କେୟାର ସେଣ୍ଟର ମଧ୍ୟ ଆକ୍ରାନ୍ତଙ୍କ ପାଇଁ ସୁରକ୍ଷିତ ନୁହେଁ। ୩ ଦିନତଳେ ଗୁଜରାଟର ଅହମଦାବାଦ୍‌ଠାରେ କୋଭିଡ୍‌ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିଲା। ସେହିପରି ରବିବାର ଭୋର ୫ଟା ୯ରେ ଆନ୍ଧ୍ରପ୍ରଦେଶର ବିଜୟଓ୍ବାଡାରେ କୋଭିଡ୍‌ କେୟାର ସେଣ୍ଟର ଭାବେ…

ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ କରୋନା

ଜୟପୁର, ୯ା୮: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଓ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପରେ ଆଉ ଦୁଇଜଣ କେନ୍ଦ୍ରମନ୍ତ୍ରୀ କରୋନା ଆକ୍ରାନ୍ତ ହୋଇଛନ୍ତି। କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ କୌଳାସ ଚୌଧୁରୀ ଶନିବାର କରୋନା ଆକ୍ରାନ୍ତ ହୋଇଥିବା…

କରୋନା ନେଲାଣି ୧୯୬ ଡାକ୍ତରଙ୍କ ଜୀବନ

ନୂଆଦିଲ୍ଲୀ, ୯ା୮: ମହାମାରୀ କରୋନା ଉଗ୍ର ରୂପ ଧାରଣ କରିଥିବାବେଳେ ଦେଶରେ କରୋନା ଯୋଦ୍ଧା ସାଜି ରୋଗୀସେବା କରୁଥିବା ଡାକ୍ତରଙ୍କ ପରିସ୍ଥିତି ବିଗିଡ଼ିବାରେ ଲାଗିଛି। ରୋଗୀଙ୍କୁ ଉପଯୁକ୍ତ ବେଡ୍‌, ଚିକିତ୍ସା ସୁବିଧା ଯୋଗାଇଦେବା ଲାଗି ସେମାନଙ୍କୁ ବିଭିନ୍ନ ପ୍ରତିକୂଳ ପରିସ୍ଥିତି ଦେଇ…

୧୦ ବର୍ଷ ପୂର୍ବରୁ ସତର୍କ କରାଯାଇଥିଲା

କୋଝିକୋଡ/ନୂଆଦିଲ୍ଲୀ, ୯।୮: କୋଝିକୋଡ ବିମାନବନ୍ଦରର ଟେବୁଲ-ଟପ୍‌ ରନ୍‌ଓ୍ବେ ବିମାନ ଅବତରଣ ପାଇଁ ବିପଦ ବୋଲି ୧୦ ବର୍ଷ ପୂର୍ବରୁ ସତର୍କ କରିଦିଆଯାଇଥିଲା। ୨୦୧୦ରେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ର ଏକ ବିମାନ ମାଙ୍ଗାଲୋରରେ ଦୁର୍ଘଟଣାଗ୍ରସ୍ତ ହୋଇ ୧୬୦ ଲୋକଙ୍କ ମୃତ୍ୟୁ ଘଟିଥିଲା। ବିମାନଟି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri