ଜାତୀୟ

ଭାରତ ବନ୍ଦ ର ମିଶ୍ରିତ ପ୍ରଭାବ

ନୂଆଦିଲ୍ଲୀ,୨୬ ।୨: କନଫେଡେରେଶନ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ(ସିଏଆଇଟି) ପକ୍ଷରୁ ଶୁକ୍ରବାର ଭାରତ ବନ୍ଦ ଡାକରା ଦିଆଯାଇଛି । ଜିଏସ୍‌ଟି ଜଟିଳତା ଓ ଇ-କମର୍ସକୁ ନେଇ ବ୍ୟବସାୟୀମାନେ ଅତିଷ୍ଠ ହୋଇପଡିବା ପରେ ଏହି ବନ୍ଦ ଡାକରା ଦିଆଯାଇଛି । ଏବେ ପର୍ଯ୍ୟନ୍ତ…

କଂଗ୍ରେସରେ ଗଡ୍‌ସେ ଭକ୍ତଙ୍କ ଏଣ୍ଟ୍ରି ପରେ ଉଠିଲା ବିବାଦ

ଭୋପାଳ,୨୬।୨: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗୋଡସେଙ୍କ ଭକ୍ତ ବାବୁଲାଲ ଚୌରସିଆ କଂଗ୍ରେସରେ ଯୋଗ ଦେଇଛନ୍ତି। ଏହାକୁ ନେଇ କଂଗ୍ରେସରେ ବିବାଦ ଉଠିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କମଲ ନାଥଙ୍କ ଉପସ୍ଥିତିରେ ଗ୍ବାାଲିୟର କାଉନସିଲର…

ଛଅ ବର୍ଷରେ ୧୫ ଏମ୍ସକୁ ମିଳିଛି ମଞ୍ଜୁରୀ, ୨୦୧୪ ପର୍ଯ୍ୟନ୍ତ ଥିଲା ମାତ୍ର ଛଅ: ମୋଦି

ନୂଆଦିଲ୍ଲୀ,୨୬ ।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନସିଂ ଜରିଆରେ ତାମିଲନାଡୁର ଡା. ଏମ୍‌ଜିଆର୍ ମେଡିକାଲ ୟୁନିଭର୍ସିଟିର ୩୩ ତମ ଦିକ୍ଷାନ୍ତ ସମାରୋହକୁ ସାମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଦିକ୍ଷାନ୍ତ ସମାରୋହରେ ପ୍ରାୟ…

ପଶ୍ଚିମବଙ୍ଗ, କେରଳ, ଆସାମ ସମେତ ୫ ରାଜ୍ୟର ନିର୍ବାଚନ ପାଇଁ ହୋଇପାରେ ତାରିଖ ଘୋଷଣା

ନୂଆଦିଲ୍ଲୀ,୨୬ ।୨: ପଶ୍ଚିମବଙ୍ଗ, ତାମିଲନାଡୁ, ଆସାମ, ପୁଡୁଚେରୀ ଓ କେରଳ ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର ତାରିଖ ଘୋଷଣା ହୋଇପାରେ । ନିର୍ବାଚନ କମିଶନଙ୍କ ଦ୍ୱାରା ଅପରାହ୍ନ ୪ଟା ୩୦ରେ ଏକ ଖବରଦାତା ସମ୍ମିଳନୀର ଆୟୋଜନ କରାଯାଇଛି । ଅନୁମାନ କରାଯାଉଛି…

