ଜାତୀୟ

କରୋନା ଟିକା ନେଇ ଆଶାକର୍ମୀଙ୍କ ମୃତ୍ୟୁ ଅଭିଯୋଗ

ହାଇଦ୍ରାବାଦ,୨୪।୧: ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲାର ଏକ ସରକାରୀ ଡାକ୍ତରଖାନାରେ ରବିାର ଜଣେ ଆଶା କର୍ମୀଙ୍କ ମୃତ୍ୟୁ ଘଟିଛି। କୋଭିଡ-୧୯ ଟୀକାକରଣ ପରେ ତାଙ୍କର ମୃତ୍ୟୁ ହୋଇଥିବା ତାଙ୍କ ସହକର୍ମୀମାନେ ଅଭିଯୋଗ କରିଛନ୍ତି। ଗୁଣ୍ଟୁର ଜିଲାପାଳ ସାମୁଏଲ ଆନନ୍ଦ କହିଛନ୍ତି ଯେ ଆଶା…

ମହାରାଷ୍ଟ୍ରରୁ ଦିଲ୍ଲୀ ଅଭିମୁଖେ କୃଷକଙ୍କ ପଦଯାତ୍ରା

ମୁମ୍ବାଇ,୨୪।୧: କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମାରେ ଚାଷୀ ସଂଗଠନର ଆନ୍ଦୋଳନ ଜାରି ରହିଛି। ସାଧାରଣତନ୍ତ୍ର ଦିବସରେ କୃଷକମାନେ ଏକ ଟ୍ରାକ୍ଟର ପରେଡ କରିବା ନେଇ ସୂଚନା ଦେଇଛନ୍ତି। ତେବେ ମହାରାଷ୍ଟ୍ରର ନାସିକରୁ ମୁମ୍ବାଇ ଅଭିମୁଖେ କୃଷକମାନେ ପଦଯାତ୍ରା ଆରମ୍ଭ କରିଛନ୍ତି।…

ଟ୍ରାକ୍ଟର ରାଲିକୁ ସର୍ତ୍ତମୂଳକ ମଞ୍ଜୁରୀ

ନୂଆଦିଲ୍ଲୀ,୨୪।୧: ଦିଲ୍ଳୀ-ଏନ୍‌ସିଆର୍‌ରେ ଚାଲିଥିବା କୃଷକ ଆନ୍ଦୋଳନ ଦୁଇ ମାସ ପୂରଣ ହେବାକୁ ଯାଉଛି। ଏହି ଅବସରରେ ଆଗାମୀ ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ଦିଲ୍ଲୀର ରିଙ୍ଗ୍‌ ରୋଡ୍‌ରେ କୃଷକମାନେ ବିଶାଳ ଟ୍ରାକ୍ଟର ରାଲି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ରାଲିକୁ…

ପ୍ରେମିକାଙ୍କୁ ଭେଟିବାକୁ ଆସି ଧରାପଡ଼ିଲେ ଯୁବକ, ଭୟରେ ସୀମାରେଖା ଡେଇଁ ପଳାଇଲେ ପାକିସ୍ତାନ; ଏବେ..

ବାର୍‌ମେର,୨୪।୧: କିଛି ଦିନ ଅନ୍ତରରେ ପ୍ରେମିକାଙ୍କୁ ଲୁଚିଛପି ଭେଟୁଥିଲେ ପ୍ରେମିକ। ଦିନେ ତାଙ୍କୁ ଭେଟିବା ପାଇଁ ଘର ପର୍ଯ୍ୟନ୍ତ ମଧ୍ୟ ଚାଲିଗଲେ। ହେଲେ ପ୍ରେମିକାଙ୍କ ଘରଲୋକ ତାଙ୍କୁ ଧରି ପକାଇଥିଲେ। ଏହାପରେ ଯାହା ହେଲା ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ଯେକୌଣସି…

ପଦାରେ ପଡୁଛି ଚାଇନାର ଚାଲାକି

ନୂଆଦିଲ୍ଲୀ,୨୪ ।୧: ଚାଇନା ତା’ର ଚତୁରତା ପାଇଁ ସାରା ବିଶ୍ୱରେ ବେଶ୍ ପରିଚିତ । ଗୋଟିଏ ପଟେ ଭାରତର ସହୃଦୟ ଦେଖି ଚାଇନା ନିଜ ପଡୋଶୀ ଦେଶ ବାଂଲାଦେଶକୁ ମାଗଣାରେ ଲକ୍ଷ ଲକ୍ଷ ଡୋଜ କରୋନା ଟିକା ପଠାଇଥିବା ଜଣାପଡିଛି ।…

ବାପଘରେ ସ୍ବାମୀଙ୍କୁ ହତ୍ୟା ପରେ ଆଖି-ନାକରେ ଫେଭିକ୍ୱିକ୍‌ ପକାଇଲେ ସ୍ତ୍ରୀ, ସହଯୋଗ କଲେ…

ଗୟା,୨୪।୧: ବିହାରର ଗୟାରେ ଜଣେ ସ୍ତ୍ରୀ ନିଜ ସ୍ବାମୀଙ୍କୁ ଅତି ନୃଶଂସ ଭାବେ ହତ୍ୟା କରି ଚର୍ଚ୍ଚାରେ। ପ୍ରଥମେ ଯୁବକଙ୍କ ହାତଗୋଡ ବାନ୍ଧି ଛୁରୀରେ ଆକ୍ରମଣ କରିଥିଲେ। ତାଙ୍କର ମୃତ୍ୟୁ ହୋଇଯିବା ପରେ ଆଖି, ନାକ ଏବଂ ମୁହଁରେ ଫେଭିକ୍ୱିକ୍‌ ପକାଇଦେଇଥିଲେ।…

୨୪ ଘଣ୍ଟାରେ ମୋଦିଙ୍କ ଫଟୋରେ ୧ ନିୟୁତ ଲାଇକ୍‌

ନୂଆଦିଲ୍ଲୀ,୨୪।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୋଲକାତା ଗସ୍ତର ଏକ ଫଟୋକୁ ଫେସବୁକରେ ମାତ୍ର ୨୪ ଘଣ୍ଟା ମଧ୍ୟରେ ମିଳିଛି ୧ ନିୟୁତ ଲାଇକ୍‌। ସ୍ବାଧିନତା ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋସଙ୍କ ଜୟନ୍ତୀ ପାଳନ ଅବସରରେ ପ୍ରଧାନମନ୍ତ୍ରୀ କୋଲକାତା ଗସ୍ତ କରିଥିଲେ। ‘ନେତାଜୀ…

ଭ୍ରଷ୍ଟାଚାର, ଅନୁପ୍ରବେଶ, ଆତଙ୍କବାଦ ମୁକ୍ତ ରାଷ୍ଟ୍ର କେବଳ ମୋଦି ସରକାରଙ୍କ ଦ୍ୱାରା ସମ୍ଭବ: ଶାହା

କୋକରାଝର,୨୪ ।୧: ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବେ ଆସାମ ଗସ୍ତରେ ଅଛନ୍ତି । ରବିବାର ଦ୍ୱିତୀୟ ଦିନ ଗସ୍ତରେ ସେ କୋକରାଝରରେ ଏକ ଜନସଭାକୁ ଉଦ୍‌ବୋଧନ ଦେଇଛନ୍ତି । ସେ କହିଛନ୍ତି, ମୋ ରାଜନୈତିକ ଜୀବନକାଳ ମଧ୍ୟରେ ମୁଁ ବହୁ ରାଲି…

ରାମେଶ୍ୱର ଶର୍ମା ମମତାଙ୍କୁ ଦେଲେ ରାମାୟଣ ଉପହାର: କହିଲେ ରାମ କହିବା ଶିଖ

ଭୋପାଳ,୨୪ ।୧: ମଧ୍ୟପ୍ରଦେଶ ବିଧାନସଭାର ପ୍ରୋଟେମ ସ୍ପିକର ତଥା ହୁଜୁରର ବିଧାୟକ ରାମେଶ୍ୱର ଶର୍ମା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏକ ରାମାୟଣ ଉପହାର ଆକାରରେ ଦେଇଛନ୍ତି । ଟୁଇଟ୍ କରି ସେ ଏହି ସୂଚନା ଦେଇଛନ୍ତି । ଶର୍ମା କହିଛନ୍ତି…

ତୁଷାରପାତରେ ଫସିଥିବା ମା’, ନବଜାତକଙ୍କ ପାଇଁ ଦେବଦୂତ ସାଜିଲେ ଯବାନ

ଭାରତୀୟ ସେନାର ଶକ୍ତି ସାମର୍ଥ ବିଷୟରେ ସମସ୍ତଙ୍କୁ ଜଣା। ମାତ୍ର ମାନବିକତା କ୍ଷେତ୍ରରେ ଭାରତୀୟ ସେନା ସହ କେହି ତୁଳନୀୟ ହୋଇପାରିବେ ନାହିଁ। ଜମ୍ମୁ କଶ୍ମୀରରୁ ଭାରତୀୟ ସେନାର ଏକ ଉଦାରତାର ଖବର ବର୍ତ୍ତମାନ ଚର୍ଚ୍ଚାର ବିଷୟ ହୋଇଛି। ଯେଉଁଠାରେ ଯବାନମାନେ…

ମଦ ଘରେ ରଖିଲେ ନେବାକୁ ପଡ଼ିବ ଲାଇସେନ୍ସ୍‌

ଲକ୍ଷ୍ନୌ, ୨୪।୧: ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କ ପକ୍ଷରୁ ନୂଆ ଅବକାରୀ ନୀତି ଘୋଷଣା କରାଯାଇଛି। ଏଣିକି ନୂଆ ଆଇନ ଅନୁସାରେ ଘରେ ନିର୍ଦ୍ଧାରିତ ପରିମାଣଠାରୁ ଅଧିକ ମଦ ରଖିହେବ ନାହିଁ। ଏଭଳି କରୁଥିବା ବ୍ୟକ୍ତି ବିଶେଷଙ୍କୁ ଏବେ ଲାଇସେନ୍ସ୍‌…

ସଚିବାଳୟରେ ସୁରକ୍ଷା ନେଇ ପ୍ରଶ୍ନ: ଉଦ୍ଧବଙ୍କ ଫାଇଲରେ ଅଦଳ ବଦଳ

ମୁମ୍ବାଇ, ୨୪।୧: ମହାରାଷ୍ଟ୍ର ସଚିବାଳୟର ସୁରକ୍ଷା ନେଇ ଏବେ ପ୍ରଶ୍ନ ଉଠିବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ଦ୍ୱାରା ଦସ୍ତଖତ ହୋଇଥିବା କେତେକ ଫାଇଲ୍‌ରେ ନିଷ୍ପତ୍ତି ଅଦଳ ବଦଳ କରାଯାଇଥିବା ଅଭିଯୋଗ ହୋଇଛି। ଏସମ୍ପର୍କରେ ମରିନ୍‌ ଡ୍ରାଇଭ୍‌ ଥାନାରେ ଏକ ମାମଲା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri