Posted inଜାତୀୟ

ପିଲା ସ୍କୁଲ ନ ଆସିବାରୁ ଶିକ୍ଷକ ପାଞ୍ଚିଲେ ଅନନ୍ୟ ଉପାୟ, ପରେ ଛୁଟିଲା ସୁଅ

ରାଞ୍ଚି,୫।୩: ଜାମସେଦପୁରରୁ ପ୍ରାୟ ୫୦ କିଲୋମିଟର ଦୂର ଟାଙ୍ଗରାଇନ ସ୍କୁଲକୁ ପିଲାମାନେ ଲକ୍‌ଡାଉନ୍‌ ପରେ ଆସିଲେ ନାହିଁ। ଫଳରେ ଶିକ୍ଷକ ପିଲାମାନଙ୍କୁ ସ୍କୁଲ ଆଣିବା ପାଇଁ ଏକ ଉପାୟ ପାଞ୍ଚିଲେ। ଫଳରେ ପିଲାମାନେ ସ୍କୁଲ ଆସିବାକୁ ମନ ବଳାଇଛନ୍ତି।

ପ୍ରଧାନଶିକ୍ଷକ ସ୍କୁଲ ପରିସରରେ ଥିବା ଚଉତରାରେ ଏକ ବଡ଼ ଲୁଡୋ ପଟା ଆଙ୍କିଦେଲେ। ଯାହାକି ପିଲାମାନଙ୍କୁ ସ୍କୁଲ ଆସିବା ପାଇଁ ଆକର୍ଷଣ ପାଲଟିଛି। ସାପ ଶିଡ଼ି ଖେଳ ପିଲାଙ୍କୁ ଅଧିକ ଆକର୍ଷିତ କରୁଛି।

ଏହି ଲୁଡୋ ଖେଳିବା ଦ୍ୱାରା ପିଲାମାନେ ଜୋର୍‌ରେ ହସୁଛନ୍ତି, କବିତା ଶୁଣାଉଛନ୍ତି, ଗାଁ ଏବଂ ନିଜ ସମ୍ପର୍କରେ କହୁଛନ୍ତି, ଗଣନା ଆଦି କରୁଛନ୍ତି। ଏମିତି ହସି ଖେଳି ପିଲାଙ୍କ ସମୟ ଯାଉଛି। ମାର୍ଚ୍ଚ ପହିଲାରେ ସ୍କୁଲ ଖୋଲିବା ପରେ ମାତ୍ର ୪ ଜଣ ଛାତ୍ରୀଛାତ୍ର ପଢ଼ିବାକୁ ଆସିଥିଲେ। ୫ ତାରିଖ ସୁଦ୍ଧା ସ୍କୁଲକୁ ୧୮୦ ପିଲା ଆସିଲେଣି। ଏହି କଥା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ଗୋଟିଏ ପିଲା ଆଉ ଗୋଟିଏ ପିଲାକୁ କହୁଛି ସ୍କୁଲକୁ ଲୁଡୋ ଆସିଛି ଖେଳିବାକୁ ବହୁ ମଜା ଲାଗୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଥର ସକାଳ-ସନ୍ଧ୍ୟା ନୁହେଁ ଠିକ୍ ସମୟରେ ହେବ ଶପଥ ଗ୍ରହଣ: ଫଡନବିଶ

ମୁମ୍ବାଇ,୨୪ ।୧୧: ମହାରାଷ୍ଟ୍ର ରାଜନୀତି ପୁଣି ହୋଇଛି ସରଗରମ । କେନ୍ଦ୍ରମନ୍ତ୍ରୀ ରାଓସାହେବ ଦାନୱେ ପାଟିଲ ଦାବି କରିଛନ୍ତି ଯେ ମହାରାଷ୍ଟ୍ରରେ ଖୁବ୍‌ଶୀଘ୍ର ଭାରତୀୟ ଜନତା...

କୋଭିଡ୍‌ ହସ୍ପିଟାଲରେ ଡାକ୍ତର ଆନ୍ଦୋଳନ

ନୂଆଦିଲ୍ଲୀ, ୧୨।୧୦: ମହାମାରୀ କରୋନା କାଳରେ ଜୀବନକୁ ବାଜି ଲଗାଇ କାମ କରୁଥିବା ଡାକ୍ତର ଓ ନର୍ସ (କୋଭିଡ୍‌ ଯୋଦ୍ଧା)ଙ୍କୁ ଦିଲ୍ଲୀ ସରକାରଙ୍କ ହତାଦର ଏବେ...

କୁମାର ବିଶ୍ୱାସଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ,୨୦।୧୧: ଗୁଜରାଟ ବିଧାନସଭା ଏବଂ ଦିଲ୍ଲୀ ଏମସିଡି ନିର୍ବାଚନ ମଧ୍ୟରେ ପୂର୍ବତନ ଆମ୍‌ ଆଦ୍‌ମୀ ପାର୍ଟି ନେତା ତଥା କବି କୁମାର ବିଶ୍ୱାସଙ୍କୁ ହତ୍ୟା ଧମକ...

ଭାଜପା କୃଷକଙ୍କ ପ୍ରତି ବିଶ୍ୱାସଘାତକତା କରିଛି, ଦଳ ସହିତ ମୋର ଖୋଲା ଲଢ଼େଇ, କହିଲେ ମେଘାଳୟ ରାଜ୍ୟପାଳ…

ଶିଲଂ, ୨୯।୯ : ମେଘାଳୟର ରାଜ୍ୟପାଳ ସତ୍ୟ ପାଲ ମଲିକ ଆସନ୍ତା ମାସରେ ଅବସର ନେବାକୁ ଯାଉଛନ୍ତି। କିନ୍ତୁ ଅବସର ନେବା ପରେ ସେ ଜୟନ୍ତ...

ପଛରେ ଚାଲିଛନ୍ତି ୩ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୦।୩: ନିକଟରେ ୫ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନର ଭୋଟ ଗଣତି ଚାଲିଛି। ବର୍ତ୍ତମାନ ସୁଦ୍ଧା ୩ ରାଜ୍ୟର ମୁଖ୍ୟମନ୍ତ୍ରୀ ସେମାନଙ୍କ ଆସନରେ ପଛୁଆ ଚାଲିଥିବା...

ଦେଶରେ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି:ମୋଦି

ନୂଆଦିଲ୍ଲୀ,୨୨।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରାବାର ଦେଶକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ଅକ୍ଟୋବର ୨୧ ରେ ଭାରତ ଏକ ଅସାଧାରଣ ଲକ୍ଷ୍ୟ...

ନୌସେନାରେ ସାମିଲ ହେଲା କଓ୍ବରାତ୍ତିି

ବିଶାଖାପଟ୍ଟନମ୍‌, ୨୨।୧୦: ଏଲ୍‌ଏସି ଏବଂ ଏଲ୍‌ଓସିରେ ଉତ୍ତେଜନା ବଢୁଥିବାବେଳେ ଭାରତ ନିଜର ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ଲାଗିଛି। ଏହି ମର୍ମରେ ବୁଡ଼ା ଜାହାଜ କଓ୍ବରାତ୍ତିିକୁ...

ଭାରତରେ ଦିଆଯିବ ବୁଷ୍ଟର ଡୋଜ୍‌, ଆସନ୍ତା ସପ୍ତାହରେ ନିଷ୍ପତ୍ତି…

ନୂଆଦିଲ୍ଲୀ,୨୦।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସେହିପରି ଦେଶରେ...

Advertisement
Archives

Model This Week