Posted inଜାତୀୟ

କବରସ୍ତାନରେ କରିଥିଲେ ବୋମା ପରୀକ୍ଷା: ଆଇଏସ୍‌ ଆତଙ୍କବାଦୀ ୟୁସୁଫ୍‌ଙ୍କ ଷଡ଼ଯନ୍ତ୍ର ପଡ଼ିଲା ଧରା

ନୂଆଦିଲ୍ଲୀ, ୨୫।୮: ଦିଲ୍ଲୀର ଧୋଲା କୂଆଁରୁ ଗିରଫ ହୋଇଥିବା ଆତଙ୍କବାଦୀ ଅବୁ ୟୁସୁଫ୍‌ଙ୍କର ବଳରାମପୁର ଅଞ୍ଚଳ ଅନ୍ତର୍ଗତ ଭୈସାହି ଗାଁରେ ତାଙ୍କ ଘରେ ଚଢ଼ାଉ ସମୟରେ ଆକ୍ରମଣ ଘଟାଇବା ଲାଗି ଆବଶ୍ୟକ ବହୁ ସାମ୍ରଗୀ ଜବତ ହୋଇଥିଲା। ଦେଶରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ପାଇଁ ସେ ଘରେ ବାରୁଦ ଠୁଳ କରୁଥିଲେ। କିପରି ଆକ୍ରମଣ କରାଯିବ ତାାର ପରୀକ୍ଷା ସେ ଗାଁ କବରସ୍ତାନରେ କରିଥିଲେ। ୨ ବର୍ଷ ଧରି ବାରୁଦ ଘରେ ଜମା କରି ଏହାର ପରୀକ୍ଷା ମଧ୍ୟ ସେ କରୁଥିବା ଜଣାପଡ଼ିଛି। ଆକ୍ରମଣ ପାଇଁ ୟୁସୁଫ୍‌ ସୁଯୋଗକୁ ଅପେକ୍ଷା କରିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଇଛି। ତଦନ୍ତ ପରେ ପୋଲିସ ସ୍ପେଶାଲ ଟିମ୍‌ ୟୁସୁଫ୍‌ଙ୍କୁ ନେଇ ଦିଲ୍ଲୀ ଫେରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁମ୍ବାଇରେ ହେବ ଅଣଭାଜପା ମୁଖ୍ୟମନ୍ତ୍ରୀ ସମ୍ମିଳନୀ

ମୁମ୍ବାଇ,୧୮।୪ : ଦେଶର ସାମ୍ପ୍ରତିକ ରାଜନୈତିକ ସ୍ଥିତି ସମ୍ପର୍କରେ ଆଲୋଚନା ଲାଗି ଖୁବ୍‌ଶୀଘ୍ର ମୁମ୍ବାଇରେ ଅଣଭାଜପା ମୁଖ୍ୟମନ୍ତ୍ରୀମାନଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇପାରେ। ଶିବସେନା ଏମ୍‌ପି ସଞ୍ଜୟ...

ଭୟରେ ଆତ୍ମହତ୍ୟା କଲେ ପୂର୍ବତନ ଉପମୁଖ୍ୟମନ୍ତ୍ରୀଙ୍କ ସହାୟକ

ବେଙ୍ଗାଲୁରୁ,୧୨।୧୦: ବରିଷ୍ଠ କଂଗ୍ରେସ ନେତା ତଥା କର୍ନାଟକର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଜି.ପରମେଶ୍ୱରଙ୍କ ବ୍ୟକ୍ତିଗତ ସହାୟକ ରମେଶ ଆତ୍ମହତ୍ୟା କରିଛନ୍ତି। ଆୟକର ବିଭାଗ ଗତଦୁଇ ଦିନ ହେବ...

ଦୀର୍ଘାୟୁ ହେବାପାଇଁ ପିଅନ୍ତୁ ୮କପ୍‌ କଫି

ନିୟମିତ ଦିନକୁ ୮ କପ୍‌ କଫି ପିଇଲେ ଜଣେ ଦୀର୍ଘାୟୁ ହେବ ବୋଲି ଜଣାପଡିଛି। ବ୍ରିଟେନର କଫି ପିଉଥିବା ପ୍ରାୟ ଏକ ମିଲିୟନ୍‌ ବ୍ୟକ୍ତିଙ୍କୁ ନେଇ...

ବଜାରରେ ମିଳିବ ମୋଦି ଇଡ୍‌ଲୀ, ୧୦ ଟଙ୍କାରେ ଏତିକିଟା ଖାଇପାରିବେ

ଚେନ୍ନାଇ,୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ତାମିଲନାଡୁର ସାଲେମ ସହରରେ ମୋଦି ଇଡ୍‌ଲୀ ବିକ୍ରି ପାଇଁ ପ୍ରସ୍ତୁତି ଚାଲିଛି। ସହରର ପ୍ରଥମ ୨୨ଟି...

ଟିକା ନେବା ତାଲିକାରେ ମୃତ ନର୍ସଙ୍କ ନାମ

ଲକ୍ଷ୍ନୌ,୧୩।୧: ପ୍ରଥମ ପର୍ଯ୍ୟାୟରେ କରୋନା ଟିକାକରଣ ପାଇଁ ପ୍ରସ୍ତୁତ ହୋଇଥିବା ତାଲିକାରେ କେତେକ ଅନିୟମିତତା ସମ୍ପର୍କରେ ଜଣାପଡ଼ିଛି। ଉତ୍ତରପ୍ରଦେଶରେ ଟିକା ନେବା ତାଲିକାରେ ମୃତ ନର୍ସଙ୍କ...

ଭାଜପା ନେତାଙ୍କ ବିବାଦୀୟ ବୟାନ: ତାଜ ମହଲ ହେବ ରାମ ମହଲ

ଲକ୍ଷ୍ନୌ,୧୪ ।୩: ଉତ୍ତର ପ୍ରଦେଶ ବଲିୟା ଜିଲା ବୌରିୟାର ଭାରତୀୟ ଜନତା ପାର୍ଟି(ଭାଜପା) ବିଧାୟକ ସୁରେନ୍ଦ୍ର ସିଂ ମଝିରେ ମଝିରେ କିଛି ନା କିଛି ବିବାଦୀୟ...

ବିଦେଶରେ ପ୍ରସ୍ତୁତ ହେବ କୋଭାକ୍ସିନ

ନୂଆଦିଲ୍ଲୀ, ୨୨।୫: ଭାରତରେ କୋଭିଡ୍‌ ଭାକ୍ସିନ ସଙ୍କଟ ଏଡ଼ାଇବା ପାଇଁ କେନ୍ଦ୍ର ସରକାର ବିଦେଶରେ ଟିକା ଉତ୍ପାଦନ ନିମନ୍ତେ ଉଦ୍ୟମ ଆରମ୍ଭ କରିଛନ୍ତି। ସ୍ବଦେଶୀ ଜ୍ଞାନକୌଶଳରେ...

ବୈଧ ଭିସା ନେଇ ପାକିସ୍ତାନ ଯାଉଥିବା କଶ୍ମୀର ଯୁବକ ନେଉଛନ୍ତି ଆତଙ୍କବାଦ ତାଲିମ: ରିପୋର୍ଟ

ନୂଆଦିଲ୍ଲୀ,୨।୫: ଆତଙ୍କବାଦୀ ନିରୋଧୀ ଅଭିଯାନ ବେଳେ ପାକିସ୍ତାନରୁ ତାଲିମ ନେଇ ଫେରିଥିବା ୧୭ ଜଣ କଶ୍ମୀରୀ ଯୁବକ ନିହତ ହେଲେଣି। ନିହତ ହୋଇଥିବା ଯୁବକଙ୍କ ମଧ୍ୟରୁ...

Advertisement
Archives

Model This Week