ଖୋଲିଲା ପ୍ରେମ ମନ୍ଦିର
ମଥୁରା,୧୧।୧୧: ଉତ୍ତର ପ୍ରଦେଶର ବୃନ୍ଦାବନସ୍ଥିତ ପ୍ରେମ ମନ୍ଦିର ଦୀର୍ଘ ୮ ମାସ ପରେ ଭକ୍ତଙ୍କ ଦର୍ଶନ ପାଇଁ ଖୋଲାଯାଇଛି। କୋଭିଡ-୧୯ର ଗାଇଡଲାଇନ୍ ଅନୁଯାୟୀ ଏହି ମନ୍ଦିର ଖୋଲାଯାଇଥିବା ଜନସମ୍ପର୍କ ଅଧିକାରୀ ଅଜୟ ତ୍ରିପାଠୀ କହିଛନ୍ତି। ପ୍ରଥମ ଦିନ ଦର୍ଶନ ପାଇଁ...
‘ଶୂନ’ରେ ଆଉଟ୍ ହେବାରୁ ଅଳ୍ପକେ ବର୍ତ୍ତିଲା ଚିରାଗଙ୍କ ଦଳ
ପାଟନା,୧୧।୧୧: ବିହାର ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ସବୁଠୁ ଆଶ୍ଚର୍ଯ୍ୟ କରିଦେବା ଭଳି ନିଷ୍ପତ୍ତି ଲୋକ ଜନଶକ୍ତି ପାର୍ଟି(ଏଲ୍ଜେପି) ପକ୍ଷରୁ ନିଆଯାଇଥିଲା। ଦଳର ଅଧ୍ୟକ୍ଷ ଚିରାଗ ପାଶଓ୍ବାନ ଏକାକୀ ନିର୍ବାଚନ ଲଢିବାକୁ ଘୋଷଣା କରିଥିଲେ। କେନ୍ଦ୍ରରେ ଏନଡିଏ...
ଓଓ୍ବାଇସିଙ୍କ ଯୋଜନା: ପଶ୍ଚିମବଙ୍ଗ-ଉତ୍ତରପ୍ରଦେଶରେ ଲଢ଼ିବେ ନିର୍ବାଚନ
ନୂଆଦିଲ୍ଲୀ,୧୧।୧୧: ବିହାର ବିଧାନସଭା ନିର୍ବାଚନରେ ଏଆଇଏମ୍ଆଇଏମ୍ ଭଲ ପ୍ରଦର୍ଶନ କରିଛି। ୨୦ଟି ଆସନରେ ପ୍ରାର୍ଥୀ ଦେଇଥିବା ଓଓ୍ବାଇସିଙ୍କ ଦଳ ୫ଟି ଆସନରେ ବିଜୟୀ ହୋଇଛି। ବିହାରରେ ମିଳିଥିବା ସଫଳତା ପରେ ଏବେ ଦଳ ପଶ୍ଚିମବଙ୍ଗ ଏବଂ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ...
ନୀତିଶଙ୍କ ଶପଥ ଗ୍ରହଣ ଦୀପାବଳି ପରେ: କେ.ସି.ତ୍ୟାଗୀ !
ପାଟନା,୧୧।୧୧: ବିହାରରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ପୁଣିଥରେ ଶାସନ କରିବାର ସୁଯୋଗ ମିଳିଛି। ନୀତିଶ ଦୀପାବଳି ପରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ଜେଡ଼ିୟୁର ବରିଷ୍ଠ ନେତା କେ.ସି. ତ୍ୟାଗୀ ବୁଧବାର ସୂଚନା ଦେଇଛନ୍ତି। ରାଜ୍ୟରେ ନୂଆ ସରକାର...
ଦୀପାବଳି ପୂର୍ବରୁ ଏଲ୍ଏସିରୁ ହଟିବେ ଭାରତ-ଚାଇନା !
ନୂଆଦିଲ୍ଲୀ,୧୧।୧୧: ପୂର୍ବ ଲଦାଖର ଏଲ୍ଏସିରେ ଭାରତ ଚାଇନା ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦର ସମାଧାନ ଖୁବ୍ ଶୀଘ୍ର ହେବ ବୋଲି କୁହାଯାଉଛି। ଦୀପାବଳି ପୂର୍ବରୁ ଦୁଇ ପକ୍ଷ ବିବାଦୀୟ ଅଞ୍ଚଳରୁ ପଛକୁ ହଟିବେ ବୋଲି ସହମତି ପ୍ରକାଶ କରିଛନ୍ତି। ଫିଙ୍ଗର...
ପ୍ରତିଶ୍ରୁତି ରଖିବ ଭାଜପା, ନୀତିଶ ହେବେ ମୁଖ୍ୟମନ୍ତ୍ରୀ: ସୁଶୀଲ ମୋଦି
ପାଟନା,୧୧।୧୧: ବିହାର ବିଧାନସଭା ନିର୍ବାଚନରେ ଏନ୍ଡ଼ିଏ ମେଣ୍ଟରେ ଭାଜପାର ପ୍ରଦର୍ଶନ ଭଲ ରହିଛି। ଭାଜପା ୭୪ ଆସନରେ ବିଜୟୀ ହୋଇଥିବାବେଳେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଜେଡ଼ିୟୁକୁ ୪୩ ଆସନ ମିଳିଛି। ତେବେ ଆସନ ଜିତିବା ହାରିବାର ପ୍ରଭାବ ମେଣ୍ଟ ଉପରେ...
ଅର୍ଣ୍ଣବଙ୍କୁ ମିଳିବ କି ଜାମିନ, ସୁପ୍ରିମକୋର୍ଟରେ ଚାଲିଛି ଶୁଣାଣି
ନୂୂଆଦିଲ୍ଲୀ,୧୧ା୧୧: ସୁପ୍ରିମକୋର୍ଟ ବୁଧବାର ରିପ୍ଲବିକ୍ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀଙ୍କ ଦ୍ୱାରା ମୁମ୍ବାଇ ହାଇକୋର୍ଟଙ୍କ ୯ ନଭେମ୍ବର ଆଦେଶକୁ ଚ୍ୟାଲେଞ୍ଜ କରି ଏକ ଆବେଦନ ଶୁଣାଣି ଆରମ୍ଭ କରିଛନ୍ତି। ଯେଉଁଥିରେ ହାଇକୋର୍ଟ ୨୦୧୮ରେ ଇଣ୍ଟରିୟର ଡିଜାଇନରଙ୍କୁ ଆତ୍ମହତ୍ୟା କରିବା...
ଫ୍ଲପ୍ ହେଲା ତେଜସ୍ବୀ ଯାଦବଙ୍କ ୧୦ ଲକ୍ଷ ଚାକିରି ଦେବା ପ୍ରତିଜ୍ଞା
ପାଟନା,୧୧ା୧୧: ବିହାର ନିର୍ବାଚନ କ୍ଷେତ୍ରକୁ ଓହ୍ଲାଇଥିବା ତେଜସ୍ବୀ ଯାଦବ ପରାସ୍ତ ହୋଇଛନ୍ତି। ପ୍ରଚାର ମଇଦାନରେ ୧୦ ଲକ୍ଷ ଟଙ୍କାର ଚାକିରି ଦେବାକୁ ପ୍ରତିଜ୍ଞା କରିଥିଲେ ତେଜସ୍ବୀ। ମାତ୍ର ଜନତାଙ୍କ ଭରସା ପାଇଲା ନାହିଁ ଫଳରେ ତାଙ୍କ ଲକ୍ଷ୍ୟ ସଫଳ ହୋଇପାରିଲା...
ଭାଜପାର ଷ୍ଟ୍ରାଇକ୍ ରେଟ୍ ଆର୍ଜେଡ଼ି ଠୁଁ ବେଶ୍ ଭଲ: ଅମିତ ମାଲବ୍ୟ
ପାଟନା,୧୧।୧୧: ବିହାର ବିଧାନସଭା ନିର୍ବାଚନରେ ଭାଜପାର ଷ୍ଟ୍ରାଇକ୍ ରେଟ୍ ଆର୍ଜେଡ଼ି ଠୁଁ ବେଶ୍ ଭଲ ରହିଛି। ରାଜ୍ୟରେ ଭାଜପାର ସ୍ଥିତି ଧୀରେଧୀରେ ସୁଦୃଢ଼ ହେଉଛି। ଭାଜପା ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ ବୁଧବାର ଟୁଇଟ୍ କରି ଏଭଳି କରିଛନ୍ତି।...
ଭାଜପାକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଏଲ୍ଜେପି ଲଢ଼ିଥିଲା ନିର୍ବାଚନ: ଚିରାଗ
ପାଟନା,୧୧।୧୧: ବିହାର ବିଧାନସଭା ନିର୍ବାଚନରେ ଭାଜପାକୁ ସୁଦୃଢ଼ କରାଇବା ଲକ୍ଷ୍ୟ ନେଇ ଏଲ୍ଜେପି ନିର୍ବାଚନ ଲଢ଼ିଥିଲା ବୋଲି ଅଧ୍ୟକ୍ଷ ଚିରାଗ ପାସଓ୍ବାନ ବୁଧବାର ଏକ ଗଣମାଧ୍ୟମ ସମ୍ମିଳନୀରେ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଜେଡ଼ିୟୁକୁ ଦୁର୍ବଳ କରିବା ପାଇଁ...
ଜୀବନ ସୁରକ୍ଷା ହିଁ ସର୍ବୋତ୍ତମ: ସୁପ୍ରିମ୍କୋର୍ଟ
ନୂଆଦିଲ୍ଲୀ,୧୧।୧୧: ଜୀବନକୁ ସୁରକ୍ଷିତ ରଖିବା ହିଁ ସର୍ବୋତ୍ତମ। ଜୀବନ ତୁଳନାରେ ଅନ୍ୟ କାହାର ଗୁରୁତ୍ୱ ନାହିଁ ବୋଲି ବୁଧବାର ସୁପ୍ରିମ୍କୋର୍ଟ କହିଛନ୍ତି। ଏହା ସହିତ ପଶ୍ଚିମବଙ୍ଗରେ ବାଣଫୁଟା ଉପରେ ଲାଗିଥିବା ପ୍ରତିବନ୍ଧକ ହଟାଇବା ଆବେଦନକୁ ସର୍ବୋଚ୍ଚ ନ୍ୟାୟାଳୟ ଖାରଜ କରିଦେଇଛନ୍ତି।...
ମମତା ମଝିରେ କଣ୍ଟା ସାଜିଲା ଆଇନ, ପାଖରୁ ଛଡାଇ ନେଲା ନବଜାତକ
ଆଗ୍ରା,୧୧।୧୧: ମାତ୍ର କିଛି ଘଣ୍ଟାର ନିବିଡ଼ତା ପରେ କାହ୍ନାଠାରୁ ଅଲଗା ହେବା ଯଶୋଦାଙ୍କ ପାଇଁ ବେଶ୍ କଷ୍ଟଦାୟକ ଥିଲା। ଗତ ସୋମବାର ସାରେ ଆଗ୍ରାରେ ଏଭଳି କିଛି ଘଟଣା ଘଟିଛି। ଆଗ୍ରାର ଏକ ଫୁଟପାଥରେ ଶାଶୁ-ବୋହୂ ଏକ ନବଜାତ ଶିଶୁ...
Archives


