ଜାତୀୟ

ପ୍ରେମିକାଙ୍କ ଘର ଆଗରେ ଜଳିଲା ପ୍ରେମିକଙ୍କ ଜୁଇ

ମୁଜାଫରପୁର,୨୬।୭: ଦିନେ ପ୍ରେମିକାଙ୍କୁ କହିଥିଲେ, ତୁମ ଘର ଆଗରେ ଗୋଟିଏ ଘର କରିବି, କିନ୍ତୁ ଭାଗ୍ୟର ବିଡମ୍ବନା ସେହି ପ୍ରେମିକାଙ୍କ ଘର ଆଗରେ ତାଙ୍କ ଚିତା ଜଳିଛି। କିନ୍ତୁ ପ୍ରେମିକଙ୍କୁ ଦେଖିବା ପାଇଁ ଆସି ନାହାନ୍ତି ପ୍ରେମିକା। ମୁଜାଫରପୁରରେ ଘଟିଛି ଏଭଳି…

ଖରାପ ପାଗ ଯୋଗୁ ଯୁଦ୍ଧ ସ୍ମାରକୀ ଗଲେନି ରାଷ୍ଟ୍ରପତି…

ଶ୍ରୀନଗର,୨୬।୭: ଖରାପ ପାଗ ଯୋଗୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଡ୍ରାସ୍‌ସ୍ଥିତ କାରଗୀଲ ଯୁଦ୍ଧ ସ୍ମାରକୀରେ ପହଞ୍ଚିପାରି ନାହାନ୍ତି। ରାଷ୍ଟ୍ରପତିଙ୍କ ଗସ୍ତକୁ ବାତିଲ କରାଯାଇଛି। କାରଗୀଲ୍‌ ବିଜୟ ଦିବସର ୨୨ ବର୍ଷ ପୂରଣ ଅବସରରେ ରାଷ୍ଟ୍ରପତି ଯୁଦ୍ଧ ସ୍ମାରକୀରେ ଶହୀଦ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ…

ଥରିଲା ହାଇଦ୍ରାବାଦ

ହାଇଦ୍ରାବାଦ,୨୬।୭: ହାଇଦ୍ରାବାଦରେ ସୋମବାର ସକାଳେ ଭୂକମ୍ପ ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ହାଇଦ୍ରାବାଦର ଦକ୍ଷିଣରେ ସକାଳ ପ୍ରାୟ ୫ଟା ବେଳେ ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୦ ଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ହାଇଦ୍ରାବାଦଠାରୁ…

ଦୈନିକ ମୃତ୍ୟୁ ସଂଖ୍ୟା ୫ ଶହ ତଳେ…

ନୂଆଦିଲ୍ଲୀ,୨୬।୭: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଧୀରେଧୀରେ ସୁଧାର ଆସିଲେ ମଧ୍ୟ ସ୍ଥିତି ସଙ୍କଟ ଜନକ ରହିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଲଗାତାର ୩ ଦିନ ଧରି…

ରାମାପ୍ପା ମନ୍ଦିରକୁ ବିଶ୍ୱ ଐତିହ୍ୟ ମାନ୍ୟତା

ହାଇଦ୍ରାବାଦ/ବେଜିଂ, ୨୬ା୭: ତେଲଙ୍ଗାନାର ମୁଗୁଲୁ ଜିଲାରେ ଥିବା ଐତିହାସିକ ତଥା ଦ୍ୱାଦଶ ଶତାବ୍ଦୀର କାକତିଆନ ସ୍ଥାପତ୍ୟ ରାମାପ୍ପା ମନ୍ଦିରକୁ ରବିବାର ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳ ମାନ୍ୟତା ଦେଇଛି। ବିଶ୍ୱ ଐତିହ୍ୟ କମିଟିର ୪୪ତମ ଅଧିବେଶନରେ ଏହି ନିଷ୍ପତ୍ତି ନିଆଯାଇଛି। ତେଲଙ୍ଗାନାର…

ପର୍ନୋଗ୍ରାଫି ବନାମ ଏରୋଟିକା

ମୁମ୍ବାଇ/ନୂଆଦିଲ୍ଲୀ,୨୬ା୭: ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ବିଜ୍‌ନେସମ୍ୟାନ ସ୍ବାମୀ ରାଜ କୁନ୍ଦ୍ରା ପର୍ନୋଗ୍ରାଫି ପ୍ରଯୋଜନା ମାମଲାରେ ଗିରଫ ହେବା ପରଠୁ କେବଳ ବଲିଉଡ୍‌ ନୁହେଁ, ବରଂ ସାରା ଦେଶରେ ସୃଷ୍ଟି ହୋଇଛି ହଇଚଇ। ଏହି ମାମଲାରେ ଅଦ୍ୟାବଧି ୧୧ ଜଣଙ୍କୁ ଗିରଫ କଲାଣି…

କାର୍ଗିଲରେ ବିପିନ ରାଓ୍ବତ

ନୂଆଦିଲ୍ଲୀ,୨୬।୭: ସୋମବାର କାର୍ଗିଲ ବିଜୟ ଦିବସ ପାଳନ ହେବାକୁ ଯାଉଥିବା ବେଳେ ଏହାର ଦିନକ ପୂର୍ବରୁ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ (ସିଡିଏସ୍‌) ଜେନେରାଲ ବିପିନ ରାଓ୍ବତ କାର୍ଗିଲ ଜିଲାର ଦ୍ରାସ୍‌ ସେକ୍ଟରରେ ପହଞ୍ଚିଛନ୍ତି। କାର୍ଗିଲ ବିଜୟର ୨୨ତମ ବାର୍ଷିକୀ ଅବସରରେ…

ଭିଆଇପି କାର୍‌ ପାଇଁ ଅଟକିଲା ଆମ୍ବୁଲାନ୍ସ

ହାଇଦ୍ରାବାଦ,୨୬।୭: ଏକ ଭିଆଇପି କନଭେକୁ ବାଟ ଛାଡ଼ିବା ପାଇଁ ଟ୍ରାଫିକରେ ଅଟକାଇ ଦିଆଯାଇଥିଲା ଦୁଇଟି ଆମ୍ବୁଲାନ୍ସକୁ। ହାଇଦ୍ରାବାଦ୍‌ର ଏହି ଘଟଣା ଭିଡିଓ ଭାଇରାଲ ହେବା ପରେ ଟ୍ରାଫିକ ପୋଲିସ କର୍ମୀଙ୍କୁ ପ୍ରବଳ ସମାଲୋଚିତ ହେବାକୁ ପଡ଼ିଛି। ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି,…

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପାଳିତ କୁକୁରକୁ ନେଇ ଚର୍ଚ୍ଚା

ସୋସିଆଲ ମିଡିଆରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କୁକୁର ‘ଗୁଲ୍ଲୁ’ର ଫଟୋ ଭାଇରାଲ ହେବାରେ ଲାଗିଛି। ନିକଟରେ ଗୋରଖନାଥ ମନ୍ଦିରରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥନା କରିଥିଲେ ଏବଂ ସେ ବାହାରକୁ ଆସିବା ପରେ କଳା ଲାବ୍ରାଡୋର କୁକୁର ‘ଗୁଲ୍ଲୁ’ ତାଙ୍କୁ ଅଭିବାଦନ…

୪ ବର୍ଷ ପୂରିଲା ରାଷ୍ଟ୍ରପତି କୋବିନ୍ଦଙ୍କ କାର୍ଯ୍ୟକାଳ

ନୂଆଦିଲ୍ଲୀ,୨୫ା୭: ରାଷ୍ଟ୍ରପତି ରାମନାଥ କୋବିନ୍ଦ(୭୬)ଙ୍କ କାର୍ଯ୍ୟକାଳକୁ ରବିବାର ୪ ବର୍ଷ ପୂରିଛି। ୪ ବର୍ଷରେ ସେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ୬୩ ବିଧେୟକକୁ ମଞ୍ଜୁରୀ ଦେଇଥିବା ରାଷ୍ଟ୍ରପତି ଭବନ ପକ୍ଷରୁ କୁହାଯାଇଛି। କୋବିନ୍ଦ ୨୦୧୭ ଜୁଲାଇ ୨୫ରେ ଭାରତର ୧୪ତମ…

ଶବଗୃହରେ ଚାକିରି ପାଇଁ ୧୦୦ ଇଞ୍ଜିନିୟରଙ୍କ ଆବେଦନ

କୋଲକାତା,୨୫ା୭: ଶବଗୃହରେ ଥିବା ମୃତଦେହର ଅନ୍ତିମ ସତ୍କାର ନିମନ୍ତେ କର୍ମଚାରୀ ଆବଶ୍ୟକ ବୋଲି କୋଲାକାତାର ଏକ ହସ୍ପିଟାଲ ବିଜ୍ଞାପନ ଦେଇଛି। ଏନେଇ ବହୁ ଉଚ୍ଚ ଶିକ୍ଷିତ ଆବେଦନ କରିଛନ୍ତି। ଏହି ଚାକିରି ପାଇଁ ଶିକ୍ଷାଗତ ଯୋଗ୍ୟତା ଅଷ୍ଟମ୍‌ ପାସ୍‌ ରଖାଯାଇଥିବା ବେଳେ…

୬ ବର୍ଷରେ ପେଟ୍ରୋଲ ଉପରେ ଦୁଇ ଗୁଣ ଟିକସ

ନୂଆଦିଲ୍ଲୀ,୨୫।୭: ଗତ ୬ ବର୍ଷରେ ପେଟ୍ରୋଲ ଉପରେ କେନ୍ଦ୍ରୀୟ ଉତ୍ପାଦ ଟିକସ ପ୍ରାୟ ଦୁଇ ଗୁଣ ବଢ଼ି ୮୮ ପ୍ରତିଶତରେ ପହଞ୍ଚିଛି। ଏହି କାରଣରୁ ସାରା ଦେଶରେ ୧୦୦ ଟଙ୍କା ଅତିକ୍ରମ କରିଛି ଲିଟର ପିଛା ପେଟ୍ରୋଲ ଦର। ସମାନ ସମୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri