କରୋନା ଆରୋଗ୍ୟ ହାର ୭୦% ଟପିଲା
ନୂଆଦିଲ୍ଲୀ, ୧୩।୮(ପି.ଟି.): ଭାରତରେ କରୋନା ଆରୋଗ୍ୟ ହାର ୭୦ ପ୍ରତିଶତ ଅତିକ୍ରମ କରିଛି। ବୁଧବାର ସୁଦ୍ଧା ୧୬,୩୯,୫୯୯ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଲେଣି। ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୭.୬୪ ପ୍ରତିଶତ ରହିଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସେହିପରି...
ଡାକ୍ତରୀ ପଢ଼ିବାକୁ ଆମେରିକା ଯାଇଥିଲେ କମଲା ହାରିସ୍ଙ୍କ ମା’
ଚେନ୍ନାଇ, ୧୩।୮: ଭାରତୀୟ ବଂଶୋଦ୍ଭବ କମଲା ହାରିସ୍ ଆମେରିକାର ଡେମୋକ୍ରାଟ ଦଳର ଉପରାଷ୍ଟ୍ରପତି ପ୍ରାର୍ଥୀ ମନୋନୀତ ହୋଇଛନ୍ତି। ଏହି ସିନେଟରଙ୍କ ମାତୃଭାଷା କନ୍ନଡ଼। ତାଙ୍କ ମାଆ ଶ୍ୟାମଳା ଗୋପାଳନଙ୍କ ଜନ୍ମସ୍ଥାନ ଚେନ୍ନାଇ। ସେ ଡାକ୍ତରୀ ପଢ଼ିବା ପାଇଁ ଆମେରିକା ଯାଇ...
ସନ୍ଦେହ ଘେରରେ ସ୍ପୁଟ୍ନିକ୍ ଭି
ନୂଆଦିଲ୍ଲୀ, ୧୩।୮: କରୋନା ମହାମାରୀର ମୁକାବିଲା ଲାଗି ରୁଷିଆ ପ୍ରଥମ କରୋନା ଟିକାକୁ ମଞ୍ଜୁରୀ ପ୍ରଦାନ କରିଥିବାବେଳେ ଏହାର ନିରାପତ୍ତାକୁ ନେଇ ସାରା ବିଶ୍ୱରୁ ପ୍ରଶ୍ନ ଉଠିବାରେ ଲାଗିଛି। ମସ୍କୋର ଗାମଲେୟା ଇନ୍ଷ୍ଟିଚ୍ୟୁଟ ଏବଂ ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ମିଳିତ...
ବେଙ୍ଗାଲୁରୁରେ ରାତିଅଧିଆ ଦଙ୍ଗା
ବେଙ୍ଗାଲୁରୁ,୧୩ା୮: ସୋସିଆଲ ମିଡିଆରେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ବିରୋଧରେ ଆପତ୍ତିଜନକ ପୋଷ୍ଟରୁ ମଙ୍ଗଳବାର ବିଳମ୍ବିତ ରାତିରେ ବେଙ୍ଗାଲୁରୁରେ ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି ହୋଇଛି। ଏହାକୁ ନେଇ ଭଙ୍ଗାରୁଜା ଓ ପୋଡ଼ାଜଳା ଚାଲିଥିବାବେଳେ ଜନତାଙ୍କ ଉପରକୁ ପୋଲିସ ଗୁଳି ଚଳାଇଛି। ଗୁଳିମାଡ଼ରେ...
୧୦ ମାସର ଶିଶୁକୁ ସାନିଟାଇଜର ମିଶ୍ରିତ ପାଣି ପିଇବାକୁ ଦେଲେ ଆଶାକର୍ମୀ
ଅଗରତାଲା, ୧୨।୮: ଜଣେ ୧୦ ମାସର ଶିଶୁକୁ ସାନିଟାଇଜର ମିଶ୍ରିତ ପାଣି ପିଇବାକୁ ଦେଇଛନ୍ତି ଆଶାକର୍ମୀ। ଏଭଳି ଏକ ଅଭାବନୀୟ ଘଟଣା ତ୍ରିପୁରାରେ ଦେଖିବାକୁ ମିଳିଛି। ତ୍ରିପୁରାର ଉନାକୋଟି ଜିଲା ସୋନାମୁରୀ ଗ୍ରାମରେ ଏହି ଅଘଟଣ ଘଟିଛି। ଏଠାରେ ଅବସ୍ଥିତ...
ପରଲୋକରେ କଂଗ୍ରେସ ମୁଖପାତ୍ର
ନୂଆଦିଲ୍ଲୀ,୧୨।୮: କଂଗ୍ରେସକୁ ଆଉ ଏକ ବଡ଼ ଝଟ୍କା ଲାଗିଛି। ଦିଲ୍ଲୀ ଗାଜିଆବାଦର କଂଗ୍ରେସ ମୁଖପାତ୍ର ରାଜୀବ ତ୍ୟାଗିଙ୍କ ପରଲୋକ ଘଟିଛି। ବୁଧବାର ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏକାଧିକ ଟିଭି ବିତର୍କରେ ବେଶ୍ ଆକ୍ରମଣାତ୍ମକ ଢ଼ଙ୍ଗରେ ନିଜର ତଥ୍ୟ...
ଅଯୋଧ୍ୟାରେ ମସ୍ଜିଦ୍ ନିର୍ମାଣ ପାଇଁ ଏହି ସନ୍ଥ ଦାନ କରିବେ ପ୍ରଥମ ରୂପା ଇଟା
ଅଯୋଧ୍ୟା,୧୨।୮: ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ମନ୍ଦିରର ଶିଳାନ୍ୟାସ ପରେ ଏବେ ମସ୍ଜିଦ୍ ନିର୍ମାଣ ଉପରେ ବିଚାର କରାଯାଉଛି। ରାମ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜନ ସମୟରେ ପ୍ରଥମେ ରୁପା ଇଟାରେ ମୁଳଦୂଆ ରଖାଯାଇଥିଲା। ତେଣୁ...
ମୋଦି ସରକାରଙ୍କ ଆଉ ଜଣେ କେନ୍ଦ୍ରମନ୍ତ୍ରୀ କରୋନା ଆକ୍ରାନ୍ତ
ନୂଆଦିଲ୍ଲୀ,୧୨।୮: କେନ୍ଦ୍ର ଆୟୁଷ ମନ୍ତ୍ରୀ ଶ୍ରୀପଦ ୟଶୋ ନାଇକ କରୋନାରେ ପୀଡ଼ିତ ହୋଇଛନ୍ତି। ବୁଧବାର ଆସିଥିବା ସ୍ବାବ ରିପୋର୍ଟରେ ତାଙ୍କର କରୋନା ପଜିଟିଭ୍ ବାହାରିଥିବା ଜଣାପଡ଼ିଛି। ତାଙ୍କ ନିକଟରେ ସାମାନ୍ୟ କରୋନା ଲକ୍ଷଣ ଥିବାରୁ ସେ ହୋମ୍ ଆଇସୋଲେଶନ୍ରେ ରହିଛନ୍ତି।...
ବାରମୂଳାରେ ସେନାର ପାଟ୍ରୋଲିଂ ପାର୍ଟି ଉପରେ ଆତଙ୍କବାଦୀ ଆକ୍ରମଣ
ଶ୍ରୀନଗର,୧୨।୮: ଜମ୍ମୁ-କଶ୍ମୀରରେ ସେନା ପାଟ୍ରୋଲିଂ ପାର୍ଟି ଉପରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି। ବାରାମୂଳା ଜିଲାର ସୋପୋରେର ହାଇଗାମ ଅଞ୍ଚଳରେ ସନ୍ଦିଗ୍ଧ ଆତଙ୍କବାଦୀମାନେ ବୁଧବାର ସେନାଙ୍କ ଉପରେ ଅଚାନକ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଜଣେ ଯବାନ ଆହତ ହୋଇଥିବା ବେଳେ...
ମୃତ୍ୟୁର ୨ ବର୍ଷ ପରେ ବି ଶିକ୍ଷକଙ୍କୁ ମିଳୁଥିଲା ଦରମା: ଶିକ୍ଷା ବିଭାଗର ଅକଲ ଗୁଡୁମ୍
ଲକ୍ଷ୍ନୌ, ୧୨।୮: ଉତ୍ତରପ୍ରଦେଶ ସରକାର ଶିକ୍ଷା ବିଭାଗକୁ ସଜାଡ଼ିବାର ଉଦ୍ୟମ ଅବ୍ୟାହତ ରଖିଛନ୍ତି। ତେବେ ବି ବିଭାଗରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟୟ ହୋଇପଡ଼ିଛି। ସ୍ଥାନୀୟ ପୋଲିଭିତ ଅଞ୍ଚଳରେ ୨ ବର୍ଷ ତଳେ ମୃତ୍ୟୁ ଘଟିଥିବା ଜଣେ ଶିକ୍ଷକଙ୍କୁ ଶିକ୍ଷା...
ଆମେରିକା ରାଷ୍ଟ୍ରପତିଙ୍କଠାରୁ ସୁଶାନ୍ତଙ୍କୁ ଅଧିକ ପ୍ରାଧାନ୍ୟ ଦେଉଛି ଗଣମାଧ୍ୟମ
ନୂଆଦିଲ୍ଲୀ,୧୨।୮: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ଗଣମାଧ୍ୟମର ଚର୍ଚ୍ଚାକୁ ନାପସନ୍ଦ କରିଛନ୍ତି ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ନେତା ମାଜିଦ ମେମନ। ସେ କହିଛନ୍ତି ଯେ ସୁଶାନ୍ତ ତାଙ୍କ ଜୀବନ କାଳରେ ଯେତିକି ପ୍ରସିଦ୍ଧ ନ ଥିଲେ,...
ଜୋତାରେ ଥିଲା ସାପ: ଏସ୍ପିଙ୍କୁ ମାରିଲା ଚୋଟ
ପାନ୍ନା, ୧୨।୮: ମଧ୍ୟପ୍ରଦେଶ ପାନ୍ନାରେ ଏକ ଅଭାବନୀୟ ଘଟଣା ଘଟଛି। ମଙ୍ଗଳବାର ସ୍ଥାନୀୟ ଏସ୍ପିଙ୍କୁ ସାପ ଦଂଶନ କରିଛି। ମଙ୍ଗଳବାର ଏସ୍ପି ମୟଙ୍କ ଅଓ୍ବସ୍ତିି ଘରୁ କାର୍ଯ୍ୟାଳୟକୁ ବାହାରୁଥିଲେ। ସେ ଜୋତା ପିନ୍ଧିବା ସମୟରେ ଏଥିରେ ଲୁଚିଥିବା ସାପ ତାଙ୍କ...
Archives