ମହିଳା ଟ୍ରେନ୍ ଯାତ୍ରୀଙ୍କ ନିକଟରୁ ଶହେ ଜିଲୋଟିନ୍ ଛଡ, ୩୫୦ ଡିଟୋନେଟର ଜବତ

କୋଝିକୋଡ,୨୬ ।୨: କେରଳର କୋଝିକୋଡ ରେଲୱେ ଷ୍ଟେଶନରୁ ଜଣେ ମହିଳା ଯାତ୍ରୀଙ୍କ ନିକଟରୁ ୧୦୦ ଜିଲୋଟିନ ଛଡ ଓ ୩୫୦ ଡିଟୋନେଟର ଜବତ ହୋଇଥିବା ସୂଚନା ମିଳିଛି । ରେଲୱେ ସୁରକ୍ଷା ବଳ(ଆର୍‌ପିଏଫ୍‌) ଚେନ୍ନାଇ-ମଙ୍ଗଳପୁର ଏକ୍ସପ୍ରେସରେ ଯାତ୍ରା କରୁଥିବା ଜଣେ ମହିଳା…

ବାଲାକୋଟ ଏୟାର ଷ୍ଟ୍ରାଇକ୍‌କୁ ପୂରଣ ହେଲା ଦୁଇ ବର୍ଷ: ବାୟୁସେନାକୁ ଶୁଭେଚ୍ଛା ଜଣାଇଲେ ରାଜନାଥ, ଶାହା

ନୂଆଦିଲ୍ଲୀ,୨୬ ।୨: ଫେବୃୟାରୀ ୨୦୧୯ରେ ଜମ୍ମୁ-କଶ୍ମୀରର ପୁଲୱାମାରେ ସିଆର୍‌ପିଏଫ୍ ଉପରେ ପାକିସ୍ତାନ ଆତଙ୍କବାଦୀଙ୍କ ଆକ୍ରମଣ ଫଳରେ ୪୦ ଭାରତୀୟ ଯବାନ ଶହୀଦ ହୋଇଥିଲେ । ଏହାର ପ୍ରତିଶୋଧ ନେବାକୁ ଯାଇ ଭାରତୀୟ ବାୟୁସେନା ପକ୍ଷରୁ ୨୬ ଫେବୃୟାରୀରେ ପାକିସ୍ତାନର ବାଲାକୋଟରେ ଏୟାର…

‘ମୁକେଶ ଭାଇ ଏହା କେବଳ ଟ୍ରେଲର୍‌, ସମସ୍ତ ପ୍ରସ୍ତୁତି ହୋଇସାରିଛି’

ମୁମ୍ବାଇ,୨୬।୨: ଦେଶର ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଘର ବାହାରେ ସନ୍ଦେହଜନକ କାର ମିଳିବା ଘଟଣାରେ ୭ ଜଣଙ୍କୁ ପୋଲିସ ପଚରାଉଚରା କରିଛି। କେବଳ ଏତିକି ନୁହେଁ ମୁମ୍ବାଇ ପୋଲିସ ଆଣ୍ଟିଲିଆ ବାହାରେ ସୁରକ୍ଷାକୁ ଆହୁରି କଡାକଡି କରିଛି। ଏହି ସନ୍ଦେହଜନକ…

ଭୁଲ୍‌ରେ ଦୋଷୀସାବ୍ୟସ୍ତ ହୋଇଥିଲେ

ଲକ୍ଷ୍ନୌ, ୨୬।୨(ଆଇଏଏନ୍‌ଏସ୍‌):ଉତ୍ତରପ୍ରଦେଶର ଜଣେ ବ୍ୟକ୍ତି ଜେଲ୍‌ରେ ୨୦ ବର୍ଷ କାଟିସାରିବା ପରେ ସେ ବଳାତ୍କାର ମାମଲାରେ ଭୁଲ୍‌ରେ ଦୋଷୀସାବ୍ୟସ୍ତ ହୋଇଥିଲେ ବୋଲି ଜଣାପଡ଼ିଛି। ଶେଷରେ ଆଲ୍ଲାହାବାଦ ହାଇକୋର୍ଟ ତାଙ୍କୁ ଦୋଷମୁକ୍ତ କରିଛନ୍ତି। ଲଲିତପୁରର ବିଷ୍ଣୁ ଦିଓ୍ବାରୀ (୪୩)ଙ୍କୁ ଦୁଇ ଦଶନ୍ଧି ତଳେ…

ଅସ୍ତ୍ରବିରତି ପାଇଁ ଭାରତ, ପାକ୍‌ ରାଜି

ନୂଆଦିଲ୍ଲୀ, ୨୬।୨(ପି.ଟି.):ନିୟନ୍ତ୍ରଣ ରେଖା (ଏଲ୍‌ଓସି) ସମେତ ଅନ୍ୟାନ୍ୟ ସେକ୍ଟରରେ ଅସ୍ତ୍ରବିରତି ରାଜିନାମାକୁ କଡ଼ାକଡ଼ି ପାଳନ କରିବା ଲାଗି ଭାରତ ଓ ପାକିସ୍ତାନ ସହମତ ହୋଇଥିବା ଗୁରୁବାର ଏକ ମିଳିତ ବିବୃତିରେ ପ୍ରକାଶ କରିଛନ୍ତି। ବୁଧବାର ମଧ୍ୟରାତ୍ରରୁ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହୋଇଛି।…

ଓଟିଟି ଉପରେ ଅଙ୍କୁଶ: ସୋସିଆଲ ଓ ଡିଜିଟାଲ ମିଡିଆକୁ ନିୟନ୍ତ୍ରଣ କରିବ କେନ୍ଦ୍ର

ନୂଆଦିଲ୍ଲୀ,୨୬ା୨:ଦେଶରେ ଅଭିବ୍ୟକ୍ତି ସ୍ବାଧୀନତା କ୍ରମଶଃ ସଙ୍କୁଚିତ ହେବାରେ ଲାଗିଥିବାବେଳେ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ, ଡିଜିଟାଲ ମିଡିଆ ଅର୍ଗାନାଇଜେଶନ ଏବଂ ଓଭର ଦି ଟପ୍‌ (ଓଟିଟି) ଷ୍ଟ୍ରିମିଂ ସେବା ପ୍ରଦାନକାରୀ ସଂସ୍ଥାଗୁଡ଼ିକ ଉପରେ ଅଙ୍କୁଶ ଲଗାଇବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି କେନ୍ଦ୍ର…

୧୦୦ ଟଙ୍କାରୁ ମିଳିଲା ୧ କୋଟି

ପଞ୍ଜାବର ଅମ୍ରିତସରର ଜଣେ ମହିଳା ୧୦୦ ଟଙ୍କା ଦେଇ କିଣିଥିଲେ ଏକ ଲଟେରି। ଆଉ ପ୍ରଥମ ପୁରସ୍କାର ବାବଦକୁ ଜିତିଛନ୍ତି ୧ କୋଟି ଟଙ୍କା। ରାଜ୍ୟ ସରକାରଙ୍କ ପକ୍ଷରୁ ରଖାଯାଇଥିବା ବିବୃତି ଅନୁଯାୟୀ, ଲଟେରିର ପ୍ରଥମ ପୁରସ୍କାର ବିଜେତା ରେଣୁ ଚୌହ୍ବାନ…

ସ୍କୁଟର ଚଳାଇବା ବେଳେ ଭାରସାମ୍ୟ ହରାଇଲେ ମମତା

କୋଲକାତା,୨୫।୨: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଗୁରୁବାର ଇ-ସ୍କୁଟରରେ ସଚିବାଳୟ ଯାଇଥିଲେ। ପରେ ରାଜ୍ୟ ସଚିବାଳୟରୁ ମୁଖ୍ୟମନ୍ତ୍ରୀ ନିଜେ ଇ-ସ୍କୁଟର ଚଳାଇ କାଲିଘାଟକୁ ଫେରୁଥିଲେ। ସେତିକିବେଳେ ସ୍କୁଟର ଉପରୁ ଭାରସାମ୍ୟ ହରାଇ ବସିଥିଲେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri