ଜାତୀୟ

ବଳାତ୍କାର, ହତ୍ୟା ଅଭିଯୋଗରେ ନିର୍ଦ୍ଦୋଷରେ ୮ ବର୍ଷ ଜେଲ କାଟିଥିବା ବ୍ୟକ୍ତିଙ୍କୁ ସରକାର ଦେବେ ଚାକିରି

ଇମ୍ଫାଲ,୫ ।୧: ବଳାତ୍କାର ଓ ହତ୍ୟା ଅଭିଯୋଗରେ ଜଣେ ବ୍ୟକ୍ତି ନିର୍ଦ୍ଦୋଶରେ ୮ ବର୍ଷ ଜେଲ କାଟିଥିବା ବେଳେ ଏବେ ମଣିପୁର ସରକାର ତାଙ୍କୁ ସରକାରୀ ଚାକିରି ଯୋଗାଇ ଦେବେ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ଉକ୍ତ...

କରୋନାର ନୂଆ ଷ୍ଟ୍ରେନ୍ ବଢାଇଲାଣି ଚିନ୍ତା ଆଉ ୨୦ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ,୫ ।୧: ବ୍ରିଟେନରୁ ଫେରିଥିବା ଯାତ୍ରୀଙ୍କ ମଧ୍ୟରେ ସାର୍ସ କୋଭିଡ-୨ ନୂଆ ଷ୍ଟ୍ରେନରେ ଏବେ ପର୍ଯ୍ୟନ୍ତ ଦେଶରେ ୫୮ ଜଣଙ୍କୁ ଚିହ୍ନଟ କରାଗଲାଣି । ମଙ୍ଗଳବାର ବ୍ରିଟେନରୁ ଫେରିଥିବା ୨୦ ଜଣଙ୍କ ନିକଟରେ ନୂଆ ଷ୍ଟ୍ରେନ୍ ମିଳିବା ପରେ ଏବେ...

ଦେଶର ବିକାଶ ପାଇଁ ମିଳିମିଶି କାମ କଲେ ଲକ୍ଷ୍ୟ ହେବ ସହଜ: ମୋଦି

ନୂଆଦିଲ୍ଲୀ,୫।୧: ଦେଶର ବିକାଶ ପାଇଁ ମିଳିମିଶି କାମ କରିବା ଅପରିହାର୍ଯ୍ୟ। ଏହାଦ୍ୱାରା ଲକ୍ଷ୍ୟ ହାସଲ କଠିନ ନ ହୋଇ ସହଜ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର କହିଛନ୍ତି। ଭିଡ଼ିଓ କନଫରେନ୍ସିଂରେ କୋଚି-ମାଙ୍ଗାଲୁରୁ ୪୫୦ କିଲୋମିଟର ଦୀର୍ଘ ପ୍ରାକୃତିକ...

କରୋନା ପ୍ରଭାବ: ଦେଶରେ ବର୍ଷକରେ ସୃଷ୍ଟି ହେବେ ୧୦ ଲକ୍ଷ ନୂଆ ଟିବି ରୋଗୀ

ନୂଆଦିଲ୍ଲୀ,୫।୧: କରୋନା ମହାମାରୀ ପ୍ରଭାବ ଯୋଗୁ ଦେଶରେ ନୂଆ ସଙ୍କଟ ଦେଖାଦେବାର ଆଶଙ୍କା ରହିଛି। ବର୍ଷକରେ ଦେଶରେ ୧୦ ଲକ୍ଷ ନୂଆ ଟିବି ରୋଗୀ ସୃଷ୍ଟି ହେବେ ବୋଲି ବିଶ୍ୱସ୍ବାସ୍ଥ୍ୟ ସଂଗଠନର ବରିଷ୍ଠ ବୈଜ୍ଞାନିକ ତଥା ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ...

କରୋନା ଭ୍ୟାକ୍ସିନକୁ ନେଇ ବିବାଦ: କୋଭାକ୍ସିନକୁ ପାଣି କହିବାରୁ ରାଗିଲେ ବାୟୋଟେକ ଅଧ୍ୟକ୍ଷ

ନୂଆଦିଲ୍ଲୀ,୫ ।୧: କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ଦେଶ ଦୁଇଟି ଭ୍ୟାକ୍ସିନକୁ ଜରୁରୀକାଳିନ ସ୍ଥିତିରେ ବ୍ୟବହାର କରିବାକୁ ମଞ୍ଜୁରୀ ପ୍ରଦାନ କରି ସାରିଛି । ଇତିମଧ୍ୟରେ ଭାରତ ବାୟୋଟେକର ଅଧ୍ୟକ୍ଷ ଡା. କୃଷ୍ଣା ଇଲ୍ଲା ସୋମବାର କୋଭାକ୍ସିନକୁ ଜରୁରୀ...

ସେଣ୍ଟ୍ରାଲ ଭିଷ୍ଟା ପ୍ରୋଜେକ୍ଟକୁ ସୁପ୍ରିମ୍‌କୋର୍ଟ ମଞ୍ଜୁରୀ

ନୂଆଦିଲ୍ଲୀ,୫।୧: ଡିସେମ୍ବର ୨୦୨୦ରେ ନୂଆ ସଂସଦ ଭବନ ନିର୍ମାଣରେ ସୁପ୍ରିମ୍‌କୋର୍ଟ ପକ୍ଷରୁ ପରିବେଶ ସମ୍ପର୍କିତ କାରଣରୁ ବାଧା ସୃଷ୍ଟି କରାଯାଇଥିଲା। ତେବେ ମଙ୍ଗଳବାର ସୁପ୍ରିମ୍‌କୋର୍ଟ ସେଣ୍ଟ୍ରାଲ ଭିଷ୍ଟା ପ୍ରୋଜେକ୍ଟ କାମକୁ ମଞ୍ଜୁରୀ ଦେଇଛନ୍ତି। ଏହାଦ୍ୱାରା ପ୍ରକଳ୍ପ ବାଟରେ ଥିବା କଣ୍ଟା...

ଡ୍ରାଗନର ଯୁଦ୍ଧ ପ୍ରସ୍ତୁତି: ଏଲ୍‌ଏସିରେ ଟ୍ୟାଙ୍କ୍‌ ମୁତୟନ କଲା ଚାଇନା

ଲେହ,୫।୧: ଭାରତ ଚାଇନା ମଧ୍ୟରେ ପୂର୍ବ ଲଦାଖର ଏଲ୍‌ଏସିରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଚାଇନା ସୈନ୍ୟ ବାହିନୀ ପକ୍ଷରୁ ଭାରତ ସହିତ ଯୁଦ୍ଧ କରିବା ଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି। ଏଠାରେ ଚାଇନା ଟ୍ୟାଙ୍କ୍‌ ସମେତ ଅନ୍ୟ ଯୁଦ୍ଧ ସରଞ୍ଜାମ...

ଡିଏସ୍‌ପି ଝିଅକୁ ସାଲ୍ୟୁଟ କଲେ ଇନ୍ସପେକ୍ଟର ପିତା

ହାଇଦ୍ରାବାଦ, ୫।୧: ଆନ୍ଧ୍ରପ୍ରଦେଶ ପୋଲିସ ପକ୍ଷରୁ ରବିବାର ଟ୍ବିଟରରେ ଏକ ଫଟୋ ଶେୟାର କରାଯାଇଛି, ଯାହା ଏବେ ଇଣ୍ଟରନେଟ୍‌ରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଫଟୋରେ ଜଣେ ବାପା ତାଙ୍କର ଅଫିସର ଝିଅକୁ ସାଲ୍ୟୁଟ କରୁଥିବାର ଦେଖିବାକୁ ମିଳୁଛି। ଏହି...

ଦେଶରେ ବାର୍ଡ ଫ୍ଲୁ ଆତଙ୍କ: କେରଳରେ ୪୦ ହଜାର କୁକୁଡାଙ୍କୁ କରାଯିବ ହତ୍ୟା

ନୂଆଦିଲ୍ଲୀ,୫।୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମି ନ ଥିବା ବେଳେ ଏବେ ପୁଣି ନୂଆ ସଙ୍କଟ ଦେଖାଦେଇଛି। କେତେକ ରାଜ୍ୟରେ ବାର୍ଡ ଫ୍ଲୁ ଯୋଗୁ ସ୍ଥିତି ଅଣାୟତ ହେବାରେ ଲାଗିଛି। ପୂର୍ବରୁ ରାଜସ୍ଥାନ, କେରଳ ଏବଂ ମଧ୍ୟପ୍ରଦେଶରେ ବାର୍ଡ...

ଅନ୍ୟ ଜଣେ ଯୁବତୀଙ୍କ ପ୍ରେମରେ ସ୍ବାମୀ, ସ୍ତ୍ରୀ ଦେଲେ ଏମିତି ଅଫର୍‌

ଭୋପାଳ,୫।୧୨: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଏକ ତ୍ରିକୋଣୀୟ ପ୍ରେମ କାହାଣୀ ଦେଖିବାକୁ ମିଳିଛି। ଜଣେ ସ୍ତ୍ରୀ ଦେଢ ଼ କୋଟି ଟଙ୍କା ନେଇ ତାଙ୍କ ସ୍ବାମୀଙ୍କୁ ପ୍ରେମିକାଙ୍କ ସହ ଛାଡି ଦେଇଥିଲେ। ଫ୍ୟାମିଲି କୋର୍ଟରେ କିଛି ଦିନ ପୂର୍ବରୁ ଏକ...

୩-୪ ଡଲାରରେ ଟିକା ଯୋଗାଇବ ସେରମ୍‌

ନୂଆଦିଲ୍ଲୀ, ୫।୧(ପି.ଟି.): ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଓ ଅଷ୍ଟ୍ରାଜେନିକା ଦ୍ୱାରା ବିକଶିତ ତଥା ଭାରତର ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ପ୍ରସ୍ତୁତ କରୋନା ଟିକା ‘କୋଭିଶିଲ୍ଡ’ ସରକାରଙ୍କୁ ସ୍ବତନ୍ତ୍ର ମୂଲ୍ୟ ୩ରୁ ୪ ଡଲାର (୨୧୯ରୁ ୨୯୨ ଟଙ୍କା)ରେ ଯୋଗାଇ ଦିଆଯିବ ବୋଲି ସେରମ୍‌...

ପ୍ରାଣୀ ଜବତ ନିୟମ ପ୍ରତ୍ୟାହାର କର

ନୂଆଦିଲ୍ଲୀ, ୫।୧(ପି.ଟି.): ପ୍ରାଣୀ ବ୍ୟବସାୟ କିମ୍ବା ପରିବହନରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଜୀବ ନିଷ୍ଠୁରତା ପ୍ରତିକାର ଆଇନରେ ମାମଲା ଚାଲିଲେ ସମ୍ପୃକ୍ତ ପ୍ରାଣୀଙ୍କୁ ଜବତ କରାଯାଇଥାଏ। ୨୦୧୭ରେ ସରକାର ଏଭଳି ନିୟମ ପ୍ରଚଳନ କରିଥିଲେ। ତେବେ ଏହା ଉକ୍ତ ଆଇନର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri