ଜାତୀୟ

ପ୍ରକାଶ ପାଇଲା ସିବିଏସ୍‌ଇ ପରୀକ୍ଷା ଫଳ: ଜାଣନ୍ତୁ କେତେ ରହିଛି ପାସ୍‌ହାର

ନୂଆଦିଲ୍ଲୀ,୧୫।୭: ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ୍‌(ସିବିଏସ୍‌ଇ) ଦଶମ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥର ପାସ୍‌ ହାର ୯୧.୪୬ ପ୍ରତିଶତ ହୋଇଛି। ସେଥିମଧ୍ୟରୁ ୯୩.୩୧ ଛାତ୍ରୀ ଥିବାବେଳେ ୯୦.୧୪ ପ୍ରତିଶତ ଛାତ୍ର ପାସ୍‌ କରିଛନ୍ତି। ଛାତ୍ରୀଛାତ୍ର ପରୀକ୍ଷା ଫଳ...

ଅଗଷ୍ଟ ୧୫ ନିଆରା ଢ଼ଙ୍ଗରେ ହେବ ପାଳନ: ଲାଲ୍‌ କିଲ୍ଲାରେ ଯୋଗଦେବେ ୧୫୦୦ କରୋନା ବିଜେତା

ନୂଆଦିଲ୍ଲୀ, ୧୫।୭: ଚଳିତ ବର୍ଷ ଅଗଷ୍ଟ ୧୫ରେ ଲାଲ୍‌ କିଲ୍ଲାରେ ହେବାକୁ ଥିବା ସ୍ବାଧୀନତା ଦିବସ ଉତ୍ସବରେ ଛୋଟ ପିଲା ଯୋଗଦେବେ ନାହିଁ। ସେମାନଙ୍କ ବଦଳରେ ୧୫୦୦ କରୋନ ବିଜେତା ଉତ୍ସବରେ ଉପସ୍ଥିତ ରହିବେ। କରୋନାକୁ ପରାଜିତ କରି ସୁସ୍ଥ...

ଦେଶରେ କରୋନା ଅଣାୟତ୍ତ: ୨ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ଟପିବା ଆଶଙ୍କା

ନୂଆଦିଲ୍ଲୀ, ୧୫।୭: ଦେଶରେ କରୋନା ମହାମାରୀ ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୯ ହଜାର ୪୨୯ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଏହି ସମୟ ମଧ୍ୟରେ ୫୮୨ ଜଣଙ୍କ ମୃତ୍ୟୁ ଘଟିଛି। ଦେଶରେ...

ଗେହଲଟଙ୍କ ଗେମ୍‌ ପ୍ଲାନ୍‌: ମନ୍ତ୍ରିମଣ୍ଡଳରେ ୨ ଉପମୁଖ୍ୟମନ୍ତ୍ରୀ

ଜୟପୁର, ୧୫।୭: ରାଜସ୍ଥାନରେ ଶାସକ କଂଗ୍ରେସ ସରକାର କ୍ଷମତା ଚ୍ୟୁତ ହେବା ପୂର୍ବରୁ ଷଡ଼ଯନ୍ତ୍ର ଫସର ଫାଟିଯାଇଛି। ଏବେ ଦଳର ସମସ୍ତ ସଦସ୍ୟତାରୁ ବିଦ୍ରୋହୀ ସଚିନ ପାଇଲଟଙ୍କୁ ହଟାଇ ଦିଆଯାଇଛି। ତେବେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ...

ଭାଜପାରେ ଯୋଗ ଦେବା ନେଇ କ’ଣ କହିଲେ ସଚିନ

ଜୟପୁର/ନୂଆଦିଲ୍ଲୀ,୧୫।୭: ରାଜସ୍ଥାନ କଂଗ୍ରେସ ଅଧ୍ୟକ୍ଷ ଏବଂ ଉପମୁଖ୍ୟମନ୍ତ୍ରୀ ପଦରୁ ସଚିନ ପାଇଲଟଙ୍କୁ ହଟାଇ ଦିଆଯାଇଛି। ଏବେ ସେ ଭାଜପାରେ ଯୋଗ ଦେବା ନେଇ ଚର୍ଚ୍ଚା ଚାଲିଛି। ଏନେଇ ସେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ମୁଁ ୧୦୦ଥର କହିସାରିଲେଣି ଭାଜପାରେ...

