ମୁଖ୍ୟମନ୍ତ୍ରୀଙ୍କୁ କୋରଡ଼ା ମାଡ଼: ଭିଡ଼ିଓ ଭାଇରାଲ
ରାୟପୁର,୧୫।୧୧: ଏବେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲାଙ୍କୁ କୋରଡ଼ା ମାଡ଼ ହେଉଥିବାର ଏକ ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ୧୪ ସେକେଣ୍ଡର ଏହି ଭିଡ଼ିଓରେ ବଘେଲାଙ୍କ ହାତକୁ ଜଣେ ବ୍ୟକ୍ତି କୋରଡ଼ାରେ ପିଟୁଥିବାର ଦେଖିବାକୁ ମିଳୁଛି। ବଘେଲା...
ବିହାରରେ ପୁଣି ନୀତିଶ-ସୁଶୀଲଙ୍କ ସରକାର: ଏନ୍ଡ଼ିଏର ନିଷ୍ପତ୍ତି
ପାଟନା,୧୫।୧୧: ବିହାରରେ ପୁଣି ନୀତିଶ କୁମାର ଏବଂ ସୁଶୀଲ ମୋଦିଙ୍କ ଯୋଡ଼ି ଶାସନ ଡୋର ଧରିବେ। ଏନେଇ ରବିବାର ଏନ୍ଡ଼ିଏ ବୈଠକରେ ସ୍ଥିର ହୋଇଛି। ନିତୀଶଙ୍କୁ ଏନ୍ଡ଼ିଏର ନେତା ଭାବେ ଚୟନ କରାଯାଇଛି। ନୀତିଶ ପୁଣି ମୁଖ୍ୟମନ୍ତ୍ରୀ ହେବେ ଏବଂ...
ନୀତିଶ ହେଲେ ଜେଡ଼ିୟୁ ନବ ନିର୍ବାଚିତ ବିଧାୟକ ଦଳ ନେତା
ପାଟନା,୧୫।୧୧: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଜେଡ଼ିୟୁ ନବ ନିର୍ବାଚତ ବିଧାୟକ ଦଳର ନେତା ଭାବେ ଚୟନ କରାଯାଇଛି। ନୀତିଶଙ୍କ ବାସ ଭବନରେ ରବିବାର ଅନୁଷ୍ଠିତ ହୋଇଥିବା ବୈଠକରେ ସର୍ବ ସମ୍ମତ ଭାବେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି।...
ଅଭିନେତା ସୌମିତ୍ର ଚାଟାର୍ଜୀଙ୍କ ପରଲୋକ
କୋଲକାତା,୧୫।୧୧: ଲୋକପ୍ରିୟ ବଙ୍ଗାଳି ଅଭିନେତା ସୌମିତ୍ର ଚାଟାର୍ଜୀଙ୍କର ରବିବାର ମଧ୍ୟାହ୍ନ ୧୨ଟା ୧୫ରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା। ଦୀର୍ଘଦିନ ଧରି ଅସୁସ୍ଥ ହୋଇ ସେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସ୍ବାସ୍ଥ୍ୟରେ ସୁଧାର ନ...
ପାକିସ୍ତାନ ମାନବାଧିକାରର ଉଲ୍ଲଂଘନ କରିଛି: ବିଏସ୍ଏଫ୍
ଶ୍ରୀନଗର,୧୫।୧୧: ଜମ୍ମୁ-କଶ୍ମୀରର ନିୟନ୍ତ୍ରଣ ରେଖାରେ ପାକିସ୍ତାନ ଲଗାତାର ଅସ୍ତ୍ରବିରତି ଉଲ୍ଲଂଘନ କରୁଛି। ଏହାଦ୍ୱାରା ମାନବାଧିକାରର ମଧ୍ୟ ଉଲ୍ଲଂଘନ ହେଉଛି ବୋଲ ବିଏସ୍ଏଫ୍ ପକ୍ଷରୁ ରବିବହାର କୁହାଯାଇଛି। ବିଏସ୍ଏଫ୍ ଆଇଜି ରାଜେଶ ମିଶ୍ର ଏନେଇ ଉଦ୍ବେଗ ପ୍ରକାଶ କରିଛନ୍ତି। ପାକିସ୍ତାନ ବିରୋଧରେ...
୨୦ ବର୍ଷରେ ଝାଡ଼ଖଣ୍ଡ: ମୋଦି ଜଣାଇଲେ ଅଭିନନ୍ଦନ
ନୂଆଦିଲ୍ଲୀ,୧୫।୧୧: ଝାଡ଼ଖଣ୍ଡକୁ ରବିବାର ୨୦ ବର୍ଷ ପୂରିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ମୋଦି ଟୁଇଟ୍ କରି ରାଜ୍ୟବାସୀଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି। ଏହା ସହିତ ସେ ବିର୍ସା ମୁଣ୍ଡାଙ୍କ ୧୪୫ ତମ...
ସୋମବାରଠାରୁ ମହାରାଷ୍ଟ୍ରରେ ଖୋଲିବ ଧାର୍ମିକ ସ୍ଥଳ: ମାର୍ଗଦର୍ଶିକା ଜାରି
ମୁମ୍ବାଇ,୧୫।୧୧: ସୋମବାର ଠାରୁ ମହାରାଷ୍ଟ୍ରରେ ଧାର୍ମିକ ସ୍ଥଳ ଖୋଲିବ। ଏନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ସରକାରଙ୍କ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ୬୫ ବର୍ଷ ବୟସରୁ ଅଧିକ ବୟସ୍କ ବ୍ୟକ୍ତି, ଗର୍ଭବତୀ ମହିଳା, ୧୦ ବର୍ଷରୁ କମ୍ ବୟସ୍କ ଛୋଟ...
ପିଡ଼ିପିକୁ ବଡ଼ ଝଟ୍କା: ଇସ୍ତଫା ଦେଲେ ସଂସ୍ଥାପକ ସଦସ୍ୟ
ଶ୍ରୀନଗର,୧୫।୧୧: ଜମ୍ମୁ-କଶ୍ମୀରରେ ପିପୁଲସ୍ ଡେମୋକ୍ରାଟିକ୍ ପାର୍ଟି(ପିଡ଼ିପି)କୁ ବଡ଼ ଝଟ୍କା ଲାଗିଛି। ଦଳର ସଂସ୍ଥାପକ ସଦସ୍ୟ ମୁଜାଫର ହୁସେନ୍ ବେଗ୍ ଇସ୍ତଫା ଦେଇଛନ୍ତି। ଜିଲା ବିକାଶ ପରିଷଦ ନିର୍ବାଚନ ପୂର୍ବରୁ ଏଭଳି ଘଟିବା ପିଡ଼ିପି ପାଇଁ କ୍ଷତି କାରକ ବୋଲି ଚର୍ଚ୍ଚା...
କ୍ଷେତ୍ରୀୟ ଅଖଣ୍ଡତା-ଅନ୍ତର୍ଜାତୀୟ ଆଇନକୁ ସମ୍ମାନ ଦେବା ଆବଶ୍ୟକ: ଜୟ ଶଙ୍କର
ନୂଆଦିଲ୍ଲୀ,୧୫।୧୧: କ୍ଷେତ୍ରୀୟ ଅଖଣ୍ଡତାକୁ ସମ୍ମାନ ଦେବା ଦ୍ୱାରା ଦେଶ ଦେଶ ମଧ୍ୟରେ ଶାନ୍ତିପୂର୍ଣ୍ଣ ସ୍ଥିତି ସୃଷ୍ଟି ହୋଇପାରିବ। ସେହିପରି ଅନ୍ତର୍ଜାତୀୟ ଆଇନର ପାଳନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ଭାରତୀୟ ବହିର୍ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର କହିଛନ୍ତି। ୧୫ତମ ପୂର୍ବ ଏସିଆ...
ପାକିସ୍ତାନକୁ ସମନ କରିବ ଭାରତ
ନୂଆଦିଲ୍ଲୀ,୧୪ା୧୧: ଏଲଓସିରେ ଅସ୍ତ୍ର ବିରତି ଉଲ୍ଲଂଘନ ପାଇଁ ପାକିସ୍ତାନକୁ ସମନ କରିବ ଭାରତ। ଶୁକ୍ରବାର ପାକିସ୍ତାନର ଆଖିବୁଜା ଗୁଳି ଚାଳନାରେ ଭାରତୀୟ ଯବାନ ଶହୀଦ ହେବା ସହିତ ସାଧାରଣ ଲୋକଙ୍କ ଜୀବନ ଯାଇଥିବାରୁ ପାକିସ୍ତାନର କୁଟନୈତିଜ୍ଞଙ୍କୁ ସମନ କରାଯିବ। ରିପୋର୍ଟ...
ହସ୍ପିଟାଲରେ ଭର୍ତ୍ତି ହେଲେ ହରିୟାଣା ମୁଖ୍ୟମନ୍ତ୍ରୀ
ଶିମ୍ଲା,୧୪।୧୧-ନିଃଶ୍ବାସ ନେବାରେ ଅସୁବିଧା ହେବାରୁ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ ଶନିବାର ଶିମ୍ଲାସ୍ଥିତ ଆଇଜିଏମସି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖଟ୍ଟର ବର୍ତ୍ତମାନ ହିମାଚଳ ପ୍ରଦେଶ ଗସ୍ତରେ ଅଛନ୍ତି। ସେ ଶୁକ୍ରବାର ସାରେ ହିମାଚଳ ପ୍ରଦେଶ ପହଞ୍ଚିଥିଲେ। ଆଜି ତାଙ୍କର...
ଦୀପାବଳିରେ ଏହି ମନ୍ଦିରରେ ପ୍ରସାଦ ରୂପେ ଦିଆଯାଏ ସୁନା ଅଳଙ୍କାର, ନଗଦ ଟଙ୍କା
ଭାରତରେ ଅନେକ ମନ୍ଦିର ରହିଛି। ସେଥି ମଧ୍ୟରୁ ମଧ୍ୟପ୍ରଦେଶର ରତ୍ଲାମ ସହରର ମନାକରେ ଅବସ୍ଥିତ ମା’ ମହାଲକ୍ଷ୍ମୀଙ୍କ ମନ୍ଦିର ଅନ୍ୟତମ। ସାଧାରଣତଃ ପ୍ରାୟ ସବୁ ମନ୍ଦିରରେ ଭକ୍ତମାନଙ୍କୁ ମିଠା କିମ୍ବା କିଛି ଖାଦ୍ୟ ସାମଗ୍ରୀ ପ୍ରସାଦ ଭାବେ ଦିଆଯାଏ। ମାତ୍ର...
Archives


