କରୋନା ତୃତୀୟ ଲହରର ଭୟ ଥିଲେ ବି ଖୋଲାଯାଇ ପାରିବ ପ୍ରାଇମେରୀ ସ୍କୁଲ: ଆଇସିଏମ୍ଆର୍
ନୂଆଦିଲ୍ଲୀ,୨୦ ।୭: ଦେଶରେ କରୋନାର ଦ୍ୱିତୀୟ ଲହର କମି କମି ଯାଉଥିବା ବେଳେ ଆଗକୁ ଆସୁଥିବା ତୃତୀୟ ଲହର କିନ୍ତୁ ମନରେ ଭୟ ସୃଷ୍ଟି କରି ଚାଲିଛି । ତୃତୀୟ ଲହରର ଭୟାବହତା ଜାଣିବା ପରେ ବି କିଛି ରାଜ୍ୟ ପୁଣିଥରେ…
କରୋନା ମହାମାରୀ: ଅକ୍ସିଜେନ କମ୍ ଯୋଗୁ ଦେଶରେ ହୋଇନାହିଁ ଜଣଙ୍କର ବି ମୃତ୍ୟୁ
ନୂଆଦିଲ୍ଲୀ,୨୦ ।୭: କରୋନା ମହାମାରୀ ସମୟରେ ଅମ୍ଳଜାନ ବା ଅକ୍ସିଜେନ ଅଭାବରୁ ଜଣଙ୍କର ବି ମୃତ୍ୟୁ ହୋଇନାହିଁ । ମଙ୍ଗବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହା କୁହାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତି ଜାରି କରି…
କରୋନାକୁ ନେଇ ସନ୍ଧ୍ୟା ୬ଟାରେ ମୋଦିଙ୍କ ସ୍ୱତନ୍ତ୍ର ବୈଠକ ଯୋଗଦେବେ ନାହିଁ କଂଗ୍ରେସ, ଶିରୋମଣି ଅକାଳିଦଳ
ନୂଆଦିଲ୍ଲୀ,୨୦ ।୭: କରୋନାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ ମଙ୍ଗଳବାର ସନ୍ଧ୍ୟାରେ ଏକ ସର୍ବଦଳୀୟ ବୈଠକ ଡକାଯାଇଛି । ହେଲେ ଏଥିରେ ସାମିଲ ହେବାକୁ ସିଧାସଳଖ ମନା କରି ଦେଇଛି କଂଗ୍ରେସ ଓ ଶିରୋମଣି ଅକାଳି ଦଳ । କଂଗ୍ରେସର…
ଖୋଲାରେ ୧୦ କ୍ୱିଣ୍ଟାଲ ହେରୋଇନ ଜଳାଇ ଦେଲା ପାକିସ୍ତାନ, ବେହାଲ ହେଲା ଭାରତର ଗାଁ
ଚଣ୍ଡିଗଡ଼,୨୦ ।୭: ଅମୃତସରକୁ ଲାଗିଥିବା ପାକିସ୍ତାନ ସୀମାରେ ପାକିସ୍ତାନର ଅଧିକାରୀମାନେ ପାଖାପାଖି ୧୦ କ୍ୱିଣ୍ଟାଲ ହେରୋଇନ ସହ ଆହୁରି କିଛି ଅବକାରୀ ଜିନିଷ ଜଳାଇ ଦେବା ଫଳରେ ଆକାଶ କଳା ଧୂଆଁରେ ଭର୍ତ୍ତି ହୋଇ ଯାଇଥିଲା । ଆଉ ଏହାର ଗନ୍ଧ…
ଭାରତରୁ କାନାଡା ଯାଉଥିବା ବିମାନ ଉପରେ ପ୍ରତିବନ୍ଧକ ୨୧ ଅଗଷ୍ଟ ପର୍ଯ୍ୟନ୍ତ ବଢିଲା
ନୂଆଦିଲ୍ଲୀ,୨୦ ।୭: କରୋନା ମହାମାରୀର ଦ୍ୱିତୀୟ ଲହର ଓ ଡେଲ୍ଟା ଭାରିଏଣ୍ଟ ବୃଦ୍ଧି ଘଟଣାକୁ ଦେଖି କାନାଡା ସରକାର ଭାରତରୁ ସିଧାସଳଖ କାନାଡା ଯିବାକୁ ଥିବା ବିମାନ ଉପରେ ଯେଉଁ ପ୍ରତିବନ୍ଧକ ଲାଗିଥିଲା ତାକୁ ଆହୁରି ୩୦ଦିନ ବୃଦ୍ଧି କରି ୨୧…
କରୀନାଙ୍କ ପୁସ୍ତକକୁ ନେଇ ତେଜିଲା ବିବାଦ
ଜବଲପୁର,୨୦।୭: ବଲିଉଡ୍ ବେବୋ କରୀନା କପୁର ଖାଁ ନିକଟରେ ନିଜର ଗର୍ଭବତୀ ସମୟର ଅନୁଭୂତି ବିଷୟରେ ଏକ ପୁସ୍ତକ ଲେଖିଥିଲେ। ଯାହାକୁ ନେଇ ଏବେ ବିବାଦ ଦେଖାଦେଇଛି। କରୀନାଙ୍କ ଲିଖିତ ପୁସ୍ତକ ‘ପ୍ରେଗ୍ନାନ୍ସି ବାଇବେଲ’କୁ ନେଇ ଜବଲପୁରରେ ଥିବା ଖ୍ରୀଷ୍ଟିଆନ୍ ସମ୍ପ୍ରଦାୟ…
ଭାରତ ସୀମାରେ ପାକିସ୍ତାନୀ ମୋବାଇଲ୍ ନେଟଓ୍ବାର୍କ ସକ୍ରିୟ…
ଜୟପୁର,୨୦।୭: ସୀମାରେ ପାକିସ୍ତାନୀ ନାଗରିକଙ୍କ ଅନୁପ୍ରବେଶ ସାଧାରଣ କଥା। ତେବେ ଏବେ ପାକିସ୍ତାନୀ ମୋବାଇଲ୍ ନେଟ୍ଓ୍ବାର୍କ ଭାରତ ସୀମାର ୪ କିଲୋମିଟର ଭିତରେ ମଧ୍ୟ ସକ୍ରିୟ ରହୁଛି। ରାଜସ୍ଥାନ ସୀମାରେ ଏଭଳି ପାକିସ୍ତାନୀ ମୋବାଇଲ୍ ନେଟ୍ଓ୍ବାର୍କର ଅନୁପ୍ରବେଶ ଜାରି ରହିଛି। ଏହାଦ୍ୱାରା…
କୃଷକ ଆନ୍ଦୋଳନ: ସଂସଦ ଭବନର ସଡ଼କରୁ ଆକାଶପଥ ସବୁଠି କଡା ସୁରକ୍ଷା ବ୍ୟବସ୍ଥା
ନୂଆଦିଲ୍ଲୀ,୨୦ ।୭:କୃଷକ ଆନ୍ଦୋଳନ ଓ ଆତଙ୍କବାଦୀ ଆକ୍ରମଣକୁ ଦୃଷ୍ଟିରେ ରଖି ସଂସଦ ଭବନର ସଡକ ପଥରୁ ଆକାଣ ମାର୍ଗ ପର୍ଯ୍ୟନ୍ତ ସବୁଠି କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏହାସହ ନୂଆଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ ରହିଛି ଯେ କୌଣସି ପରିସ୍ଥିତିରେ ଯେପରି…
ପେଗାସସ୍ ତାତି, ୪ ମିନିଟ୍ରେ ଲୋକ ସଭା ମୁଲତବୀ…
ନୂଆଦିଲ୍ଲୀ,୨୦।୭: ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନରେ ଉଭୟ ରାଜ୍ୟ ସଭା ଏବଂ ଲୋକ ସଭାରେ ବିରୋଧୀ ଦଳ ସଦସ୍ୟଙ୍କ ପକ୍ଷରୁ ପ୍ରବଳ ହଟ୍ଟଗୋଳ ହୋଇଛି। ପୂର୍ବାହ୍ନ ୧୧ଟାରେ ଉଭୟ ଗୃହର କାର୍ଯ୍ୟ ଆରମ୍ଭ ହୋଇଥିଲା। ଲୋକ ସଭାର ସାଧାରଣ କାର୍ଯ୍ୟ ଆରମ୍ଭ…
ଯୋଗୀଙ୍କ ଶାସନରେ ଏନ୍କାଉଣ୍ଟର, ୧୩୯ ଅପରାଧୀଙ୍କ ମୁଣ୍ଡ ଗଡ଼ିଛି…
ଲକ୍ଷ୍ନୌ,୨୦।୭: ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଶାସନରେ ଏନ୍କାଉଣ୍ଟରରେ ୧୩୯ ଅପରାଧୀଙ୍କ ମୁଣ୍ଡ ଗଡ଼ିଛି। ସେହିପରି ୧୫୭୪ କୋଟିରୁ ଅଧିକ ବେଆଇନ ସମ୍ପତ୍ତି ଜବତ ହୋଇଛି। ଏସମ୍ପର୍କରେ ରାଜ୍ୟ ଗୃହ ବିଭାଗର ମୁଖ୍ୟ ସଚିବ ଅବନୀଶ କୁମାର ଅଓ୍ବସ୍ଥି ସୂଚନା ଦେଇଛନ୍ତି।…
ଠେଲାରେ ପାନ, ଚାଟ, ସିଙ୍ଗଡା ବିକ୍ରି କରୁଥିବା ୨୫୬ ଜଣ କୋଟିପତି!
କାନପୁର,୨୦ ।୭: ଉତ୍ତର ପ୍ରଦେଶର କାନପୁରରେ ବିଗ ଡାଟା ସପ୍ଟୱେୟାର, ଆୟକର ବିଭାଗ ଓ ଜିଏସ୍ଟି ରେଜିଷ୍ଟ୍ରେଶନର ଯାଞ୍ଚରୁ କାନପୁର ରାସ୍ତା କଡରେ ଠେଲାରେ ପାନ, ଚାଟ, ସିଙ୍ଗଡା ବିକ୍ରି କରୁଥିବା ୨୫୬ ଜଣ ଲୋକ କୋଟିପତି ବୋଲି ଜଣାପଡିଛି ।…
କଂଗ୍ରେସର ନିଦ ଭାଙ୍ଗୁନାହିଁ: ମୋଦି
ନୂଆଦିଲ୍ଲୀ,୨୦।୭: ସଂସଦର ମୌସୁମୀ ଅଧିବେଶନରେ ବିରୋଧୀଙ୍କ ହଙ୍ଗାମା ଜାରି ରହିଛି। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଭାଜପା ସଂସଦୀୟ ଦଳର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ ପ୍ରଧାନମନ୍ତ୍ରୀ କଂଗ୍ରେସ ଉପରେ ବର୍ଷିଥିଲେ। ଆସାମ, କେରଳ…