ଗରିବଙ୍କ ପେଟକୁ ଜୁଟୁନି ଦାନା: ଖତ ଖାଇଗଲା ୧୨୬୫ କ୍ୱିଣ୍ଟାଲ ଗହମ

ଭୋପାଳ, ୧୫।୭: କରୋନା ସଂକ୍ରମଣ ଯୋଗୁ ଦେଶରେ ଲକ୍‌ଡାଉନ୍‌ ଜାରି ହୋଇଛି। କାମଧନ୍ଧା ନ କରି ପାରି ଗରିବଙ୍କ ପେଟକୁ ଦାନା ଜୁଟୁନି। ଏପରିସ୍ଥଳେ ପ୍ରଶାସନର ଅବହେଳା ଯୋଗୁ ମଧ୍ୟପ୍ରଦେଶରେ ୧୨୬୫ କ୍ୱିଣ୍ଟାଲ ଗହମ ଖତ ଖାଇଯାଇଛି। ଏଭଳି ଘଟଣା...

ମୃତବ୍ୟକ୍ତିର ଫଟୋ ନେଉଥିଲେ ଫଟୋଗ୍ରାଫର, ତା’ପରେ ଏମିତି ଘଟିଲା

ଥିରୁଭାନନ୍ତପୁରମ୍‌,୧୫।୭:କେରଳର ଏର୍ନାକୁଲମ ଜିଲାରେ ଏକ ହସ୍ପିଟାଲ ବାହାରେ ପୋଷ୍ଟମର୍ଟମ ପାଇଁ ରଖାଯାଇଥିବା ମୃତବ୍ୟକ୍ତିର ଫଟୋ ନେଉଥିଲେ ଜଣେ ଫଟୋଗ୍ରାଫର। ଅଚାନକ ଏକ ସ୍ବର ଆସିଥିଲା। ଫଟୋଗ୍ରାଫର ଜଣଙ୍କୁ ସନ୍ଦେହ ହେବାରୁ ସେ ମୃତବ୍ୟକ୍ତିଙ୍କ ପାଖକୁ ଯାଇଥିଲେ। ତାଙ୍କ ମୁହଁରୁ ଧୀର...

ଗର୍ଭଯନ୍ତ୍ରଣା ହେଉଥିବା ମହିଳାଙ୍କୁ ଥାନାକୁ ନେଇଗଲା ପୋଲିସ, ଆଉ ତା’ପରେ

ଗାନ୍ଧୀନଗର,୧୫।୭: ଗୁଜୁରାଟର ବନାଶକାଣ୍ଠାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୋଲିସ ଅବହେଳା ଯୋଗୁ ଜଣେ ନବଜାତ ଶିଶୁର ମୃତ୍ୟୁ ହୋଇଛି। ପୀଡିତାଙ୍କ ପରିବାର ଅନୁଯାୟୀ, ଘରେ ଜଣେ ଗର୍ଭବତୀ ମହିଳାଙ୍କ ଗର୍ଭଯନ୍ତ୍ରଣା ହେଉଥିଲା। ଏହା ପରେ ପରିବାର ସଦସ୍ୟ...

ଅନ୍‌ଲାଇନ୍‌ କ୍ଲାସ୍‌: ଛୋଟ ପିଲା ଅଧଘଣ୍ଟାରୁ ଅଧିକ ପଢ଼ିବେନି

ନୂଆଦିଲ୍ଲୀ, ୧୫।୭: କରୋନା ସଂକ୍ରମଣ ଯୋଗୁ ଦେଶରେ ଲକ୍‌ଡାଉନ୍‌ ଜାରି ହୋଇଛି। ଏପରିସ୍ଥଳେ ସମସ୍ତ ସ୍କୁଲ କଲେଜକୁ ମାର୍ଚ୍ଚ ୧୬ଠାରୁ ବନ୍ଦ କରାଯାଇଛି। ଫଳରେ ୨୪ କୋଟିରୁ ଅଧିକ ଛାତ୍ରୀଛାତ୍ରଙ୍କ ଶିକ୍ଷା ପ୍ରଭାବିତ ହୋଇଛି। ଛାତ୍ରୀଛାତ୍ରମାନେ ଅନ୍‌ଲାଇନ୍‌ କ୍ଲାସ୍‌ ଦ୍ୱାରା...

ଭୋକିଲା ମୁହଁରେ ହସ ଫୁଟାଉଥିବା ବ୍ୟକ୍ତି କରୋନା ଯୁଦ୍ଧରେ ହାରିଗଲେ

ନୂଆଦିଲ୍ଲୀ,୧୫।୭:ଦେଶରେ କରୋନା ଭାଇରସ ସଂକ୍ରମଣ ବୃଦ୍ଧି ପାଉଛି। ଗୋଟିଏ ଦିନରେ ୨୦ ହଜାରରୁ ଅଧିକ ମାମଲା ଆସୁଛି। ଦିଲ୍ଲୀର ଅବସ୍ଥା ମଧ୍ୟ ଚିନ୍ତାଜନକ। କରୋନା ଜୀବାଣୁ ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର ମାର୍ଚ୍ଚରେ ଦେଶରେ ଲକ୍‌ଡାଉନ୍‌ ଘୋଷଣା କରିଥିଲେ।...

ନିର୍ମାଣ ହେବ ନୂଆ ସଂସଦ ଭବନ: ଦୌଡ଼ରେ ୭ କମ୍ପାନୀ

ନୂଆଦିଲ୍ଲୀ, ୧୫।୭: ଭାରତର ନୂଆ ସଂସଦ ଭବନ ନିର୍ମାଣ କରାଯିବ। ଏଥିପାଇଁ ଦୌଡ଼ରେ ୭ଟି କମ୍ପାନୀ ରହିଛନ୍ତି। ସେସବୁ କମ୍ପାନୀ ମଧ୍ୟରେ ଉତ୍ତରପ୍ରଦେଶ ସରକାରୀ ନିଗମ ଲିମିଟେଡ୍‌, ଟାଟା ପ୍ରୋଜେକ୍ଟ ଲିମିଟେଡ୍‌, ଲାର୍ସନ୍‌ ଆଣ୍ଡ ଟୁବ୍ରୋ ଲିମିଟେଡ୍‌, ଆଇଟିଡି ସିମେଣ୍ଟଶନ୍‌...

ଗାଁରେ ନାହିଁ ବିଜୁଳି, କୃଷକଙ୍କ ପୁଅ ୯୮.୨ ପ୍ରତିଶତ ମାର୍କ ରଖି ବିଦେଶରେ ପଢିବାକୁ ହାସଲ କଲେ ଯୋଗ୍ୟତା

ଲକ୍ଷ୍ନୌ,୧୫।୭: ସିବିଏସି ଦ୍ୱାଦଶ ବୋର୍ଡ ପରୀକ୍ଷାରେ ୯୮.୨ ପ୍ରତିଶତ ମାର୍କ ପାଇଥିବା ଜଣେ କୃଷକଙ୍କ ପୁଅ ଏବେ ବିଦେଶରେ ପଢିବେ। ସେ ଆମେରିକାରେ ଥିବା ନ୍ୟୁୟର୍କର କର୍ଣ୍ଣେଲ ବିଶ୍ୱବିଦ୍ୟାଳୟରୁ ୧୦୦ ପ୍ରତିଶତ ଛାତ୍ରବୃତ୍ତି ପାଇଛନ୍ତି। ଅନୁରାଗ ତିୱାରୀ ନାମକ ଏହି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri