ସୋସିଆଲ ମିଡ଼ିଆର ଦୂରୁପୋଯୋଗ ଗ୍ରହଣୀୟ ନୁହେଁ: ରବିଶଙ୍କର ପ୍ରସାଦ
ନୂଆଦିଲ୍ଲୀ,୧୧।୨: ସୋସିଆଲ୍ ମିଡ଼ିଆରେ ଗୁଜବ ତଥା ମିଥ୍ୟ ଖବର ପ୍ରସାର କରିବା ସହ୍ୟ କରାଯିବ ନାହିଁ। ସମାଲୋଚନା ସ୍ବୀକାର୍ଯ୍ୟ। ମାତ୍ର ସୋସିଆଲ ମିଡ଼ିଆର ଦୂରୁପୋଯୋଗ ଗ୍ରହଣୀୟ ନୁହେଁ ବୋଲି କେନ୍ଦ୍ରୀୟ ସୂଚନା ପ୍ରସାରଣ ସ ପ୍ରଯୁକ୍ତି ମନ୍ତ୍ରୀ ରବି ଶଙ୍କର...
୫ ମାସର ଶିଶୁକୁ ଦିଆଯିବ ୨୨ କୋଟି ଟଙ୍କାର ଇଞ୍ଜେକସନ, ନଚେତ୍…
ମୁମ୍ବାଇ,୧୧।୨: ପାଞ୍ଚ ମାସର କୁନି ଶିଶୁକୁ ଦିଆଯିବ ୨୨ କୋଟି ଟଙ୍କାର ଇଞ୍ଜେକସନ୍। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ତିରା କାମତ ନାମକ ଏହି ଶିଶିଶୁ କନ୍ୟା ଏବେ ମୁମ୍ବାଇର ଏକ ଡାକ୍ତରଖାନାରେ ଜୀବନ ଓ ମୃତ୍ୟୁ ସହ...
ମିଶନ ବଙ୍ଗାଲ ପାଇଁ ପାଗ ଭିଡିଛନ୍ତି ଶାହା
ନୂଆଦିଲ୍ଲୀ,୧୧ ।୨: ପଶ୍ଚିମବଙ୍ଗ ନିର୍ବାଚନ ଜିତିବା ଲାଗି ଭାରତୀୟ ଜନତା ପାର୍ଟି(ଭାଜପା) ତା’ର ସମସ୍ତ ଶକ୍ତି ଲାଗାଇବାରେ ବ୍ୟସ୍ତ । ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପଶ୍ଚିମବଙ୍ଗ ଗସ୍ତ ସାରି ଫେରିବା ପରେ ଏବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ...
ଇଞ୍ଚେ ଜମି ବି ଦେବ ନାହିଁ ଭାରତ: ରାଜନାଥ
ନୂଆଦିଲ୍ଲୀ,୧୧।୨: ପୂର୍ବ ଲଦାଖର ଏଲ୍ଏସିରେ ଭାରତୀୟ ସେନା ଚାଇନା ସୈନ୍ୟ ବାହିନୀଙ୍କୁ କଡ଼ା ଜବାବ ଦେଇଛନ୍ତି। ଏ ସମ୍ପର୍କରେ ରାଜ୍ୟ ସଭାରେ ପ୍ରତିରକ୍ଷାମନ୍ତ୍ରୀ ପ୍ରକାଶ କରିଛନ୍ତି। ଗତବର୍ଷ ଚାଇନା ଏଲ୍ଏସିରେ ବିପୁଳ ପରିମାଣର ଗୋଳାବାରୁଦ ଠୁଳ କରୁଥିଲା। ତେବେ ଏବେ...
ସ୍ତ୍ରୀଙ୍କ ପ୍ରତାରଣା ସହି ନ ପାରି ସ୍ବାମୀ ନେଲେ ଏମିତି ପଦକ୍ଷେପ
ଅହମ୍ମଦାବାଦ,୧୧।୨: ପାରିବାରିକ ହିଂସା ମାମଲା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଫଳସ୍ବରୂପ ଅନେକ ଲୋକ ଆତ୍ମହତ୍ୟା କରୁଛନ୍ତି। ଅହମ୍ମଦାବାଦ ସହରରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି। ସ୍ତ୍ରୀଙ୍କ ପ୍ରତାରାଣା ସହି ନ ପାରି ସ୍ବାମୀ ଆତ୍ମହତ୍ୟା କରିଛନ୍ତି।...
ଟୁଇଟର ବିରୋଧରେ ପାତର ଅନ୍ତର ଅଭିଯୋଗ ଆଣିଲା ଭାରତ
ନୂଆଦିଲ୍ଲୀ,୧୧।୨: ଭାରତ ସରକାର ଏବଂ ଟୁଇଟର ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ଟୁଇଟର ପାତର ଅନ୍ତର କରୁଥିବା ଅଭିଯୋଗ ସରକାରଙ୍କ ପକ୍ଷରୁ କରାଯାଇଛି। ଜାନୁୟାରୀ ୨୬ରେ ଦିଲ୍ଲୀରେ ଚାଷୀ ସଂଗଠନଗୁଡ଼ିକ ପକ୍ଷରୁ ହୋଇଥିବା ଟ୍ରାକ୍ଟର ରାଲି ହିଂସା ପରେ ଭାରତ...
ଗ୍ଲେସିୟର ବିପତ୍ତିକୁ ଦୈବୀ ଦଣ୍ଡ କହିଲେ ରାଇନି ଗ୍ରାମବାସୀ
ନୂଆଦିଲ୍ଲୀ, ୧୧।୨: ଗ୍ଲେସିୟର ଭାଙ୍ଗି ଉତ୍ତରାଖଣ୍ଡର ଚାମୋଲିରେ ବିପର୍ଯ୍ୟୟ ସୃଷ୍ଟି କରିଥିବାବେଳେ ରାଇନି ଗ୍ରାମର ସ୍ଥାନୀୟ ଲୋକେ ଓ ବରିଷ୍ଠ ବ୍ୟକ୍ତିମାନେ ଏହାକୁ ଦୈବୀ ଦଣ୍ଡ କହିଛନ୍ତି। ଗାଁ ମନ୍ଦିର ଉଚ୍ଛେଦରୁ ଏଭଳି ବିପର୍ଯ୍ୟୟ ହେଲା ବୋଲି ସେମାନେ ମତ...
ପାଙ୍ଗୋଙ୍ଗ୍ରୁ ସେନା ପ୍ରତ୍ୟାହାର ଆରମ୍ଭ
ନୂଆଦିଲ୍ଲୀ, ୧୧।୨(ପି.ଟି.): ପୂର୍ବ ଲଦାଖ ଅନ୍ତର୍ଗତ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍ଏସି)ରେ ସୀମା ବିବାଦକୁ ନେଇ ୯ ମାସ ହେଲା ଅଚଳାବସ୍ଥା ଲାଗି ରହିଥିବା ବେଳେ ବୁଧବାର ପାଙ୍ଗୋଙ୍ଗ୍ ହ୍ରଦ ଉଭୟ ପାର୍ଶ୍ୱରୁ ଭାରତ ଓ ଚାଇନା ସେମାନଙ୍କ ସୈନ୍ୟ...
୧୮ରେ ଚାଷୀଙ୍କ ରେଳରୋକୋ
ନୂଆଦିଲ୍ଲୀ, ୧୧।୨(ପି.ଟି.): କୃଷି ଆଇନ ବିରୋଧରେ ଆନ୍ଦୋଳନକୁ ବଢ଼ାଇବା ପାଇଁ କୃଷକ ସଂଗଠନଗୁଡ଼ିକ ଫେବୃୟାରୀ ୧୮ରେ ଦେଶବ୍ୟାପୀ ୪ ଘଣ୍ଟିଆ ରେଳରୋକୋ ପାଇଁ ଡାକରା ଦେଇଛନ୍ତି। ଏଥିସହିତ ୧୨ ତାରିଖରୁ ରାଜସ୍ଥାନରେ ଟୋଲ୍ ଆଦାୟ କରିବାକୁ ଦିଆଯିବନି ବୋଲି ସଂଯୁକ୍ତ...
ୟୁପିରେ କନଷ୍ଟେବଳଙ୍କୁ ପିଟି ହତ୍ୟା
କାସ୍ଗଞ୍ଜ, ୧୧।୨: ମଦ ମାଫିଆ କିଙ୍ଗ୍ପିନ୍ଙ୍କୁ ଓ୍ବାରେଣ୍ଟ ଦେବାକୁ ମଙ୍ଗଳବାର ସନ୍ଧ୍ୟାରେ ଉତ୍ତରପ୍ରଦେଶର କାସ୍ଗଞ୍ଜ ଜିଲା ଅନ୍ତର୍ଗତ ଏକ ଗ୍ରାମକୁ ଯାଇଥିବା ପୋଲିସ ଟିମ୍ ଉପରେ ନିସ୍ତୁକ ମାଡ଼ ହୋଇଥିଲା। ଏଥିରେ ଜଣେ କନଷ୍ଟେବଳଙ୍କ ମୃତ୍ୟୁ ଘଟିବା ସହ ଅନ୍ୟ...
ଏମ୍ଏସ୍ପି, ମଣ୍ଡି ରହିବ
ନୂଆଦିଲ୍ଲୀ,୧୧ା୨(ଆଇଏଏନ୍ଏସ୍): କେନ୍ଦ୍ର ସରକାରଙ୍କ ୩ ବିବାଦୀୟ କୃଷି ଆଇନ ବିରୋଧରେ ଚାଷୀଙ୍କ ଆନ୍ଦୋଳନ ବୁଧବାର ୭୭ ଦିନରେ ପହଞ୍ଚତ୍ଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା ଜରିଆରେ ଏହି ପ୍ରସଙ୍ଗର ସମାଧାନ ପାଇଁ ସେମାନଙ୍କୁ ଆମନ୍ତ୍ରଣ କରିଛନ୍ତି। କୃଷିଜାତ ସାମଗ୍ରୀର ସର୍ବନିମ୍ନ...
ଫେମିନା ମିସ୍ ଇଣ୍ଡିଆ ଜିତିଲେ ମାନସା ବାରାଣସୀ
ମୁମ୍ବାଇ,୧୧।୨: ୨୦୨୦ ବର୍ଷ ପାଇଁ ଭିଏଲ୍ସିସି ଫେମିନା ମିସ୍ ଇଣ୍ଡିଆ ଜିତିଛନ୍ତି ମାନସା ବାରାଣସୀ। ଫେମିନା ମିସ୍ ଇଣ୍ଡିଆ ଇନ୍ଷ୍ଟାଗ୍ରାମରେ ଏହା ଘୋଷଣା କରାଯାଇଛି। ଫେବୃୟାରୀ ୧୦ ଆୟୋଜିତ ଗ୍ରାଣ୍ଡ ଫାଇନାଲରେ ତେଲେଙ୍ଗାନାର ମାନସା ବାଜି ମାରିନେଇଛନ୍ତି। ମାନ୍ୟା ସିଂ...
Archives


