ଜାତୀୟ

କଂଗ୍ରେସକୁ ‘ବ୍ୟାଣ୍ଡ-ବାଜା’ ପାର୍ଟି କହିଲେ ଓୱାଇସି

କୋଲକାତା,୩୧ ।୧: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହୋଇ ନ ଥିବା ବେଳେ ଏବେଠାରୁ କିନ୍ତୁ ରାଜନୈତିକ ପାଣିପାଗ ସରଗରମ ହେଲାଣି । ଏଆଇଏମ୍‌ଆଇଏମ୍ ମୁଖ୍ୟ ଅସଦୁଦ୍ଦିନ ଓୱାଇସିଙ୍କୁ ଭାରତୀୟ ଜନତା ପାର୍ଟି(ଭାଜପା)ର ଟିମ୍ ବୋଲି କୁହାଯିବା ପରେ ରବିବାର…

ଫେବୃୟାରୀ ୧ରୁ ପୂର୍ଣ୍ଣ କ୍ଷମତାରେ ଖୋଲିବ ସିନେମା ହଲ

ନୂଆଦିଲ୍ଲୀ, ୩୧।୧: ସିନେମା ହଲ ଖୋଲିବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସବୁଜ ସଙ୍କେତ ମିଳିଛି। ସରକାର ସିନେମା ହଲ ଉପରେ ଜାରି ହୋଇଥିବା କଟକଣା ଉଠାଇ ନେଇଛନ୍ତି। ଏବେ ଫେବୃୟାରୀ ୧ଠାରୁ ସିନେମା ହଲ ଗୁଡ଼ିକ ପୂର୍ଣ୍ଣ କ୍ଷମତାରେ କାର୍ଯ୍ୟ…

ପିତାଙ୍କ ଶେଷଇଚ୍ଛା ପୂରଣ କଲେ ୧୨ ଝିଅ

ମୁମ୍ବାଇ,୩୧।୧: ଭାରତୀୟ ପରମ୍ପରାରେ ମାତାପିତାଙ୍କ ପାର୍ଥିବ ଶରୀରରେ ପୁଅମାନେ କାନ୍ଧ ଦେବା ସହ ମୁଖାଗ୍ନି ଦେଇଥାନ୍ତି। ମାତ୍ର ମହାରାଷ୍ଟ୍ରର ଜଣେ ବ୍ୟକ୍ତିଙ୍କ ପାର୍ଥିବ ଶରୀରରେ ୧୨ ଜଣ ଝିଅ କାନ୍ଧ ଲଗାଇ ପିତାଙ୍କ ଶେଷ ଇଚ୍ଛା ପୂରଣ କରିଛନ୍ତି। ମହାରାଷ୍ଟ୍ରର ଓ୍ବାସିମ୍‌…

ତ୍ରିରଙ୍ଗାର ଅପମାନ ନେଇ ଦେଶ ହୋଇଛି ଦୁଃଖୀ: ମୋଦି

ନୂଆଦିଲ୍ଲୀ, ୩୧।୧: ଜାନୁୟାରୀ ୨୬ରେ ଭାରତର ଜାତୀୟ ପତାକା ତ୍ରିରଙ୍ଗାର ଅପମାନ ନେଇ ଦେଶ ଦୁଃଖୀ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର କହିଛନ୍ତିି। ଅଲ୍‌ ଇଣ୍ଡିଆ ରେଡ଼ିଓର ୭୩ତମ ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ସେ ଏଭଳି କହି ଦୁଃଖ…

ଶାହାଙ୍କ ସ୍ଥାନରେ ହାୱଡାରେ ରାଲି କରିବେ ସ୍ମୃତି

କୋଲକାତା,୩୧ ।୧: ରାଜଧାନୀ ଦିଲ୍ଲୀରେ ଶୁକ୍ରବାର ଇସ୍ରାଏଲ ଦୂତାବାସ ବାହାରେ ହୋଇଥିବା ବିସ୍ଫୋରଣ ପରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ତାଙ୍କର ପଶ୍ଚିମବଙ୍ଗ ଗସ୍ତକୁ ବାତିଲ କରି ଦେଇଥିଲେ । ଏବେ ତାଙ୍କ ସ୍ଥାନରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ପଶ୍ଚିମବଙ୍ଗର ହାୱଡାରେ…

୧୦ ରାଜ୍ୟରେ ବାର୍ଡ ଫ୍ଲୁ ଜାରି: ୧୩ ରାଜ୍ୟରେ ଭୂତାଣୁ ଚିହ୍ନଟ

ନୂଆଦିଲ୍ଲୀ, ୩୧।୧: ଦେଶର ୧୦ ରାଜ୍ୟରେ ବାର୍ଡ ଫ୍ଲୁ ଜାରି ରହିଥିବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ସେହିପରି ୧୩ ରାଜ୍ୟରେ କାଉ, ପ୍ରବାସୀ ଏବଂ ଜଙ୍ଗଲୀ ପକ୍ଷୀଠାରେ ବାର୍ଡ ଫ୍ଲୁ ଭୂତାଣୁ ଚିହ୍ନଟ ହୋଇଛି। ଏସବୁ ରାଜ୍ୟରେ…

ଗାଜିପୁର ବର୍ଡରରେ ରାତାରାତି ୧୨ସ୍ତରୀୟ ବ୍ୟାରିକେଡିଂ: ଏନ୍‌ଏଚ୍‌-୨୪ ବନ୍ଦ

ନୂଆଦିଲ୍ଲୀ,୩୧।୧: କୃଷି ଆଇନକୁ ବିରୋଧ କରି ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ ୨ମାସରୁ ଅଧିକ ଦିନ ଧରି ଆନ୍ଦୋଳନ ଜାରି ରହିଛି। ଗାଜିପୁର ବର୍ଡରରେ ଆନ୍ଦୋଳନକାରୀଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ଏଠାରେ ରାତାରାତି…

ନକଲି ଡିଗ୍ରୀ ବିକ୍ରି ମାମଲା: ୧୭ ରାଜ୍ୟକୁ ଲମ୍ବିଛି ଚେର

ସୋଲାନ,୩୧।୧: ହିମାଚଳପ୍ରଦେଶର ସୋଲାନରେ ଥିବା ମାନବ ଭାରତୀ ବିଶ୍ୱବିଦ୍ୟାଳୟରେ ହୋଇଥିବା ନକଲି ଡିଗ୍ରୀ ମାମଲା ନେଇ ୭୫ଟି ସ୍ଥାନରେ ଏସ୍‌ଆଇଟି ଟିମ୍‌ ପକ୍ଷରୁ ଚଢ଼ାଉ ଜାରି ରହିଛି। ୨୭୫ ଜଣଙ୍କୁ ଏନେଇ ପଚରାଉଚରା ମଧ୍ୟ ଜାରି ରହିଛି। ମୋଟ ୧୯୪ କୋଟି…

ଦିଲ୍ଲୀ ହିଂସା ପରେ ୪ଶହ କୃଷକ ନିଖୋଜ!

ନୂଆଦିଲ୍ଲୀ,୩୧ ।୧: ଜାନୁୟାରୀ ୨୬ରେ ଲାଲ କିଲା ଓ ଦିଲ୍ଲୀର ବିଭିନ୍ନ ସ୍ଥାନରେ ହୋଇଥିବା ହିଂସା ପରେ ପାଖାପାଖି ୪୦୦ କୃଷକ ନିଖୋଜ ହୋଇଥିବା ଅଭିଯୋଗ ହେଲାଣି । ଏହାକୁ ନେଇ ଏବେ ରାଜନୀତି ହେଲାଣି ସରଗରମ । ସୁବେର କୃଷକ…

ସିସିଟିଭି ଅଣ୍ଡାଳୁଛି ପୋଲିସ

ନୂଆଦିଲ୍ଲୀ,୩୧ା୧(ପି.ଟି.): ସାଧାରଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି ବେଳେ ଲାଲକିଲ୍ଲା ହିଂସାକୁ ନେଇ କଠୋର ହୋଇଛି ଦିଲ୍ଲୀ ପୋଲିସ। ପୋଲିସକୁ ବର୍ତ୍ତମାନ ସୁଦ୍ଧା ଦିଲ୍ଲୀ ହିଂସା ସମ୍ପର୍କିତ ୧,୭୦୦ ଭିଡିଓ କ୍ଲିପ୍‌ ଏବଂ ସିସିଟିଭି ଫୁଟେଜ୍‌ ମିଳିଛି। ଫୋରେନ୍‌ସିକ୍‌ ବିଶେଷଜ୍ଞଙ୍କ ସହାୟତାରେ ସେଗୁଡ଼ିକୁ…

ଟିକା ପରେ ଜୀବନ ହାରିଲେଣି ୧୦

ନୂଆଦିଲ୍ଲୀ, ୩୧ା୧: କରୋନା ଟିକା ନେବା ପରେ ବର୍ତ୍ତମାନ ସୁଦ୍ଧା ଦେଶରେ ପ୍ରାୟ ୧୦ ଜଣଙ୍କ ଜୀବନ ଗଲାଣି। ଭାକ୍ସିନ ନେବାର ୫ ଦିନ ମଧ୍ୟରେ କର୍ନାଟକ, ଉତ୍ତରପ୍ରଦେଶ, ରାଜସ୍ଥାନ, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ହରିୟାଣା ଓ ଓଡ଼ିଶାରେ ଏହି ମୃତ୍ୟୁ ଘଟିଥିବା…

ବିବାଦରେ ବିଚାରପତି

ନୂଆଦିଲ୍ଲୀ/ମୁମ୍ବାଇ, ୩୧ା୧: ଶିଶୁଙ୍କୁ ଯୌନ ଅପରାଧରୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ ପୋକ୍ସୋ ଆଇନକୁ ନେଇ ଗୋଟିଏ ପରେ ଗୋଟିଏ ବିବାଦୀୟ ରାୟ ଦେବା ଜଣେ ମହିଳା ବିଚାରପତିଙ୍କୁ ମହଙ୍ଗା ପଡ଼ିଛି। ବମ୍ବେ ହାଇକୋର୍ଟରେ ଅତିରିକ୍ତ ବିଚାରପତି ଭାବେ କାର୍ଯ୍ୟରତ ଜଷ୍ଟିସ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri