ଜାତୀୟ

ଲାଲୁ ପ୍ରସାଦଙ୍କ ସୁରକ୍ଷାରେ ନିୟୋଜିତ ସବ୍‌ଇନ୍ସପେକ୍ଟରଙ୍କୁ ହତ୍ୟା

ରାଞ୍ଚି, ୩୧।୭: ରାଷ୍ଟ୍ରୀୟ ଜନତା ଦଳ ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ରାଞ୍ଚିସ୍ଥିତ ଆର୍‌ଏମ୍‌ଏସ୍‌ରେ ଚିକିତ୍ସିତ ହେଉଛନ୍ତି। ଏଠାରେ ଲାଲୁଙ୍କ ସୁରକ୍ଷାରେ ନିୟୋଜିତ ଜଣେ ସବ୍‌ଇନ୍ସପେକ୍ଟର (ଏସ୍‌ଆଇ)ଙ୍କ ହତ୍ୟା କରାଯାଇଥିବା ସୂଚନା ମିଳିଛି। କାମେଶ୍ୱର ରବିଦାସ ନାମକ ଏହି ଏସ୍‌ଆଇଙ୍କ...

ସାମ୍ନାକୁ ଆସିଲା ମୋଦିଙ୍କ ଆଯୋଧ୍ୟା କାର୍ଯ୍ୟସୂଚୀ: ମଞ୍ଚ ଉପରେ ଭାଗବତଙ୍କ ସମେତ ରହିବେ ଏହି ୫ବିଶିଷ୍ଟ ବ୍ୟକ୍ତି

ଆଯୋଧ୍ୟା,୩୧।୭: ଅଯୋଧ୍ୟାରେ ଅଗଷ୍ଟ ୫ରେ ରାମ ମନ୍ଦିର ନିର୍ମାଣ ପାଇଁ ହେବାକୁ ଥିବା ଭୂମିପୂଜା କାର୍ଯ୍ୟକ୍ରମର ପ୍ରସ୍ତୁତି ଜୋରସୋରରେ ଚାଲିଛି। କାର୍ଯ୍ୟକ୍ରମ ପୂର୍ବରୁ ଅଯୋଧ୍ୟାକୁ ନବବଧୂ ଭଳି ସଜାଯାଉଛି। ଭୂମିପୂଜା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟା ଗସ୍ତ କରିବେ।...

ଭେଜାଲ ମଦ ପିଇ ଚାଲିଗଲା ୨୬ ଜଣଙ୍କ ଜୀବନ

ଅମୃତସର, ୩୧।୭: ପଞ୍ଜାବର ୩ ଜିଲା ଅମୃତସର, ବତାଲା ଓ ତାରନତରାନରେ ଗତ ୨୪ ଘଣ୍ଟା ମଧ୍ୟରେ ଭେଜାଲ ମଦ ପିଇ ୨୬ ଜଣ ଲୋକ ପ୍ରାଣ ହରାଇଛନ୍ତି। ପୋଲିସ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ପୋଲିସ ପକ୍ଷରୁ କୁହାଯାଇଛି...

ଭୂମିପୂଜା ପାଇଁ ଉତ୍ସବମୁଖରିତ ରାମନଗରୀ: ୧ଲକ୍ଷ ୧୧ହଜାର ଲଡ଼ୁରେ ମଣୋହି ହେବେ ରାମଲଲା

ଅଯୋଧ୍ୟା,୩୧।୭: ବହୁ ପ୍ରତିକ୍ଷୀତ ଆଯୋଧ୍ୟାରେ ରାମଲଲାଙ୍କ ପାଇଁ ଏବେ ରାମ ମନ୍ଦିର ନିର୍ମାଣ ହେବାକୁ ଯାଉଛି। ଅଗଷ୍ଟ ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମିପୂଜା ସହ ଶିଳାନ୍ୟାସ କରିବେ। ଏଥିପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ...

ମେହବୁବା ମୁଫତିଙ୍କ ବଢ଼ିଲା ଗୃହବନ୍ଦୀ ଅବଧି

ଶ୍ରୀନଗର,୩୧।୭: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିପୁଲ୍ସ ଡେମୋକ୍ରାଟିକ୍‌ ପାର୍ଟି (ପିଡିପି)ର ମୁଖ୍ୟ ମେହବୁବା ମୁଫତିଙ୍କ ଗୃହବନ୍ଦୀ ଅବଧିକୁ ପ୍ରଶାସନ ପକ୍ଷରୁ ଆହୁରି ବଢ଼ାଇ ଦିଆଯାଇଛି। ପବ୍ଲିକ ସେଫ୍ଟି ଆକ୍ଟ (ପିଏସ୍‌ଏ) ଆଧାରରେ ଶୁକ୍ରବାର ମେହବୁବାଙ୍କ ଗୃହବନ୍ଦୀକୁ ଆସନ୍ତା ୩...

ଅଢ଼େଇ ମାସର ଶିଶୁକୁ ଖୁଆଇଦେଲେ ଚକୋଲେଟ: ହସ୍ପିଟାଲରେ ପହଞ୍ଚିବା ବେଳକୁ ଚାଲିଗଲା ଜୀବନ

ନୂଆଦିଲ୍ଲୀ, ୩୧।୭: ଅଢ଼େଇ ମାସର ଶିଶୁ ତଣ୍ଟିରେ ଚକୋଲେଟ ଲାଖିଯିବାରୁ ତା’ର ମୃତ୍ୟୁ ଘଟିଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନୋଏଡାରେ। ଶିଶୁଟି ଘରେ ଶୋଇଥିଲା। ଏହି ସମୟରେ ଘରର ଅନ୍ୟ ଜଣେ ଛୋଟ ପିଲା ଚକୋଲେଟ ଖାଉଥିବା...

ଅଯୋଧ୍ୟାରେ ଶିଳାନ୍ୟାସ କାର୍ଯ୍ୟକ୍ରମରେ ମୋଦିଙ୍କୁ ଉପହାରରେ କ’ଣ ଦେବେ ଉତ୍ତରପ୍ରଦେଶ ସରକାର

ନୂଆଦିଲ୍ଲୀ,୩୧।୭: ଆଯୋଧ୍ୟାରେ ବହୁ ପ୍ରତିକ୍ଷୀତ ରାମ ମନ୍ଦିର ନିର୍ମାଣ ପାଇଁ ଅଗଷ୍ଟ ପ୍ରଥମ ସପ୍ତାହରେ ଭୂମିପୂଜା କାର୍ଯ୍ୟକ୍ରମ ଅଆୟୋଜିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶିଳାନ୍ୟାସ କରିବେ। ଏହି ସମୟରେ ମୋଦିଙ୍କୁ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ଭଗବାନ କୋଦଣ୍ଡ...

ମୋଦିଙ୍କୁ ଭାଇ ସମ୍ବୋଧନ କରି ରାକ୍ଷୀ ବାନ୍ଧିଲେ ମୁସଲମାନ ମହିଳା, ଏଥିପାଇଁ କଲେ ଧନ୍ୟବାଦ

ବାରଣାସୀ,୩୧।୭: ଆଜିକୁ ଠିକ୍‌ ଏକ ବର୍ଷ ପୂର୍ବେ କେନ୍ଦ୍ର ସରକାର ତିନ୍‌ ତଲାକ ଭଳି କୁପ୍ରଥାକୁ ହଟାଇ ଦେଇଥିଲେ। ଏହି ସ୍ମରଣୀୟ ଦିନକୁ ମନେପକାଇ ଶୁକ୍ରବାର ବାରଣାସୀର ମୁସଲମାନ ମହିଳାମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାକ୍ଷୀ ପିନ୍ଧାଇଛନ୍ତି। ମହିଳାମାନେ ମୋଦିଙ୍କ...

ଅନ୍‌ଲାଇନ ପାଠପଢ଼ା ପାଇଁ ଛାତ୍ରୀ ଛାହୁଁଥିଲେ ସ୍ମାର୍ଟଫୋନ: ଏହି ଅଭିନେତ୍ରୀ ପଠାଇଲେ iPhone

ବେଙ୍ଗାଲୁରୁ,୩୧।୭: ବଲିଉଡ୍‌ ଅଭିନେତ୍ରୀ ତାପସୀ ପନ୍ନୁଙ୍କୁ କିଏ ବା ନ ଜାଣେ। ତାଙ୍କର ସୌନ୍ଦର୍ଯ୍ୟ ଓ ଚତ୍ମକାରି ଅଭିନୟ ସବୁ ପ୍ରଶଂସକଙ୍କୁ ଏକ ସୂତ୍ରରେ ବାନ୍ଧି ରଖିଛି। ସୋସିଆଲ ମିଡ଼ିଆରେ ସବୁବେଳେ ଆକ୍ଟିଭ ରହୁଥିବା ତାପସୀ ବିଭିନ୍ନ କାରଣ ପାଇଁ...

ଭୂମିପୂଜାରେ ଅଯୋଧ୍ୟରେ ଭିଡ଼ ଏକତ୍ରିତ ନ କରିବାକୁ ଯୋଗୀଙ୍କ ଅପିଲ୍‌

ଆଯୋଧ୍ୟା,୩୧।୭: ଉତ୍ତରପ୍ରଦେଶରେ କରୋନା ଭାଇରସ୍‌ ମହାମାରୀକୁ ଦୃଷ୍ଟିରେ ରଖି ଆଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଲାଗି ଅଗଷ୍ଟ ୫ରେ ହେବାକୁ ଥିବା ଭୂମିପୂଜା କାର୍ଯ୍ୟକ୍ରମରେ ଭିଡ଼ ନ ଜମାଇବା ପାଇଁ ଲୋକଙ୍କୁ ନିବେଦନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଲକ୍ଷାଧିକ ଲୋକ...

ହସ୍ପିଟାଲରୁ ୪୨ କରୋନା ରୋଗୀ ନିଖୋଜ, ଚିନ୍ତାରେ ପ୍ରଶାସନ…

ଗାଜିପୁର, ୩୧।୭: ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି। ଏପରି ସମୟରେ ମଧ୍ୟ କରୋନା ସହ ଜଡିତ ଅନେକ ଅବହେଳା ସାମ୍ନାକୁ ଆସୁଛି। ପୂର୍ବ ୟୁପିର ଗାଜିପୁର ଜିଲାରୁ ଏଭଳି ଏକ ମାମଲା ସାମ୍ନାକୁ ଆସିଛି। ଗାଜିପୁରରେ...

ମିିଳିଲାନି ମଦ: ସାନିଟାଇଜର ପିଇ ୯ ମୃତ

ନୂଆଦିଲ୍ଲୀ, ୩୧।୭: ମଦ ନ ମିଳିବାରୁ ସାନିଟାଇଜର ପିଇ ୯ ଜଣଙ୍କ ମୃତ୍ୟୁ ଘଟିଛି। ଏଭଳି ଅଘଟଣ ଘଟିଛି ଆନ୍ଧ୍ରପ୍ରଦେଶର ପ୍ରକାସନ ଜିଲାରେ। ପ୍ରକାସ ଯେ, ଲକ୍‌ଡାଉନ୍‌ ଯୋଗୁ ଏହି ସହର ଏବଂ ଏହାର ଆଖପାଖ ଅଞ୍ଚଳର ସମସ୍ତ ମଦ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri