ଜାତୀୟ

ଆତଙ୍କ ଦ୍ୱାରା ବିଶ୍ୱାସକୁ ଭାଙ୍ଗି ଦିଆଯାଇ ନ ପାରେ: ମୋଦି

ଅହମଦାବାଦ,୨୦ ।୮: ଗୁଜରାଟର ଐତିହାସିକ ସୋମନାଥ ମନ୍ଦିରକୁ ବଡ ଉପହାର ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ମନ୍ଦିରରେ ଅନେକ ଗୁଡିଏ ଯୋଜନାର ଶୁଭାରମ୍ଭ କରିଛନ୍ତି । ଭିଡିଓ କନଫରେନ୍ସିଂ ଜରିଆରେ ମୋଦି ସୋମନାଥ ସମୁଦ୍ର ଦର୍ଶନ, ପାଦଚଲା ପଥ,…

ପିଲାଙ୍କ ପାଇଁ ଆଉ ଏକ ଭ୍ୟାକ୍ସିନ! ଜନସନ ଆଣ୍ଡ ଜନସନ ଟ୍ରାଏଲ ପାଇଁ ମାଗିଲା ଅନୁମତି

ନୂଆଦିଲ୍ଲୀ,୨୦ ।୮: ଦେଶରେ କରୋନା ମହାମାରୀର ତୃତୀୟ ଲହରର ଆଶଙ୍କା ମଧ୍ୟରେ ଏବେ ପିଲାମାନଙ୍କ ପାଇଁ ଆଉ ଏକ ଭ୍ୟାକ୍ସିନ ବା ଟିକାର ରାସ୍ତା ଖୋଲିଯିବା ଭଳି ମନେ ହେଉଛି । ଫାର୍ମା କମ୍ପାନୀ ଜନସନ ଆଣ୍ଡ ଜନସନ ଭାରତରେ ୧୨-୧୭…

ସୁରକ୍ଷାକର୍ମୀଙ୍କୁ ବଡ ସଫଳତା: ୨ ଆତଙ୍କବାଦୀ ମୃତ

ଅୱନ୍ତିପୋରା,୨୦ ।୮: ଜମ୍ମୁ-କଶ୍ମୀର ଅୱନ୍ତିପୋରାର ପାମ୍ପୋର ଅଞ୍ଚଳରେ ସୁରକ୍ଷାକର୍ମଙ୍କୁ ବଡ ସଫଳତା ମିଳିଛି । ସେଠାରେ ଚାଲିଥିବା ଏକ ଏନକାଉଣ୍ଟରରେ ୨ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ଏମାନଙ୍କ ନିକଟରୁ ବହୁ ପରିମାଣର ମାରଣାସ୍ତ୍ର ଓ ଅପରାଧିକ ମାମଲାରେ ବ୍ୟବହୃତ କିଛି…

ପିତାଙ୍କୁ ମନେ ପକାଇଲେ ରାହୁଲ

ନୂଆଦିଲ୍ଲୀ,୨୦ା୮: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଆଜି ହେଉଛି ୭୭ ତମ ଜନ୍ମ ବାର୍ଷିକୀ। ଏହି ଅବସରରେ ଶୁକ୍ରବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ପିତାଙ୍କୁ ସ୍ମରଣ କରି ବୀରଭୂମିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ଗୁଲାମ…

ଦେଶରେ କମିଲା ସଂକ୍ରମଣ: ଆଜି ୩୬,୫୭୧ ଆକ୍ରାନ୍ତ ଚିହ୍ନଟ, ୫୪୦ ମୃତ

ନୂଆଦିଲ୍ଲୀ,୨୦ା୮: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୬,୫୭୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୪୦ ଜଣଙ୍କ ମୃତ୍ୟୁ ଘଟିଛି। ଭାରତରେ ବର୍ତ୍ତମାନ ଆକ୍ଟିଭ କେସ୍‌ ୩,୬୩,୬୦୫କୁ ହ୍ରାସ ପାଇଛି। ସକ୍ରିୟ ମାମଲାଗୁଡ଼ିକ ମୋଟ୍‌ ମାମଲାର ୧.୧୩% ଅଟେ। ସେହିପରି…

ଲଭ୍‌ ଜିହାଦ ନିରୋଧୀ ଆଇନର କେତେକ ଧାରା ଉପରେ ସ୍ଥଗିତାଦେଶ

ଅହମଦାବାଦ,୨୦।୮: ଧର୍ମାନ୍ତରୀକରଣ ବିରୋଧରେ ଅଣାଯାଇଥିବା ନୂଆ ଆଇନର ଆନ୍ତଃଧର୍ମ ବିବାହ ସମ୍ପର୍କିତ କେତେକ ଧାରାର କାର୍ଯ୍ୟକାରିତା ଉପରେ ଗୁଜରାଟ ହାଇକୋର୍ଟ ଗୁରୁବାର ସ୍ଥଗିତାଦେଶ ଲଗାଇଛନ୍ତି। ଜନସାଧାରଣଙ୍କୁ ଅଯଥା ହଇରାଣରୁ ରକ୍ଷା କରିବା ପାଇଁ ଏହି ଅନ୍ତରୀଣ ନିର୍ଦ୍ଦେଶନାମା ଜାରି କରାଗଲା ବୋଲି…

ଦିଲ୍ଲୀ ‘ମିନି କାବୁଲ’ରେ ନିରାଶା

ନୂଆଦିଲ୍ଲୀ,୨୦।୮: ୧୯୧୯ ପରଠାରୁ ପ୍ରତିବର୍ଷ ଅଗଷ୍ଟ ୧୯ରେ ସ୍ବାଧୀନତା ଦିବସ ପାଳନ କରିଥାନ୍ତି ଆଫଗାନିସ୍ତାନବାସୀ। ଏବେ ତାଲିବାନ କବଳକୁ ଦେଶ ଚାଲିଯିବା ସମୟରେ ପୁଣି ସିନା ସ୍ବାଧୀନତା ଦିବସ ଫେରିଛି କିନ୍ତୁ ଆଫଗାନ୍‌ମାନେ ଜାଣନ୍ତି ଯେ ପୂର୍ବର ସେ ସ୍ବାଧୀନତା ସେମାନଙ୍କ…

ଅଶ୍ଳୀଳ ଚାଟିଂ, ବ୍ଲାକମେଲ୍‌ରୁ ଆୟ କରିଥିଲେ ୧୦ କୋଟି

ନୋଏଡା,୨୦।୮: ଫେସ୍‌ବୁକରେ ଯୁବତୀ ଓ ମହିଳାଙ୍କ ନାଁରେ ଆକାଉଣ୍ଟ ଖୋଲି ପୁରୁଷଙ୍କୁ ସହ ଯୋଗାଯୋଗ କରୁଥିଲେ। ପରେ ଅଶ୍ଳୀଳ ଚାଟିଂ ଓ ନ୍ୟୁଡ୍‌ ଭିଡିଓ କଲିଂ କରି ଲୋକଙ୍କୁ ଫସାଉଥିଲେ। ପରବର୍ତ୍ତୀ ସମୟରେ ରେକର୍ଡ ଭିଡିଓ ଦେଖାଇ ବ୍ଲାକମେଲ କରୁଥିଲେ। ଏଭଳି…

ମସ୍‌ଜିଦରେ ଜାତୀୟ ସଙ୍ଗୀତକୁ ବିରୋଧ

ଆଗ୍ରା, ୨୦।୮: ମସ୍‌ଜିଦ ପରିସରରେ ଜାତୀୟ ସଙ୍ଗୀତ ଗାନ କରିବା ଇସ୍‌ଲାମ ବିରୋଧୀ ଦର୍ଶାଇଥିଲେ ଆଗ୍ରା ଜାମା ମସ୍‌ଜିଦ୍‌ର ଜଣେ ଖ୍ୟାତନାମା ମୌଲବୀ। ଏଥି ଲାଗି ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ସ୍ବାଧୀନତା ଦିବସରେ ସ୍ଥାନୀୟ ଭାଜପା ନେତା ଆଶଫାକ୍‌…

ବଦଳିବାକୁ ଯାଉଛି ଲକର ନିୟମ

ନୂଆଦିଲ୍ଲୀ,୨୦।୮: ୨୦୨୨ ଜାନୁୟାରୀ ପହିଲାରୁ ସାରା ଦେଶରେ ନୂଆ ଲକର ନିୟମ କାର୍ଯ୍ୟକାରୀ ହେବ। ଯଦି ଆପଣ ଜରୁରୀ କାଗଜପତ୍ର କିମ୍ବା ଗହଣା ସୁରକ୍ଷିତ ରଖିବା ପାଇଁ ବ୍ୟାଙ୍କର ସେଫ୍‌ ଡିପୋଜିଟ ଲକର ନେଇଛନ୍ତି ତେବେ ଖୁସି ଖବର। ଏଥିରେ ରଖାଯାଇଥିବା…

ଭାଇରାଲ ହେଲା ଆକ୍ଟ୍ରେସଙ୍କ ଏମ୍‌ଏମ୍‌ଏସ୍‌

ନୂଆଦିଲ୍ଲୀ,୧୯।୮: ଭୁଲ କାରଣ ଯୋଗୁ ଚର୍ଚ୍ଚାକୁ ଆସିଛି ଭୋଜପୁରୀ ସିନେମା। ନିକଟରେ ଭୋଜପୁରୀ ଅଭିନେତ୍ରୀ ତ୍ରୀଷା କର ମଧୁଙ୍କ ଏମ୍‌ଏମ୍‌ଏସ୍‌ ଭାଇରାଲ ହୋଇଥିଲା। ଏବେ ଆଉ ଜଣେ ଭୋଜପୁରୀ ଆକ୍ଟ୍ରେସ ପ୍ରିୟଙ୍କା ପଣ୍ଡିତଙ୍କ ବ୍ୟକ୍ତିଗତ ଭିଡିଓ ଭାଇରାଲ ହୋଇଛି। କିଛି ରିପୋର୍ଟ…

ଦ୍ୱିତୀୟ ଡୋଜ୍‌ ନେଇନାହାନ୍ତି ୩.୮୬ କୋଟି

ନୂଆଦିଲ୍ଲୀ,୧୯।୮: ଦେଶରେ ୩.୮୬ କୋଟିରୁ ଊର୍ଦ୍ଧ୍ୱ ଲୋକ କୋଭିଡ୍‌ ଭାକ୍ସିନ ପ୍ରଥମ ଡୋଜ୍‌ ନେବାର ନିର୍ଦ୍ଧାରିତ ସମୟ ବ୍ୟବଧାନରେ ଦ୍ୱିତୀୟ ଡୋଜ୍‌ ନେଇନାହାନ୍ତି। ସୂଚନା ଅଧିକାର ଆଇନ (ଆର୍‌ଟିଆଇ) ବଳରେ କରାଯାଇଥିବା ଏକ ଆବେଦନ ଉପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?