ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ବିହାରବାସୀଙ୍କ ଉଦ୍ଦେଶ୍ୟରେ ସୋନିଆଙ୍କ ବାର୍ତ୍ତା
ନୂଆଦିଲ୍ଲୀ,୨୭ ।୧୦: ଏବେ ବିହାର ବିଧାନସଭା ନିର୍ବାଚନ ଉପରେ ସାରା ଦେଶର ନଜର । ଗୋଟିଏ ଦିନ ପରେ ଅର୍ଥାତ୍ ୨୮ ଅକ୍ଟୋବରରେ ଏଠାରେ ଅନୁଷ୍ଠିତ ହେବାକୁ ଯାଉଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ଆଉ ତା’ ପୂର୍ବରୁ ମହାମେଣ୍ଟରେ...
ନୀତିଶଙ୍କ ଅପବ୍ୟବହାର ମୋ ପାଇଁ ଆଶୀର୍ବାଦ ଭଳି: ତେଜସ୍ବୀ
ପାଟନା,୨୭।୧୦: ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନର ୨୪ ଘଣ୍ଟା ପୂର୍ବରୁ ତେଜସ୍ବୀ ଯାଦବ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଉପରେ ବର୍ଷିଛନ୍ତି। ତେଜସ୍ବୀ ଯାଦବ କହିଛନ୍ତି ଯେ, ନୀତିଶ କୁମାର ଏବେ ଶାରୀରିକ ଏବଂ ମାନସିକ ସ୍ତରରେ କ୍ଳାନ୍ତ...
ନିର୍ବାଚନ ସଭାରେ ଲାଲୁ ଯାଦବଙ୍କ ୯ ସନ୍ତାନ ବିଷୟରେ ଉଠାଇଲେ ମୁଖ୍ୟମନ୍ତ୍ରୀ
ପାଟନା,୨୭।୧୦: ବିହାରର ରାଜନୈତିକ ଯୁଦ୍ଧରେ କିଏ ଜିତିବ ନଭେମ୍ବର ୧୦ରେ ନିଷ୍ପତ୍ତି ନିଆଯିବ। କିନ୍ତୁ ଏହା ପୂର୍ବରୁ ନିର୍ବାଚନ ଯୁଦ୍ଧ ବ୍ୟକ୍ତିଗତ ହେବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବୈଶାଲୀ ଜିଲାର ମହାନାର ନିର୍ବାଚନ ମଞ୍ଚରୁ ଲାଲୁ ଯାଦବଙ୍କୁ ଆକ୍ରମଣ...
ନକଲି ଆଇଏଏସ ଗିରଫ
ଗାଜିଆବାଦ,୨୬।୧୦-ଉତ୍ତରପ୍ରଦେଶର ଗାଜିଆବାଦ ପୋଲିସ ଜଣେ ନକଲି ଆଇଏଏସଙ୍କୁ ସୋମବାର ଖୋଦା ଅଞ୍ଚଳରୁ ଗିରଫ କରିଛି। ଗିରଫ ଯୁବକ ଜଣକ ହେଲେ ଅଭିଷେକ ଚୌବେ। ପୋଲିସ କହିଛି, ଅଭିଷେକ ଗୃହ ମନ୍ତ୍ରଣାଳୟରେ ଏକ ବର୍ଷ ଟାଇପିଷ୍ଟ ଭାବରେ କାର୍ଯ୍ୟ କରିଥିଲେ। ଏହି...
ହିମାଚଳ ପ୍ରଦେଶରେ ଭୂମିକମ୍ପ
ହିମାଚଳ ପ୍ରଦେଶ,୨୬।୧୦-ହିମାଚଳ ପ୍ରଦେଶର ଶିମଲା ଜିଲାରେ ସୋମବାର ଭୂ-କମ୍ପର ଝଟକା ଅନୁଭୂତ ହୋଇଛି। ଅପରାହ୍ନ ୧ଟା ୨୦ ମିନିଟରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା। ରିଚ୍ଟର ସ୍କେଲରେ ଏହାର ତୀବ୍ରତା ୩.୬ ରହିଥିଲା। ଏହି ଭୂମିକମ୍ପରେ କୌଣସି କ୍ଷୟକ୍ଷତି ହୋଇନାହିଁ।...
ଦିଲ୍ଲୀରେ ପହଞ୍ଚିଲେ ମାଇକ୍ ପୋମ୍ପିଓ-ମାର୍କ ଏସ୍ପର
ନୂଆଦିଲ୍ଲୀ, ୨୬।୧୦: ଆମେରିକା ବହିର୍ବ୍ୟାପାର ମନ୍ତ୍ରୀ ଭାରତ ଗସ୍ତରେ ଆସି ସୋମବାର ଅପରାହ୍ନରେ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ତାଙ୍କ ସହିତ ପ୍ରତିରକ୍ଷା ମନ୍ତ୍ରୀ ମାର୍କ ଏସ୍ପର ମଧ୍ୟ ଭାରତ ଗସ୍ତରେ ଆସିଛନ୍ତି। ଗସ୍ତ ସମୟରେ ସେମାନେ ଭାରତୀୟ ବହିର୍ବ୍ୟାପାର ମନ୍ତ୍ରୀ ଏସ୍.ଜୟଶଙ୍କର...
ରାଜନୀତି ମୈଦାନକୁ ଓହ୍ଲାଇବେ ପାୟଲ ଘୋଷ
ମୁମ୍ବାଇ,୨୬।୧୦: ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା ଅଭିନେତା ଅନୁରାଗ କଶ୍ୟପଙ୍କ ନାଁରେ ଯୌନ ଶୋଷଣ ଅଭିଯୋଗ ଆଣିଥିବା ଫିଲ୍ମ ଅଭିନେତ୍ରୀ ପାୟଲ ଘୋଷ ତାଙ୍କ ଓକିଲଙ୍କ ସହ କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠୱାଲେଙ୍କ ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆ (ଆରପିଆଇ)ରେ ଯୋଗଦେବେ।...
ପଞ୍ଜାବରେ ମୋଦିଙ୍କ କୁଶ ପୁତ୍ତଳିକା ଦାହ: କଂଗ୍ରେସର ଡ୍ରାମା ବୋଲି କହିଲେ ନଡ୍ଡା
ନୂଆଦିଲ୍ଲୀ, ୨୬।୧୦: ପଞ୍ଜାବରେ ଦଶହରା ଅବସରରେ କୃଷି ଆଇନକୁ ବିରୋଧ କରୁଥିବା ପ୍ରଦର୍ଶନକାରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି। ଏହାକୁ ନେଇ ପଞ୍ଜାବ ସମେତ ଦେଶର ରାଜନୈତିକସ୍ତରରେ ଉଷ୍ଣତା ବଢ଼ିବାରେ ଲାଗିଛି। ଏଭଳି ଘଟଣା ନେଇ...
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟଙ୍କୁ ମିଳିଲା ଜାମିନ
ଭୁବନେଶ୍ୱର, ୨୬।୧୦(ବ୍ୟୁରୋ): ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟଙ୍କୁ ମିଳିଲା ଜାମିନ। ଜଣେ ଜାମିନଦାର ଏବଂ ୧ ଲକ୍ଷ ଟଙ୍କା ବେଲଦଣ୍ଡରେ ଜାମିନ ମିଳିଛି। ଦିଲୀପଙ୍କ ସହ ଅନ୍ୟ ୨ ଦୋଷୀଙ୍କୁ ମଧ୍ୟ ଜାମିନ ମଞ୍ଜୁର ହୋଇଛି। ଦିଲୀପଙ୍କୁ ୩ ବର୍ଷ...
ମଧ୍ୟପ୍ରଦେଶ ଉପନିର୍ବାଚନ: ହାଇକୋର୍ଟଙ୍କ ଆଦେଶ ଉପରେ ରୋକ ଲଗାଇଲେ ସୁପ୍ରିମ୍କୋର୍ଟ
ନୂଆଦିଲ୍ଲୀ, ୨୬।୧୦: ମଧ୍ୟପ୍ରଦେଶରେ ହେବାକୁ ଥିବା ଉପନିର୍ବାଚନ ନେଇ ରାଜ୍ୟ ହାଇକୋର୍ଟଙ୍କ ପକ୍ଷରୁ ଦିଆଯାଇଥିବା ଆଦେଶ ଉପରେ ସୁପ୍ରିମ୍କୋର୍ଟ ରୋକ ଲଗାଇଛନ୍ତି। କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ହାଇକୋର୍ଟ ନିର୍ବାଚନ ରାଲି କରିବାକୁ ବାରଣ କରିଥିଲେ। ଭର୍ଚୁଆଲ୍ ମିଟିଂ...
ଅଜିତ୍ ପଓ୍ବାରଙ୍କୁ କରୋନା
ମୁମ୍ବାଇ, ୨୬।୧୦: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ୍ ପଓ୍ବାର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କର ସ୍ବାବ୍ର ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍ ଆସିଛି। ତାଙ୍କୁ ଚିକିତ୍ସା ପାଇଁ ମୁମ୍ବାଇର ବ୍ରିଜ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତ ସପ୍ତାହରେ ଅଜିତ୍ ରାଜ୍ୟର...
ଭେଣ୍ଟିଲେଟରରେ ଥିବା କଂଗ୍ରେସର ଅହଙ୍କାର ଏକ୍ସିଲେଟରରେ:ନକ୍ଭୀଙ୍କ କଟାକ୍ଷ
ନୂଆଦିଲ୍ଲୀ, ୨୬।୧୦: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଅହଙ୍କାରରେ ବୁଡ଼ି ରହିଥିବା ନେଇ କହିଥିଲେ। ଏହାର ଉତ୍ତରରେ ଭାଜପା ପକ୍ଷରୁ ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ ମୁକ୍ତାର ଅବାସ ନକ୍ଭୀ କଂଗ୍ରେସକୁ କଟାକ୍ଷ କରିଛନ୍ତି। ନକ୍ଭୀ...
Archives


