Posted inଜାତୀୟ

ମମତାଙ୍କ ଉପରେ ଆକ୍ରମଣ ହେବାର ପ୍ରମାଣ ନାହିଁ: ନିର୍ବାଚନ କମିଶନ

କୋଲକାତା,୧୪।୩: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ପ୍ରମୁଖ ମମତା ବାନାର୍ଜୀଙ୍କ ଉପରେ ଆକ୍ରମଣ ହୋଇଥିବାର ପ୍ରମାଣ ନାହିଁ ବୋଲି ନିର୍ବାଚନ କମିଶନ କହିଛନ୍ତି। ଭିନ୍ନ ଭିନ୍ନ ରିପୋର୍ଟ ଯାଞ୍ଚ୍‌ କରି କମିଶନ ଏହା ଏକ ଦୁର୍ଘଟଣା ବୋଲି ଦର୍ଶାଇଛନ୍ତି। ତେବେ ନିର୍ବାଚନ କମିଶନଙ୍କ ରିପୋର୍ଟ ନେଇ ବିବ୍ରତ ନ ହୋଇ ମମତା ଦିଦି ଦକ୍ଷିଣ କୋଲକାତାରେ ୫ କିଲୋମିଟର ରୋଡ୍‌ ଶୋ ହ୍ବିଲ୍‌ଚେୟାରରେ ବସି କରିଛନ୍ତି। ରୋଡ୍‌ ଶୋ ପାର୍କ ଷ୍ଟ୍ରିଟ୍‌ଠାରୁ ଆରମ୍ଭ ହୋଇଛି। ସେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିଙ୍କ ପାଖରେ ପହଞ୍ଚି ଭୟ ନ କରି ଲଢ଼େଇ ଜାରି ରଖିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହମବତୀ କାରଖାନାରେ ଲାଗିଲା ନିଆଁ, ୭ଜଣଙ୍କ ଜୀବନଗଲା

ଗାଜିଆବାଦ୍‌, ୫।୭: ଉତ୍ତରପ୍ରଦେଶର ଗାଜିଆବାଦ ଜିଲା ମୋଦିନଗର ଅଞ୍ଚଳରେ ଥିବା ଏକ ମହମବତୀ ତିଆରି କାରଖଶାରେ ଭୀଷଣ ନିଆଁ ଲାଗିଯାଇଛି। ଫଲରେ ୭ଜଣ ଜୀବନ୍ତଦଗ୍ଧ ହୋଇଥିବାବେଳେ...

କଂଗ୍ରେସ, କେଜରିଓ୍ବାଲଙ୍କ ଉପରେ ବର୍ଷିଲେ ଶାହା

ନୂଆଦିଲ୍ଲୀ,୫।୧: ଦେଶରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ସୃଷ୍ଟି ହୋଇଥିବା ହିଂସା ପାଇଁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ...

ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ବିଦାୟୀ ରିଜିଜୁ…

ନୂଆଦିଲ୍ଲୀ,୧୮।୫ : ତେବେ ମନ୍ତ୍ରଣାଳୟର ପରିବର୍ତ୍ତନ ପରେ ତାଙ୍କର ପ୍ରଥମ ଟୁଇଟରେ ରିଜିଜୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଇନ ମନ୍ତ୍ରୀ ଭାବରେ ତାଙ୍କୁ ସୁଯୋଗ ଦେଇଥିବାରୁ...

ଜାତୀୟସଙ୍ଗୀତ ପରିବେଷଣବେଳେ ବସିରହିଲେ ଜର୍ମାନ ଚାନ୍‌ସେଲର୍‌

ନୂଆଦିଲ୍ଲୀ,୧।୧୧:ଜର୍ମାନୀ ଚାନ୍‌ସେଲର୍‌ ଆଞ୍ଜେଲା ମର୍କେଲ ଭାରତ ଗସ୍ତରେ ଆସିଛି। ରାଷ୍ଟ୍ରପତି ଭବନରେ ତାଙ୍କୁ ଜୋରଦାର ସ୍ବାଗତ କରାଯାଇଛି। ଏହି ଅବସରରେ ଭାରତୀୟ ଜାତୀୟସଙ୍ଗୀତ ପରିବେଷଣ କରାଯାଇଥିଲା।...

ଲାହୋର-କରାଚି ବିନା ଭାରତ ଅସମ୍ପୂର୍ଣ୍ଣ: ଆରଏସଏସ ନେତା…

ନୂଆଦିଲ୍ଲୀ,୨୪।୧୨ : ମୁସଲିମ ରାଷ୍ଟ୍ରିୟ ମଞ୍ଚ ଠିକ ୨୦ବର୍ଷ ପୂର୍ବେ ୨୪ ଡିସେମ୍ବର ୨୦୦୨ ରେ ଗଠିତ ହୋଇଥିଲା। ଯେଉଁମାନେ ଏହାକୁ ଆରମ୍ଭ କରିଥିଲେ ସେମାନଙ୍କ...

ମାଡ୍ରାସ ହାଇକୋର୍ଟରୁ କିରଣ ବେଦୀଙ୍କୁ ଝଟକା: ସରକାରଙ୍କ ଦୈନିକ କାର୍ଯ୍ୟକଳାପ ଉପରେ କରିପାରିବେନି ହସ୍ତକ୍ଷେପ

ପଣ୍ଡୁଚେରୀ,୩୦।୪: ପଣ୍ଡୁଚେରୀର ଉପ ରାଜ୍ୟପାଳ କିରଣ ବେଦୀଙ୍କୁ ମାଡ୍ରାସ ହାଇକୋର୍ଟ ଏକ ବଡ଼ ଝଟକା ଦେଇଛନ୍ତି। କେନ୍ଦ୍ର ଶାସିତ ରାଜ୍ୟର ଦୈନିକ ଗତିବିଧି ଉପରେ ଦଖଲ...

ବଜରଙ୍ଗ ଦଳ ଶିବିରରେ ଅସ୍ତ୍ରଶସ୍ତ୍ର ତାଲିମ ଅଭିଯୋଗ, ଭିଡ଼ିଓ ଭାଇରାଲ, ପୋଲିସ ପକ୍ଷରୁ ମାମଲା ରୁଜୁ…

ଗୁଆହାଟୀ,୧।୮ : ଆସାମର ଦରାଙ୍ଗ ଜିଲାର ଏକ ବିଦ୍ୟାଳୟରେ ଅସ୍ତ୍ରଶସ୍ତ୍ର ତାଲିମ ଶିବିର ପରିଚାଳନା ପାଇଁ ଆସାମ ପୋଲିସ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ ମାମଲା...

ଷ୍ଟ୍ରିଟ ଭେଣ୍ଡରଙ୍କ ପାଇଁ ଶିବରାଜଙ୍କ ବଡ ଘୋଷଣା

ଭୋପାଳ,୧୯ ।୭: ପଞ୍ଚାୟତ ନିର୍ବାଚନ ଓ ଅର୍ବାନ ବଡି ଇଲେକଶନରେ ସଫଳତା ମିଳିବା ପରେ ଭାରତୀୟ ଜନତା ପାର୍ଟି(ଭାଜପା) ଏବେ ଖୁବ୍ ଉତ୍ସାହିତ । ମଧ୍ୟପ୍ରଦେଶ...

Advertisement
Archives

Model This Week