Posted inଜାତୀୟ

କେମିକାଲ ଫ୍ୟାକ୍ଟ୍ରିରେ ପ୍ରଚଣ୍ଡ ବିସ୍ଫୋରଣ

ମୁମ୍ବାଇ,୨୦।୩: ମହାରାଷ୍ଟ୍ରର ରତ୍ନଗିରିଠାରେ ଏକ କେମିକାଲ ଫ୍ୟାକ୍ଟ୍ରିରେ ଶନିବାର ପୂର୍ବାହ୍ନ ୮ଟା ୩୦ରେ ପ୍ରଚଣ୍ଡ ବିସ୍ପୋରଣ ହୋଇଛି। ଏଥିରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ଫ୍ୟାକ୍ଟ୍ରି ଭିତରେ ୪୦ରୁ ୫୦ ଲୋକ ରହିଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପ୍ୟାକ୍ଟ୍ରିର ବଏଲରରେ ବିସ୍ଫୋରଣ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। କେଉଁ କାରଣରୁ ଏଭଳି ଦୁର୍ଘଟଣା ଘଟିଲା ତାହାର ତଦନ୍ତ ଜାରି ରହିଛି। ଫ୍ୟାକ୍ଟ୍ରି ଭିତରେ ଲୋକେ ଅଟକି ରହିଥିବାରୁ ମୃତାହତଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଥିବା ପ୍ରଶାସନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ନିମନ୍ତ୍ରଣ ରକ୍ଷା କଲେ ବ୍ରିଟେନ ପ୍ରଧାନମନ୍ତ୍ରୀ, ଗଣତନ୍ତ୍ର ଦିବସରେ ହେବେ ଅତିଥି

ନୂଆଦିଲ୍ଲୀ,୧୫ ।୧୨: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିଶ ଜନସନ ଆଗାମୀ ଜାନୁୟାରୀ ୨୬ ଗଣତନ୍ତ୍ର ଦିବସ ଅବସରରେ ଭାରତର ମୁଖ୍ୟ ଅତିଥି ହେବେ ବୋଲି ଜଣାପଡିଛି ।...

ଆନ୍ଧ୍ରପ୍ରଦେଶ ପଞ୍ଚାୟତ ନିର୍ବାଚନ ଉପରେ ରୋକ

ହାଇଦ୍ରାବାଦ,୬।୪: ଆନ୍ଧ୍ରପ୍ରଦେଶରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ସ୍ଥଗିତ କରିଦିଆଯାଇଛି। ବିଜ୍ଞପ୍ତିର ୮ ଦିନ ମଧ୍ୟରେ ଭୋଟିଂ ହେଉଥିବାରୁ ଆନ୍ଧ୍ର ହାଇକୋର୍ଟ ମଙ୍ଗଳବାର ଏହା ଉପରେ ରୋକ...

କରୋନାରେ ଏହି କଂଗ୍ରେସ ବିଧାୟକଙ୍କ ପରଲୋକ

ବେଙ୍ଗାଲୁରୁ, ୨୪।୯: କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିବା କର୍ନାଟକର କଂଗ୍ରେସ ବିଧାୟକ ବି. ନାରାୟଣ ରାଓଙ୍କର ଗୁରୁବାର ଅପରାହ୍ନରେ ପରଲୋକ ଘଟିଛି। ମୃତ୍ୟୁବେଳକୁ...

‘ଆହୁରି ୧୫ ବର୍ଷ ବଞ୍ଚିବି’

ଧର୍ମଶାଳା,୮।୪: ତିବ୍ଦତୀୟ ଧର୍ମଗୁରୁ ନେତା ଦଲାଇ ଲାମା ହିମାଚଳ ପ୍ରଦେଶର ମ୍ୟାକ୍‌ଲିଓଡଗଞ୍ଜର ମୁଖ୍ୟ ବୌଦ୍ଧ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ୨୫ତମ ଶୋଟନ ମହୋତ୍ସବରେ ଯୋଗ ଦେଇଛନ୍ତି।...

ଉଠିବ କି ଆଉ ଏକ ଝଡ଼

ନୂଆଦିଲ୍ଲୀ,୧୯ା୫: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାକାଣ୍ଡର ତଦନ୍ତ କରୁଥିବା ଜୈନ କମିଶନ ୧୯୯୭ ଅଗଷ୍ଟ ୨୮ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦ୍ର କୁମାର ଗୁଜରାଲଙ୍କ ସରକାରଙ୍କ...

କଂଗ୍ରେସର ଦେଶବ୍ୟାପି ‘ମୌନବ୍ରତ’

ନୂଆଦିଲ୍ଲୀ,୧୧ ।୧୦: ଉତ୍ତର ପ୍ରଦେଶ ଲଖିମପୁର ଖେରି ହିଂସା ଘଟଣାରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ଏହାସହ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କୁ ବରଖାସ୍ତ ଦାବି କରି ସୋମବାର...

ଦିଲ୍ଲୀ ପୋଲିସକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ,୨୭ା୨(ପି.ଟି.): ଉତ୍ତରପୂର୍ବ ଦିଲ୍ଲୀରେ ସିଏଏ ବିରୋଧୀ ହିଂସା ରୋକିବାରେ ବିଫଳ ହୋଇଥିବା ଦିଲ୍ଲୀ ପୋଲିସକୁ ସୁପ୍ରିମକୋର୍ଟ ବୁଧବାର ଭର୍ତ୍ସନା କରିଛନ୍ତି। ଏହି ହିଂସାରେ ୨୪ ଜଣଙ୍କ...

ମୁଲାୟମ୍‌ଙ୍କୁ ଭେଟି ଭାବୁକ ହେଲେ ଯୋଗୀ

ଲକ୍ଷ୍ନୌ,୧୧।୭: ଉତ୍ତରପ୍ରଦେଶ ରାଜନୀତିରେ ଭାଜପା ଓ ସମାଜବାଦୀ ପାର୍ଟି ପରସ୍ପରର ତୀବ୍ର ବିରୋଧୀ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କ ନିଷ୍ପତ୍ତି ଉପରେ ଏସ୍‌ପି ମେଣ୍ଟ ଦଳମାନେ...

Advertisement
Archives

Model This Week