ଲୋକେ ନିଜେ ଜାରି କଲେ ୧୦ ଦିନିଆ ଲକ୍‌ଡାଉନ୍‌…

ଅହମଦାବାଦ,୨୦।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ କୋକୁଆ ଭୟ ସୃଷ୍ଟି ହୋଇଛି। ଏପରିସ୍ଥଳେ କେତେକ ଅଞ୍ଚଳରେ ସ୍ଥାନୀୟ ଲୋକେ ସରକାର ଅବା ସ୍ଥାନୀୟ ପ୍ରଶାସନର ଅନୁମତି ବିନା ସୁରକ୍ଷାକୁ ଦୃଷ୍ଟିରେ ରଖି ଲକ୍‌ଡାଉନ୍‌ ଘୋଷଣା କରୁଛନ୍ତି। ଗୁଜରାଟର ଭାଲସାଡ୍‌ ସହରରେ ଲୋକେ ବୃଦ୍ଧି ପାଉଥିବା ସଂକ୍ରମଣକୁ ନେଇ ୧୦ ଦିନିଆ ଲକ୍‌ଡାଉନ୍‌ ଜାରି କରିଛନ୍ତି। ସ୍ଥାନୀୟ ବ୍ୟବସାୟୀ ସଂଗଠନ ଜିଲାପାଳ ଆର୍‌.ଆର୍‌. ରାଓ୍ବଲ ଏବଂ ସ୍ଥାନୀୟ ଭାଜପା ବିଧାୟକ ଭରତ ପଟେଲଙ୍କ ସହିତ ଆଲୋଚନା କରିବା ପରେ ଏଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏବେ ଭାଲସାଡ୍‌ ସହରର ଲୋକଙ୍କର କରୋନା ବିରୋଧୀ ଲଢ଼େଇରେ ଗ୍ରହଣ କରାଯାଇଥିବା ଏଭଳି ନିଷ୍ପତ୍ତି ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦାରମଣି ସମୁଦ୍ର କୂଳରେ ୩୫ ଫୁଟ ଲମ୍ବ ବିରାଟକାୟ ତିମି

କୋଲକତା, ୨୯।୬: ପଶ୍ଚିମବଙ୍ଗ ମନ୍ଦାରମଣି ସମୁଦ୍ର କୂଳରେ ୩୫ ଫୁଟ ଲମ୍ବର ବିରାଟକାୟ ତିମି ମୃତଦେହ ଲାଗିଛି। ତିମିର ରକ୍ତାକ୍ତ ମୁଣ୍ଡ ମୁହାଣରେ ପଡ଼ି ରହିଛି।...

କମୁନି ମୃତ୍ୟୁସଂଖ୍ୟା: ରାଜ୍ୟରେ ପୁଣି କରୋନା ନେଲା ୩୪ ଜୀବନ

ଭୁବନେଶ୍ୱର,୨୭।୫(ବ୍ୟୁରୋ): ରାଜ୍ୟରେ ଦୈନିକ ସଂକ୍ରମଣ ସାମାନ୍ୟ ହ୍ରାସ ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ କରୋନାଜନିତ ୩୪ଜଣଙ୍କ...

କରମବୀର ସିଂହ ହେଲେ ନୌସେନା ମୁଖ୍ୟ: କହିଲେ, ଭାରତୀୟ ସେନା ହେବ ଆହୁରି ଶକ୍ତିଶାଳୀ

ନୂଆଦିଲ୍ଲୀ, ୩୧।୫: ଆଡମିରାଲ କରମବୀର ସିଂହ ଭାରତୀୟ ନୌସେନାର ୨୪ତମ ମୁଖ୍ୟ ଭାବେ ଦାୟିତ୍ୱ ନେଇଛନ୍ତି। ଆଡମିରାଲ ସୁନୀଲ ଲାମ୍ବାଙ୍କ ସ୍ଥାନ ନେଇଛନ୍ତି କରମବୀର। ମେ...

ସୁଧୁରୁଛି ସମ୍ପର୍କ

ନୂଆଦିଲ୍ଲୀ/ଇସ୍‌ଲାମବାଦ,୧ା୪: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିପକ୍ଷ ଇମ୍ରାନ ଖାନଙ୍କୁ ମାର୍ଚ୍ଚ ୨୨ରେ ଚିଠି ଲେଖି ପାକିସ୍ତାନ ଦିବସର ଶୁଭକାମନା ଜଣାଇବା ସହ କରୋନାରୁ ଶୀଘ୍ର...

କେରଳ ବିମାନ ଦୁର୍ଘଟଣା: ମୃତକଙ୍କ ପରିଜନଙ୍କୁ ୧୦ ଲକ୍ଷ ଟଙ୍କା ସହାୟତା

କୋଝିକୋଡ,୮।୮: କେରଳର କୋଝିକୋଡରେ ଶୁକ୍ରବାର ରାତିରେ ହୋଇଥିବା ବିମାନ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୮ ଜଣଙ୍କ ମୃତ୍ୟୁ ହେଲାଣି। ଏଥିରେ ଆହତ ହୋଇଥିବା ଲୋକଙ୍କର ବିଭିନ୍ନ ହସ୍ପିଟାଲରେ...

ଏୟାର ଇଣ୍ଡିଆ ବିମାନରେ ବୋମା ଆତଙ୍କ: ଲଣ୍ଡନରେ ଜରୁରୀ ଅବତରଣ

ନୂଆଦିଲ୍ଲୀ,୨୭।୬: ଏୟାର ଇଣ୍ଡିଆର ବିମାନ ୧୯୧ ମୁମ୍ବଇ-ନ୍ୟୁୟର୍କ ବିମାନରେ ବୋମା ଥିବା ସୂଚନା ମିଳିବା ପରେ ବିମାନଟିକୁ ଲଣ୍ଡନର ଷ୍ଟାଣ୍ଟେଡ ବିମାନ ବନ୍ଦରରେ ଜରୁରୀ ଅବତରଣ...

ଭିନ୍ନ ଢଙ୍ଗରେ ଲାଲୁଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବିରୋଧୀ

ପାଟନା,୧୧।୬: ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ୭୩ ବର୍ଷରେ ପଦାର୍ପଣ କରିଛନ୍ତି। ଏହାକୁ ନେଇ ଆର୍‌ଜେଡି ପକ୍ଷରୁ ପୋଷ୍ଟର ମାଧ୍ୟମରେ ଲାଲୁଙ୍କୁ...

ମହାରାଷ୍ଟ୍ରରେ ହୋଟେଲ ରାଜନୀତି: କଂଗ୍ରେସର ଅଭିଯୋଗ; ଭାଜପା ଚଳାଇଛି ଘୋଡ଼ାବେପାର ଉଦ୍ୟମ

ମୁମ୍ବାଇ,୨୫ା୧୧: ମହାରାଷ୍ଟ୍ରର ଭାଜପା ନେତୃତ୍ୱାଧୀନ ସରକାରକୁ ଆସ୍ଥାଭୋଟର ସମ୍ମୁଖୀନ ହେବା ପାଇଁ ସୋମବାର ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇପାରନ୍ତି। ଏଭଳି ସମୟରେ ଭାଜପା ପକ୍ଷରୁ ଘୋଡ଼ାବେପାର ଉଦ୍ୟମ...

Advertisement


Archives

Model This Week

Why Dharitri