ଜାତୀୟ

କର୍ନାଟକ ବିଧାନ ପରିଷଦରେ ହାଇଡ୍ରାମା

ବେଙ୍ଗାଲୁରୁ,୧୬ା୧୨(ପି.ଟି.); କର୍ନାଟକ ବିଧାନ ପରିଷଦରେ ମଙ୍ଗଳବାର ହାଇଡ୍ରାମା ଦେଖିବାକୁ ମିଳିଛି। ଅନାସ୍ଥା ପ୍ରସ୍ତାବକୁ ନେଇ ଶାସକ ଭାଜପା ସହ ବିରୋଧୀ ଧର୍ମନିରପେକ୍ଷ ଜନତା ଦଳ (ଜେଡିଏସ୍‌) ଏବଂ କଂଗ୍ରେସ ସଦସ୍ୟମାନେ ପରସ୍ପରକୁ ଟଣାଓଟରା କରି ଧସ୍ତାଧସ୍ତି ହୋଇଥିଲେ। ବିରୋଧୀ ସଦସ୍ୟମାନେ ଉପବାଚସ୍ପତିଙ୍କୁ…

ପିଲାଙ୍କୁ ଶିକ୍ଷା ପାଇଁ ମାସକୁ ୨ ହଜାର ଦିଅ

ନୂଆଦିଲ୍ଲୀ,୧୬ା୧୨(ପି.ଟି.): ମହାମାରୀ କରୋନା ସମୟରେ ଚାଇଲ୍ଡ କେୟାର ଇନ୍‌ଷ୍ଟିଚ୍ୟୁଶନ (ସିସିଆଇ)ରୁ ଘରକୁ ଯାଇ ପରିବାର ସହ ଥିବା ଶିଶୁମାନଙ୍କୁ ଜଣ ପିଛା ମାସକୁ ୨ ହଜାର ଟଙ୍କା ଲେଖାଏ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ସୁପ୍ରିମକୋର୍ଟ ମଙ୍ଗଳବାର ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ…

‘ବୃହତ୍‌ ଖଣ୍ଡପୀଠରେ ଅପିଲ ଅଧିକାର ରହୁ’

ନୂଆଦିଲ୍ଲୀ,୧୬ା୧୨(ପି.ଟି.): ଅଦାଲତ ଅବମାନନା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଦୁଇଟି ରିଭ୍ୟୁ ପିଟିଶନକୁ ବିଚାରକୁ ନିଆଯିବା ପୂର୍ବରୁ ତାଙ୍କ ପିଟିଶନର ଶୁଣାଣି କରିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ପ୍ରଶାନ୍ତ ଭୂଷଣ ନ୍ୟାୟପାଳିକା ବିରୋଧରେ ଦୁଇଟି…

କମଲ ହାସନଙ୍କ ସହ ଯୋଡ଼ି ହୋଇପାରନ୍ତି ରଜନିକାନ୍ତ

ବେଙ୍ଗାଲୁରୁ,୧୫।୧୨: ଅଭିନେତାରୁ ରାଜନେତା ପାଲଟିଥିବା ମକ୍କଲ ନିଧି ମାୟମ୍‌ ପାର୍ଟି ମୁଖ୍ୟ କମଲ ହାସନ ସାଉଥ୍‌ ସୁପରଷ୍ଟାର ରଜନିକାନ୍ତଙ୍କ ସହ ହାତ ମିଳାଇ ପାରନ୍ତି। ଏକ କାର୍ଯ୍ୟକ୍ରମ ଅବସରରେ ଭେଟେରାନ ଅଭିନେତା କମଲଙ୍କୁ ଅଭିନେତା ରଜନୀକାନ୍ତଙ୍କ ସହ ମେଣ୍ଟ କରିବାକୁ ପ୍ରସ୍ତୁତ…

୪୯ ବର୍ଷ ତଳେ ପାକିସ୍ତାନକୁ ପରାଜିତ କରିଥିଲା ଭାରତ: ସୃଷ୍ଟି ହୋଇଥିଲା ବାଂଲାଦେଶ

ନୂଆଦିଲ୍ଲୀ, ୧୬।୧୨: ଭାରତରେ ବୁଧବାର ବିଜୟ ଦିବସ ପାଳିତ ହେଉଛି । ୪୯ ବର୍ଷ ତଳେ ୧୯୭୧ ଡିସେମ୍ବର ୧୬ରେ ଭାରତ ପାକିସ୍ତାନକୁ ପରାଜିତ କରିଥିଲା । ଏହି ଯୁଦ୍ଧରେ ପାକିସ୍ତାନର ୯୩ ହଜାର ସୈନ୍ୟ ଭାରତ ସମ୍ମୁଖରେ ପରାଜୟ ସ୍ବୀକାର…

୫ ବର୍ଷରେ ପାଞ୍ଚ କୋଟି ନିଯୁକ୍ତି ଦେବାକୁ ଚେଷ୍ଟା କରୁଛନ୍ତି ସରକାର : ଗଡକରି

ନୂଆଦିଲ୍ଲୀ,୧୫।୧୨: ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ସରକାର ପାଞ୍ଚ କୋଟି ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି। ବର୍ତ୍ତମାନ ଗ୍ରାମୀଣ ଶିଳ୍ପଗୁଡିକ ବାର୍ଷିକ ୮୦,୦୦୦ କୋଟି ଟଙ୍କାର କାରବାର କରୁଛନ୍ତି। ଏହାକୁ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ୫ ଲକ୍ଷ…

ସରକାର ଦୂର କରିବେ କୃଷକଙ୍କ ସମସ୍ତ ଶଙ୍କା, ବିରୋଧୀ ଉସକାଇବା କାମ କରୁଛନ୍ତି: ମୋଦି

ନୂଆଦିଲ୍ଲୀ,୧୫ ।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଗୁଜରାଟ ଗସ୍ତ କରିଛନ୍ତି । ଏହି ସମୟରେ ସେ କୃଷି ଆଇନ କଥା ଉଠାଇଛନ୍ତି । କଚ୍ଛରେ ମୋଦି ତାଙ୍କ ସମ୍ବୋଧନରେ କହିଛନ୍ତି ବିରୋଧୀ କୃଷକଙ୍କୁ ଉସକାଇବା କାମ କରୁଛନ୍ତି । ସେ…

ମୋଦିଙ୍କ ନିମନ୍ତ୍ରଣ ରକ୍ଷା କଲେ ବ୍ରିଟେନ ପ୍ରଧାନମନ୍ତ୍ରୀ, ଗଣତନ୍ତ୍ର ଦିବସରେ ହେବେ ଅତିଥି

ନୂଆଦିଲ୍ଲୀ,୧୫ ।୧୨: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିଶ ଜନସନ ଆଗାମୀ ଜାନୁୟାରୀ ୨୬ ଗଣତନ୍ତ୍ର ଦିବସ ଅବସରରେ ଭାରତର ମୁଖ୍ୟ ଅତିଥି ହେବେ ବୋଲି ଜଣାପଡିଛି । ଏହି ସୂଚନା ବ୍ରିଟେନ ବୈଦେଶିକ ମନ୍ତ୍ରୀ ଦେଇଛନ୍ତି । ଡେନିବିକ ରାଓ କହିଛନ୍ତି ପ୍ରଧାନମନ୍ତ୍ରୀ…

ମୋଦିଙ୍କୁ ଭଗବାନ ବୋଲି ମାନୁଥିବା ୧୦୪ ବର୍ଷୀୟ ବିଦେଶୀଙ୍କ ପରଲୋକ

ଗୁଆହାଟୀ,୧୫ ।୧୨: ଆସାମରେ ରବିବାର ସନ୍ଧ୍ୟାରେ ୧୦୪ ବର୍ଷୀୟ ଚନ୍ଦ୍ରହାର ଦାସଙ୍କ ମୃତ୍ୟୁ ହୋଇଛି । ହୃଦରୋଗ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ଦୁଇ ବର୍ଷ ପୂର୍ବରୁ ସେ ବିଦେଶୀ ହୋଇଥିବାରୁ ୩ ମାସ ଜେଲରେ କାଟିଥିଲେ ।…

ଅନ୍ନଦାତା ଖଲିସ୍ତାନୀ କିନ୍ତୁ ପୁଞ୍ଜିପତି ଶ୍ରେଷ୍ଠ ବନ୍ଧୁ: ରାହୁଲ

ନୂଆଦିଲ୍ଲୀ,୧୫।୧୨: କୃଷି ଆଇନ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ କଂଗ୍ରେସ ପକ୍ଷରୁ ଲଗାତାର ଟାର୍ଗେଟ୍‌ କରାଯାଉଛି। ମଙ୍ଗଳବାର ରାହୁଲ ଗାନ୍ଧୀ ଟୁଇଟ୍‌ କରି କହିଛନ୍ତି ଯେ, ମୋଦି ସରକାରଙ୍କ ପାଇଁ ଆନ୍ଦୋଳନ କରୁଥିବା ଅନ୍ନଦାତା ଖଲିସ୍ତାନୀ ପାଲଟିଛନ୍ତି। ଅପରପକ୍ଷରେ ପୁଞ୍ଜିପତି …

ପଶ୍ଚିମବଙ୍ଗ ସ୍ଥିତି ଜମ୍ମୁ-କଶ୍ମୀରଠାରୁ ବି ଖରାପ: ଭାଜପା

କୋଲକାତା,୧୫।୧୨: ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ଜାରି ରହିଛି। ଇତିମଧ୍ୟରେ ରାଜ୍ୟରେ ହିଂସା ଯୋଗୁ କେତେକ ଭାଜପା ନେତାଙ୍କୁ ହତ୍ୟା କରାଯିବା ସହିତ କିଛି ନେତାଙ୍କ ଉପରେ ଆକ୍ରମଣ ହୋଇଛି। ରାଜ୍ୟରେ ଏଭଳି ସ୍ଥିତିକୁ ନେଇ ଭାଜପାର ଏକ ପ୍ରତିନିଧି ଦଳ ଦିଲ୍ଲୀରେ…

କୃଷକ ଆନ୍ଦୋଳନ ଯୋଗୁ ପ୍ରତିଦିନ କ୍ଷତି ହେଉଛି ୩,୫୦୦କୋଟି ଟଙ୍କା

ନୂଆଦିଲ୍ଲୀ,୧୫ ।୧୨: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ନେଇ କୃଷକମାନେ କରିଥିବା ଆନ୍ଦୋଳନ ଫଳରେ ବହୁ କ୍ଷତି ହେଉଥିବା ଜଣାପଡିଛି । ଇଣ୍ଡଷ୍ଟ୍ରି ବଡି ଆସୋଚାମ ମଙ୍ଗଳବାର କହିଛି ଯେ କୃଷକଙ୍କ ଆନ୍ଦୋଳନର ପ୍ରଭାବ ସିଧାସଳଖ ପରିବହନ ଓ ବ୍ୟବସାୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri