Posted inଜାତୀୟ

ଅଜିତ୍‌ ପଓ୍ବାରଙ୍କୁ କରୋନା

ମୁମ୍ବାଇ, ୨୬।୧୦: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ୍‌ ପଓ୍ବାର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କର ସ୍ବାବ୍‌ର ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ତାଙ୍କୁ ଚିକିତ୍ସା ପାଇଁ ମୁମ୍ବାଇର ବ୍ରିଜ୍‌ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତ ସପ୍ତାହରେ ଅଜିତ୍‌ ରାଜ୍ୟର ବନ୍ୟା ପ୍ରଭାବିତ ଅଞ୍ଚଳର ଗସ୍ତ କରିଥିଲେ। ଏହାପରେ କିଛି ଦିନ ଧରି ତାଙ୍କୁ ଜ୍ୱର ହୋଇଥିଲା। ତାଙ୍କର ନମୁନା ପରୀକ୍ଷା କରାଯାଇଥିଲା। ତେବେ ଏହା କରୋନା ନେଗେଟିଭ୍‌ ଆସିଥିଲା। ମାତ୍ର ଏବେ ତାଙ୍କର ସ୍ବାବ୍‌ର ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ପ୍ରଥମ ବୈଠକରେ ଯୋଗ ଦେଲେ ୟେଦୁରପ୍ପା

ବେଙ୍ଗାଲୁରୁ,୩୦।୭: କର୍ନାଟକ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇବା ପରେ ବିଏସ୍‌ ୟେଦୁରପ୍ପା ମଙ୍ଗଳବାର ପ୍ରଥମ କରି ଏକ ବୈଠକରେ ଯୋଗ ଦେଇଛନ୍ତି। କୋଡାଗୁ ବିଧାୟକଙ୍କ ସହ ଏହି...

ବୈଠକରେ କୌଣସି ରାଜ୍ୟ ଉଠାଇଲେ ନାହିଁ କୃଷି ଆଇନ କଥା!

ନୂଆଦିଲ୍ଲୀ,୨୧ ।୨: କେନ୍ଦ୍ର ସରକାରଙ୍କ ୩ କୃଷି ଆଇନକୁ ବାହାରେ ବିରୋଧୀ ଖୁବ୍ ବିରୋଧ କରୁଥିଲେ ବି ଭିତରେ ଚୁପ୍ ରହିବା ଏବେ ଆଲୋଚନା ପରିସରକୁ...

ମହାତ୍ମା ବି କୃଷି ଆଇନର କରିଥାନ୍ତେ ବିରୋଧ: ଅନ୍ନଦାତା

ନୂଆଦିଲ୍ଲୀ, ୨୯।୯: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ନେଇ ଦେଶବ୍ୟାପି ବିରୋଧ ଜାରି ରହିଛି। କଂଗ୍ରେସ ପକ୍ଷରୁ ଏହାର ଜୋରଦାର ବିରୋଧ କରାଯିବା ସହିତ ସରକାରଙ୍କୁ...

ଶରଦ ପାଓ୍ବାର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନୁହଁନ୍ତି: ପ୍ରଫୁଲ୍ଲ ପଟେଲ

ନୂଆଦିଲ୍ଲୀ,୧୧।୯: ୨୦୨୪ ଲୋକ ସଭା ନିର୍ବାଚନରେ ଏନସିପି ସୁପ୍ରିମୋ ଶରଦ ପାଓ୍ବାର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନୁହଁନ୍ତି ବୋଲି ଏନସିପି ଏମ୍‌ପି ପ୍ରଫୁଲ୍ଲ ପଟେଲ ରବିବାର ସ୍ପଷ୍ଟ...

ଦିଲ୍ଲୀ ଅଧ୍ୟାଦେଶ ହେଉଛି କେନ୍ଦ୍ରର ଏକ ପରୀକ୍ଷଣ: କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୧।୬: ୨୦୨୪ ଲୋକ ସଭା ନିର୍ବାଚନକୁ ନେଇ ଦୃଷ୍ଟିରେ ରଖି ବିହାରର ପାଟନାରେ ଜୁନ ୨୩ରେ ବିରୋଧୀ ଦଳର ଏକ ବୈଠକ ଆୟୋଜିତ ହେବାକୁ ଯାଉଛି।...

ନିର୍ବାଚନ ପୂର୍ବରୁ ଭାଜପାକୁ ଝଟ୍‌କା: ଏଲଜେପିରେ ଯୋଗଦେଲେ ଉଷା ବିଦ୍ୟାର୍ଥୀ

ନୂଆଦିଲ୍ଲୀ, ୭।୧୦: ବିହାରରେ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପାକୁ ଗୋଟିଏ ପରେ ଗୋଟିଏ ଝଟ୍‌କା ମିିଳିବାରେ ଲାଗିଛି। ଗତ ଦୁଇ ଦିନ ମଧ୍ୟରେ ଦଳର ୨...

ମହିଷାସୁର ସ୍ଥାନରେ ମହାତ୍ମାଙ୍କ ମୂର୍ତ୍ତି ମାମଲା, ଭାଜପା-ଟିଏମସି ଆରୋପ ପ୍ରତ୍ୟାରୋପ…

କୋଲକାତା,୪।୧୦ : ପଶ୍ଚିମବଙ୍ଗର କୋଲକାତାର ରୁବି କ୍ରସିଂ ନିକଟରେ ଥିବା ଏକ ଦୁର୍ଗା ପୂଜା ପେଣ୍ଡାଲରେ ମହିଷାସୁର ସ୍ଥାନରେ ମହାତ୍ମା ଗାନ୍ଧୀଙ୍କ ସଦୃଶ ଏକ ମୂର୍ତ୍ତି...

ପବିତ୍ର ମୋହନ ଦାସଙ୍କୁ ମିଳିଲା ଜାତୀୟ ଶିକ୍ଷକ ପୁରସ୍କାର

ନୂଆଦିଲ୍ଲୀ, ୬-୯(ପି.ଟି.):ଗୁରୁଦିବସରେ ଭାରତର ୪୬ ଶିକ୍ଷକଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗୁରୁବାର ଜାତୀୟ ଶିକ୍ଷକ ପୁରସ୍କାର-୨୦୧୯ରେ ସମ୍ମାନିତ କରିଛନ୍ତି। କୋରାପୁଟର ବୋରିଗୁମାସ୍ଥିତ ପ୍ରୋଜେକ୍ଟ ୟୁପି ସ୍କୁଲ...

Advertisement
Archives

Model This Week