୩ ଭାଜପା ନେତାଙ୍କୁ ଗୁଳି କରି ହତ୍ୟା
ଶ୍ରୀନଗର,୩୦।୧୦: ଆତଙ୍କବାଦୀଙ୍କ ଟାର୍ଗେଟରେ ଏବେ ନେତା। ଦକ୍ଷିଣ କଶ୍ମୀରର କୁଲଗାମ ଜିଲା ଗୁରୁବାର ଆତଙ୍କବାଦୀମାନେ ୩ ଜଣ ସ୍ଥାନୀୟ ଭାଜପା କର୍ମୀଙ୍କୁ ହତ୍ୟା କରିଛନ୍ତି। ସେମାନେ ହେଲେ କୁଲଗାମ ଭାଜପା ଯୁବ ମୋର୍ଚ୍ଚାର ସାଧାରଣ ସମ୍ପାଦକ ଫିଦା ହୁସେନ ଇଠୋ,...
ସର୍ଦ୍ଦାର ପଟେଲ ପ୍ରାଣୀ ଉଦ୍ୟାନର ଉଦ୍ଘାଟନ କଲେ ମୋଦି
ଅହମଦାବାଦ,୩୦ ।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଗୁଜରାଟ ଗସ୍ତରେ ଶୁକ୍ରବାର ସେଠାରେ ପହଞ୍ଚିଛନ୍ତି । ପ୍ରଥମେ ମୋଦି ନର୍ମଦା ଜିଲାର କେବଡିୟା ପହଞ୍ଚି ସେଠାରେ ଆରୋଗ୍ୟ ବନର ଲୋକର୍ପଣ କରିଛନ୍ତି । ପ୍ରାୟ ୧୭ ହେକ୍ଟର ପରିମିତ...
ବାୟୁ ପ୍ରଦୂଷଣ ରୋକିବ ନୂଆ ଆଇନ
ନୂଆଦିଲ୍ଲୀ,୩୦ା୧୦(ପି.ଟି.):ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍ସିଆର୍)ରେ ବାୟୁ ପ୍ରଦୂଷଣ ରୋକିବା ଲାଗି କେନ୍ଦ୍ର ସରକାର ଏକ ନୂଆ ଆଇନ ଆଣିଛନ୍ତି। ଆଇନରେ ପ୍ରଦୂଷଣକୁ ଏକ ଅପରାଧ ଭାବେ ନିଆଯାଇଛି। ଏହାର ଉଲ୍ଲଂଘନ କଲେ ୫ ବର୍ଷ ପର୍ଯ୍ୟନ୍ତ ଜେଲ୍ଦଣ୍ଡ ଏବଂ ୧...
ଦିଲ୍ଲୀରେ ବାୟୁ ପ୍ରଦୂଷଣ ଭାଙ୍ଗିଲା ରେକର୍ଡ, ଜଳୁଛି ଆଖି
ନୂଆଦିଲ୍ଲୀ,୩୦।୧୦: ଦୀପାବଳି ପୂର୍ବରୁ ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଚିନ୍ତାଜନକ ହୋଇଛି। ଶୁକ୍ରବାର ଦିଲ୍ଲୀର ବୱାନା ଅଞ୍ଚଳରେ ବାୟୁ ଗୁଣବତ୍ତର ସୂଚକାଙ୍କ(ଏକ୍ୟୁଆଇ) ଚଳିତ ସିଜିନ୍ରେ ରେକର୍ଡ ଭାଙ୍ଗିଛି। ପ୍ରଦୂଷଣ ସ୍ତର ୪୪୭ରେ ପହଞ୍ଚିଛି। ଏଠାରେ ରହୁଥିବା ଏବଂ ଏହି ଅଞ୍ଚଳ...
ସଭାମଞ୍ଚରୁ ଖସିପଡିଲେ କଂଗ୍ରେସ ନେତା
ପାଟନା,୩୦।୧୦: ବିହାର ବିଧାନସଭାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇ। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଏବେ ପ୍ରଚାର ଜୋରଦାର ଚାଲିଛି। ଜଲେ ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିବା କଂଗ୍ରେସ ପ୍ରାର୍ଥୀ ମଶକୁର ଅହମ୍ମଦ ଉସମାନୀ ଦରଭଙ୍ଗାରେ ପ୍ରଚାର କରୁଥିବା...
ଆଇସିଏମ୍ଆର୍ର ବଡ ଘୋଷଣା: କରୋନା ମୁକାବିଲା କରିବ ବିସିଜି ଟିକା
ନୂଆଦିଲ୍ଲୀ, ୩୦।୧୦: ମହାମାରୀ କରୋନା ରୋକିବାକୁ ଏବେ ବିଶ୍ୱର ଅନେକ ଦେଶ ଟିକା ପ୍ରସ୍ତୁତିରେ ଲାଗିପଡିଛନ୍ତି। ଏହି ସମୟରେ ଆଇସିଏମ୍ଆର୍ ଏକ ଆଶ୍ୱସ୍ତିକର ଖବର ଦେଇଛି। ଆଇସିଏମ୍ଆର୍ ବୈଜ୍ଞାନିକଙ୍କ ମୁତାବକ ଟ୍ୟୁବୋରକ୍ଲୋସିସ୍ରୁ ରକ୍ଷା ପାଇବା ପାଇଁ ବ୍ୟବହାର କରାଯାଉଥିବା ବିସିଜି...
କେଶୁଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୋଦି
ଗାନ୍ଧିନଗର,୩୦।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଗୁଜରାଟ ଗସ୍ତରେ ଯାଇଛନ୍ତି। ଶୁକ୍ରବାର ସକାଳେ ଗାନ୍ଧିନଗରରେ ପହଞ୍ଚି ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୋଦି। ପ୍ରଥମେ ତାଙ୍କ ଘରେ ପହଞ୍ଚି ସମବେଦନା ଜଣାଇଲେ ହୋଇଥିଲେ। ଦୁଇଥର...
ଇଦ୍-ଏ-ମିଲାଦ୍ର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୩୦।୧୦: ଆଜି ସମଗ୍ର ଦେଶରେ ମହମ୍ମଦଙ୍କ ଜନ୍ମଦିନ ଇଦ୍-ଏ-ମିଲାଦ୍ ପାଳନ କରାଯାଉଛି। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇବା ସହ ସମାଜର ଉନ୍ନତି ତଥା ଦେଶରେ...
ଭାରତୀୟ ବଂଶୋଦ୍ଭବ ସିଚେଲ୍ସ ରାଷ୍ଟ୍ରପତି
ନୂଆଦିଲ୍ଲୀ,୩୦ା୧୦:ଭାରତୀୟ ବଂଶୋଦ୍ଭବ ପୂଜକ ଓ୍ବାଭେଲ ରାମକଲଓ୍ବାନ ସିଚେଲ୍ସର ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି। ସେ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀ ଡାନ୍ନି ଫଉର୍ଙ୍କୁ ପରାସ୍ତ କରିଛନ୍ତି। ରାମକଲଓ୍ବାନଙ୍କ ଅଜା ବିହାର ଗୋପାଳଗଞ୍ଜରୁ ସିଚେଲ୍ସ ଆସିଥିଲେ। ୧୯୬୧ ମାର୍ଚ୍ଚ ୧୫ରେ ଜନ୍ମିତ ରାମକଲଓ୍ବାନଙ୍କ ବାପା...
କେନ୍ଦ୍ରକୁ ଡିସେମ୍ବର ୩୧ ଯାଏ ମହଲତ
ନୂଆଦିଲ୍ଲୀ,୩୦ା୧୦(ପି.ଟି.):ଭାରତୀୟ ନୌସେନାରେ ମହିଳା ଏସ୍ଏସ୍ସି ଅଫିସରମାନଙ୍କୁ ସ୍ଥାୟୀ କମିଶନ ପ୍ରଦାନ ପାଇଁ ସୁପ୍ରିମକୋର୍ଟ ଦେଇଥିବା ରାୟର କାର୍ଯ୍ୟକାରିତା ହୋଇ ନ ଥିବାରୁ ଅଦାଲତ ଗୁରୁବାର ଏହାର ସମୟସୀମାକୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ପୁରୁଷ ଓ ମହିଳା ଅଫିସରମାନଙ୍କୁ...
ମୁଙ୍ଗେର ଜିଲାପାଳ, ଏସ୍ପି ବିଦା
ପାଟନା, ୩୦ା୧୦:ବିହାରର ମୁଙ୍ଗେରରେ ମା’ ଦୁର୍ଗାଙ୍କ ମୂର୍ତ୍ତି ବିସର୍ଜନ ବେଳେ ସୋମବାର ହିଂସାକାଣ୍ଡ ଘଟି ଢେଲା ଓ ଗୁଳିମାଡ଼ରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ସୁରକ୍ଷାକର୍ମୀଙ୍କ ସମେତ ୧୪ ଜଣ ଆହତ ହୋଇଥିଲେ। ଏହି ଘଟଣାରେ ଗୁରୁବାର ନିର୍ବାଚନ ଆୟୋଗ ଜିଲାପାଳ...
ଲେହ ମାନଚିତ୍ର ବିବାଦ: ଗୃହ କମିଟିରେ କ୍ଷମା ମାଗିଲା ଟୁଇଟର
ନୂଆଦିଲ୍ଲୀ,୩୦ା୧୦: ଲେହକୁ ଚାଇନାର ଅଞ୍ଚଳ ଭାବେ ଦର୍ଶାଇଥିବା ମାଇକ୍ରୋ-ବ୍ଲଗିଙ୍ଗ୍ ସାଇଟ ଟୁଇଟର ଗୁରୁବାର ଏଥିପାଇଁ ଯୁଗ୍ମ ସଂସଦୀୟ କମିଟି ନିକଟରେ କ୍ଷମାପ୍ରାର୍ଥନା କରିଛି। ଏନେଇ ସ୍ପଷ୍ଟୀକରଣ ଦେବା ସହ ଭାରତୀୟ ଆଇନକୁ ଅନୁପାଳନ କରିବା ଲାଗି ସତ୍ୟପାଠ ଦାଖଲ କରିବାକୁ...
Archives


