ଦେଶରେ ସ୍ବାସ୍ଥ୍ୟ ଖର୍ଚ୍ଚ ପ୍ରତିରକ୍ଷା ବଜେଟଠାରୁ ୧୦ଗୁଣା କମ୍
ଓ୍ବାଶିଂଟନ/ନୂଆଦିଲ୍ଲୀ, ୩୦।୭: ଭାରତରେ ପ୍ରତିରକ୍ଷା କ୍ଷେତ୍ରରେ ଅଧିକ ଖର୍ଚ୍ଚ ହେଉଛି। ଅପରପକ୍ଷରେ ସାଧାରଣ ଲୋକଙ୍କ ସ୍ବାସ୍ଥ୍ୟ ପାଇଁ କରାଯାଉଥିବା ଖର୍ଚ୍ଚ କମ୍ ରହିଛି। ଦେଶରେ ସ୍ବାସ୍ଥ୍ୟ ଖର୍ଚ୍ଚ ପ୍ରତିରକ୍ଷା ବଜେଟଠାରୁ ୮ରୁ ୧୦ଗୁଣା କମ୍ ରହିଛି। ଭାରତର ପଡ଼ୋଶୀ ଦେଶ...
ଦେଶକୁ ନଷ୍ଟ କରୁଛନ୍ତି ମୋଦି: ରାହୁଲ
ନୂଆଦିଲ୍ଲୀ,୩୦।୭: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଲଗାତାର ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି ଚାଲିଛନ୍ତି। ବୁଧବାର ଯୁଦ୍ଧ ବିମାନ ରାଫେଲକୁ ନେଇ ରାହୁଲ ପ୍ରଶ୍ନ ଉଠାଇଥିବା ବେଳେ ଶୁକ୍ରବାର ସେ ପୁଣିଥରେ ମୋଦିଙ୍କ ଉପରେ ବର୍ଷିଛନ୍ତି।...
ବିଧାନସଭା ଅଧିବେଶନ ଡାକିବାର କାରଣ କହି ପାରୁ ନାହାନ୍ତି ମୁଖ୍ୟମନ୍ତ୍ରୀ: ରାଜ୍ୟପାଳ
ଜୟପୁର,୩୦।୭: ରାଜସ୍ଥାନ ରାଜନୀତିକୁ ନେଇ ଏବେବି ଚର୍ଚ୍ଚା ଥମି ନାହିଁ। ଇତିମଧ୍ୟରେ ରାଜ୍ୟପାଳ କଲରାଜ ମିଶ୍ର ଏକ ସ୍ବତନ୍ତ୍ର ସାକ୍ଷାତ୍କାରରେ କହିଛନ୍ତି, ଏବେବି ରାଜସ୍ଥାନ ରାଜନୀତି ସ୍ବାଭାବିକ ହୋଇନାହିଁ। ଏହାସହ ବିଧାନସଭା ଅଧିବେଶନ ଡାକିବାକୁ ସେ ମନା କରି ନାହାନ୍ତି...
ହେପାଟାଇଟିସ୍ ଔଷଧରେ ଭଲ ହେବ କରୋନା
ରୋହତକ, ୩୦।୭: ଦେଶରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନି। ଏପରିସ୍ଥଳେ କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ବିଭିନ୍ନ ଔଷଧ ସମ୍ପର୍କରେ ଚର୍ଚ୍ଚା ଜାରି ରହିଛି। ସମ୍ପ୍ରତି ହରିୟାଣାର ରୋହତକସ୍ଥିତ ପିଜିଆଇଏମ୍ଏସ୍ ପକ୍ଷରୁ କୁହାଯାଇଛି ଯେ, ହେପାଟାଇଟିସ୍-ସି ଲାଗି...
କଂଗ୍ରେସରୁ ଦୂରେଇ ଯାଇଥିଲେ ବି ଫେରିବାର ବାଟ ଖୋଲା ରଖିଛନ୍ତି ପାଇଲଟ
ନୂଆଦିଲ୍ଲୀ,୩୦।୭: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସହ ମନୋମାଳିନ୍ୟକୁ ନେଇ ପୁର୍ବତନ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ତାଙ୍କ ପଦ ହରାଇଛନ୍ତି। ଆଉ ଏବେ ସେ କଂଗ୍ରେସ ଦଳଠାରୁ ବହୁ ଦୂରକୁ ଚାଲି ଯାଇଥିବା କୁହାଯାଉଛି। ହେଲେ ସେ ଦଳକୁ...
୨୨ ବର୍ଷ ପରେ ଘର ବାହୁଡ଼ିବେ ଭଗବାନ ମହାଦେବ…
ଜୟପୁର, ୩୦।୭: ରାଜସ୍ଥାନରେ ୨୨ ବର୍ଷ ପରେ ଭଗବାନ ମହାଦେବ ଘରକୁ ବାହୁଡ଼ିବେ। ୧୯୯୮ରେ ରାଜ୍ୟର ଚିତୋରଗଡ଼ସ୍ଥିତ ବରୋଲିର ଘାଟଶ୍ୱର ମନ୍ଦିରରୁ ମହାଦେବଙ୍କ ନବମ ଶତାବ୍ଦୀର ପ୍ରାଚୀନ ମୂର୍ତ୍ତି ଚୋରି ହୋଇଥିଲା। ପଥରରେ ନିର୍ମିତ ୪ ଫୁଟ ଉଚ୍ଚ ନଟରାଜଙ୍କ...
କଂଗ୍ରେସ ଅଧ୍ୟକ୍ଷ ସୋମେନ ମିତ୍ରଙ୍କ ପରଲୋକ
କୋଲାକାତା,୩୦।୭: ପଶ୍ଚିମବଙ୍ଗ କଂଗ୍ରେସର ପ୍ରଦେଶ ଅଧ୍ୟକ୍ଷ ସୋମେନ ମିତ୍ରଙ୍କର ବୁଧବାର ବିଳମ୍ବିତ ରାତ୍ରିରେ ପରଲୋକ ହୋଇଛି। ୭୮ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଥିବା ବେଳେ କିଛିଦିନ ହେବ ସେ ଅସୁସ୍ଥ ହୋଇ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।...
୨୪ ଘଣ୍ଟାରେ ସର୍ବାଧିକ ସଂକ୍ରମିତ
ନୂଆଦିଲ୍ଲୀ,୩୦।୭: ବେଳକୁ ବେଳ ଭୟଙ୍କର ହେବାକୁ ଯାଉଛି କରୋନା ସଂକ୍ରମଣ। ପୂର୍ବ ଆକଳନ ଅନୁଯାୟୀ ଦେଶରେ ଏବେ କରୋନା ମହାମାରୀ ରେକର୍ଡ ପରେ ରେକର୍ଡ କରି ଚାଲିଛି। ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୫୨,୧୨୩ ଜଣ ନୂଆ ସଂକ୍ରମିତଙ୍କୁ...
ମୁଖ୍ୟମନ୍ତ୍ରୀଙ୍କ ଘରେ ବିଦ୍ରୋହ: ୯ ବିଧାୟକ ଅସନ୍ତୁଷ୍ଟ
ରାଞ୍ଚି, ୩୦।୭: ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ଙ୍କ ସରକାରରେ ବିଦ୍ରୋହ ହେବା ପରେ ଏବେ ଝାଡ଼ଖଣ୍ଡରେ ମଧ୍ୟ ସମାନ ସ୍ଥିତି ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ଙ୍କ ସରକାରଙ୍କୁ ସମର୍ଥନ ଦେଉଥିବା କଂଗ୍ରେସ ଦଳର ୯ ଜଣ ବିଧାୟକ ବିଦ୍ରୋହ...
ଦେଶରେ ୧୫୦ ଦିନରେ ସୁସ୍ଥ ହେଲେଣି ୧୦ ଲକ୍ଷ ସଂକ୍ରମିତ
ନୂଆଦିଲ୍ଲୀ,୩୦।୭: କରୋନା ମହାମାରୀ ଏବେ ବିଶ୍ୱରେ ତାଣ୍ଡବ ରଚିଥିବା ବେଳେ ଭାରତ ମଧ୍ୟ ଏଥିରୁ ବାଦ୍ ପଡି ନାହିଁ। ହେଲେ ଦେଶରେ ଯେଉଁପରି ଭାବେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ସେହିପରି ଭାବେ ଭୟ ବଢି ବଢି ଚାଲିଛି।...
ଦେବଦୂତ ପାଲଟିଲେ ହତ୍ୟାକାରୀ: ୧୦୦ଜଣଙ୍କ ଜୀବନ ନେଇଥିବା ଡାକ୍ତର ଗିରଫ
ଚଣ୍ଡିଗଡ଼, ୩୦।୭: ରୋଗୀଙ୍କ ଜୀବନ ବଞ୍ଚାଉଥିବା ଡାକ୍ତରଙ୍କୁ ସଭିଏଁ ଦେବଦୂତ ବୋଲି ମନେ କରିଥାନ୍ତି। ତେବେ ହରିୟାଣାର ୬୨ ବର୍ଷ ବୟସ୍କ ଡାକ୍ତର ଦେବେନ୍ଦ୍ର ଶର୍ମା ଦେବଦୂତ ବଦଳରେ ହତ୍ୟାକାରୀ ପାଲଟିଛନ୍ତି। ସେ ୧୦୦ଜଣ ଟ୍ରକ୍ ଏବଂ ଟ୍ୟାକ୍ସି ଡ୍ରାଇଭରଙ୍କୁ...
କରୋନାକୁ ହରାଇଲେ ୩୦ ମହିଳା ପୋଲିସ ଅଧିକାରୀ
ହାଇଦ୍ରାବାଦ,୩୦।୭: କରୋନା ମହାମାରୀ ଏବେ ସାରା ଦେଶ ପାଇଁ ଚିନ୍ତାର କାରଣ ପାଲଟିଥିବା ବେଳେ ଏଥିରେ କରୋନା ଯୋଦ୍ଧାଙ୍କ ସଂକ୍ରମଣ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଉଛି। ତେବେ ତେଲେଙ୍ଗାନା ପୋଲିସର ପ୍ରାୟ ୩୦ ଜଣ ମହିଳା ପୋଲିସ ଅଧିକାରୀ କରୋନା...
Archives


