ମାଗଣାରେ ମିଳିବ କରୋନା ଟିକା: ୩ ହଜାର କୋଟି ଖର୍ଚ୍ଚ କରିବେ ମୋଦି ସରକାର !
ନୂଆଦିଲ୍ଲୀ, ୨୫।୮: ଦେଦେଶରେ କରୋନା ମହାମାରୀ ଥମିବାର ନାଁ ଧରୁନି। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର କରୋନା ଲଢ଼େଇକୁ ଜୋର୍ଦାର କରିଛନ୍ତି। ଲୋକଙ୍କୁ ଶସ୍ତା ଦାମରେ କରୋନା ଟିକା ଦେବା ପାଇଁ ୩ ହଜାର କୋଟି ଟଙ୍କାର ପ୍ରସ୍ତାବ...
୨୦ ବର୍ଷ ଯୁବକ ପାଲଟିଲେ ହ୍ୟୁମାନ୍ କାଲକୁଲେଟର: ଆଖିପିଛୁଳାକେ କରୁଛନ୍ତି ବଡ଼ ବଡ଼ ହିସାବ
ହାଇଦ୍ରାବାଦ୍, ୨୫।୮: ଆଖିପିଛୁଳାକେ ବଡ଼ ବଡ଼ ହିସାବ କରି ତେଲେଙ୍ଗାନାର ୨୦ ବର୍ଷ ଯୁବକ ଭାନୁ ପ୍ରକାଶ ଲିମ୍ପ୍କା ବୁକ୍ରେ ରେକର୍ଡ କରିଛନ୍ତି। ଏବେ ତାଙ୍କ ନାମ ହ୍ୟୁମାନ କାଲକୁଲେଟର ଭାବେ ସ୍ଥାନୀତ ହୋଇଛି। ଏବେ ଭାନୁ ପ୍ରକାଶ ଦିଲ୍ଲୀ...
ସୁଶାନ୍ତଙ୍କ ବଦଳରେ ୨୦୦ କିଲୋର ବସ୍ତା ଝୁଲିବ ସିଲିଂ ଫ୍ୟାନ୍ରେ…
ମୁମ୍ବାଇ, ୨୫।୮: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାର ଯାଞ୍ଚ୍ ସିବିଆଇ ହାତକୁ ଯାଇଛି। ଏବେ ସିବିଆଇର ୪ ଜଣିଆ ଟିମ୍ ପ୍ରତିଟି ଦିଗକୁ ତନ୍ନତନ୍ନ କରି ଯାଞ୍ଚ୍ କରିବେ। ସେଥିପାଇଁ ଆତ୍ମହତ୍ୟାର ସିନ୍ ରିକ୍ରିଏଟ୍ କରାଯିବ।...
ପିଲାଙ୍କୁ ଛାଡ଼ିବାକୁ ୬୨% ଅଭିଭାବକ ଅମଙ୍ଗ
ନୂଆଦିଲ୍ଲୀ, ୨୫ା୮: ମହାମାରୀ କରୋନା ଯୋଗୁ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରହିଥିବାବେଳେ ସେପ୍ଟେମ୍ବର ୧ରେ ସରକାରଙ୍କ ନିର୍ଦ୍ଦେଶ କ୍ରମେ ସ୍କୁଲ ଖୋଲିବା ଲାଗି ଯୋଜନା କରୁଛନ୍ତି। ହେଲେ ଅଧିକାଂଶ ଅଭିଭାବକ ପିଲାଙ୍କୁ ସ୍କୁଲକୁ ଏବେ ଛାଡ଼ିବା ଲାଗି ପ୍ରସ୍ତୁତ ନ ଥିବା...
ଆଲୋଚନା ବିଫଳ ହେଲେ ସେନା କାର୍ଯ୍ୟାନୁଷ୍ଠାନ
ନୂଆଦିଲ୍ଲୀ, ୨୫ା୮: ଭାରତ-ଚାଇନା ସୀମା ବିବାଦର ସମାଧାନ ଲାଗି କୂଟନୈତିକ ଓ ସାମରିକ ସ୍ତରରେ ଆଲୋଚନା ଜାରି ରହିଛି। ଲଦାଖରେ ଚାଇନା ଅନୁପ୍ରବେଶ କରି ଟେଣ୍ଟ କରିବା ଓ ବିସ୍ତାରବାଦୀ ଆଭିମୁଖ୍ୟର ସମାଧାନ ଏ ପର୍ଯ୍ୟନ୍ତ ହୋଇପାରି ନାହିଁ। ଦୁଇଦେଶର...
ରାହୁଲଙ୍କ ଫୋନ୍ ପରେ ଟୁଇଟ୍ ଡିଲିଟ୍ କଲେ ସିବଲ
ନୂଆଦିଲ୍ଲୀ,୨୫ା୮: ସିଡବ୍ଲ୍ୟୁସି ବୈଠକରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବର୍ଷିବା ପରେ ବରିଷ୍ଠ ନେତା କପିଲ ସିବଲ ତାଙ୍କୁ ଟାର୍ଗେଟ କରି ଏକ ଟୁଇଟ୍ କରିଥିଲେ। ପରେ ସେ ଉକ୍ତ ଟୁଇଟ୍କୁ ଡିଲିଟ୍ କରିଥିବା କହିଛନ୍ତି। ସିଡବ୍ଲ୍ୟୁସି ବୈଠକରେ...
ନେହେରୁ-ଗାନ୍ଧୀ ପରିବାରରୁ ୫, ବାହାରୁ ୧୩
ନୂଆଦିଲ୍ଲୀ, ୨୫ା୮: ସମ୍ପ୍ରତି କଂଗ୍ରେସରେ ନେତୃତ୍ୱ ପ୍ରସଙ୍ଗକୁ ନେଇ ସମସ୍ୟା ମୁଣ୍ଡ ଟେକିଛି। ଏହି ପୁରୁଣା ରାଜନୈତିକ ଦଳ ସମ୍ପର୍କରେ ବିଶେଷଜ୍ଞମାନେ କହିଛନ୍ତି ଯେ, ନେହେରୁ ଗାନ୍ଧୀ ପରିବାର ବାହାରୁ ଦଳର ଅଧ୍ୟକ୍ଷ ବଛାଯିବା କାଳ୍ପନିକ ଭାବେ ଠିକ୍। ହେଲେ...
କ୍ଷମା ମାଗିଲେ ବିବେକ ଅବମାନନା
ନୂଆଦିଲ୍ଲୀ,୨୫ା୮: ଆଇନଜୀବୀ ପ୍ରଶାନ୍ତ ଭୂଷଣ ତାଙ୍କର ଦୁଇଟି ବିବାଦୀୟ ଟୁଇଟ୍କୁ ନେଇ କ୍ଷମା ମାଗିବେ ନାହିଁ ବୋଲି ସୋମବାର ସୁପ୍ରିମକୋର୍ଟରେ ସ୍ପଷ୍ଟ କରିଛନ୍ତି। ସର୍ବୋଚ୍ଚ ଅଦାଲତରେ ଦାଖଲ କରିଥିବା ସତ୍ୟପାଠରେ ପ୍ରଶାନ୍ତ କହିଛନ୍ତି, ତାଙ୍କ ମନ୍ତବ୍ୟ ନ୍ୟାୟାଳୟର ‘ଗଠନମୂଳକ ସମାଲୋଚନା’...
ମହାରାଷ୍ଟ୍ରରେ ଭୁଶୁଡି ପଡିଲା ୫ ମହଲା କୋଠା: ୭୦ ଜଣ ଲୋକ ଫଶି ରହିଥିବା ଆଶଙ୍କା
ମୁମ୍ବାଇ,୨୪।୮-ମହାରାଷ୍ଟ୍ରର ରାୟଗଡ ଜିଲା ମାହାଦ ତହସିଲ କାଜଲପୁରା ଅଞ୍ଚଳରେ ଥିବା ଏକ ୫ ମହଲା ବିଲ୍ଡିଂ ସୋମବାର ସାରେ ଭୁଶୁଡି ପଡିଛି। ବିଲଡିଂ ଭୁଶୁଡି ପଡିବା ପରେ ଏହା ତଳେ ପ୍ରାୟ ୭୦ ଜଣ ଲୋକ ଚାପି ହୋଇ ରହିଥିବା...
ସର୍ଭେରୁ ସାମ୍ନାକୁ ଆସିଲା ତଥ୍ୟ; ପୋଷ୍ଟ ଗ୍ରାଜୁଏଟ୍ ମାଗୁଛନ୍ତି ଭିକ, ୧୯୨ ଜଣ ପଢ଼ିଛନ୍ତି ଯୁକ୍ତ ୨
ଜୟପୁର, ୨୪।୮: ଖୁବ୍ ଶୀଘ୍ର ଭିକାରୀମୁକ୍ତ ହେବାକୁ ଯାଉଛି ରାଜସ୍ଥାନର ରାଜଧାନୀ ଜୟପୁର। ନିକଟରେ ଭିକାରୀଙ୍କ ଥଇଥାନ ଲାଗି ଜୟପୁର କମିସନରେଟ୍ ପୋଲିସ ଥାନାସ୍ତରରେ ସର୍ଭେ ଆରମ୍ଭ ହୋଇଛି। ଯେଉଁଥିରେ ସେମାନଙ୍କ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରାଯାଉଛି। ଏହି...
ହରିୟାଣା ମୁଖ୍ୟମନ୍ତ୍ରୀଙ୍କୁ କରୋନା
ଚଣ୍ଡିଗଡ,୨୪।୮-ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ସ୍ବାବ୍ ରିପୋର୍ଟ ପଜିଟିଭ ଆସିଛି। ଏ ନେଇ ସେ ନିଜେ ଟୁଇଟ କରି ସୂଚନା ଦେଇଛନ୍ତି। ଏଥିସହ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଟେଷ୍ଟ କରାଇନେବାକୁ ସେ...
ପୁଣି ଅସ୍ଥାୟୀ ଭାବେ ମଙ୍ଗ ସମ୍ଭାଳିବେ ସୋନିଆ
ନୂଆଦିଲ୍ଲୀ,୨୨।୮: ପୁଣି ୬ ମାସ ଯାଏ କଂଗ୍ରେସର ମଙ୍ଗ ଧରିବେ ସୋନିଆ ଗାନ୍ଧୀ। ଏନେଇ ସୋମବାର କଂଗ୍ରେସ ସିଡବ୍ଲ୍ୟୁସି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଆଗାମୀ ୬ ମାସ ଭିତରେ ଦଳ ନିଜର ନୂଆ ଅଧ୍ୟକ୍ଷ ଚୟନ କରିିବ। ବର୍ତ୍ତମାନ ଦଳର...
Archives


