ଜାତୀୟ

କୃଷିମନ୍ତ୍ରୀଙ୍କୁ ଦିଗ୍‌ବିଜୟଙ୍କ ପ୍ରଶ୍ନ: ଗୋଧ୍ରା କାଣ୍ଡ କ’ଣ ଥିଲା

ନୂଆଦିଲ୍ଲୀ,୫ ।୨: କେନ୍ଦ୍ରର କୃଷି ଆଇନକୁ ବିରୋଧ କରି ଆନ୍ଦୋଳନରେ ବସିଛନ୍ତି କୃଷକ । ଏବେ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି । ଶୁକ୍ରବାର ରାଜ୍ୟ ସଭାରେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ଏହାକୁ ନେଇ କଂଗ୍ରେସ...

କଂଗ୍ରେସ ହିଁ କେବଳ କରିପାରେ ରକ୍ତରେ ଚାଷ: କୃଷିମନ୍ତ୍ରୀ

ନୂଆଦିଲ୍ଲୀ,୫ ।୨: କେନ୍ଦ୍ରୀୟ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ଶୁକ୍ରବାର ରାଜ୍ୟ ସଭାରେ କୃଷି ଆଇନୁ ନେଇ ନିଜର ମତ ରଖିଛନ୍ତି । ସେ ଗାଁ, ଗରିବ ଓ କୃଷକଙ୍କ ଉପରେ କହିବା ବେଳେ ବିରୋଧୀଙ୍କୁ ଟାର୍ଗେଟ କରିଥିଲେ ।...

୧୭ ବର୍ଷ ପରେ ଅବସର ନେଇ ଫେରିଲେ ସେନା, ହାତ ପାପୁଲି ରଖି ସ୍ୱାଗତ କଲେ ଗାଁଲୋକେ

ଭୋପାଳ,୫ ।୨: ଦେଶର ସୀମାରେ ଜାଗ୍ରତ ପ୍ରହରି ସାଜି ନିଜ ଜୀବନକୁ ବାଜି ଲଗାଇ ଦେଶକୁ ସୁରକ୍ଷା ଯୋଗାଇଥାଆନ୍ତି ବୀର ଯବାନ । ଏମାନଙ୍କ ଦେଶଭକ୍ତି ଆଗରେ ସମସ୍ତ ଦେଶବାସୀଙ୍କ ମୁଣ୍ଡ ଆପଣାଛାଏଁ ନଇଁ ଯାଇଥାଏ । ଏହାର ଏକ...

ସାରା ବିଶ୍ୱରେ ଏବେ ଚାଉଳ ଅଭାବ, ଏମିତି ପୂରଣ କରିବ ଭାରତ

ନୂଆଦିଲ୍ଲୀ,୫।୨: ସମଗ୍ର ବିଶ୍ୱରେ ଏବେ ଚାଉଳର ଅଭାବ ପରିଲକ୍ଷିତ ହୋଇଛି। ତେଣୁ ଭାରତ ପୁଣି ଥରେ ସମଗ୍ର ବିଶ୍ୱର ଚାଉଳ ଅଭାବ ପୂରଣ କରିବାକୁ ଯାଉଛି। ଭାରତ ସରକାର ଆନ୍ଧ୍ରପ୍ରଦେଶରେ ଏକ ଡିପ୍‌ ଓ୍ବାଟର ପୋର୍ଟ ଉପଯୋଗ କରିବାକୁ ଯାଉଛନ୍ତି।...

ହାସ୍ୟ ଅଭିନେତା ମୁନୱାର ଫାରୁକିଙ୍କୁ ଜାମିନ

ଇନ୍ଦୋର,୫।୨: ହାସ୍ୟ ଅଭିନେତା ମୁନୱାର ଫାରୁକିଙ୍କୁ ଜାମିନ ମିଳିଛି। ହାଇକୋର୍ଟର ଇନ୍ଦୋର ବେଞ୍ଚରୁ ତାଙ୍କ ଜାମିନ ଆବେଦନ ପ୍ରତ୍ୟାଖ୍ୟାନ କରାଯିବା ପରେ ମୁନୱାର ସୁପ୍ରିମକୋର୍ଟ ଯାଇଥିଲେ। ଶୁକ୍ରବାର ସୁପ୍ରିମକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ। ସୂଚନାଯୋଗ୍ୟ, ମୁନୱାର ଫାରୁକି ହିନ୍ଦୁ...

ରାମ ମନ୍ଦିର ନିର୍ମାଣ ପାଇଁ ଭିକାରିମାନେ ଦେଲେ ୨୪୨୫ଟଙ୍କା

ରାମଗଡ଼,୫ ।୨: ଅଯୋଧ୍ୟାରେ ନିର୍ମାଣ କରାଯାଉଥିବା ପ୍ରଭୁ ରାମଙ୍କ ମନ୍ଦିର ଲାଗି ବିଭିନ୍ନ ବ୍ୟକ୍ତି ବିଶେଷ ସଙ୍ଗଠନ ଆଦି ଚାନ୍ଦା ଦେବାରେ ଲାଗିଛନ୍ତି । ହେଲେ ଝାଡ଼ଖଣ୍ଡର କେତେଜଣ ଭିକାରି ମନ୍ଦିର ନିର୍ମାଣ ପାଇଁ ଚାନ୍ଦା ଦେଇ ଅନ୍ୟମାନଙ୍କ ପାଇଁ...

ରେପୋ ରେଟ୍‌ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୫।୨: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ର ମୁଦ୍ରା ନୀତି କମିଟି ବୈଠକ ଶୁକ୍ରବାର ଶେଷ ହୋଇଛି। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏକ ଖବରଦାତା ସମ୍ମିଳନୀ କରି କମିଟି ନେଇଥିବା ନିଷ୍ପତ୍ତି ଘୋଷଣା କରିଛନ୍ତି। ଭାରତୀୟ ରିଜର୍ଭ...

କୃଷକ ଆମ ଦେଶର ସବୁଠାରୁ ବଡ ଶକ୍ତି: କୃଷି ମନ୍ତ୍ରୀ

ନୂଆଦିଲ୍ଲୀ,୫ ।୨: ରାଜ୍ୟ ସଭାରେ ଶୁକ୍ରବାର ବି କୃଷକ ଆନ୍ଦୋଳନ କଥାକୁ ନେଇ ଗୃହ ହୋଇଛି ସରଗରମ । ଗୃହରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଚର୍ଚ୍ଚା ଜାରି ରହିଛି । ଅନ୍ୟପଟେ ବିରୋଧୀ ନୂଆ ୩...

ପ୍ରାୟ ୪୬ଲକ୍ଷ ଲୋକଙ୍କୁ ଦିଆଗଲାଣି କରୋନା ଭ୍ୟାକ୍ସିନ: ୩୪ ଜଣ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ,୫ ।୨: କରୋନା ମହାମାରୀକୁ ଦୂରେଇବା ଲାଗି ଟିକାକରଣ ପ୍ରକ୍ରିୟା ପାଖାପାଖି ୨୦ ଦିନ ହେବ ଲାଗି ରହିଛି । ମିଳିଥିବା ସରକାରୀ ସୂଚନା ଅନୁଯାୟୀ ଗୁରୁବାର ପର୍ଯ୍ୟନ୍ତ ଦେଶରେ ପ୍ରାୟ ୪୫,୯୩,୪୨୭ ଜଣଙ୍କୁ ଏହି ଟିକା ଦିଆ ସରିଛି...

ମୋଦିଙ୍କ ଝିଆରୀଙ୍କୁ ମିଳିଲା ନାହିଁ ଟିକେଟ୍‌

ଅହମଦାବାଦ୍‌,୫।୧: ଗୁଜରାଟ ନଗର ନିର୍ବାଚନ ପାଇଁ ରାଜନୈତିକ ଉଷ୍ମତା ଦେଖିବାକୁ ମିଳିଛି। ଏହି ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଝିଆରୀ ସୋନଲ ମୋଦି ମଧ୍ୟ ଭାଜପା ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। କିନ୍ତୁ ତାହା ଅଧୁରା...

କଂଗ୍ରେସକୁ ମିଳିଛି ୧୩୯ କୋଟି ଟଙ୍କା ଚାନ୍ଦା

ନୂଆଦିଲ୍ଲୀ,୫।୨: ୨୦୧୯-୨୦ରେ କଂଗ୍ରେସକୁ ମିଳିଥିବା ଚାନ୍ଦା ରିପୋର୍ଟକୁ ସାର୍ବଜନୀନ କରିଛନ୍ତି ନିର୍ବାଚନ ଆୟୋଗ। କଂଗ୍ରେସକୁ ୨୦୧୯-୨୦ରେ ୧୩୯ କୋଟି ଟଙ୍କା ଚାନ୍ଦା ମିଳିଥିବା ଜଣାପଡିଛି। ପାର୍ଟି ଫଣ୍ଡରେ ସବୁଠୁ ଅଧିକ ଯୋଗଦାନ ବରିଷ୍ଠ ନେତା କପିଲ ସିବଲ ଦେଇଛନ୍ତି। ସେ...

ଜମ୍ମୁ-କଶ୍ମୀରର କିଛି ଅଞ୍ଚଳରେ ପାକିସ୍ତାନର ମୋବାଇଲ ସିଗନାଲ୍‌: ସତର୍କ କଲା ସୁରକ୍ଷା ଏଜେନ୍ସି!

ଜମ୍ମୁ,୫ ।୨: ଜମ୍ମୁ ସହର ନିକଟରେ ଥିବା କିଛି ଅଞ୍ଚଳରେ ପାକିସ୍ତାନର ମୋବାଇଲ ଟାୱାର ସିଗନାଲ ମିଳିବା ଫଳରେ ହଇଚଇ ସୃଷ୍ଟି ହୋଇଛି । ଏହାପରେ ସୁରକ୍ଷା ଏଜେନ୍ସି ପକ୍ଷରୁ ସିଗନାଲ ମିଳିଥିବା ଅଞ୍ଚଳରେ ସତର୍କ ସୂଚନା ଜାରି କରାଯାଇଛି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri