ଜାତୀୟ

ଅଜବ ଶେଷ ଇଚ୍ଛା ସହ ଆତ୍ମହତ୍ୟା କଲେ ୟଶଙ୍କ ଫ୍ୟାନ

ବାଙ୍ଗାଲୋର,୨୦।୨: କର୍ନାଟକର ମାଣ୍ଡିଆ ଜିଲା ଅଧୀନ କୋଡିଡୋଡି ଗାଁରେ ଜଣେ ୨୫ ବର୍ଷୀୟ ଯୁବକ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି। ମାଣ୍ଡିଆ ପୋଲିସ ଅନୁଯାୟୀ, ମୃତକଙ୍କ ନାମ ରାମାକ୍ରିଷ୍ଣା। ସେ ‘କେଜିଏଫ୍‌’ ଷ୍ଟାର ୟଶ ଓ କର୍ନାଟକର ବିରୋଧୀ...

ଅମିତ ଶାହାଙ୍କ ପାଇଁ ସମନ ଜାରି

କୋଲକାତା,୧୯।୨: ତୃଣମୂଳ କଂଗ୍ରେସ(ଟିଏମ୍‌ସି) ଏମ୍‌ପି ଅଭିଷେକ ବାନାର୍ଜୀଙ୍କ ପକ୍ଷରୁ ଦାୟର ହୋଇଥିବା ମାନହାନି ମାମଲାରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ପଶ୍ଚିମବଙ୍ଗର ଏକ ସ୍ବତନ୍ତ୍ର (ଏମ୍‌ପି/ଏମ୍‌ଏଲ୍‌ଏ କୋର୍ଟ) ଅଦାଲତ ଏକ ସମନ ଜାରି କରିଛନ୍ତି। ଆସନ୍ତା ଫେବୃୟାରୀ ୨୨ ତାରିଖ...

ଜେଲ ହାଜତକୁ ଗଲେ ଦିଶା ରବି

ନୂଆଦିଲ୍ଲୀ,୧୯।୨: ଟୁଲ୍‌କିଟ୍‌ ମାମଲାରେ ୨୨ ବର୍ଷୀୟା ଜଳବାୟୁ କାର୍ଯ୍ୟକର୍ତ୍ତା ଦିଶା ରବିଙ୍କୁ ପଟିଆଲା ହାଉସ କୋର୍ଟ ୩ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି। ମାମଲାର ପଚରାଉଚୁରା ବେଳେ ଦିଶା କୌଣସି ଉତ୍ତର ଦେଇ ନ ଥିଲେ। ଏପରି...

ପତ୍ନୀଙ୍କଠାରୁ ଶୀଘ୍ର ଅଲଗା ହେବାକୁ ଚାହୁଁଛନ୍ତି ଓମାର ଅବଦୁଲ୍ଲା

ନୂଆଦିଲ୍ଲୀ,୧୯ ।୨: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାଶନାଲ କନଫରେନ୍ସ ନେତା ଓମାର ଅବଦୁଲ୍ଲାଙ୍କ ବୈବାହିକ ବିବାଦ ମାମଲା ଦିଲ୍ଲୀ ହାଇକୋର୍ଟରେ ଚାଲିଛି । କାରଣ ଓମାରଙ୍କ ପତ୍ନୀ ପାୟଲ ଅବଦୁଲ୍ଲାଙ୍କ ଓକିଲ ଭିଡିଓ କନଫରେନ୍ସିଂ ଜରିଆରେ ଶୁଣାଣିକୁ ନେଇ...

ଶ୍ରୀନଗରରେ ଦ୍ୱିତୀୟ ଆକ୍ରମଣ: ସିସିଟିଭିରେ କଏଦ ହେଲା ଆତଙ୍କବାଦୀଙ୍କ ଲାଇଭ୍ ଭିଜୁଆଲ୍‌

ଶ୍ରୀନଗର,୧୯ ।୨: ଜମ୍ମୁ-କଶ୍ମୀରରେ ପୁଣିଥରେ ପୋଲିସକୁ ଟାର୍ଗେଟ କରିଛନ୍ତି ଆତଙ୍କବାଦୀ । ବାରାଜୁଲ୍ଲା ଅଞ୍ଚଳରେ ଆତଙ୍କବାଦୀମାନେ ଶୁକ୍ରବାର ଦ୍ୱିପ୍ରହରରେ ପୋଲିସ ଉପରେ ଆଖିବୁଜା ଗୁଳି ଚଳାଇଛନ୍ତି । ଏଥିରେ ୨ ପୋଲିସ କର୍ମୀ ଶହୀଦ ହୋଇଛନ୍ତି । ଜମ୍ମୁ-କଶ୍ମୀର ପୋଲିସ...

ଆତଙ୍କବାଦକୁ ଉସକାଉଥିବା ଲୋକଙ୍କ ମଧ୍ୟରେ ଶିକ୍ଷିତ ବି ସାମିଲ: ମୋଦି

ନୂଆଦିଲ୍ଲୀ,୧୯ ।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପଶ୍ଚିମବଙ୍ଗର ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟର ଦିକ୍ଷାନ୍ତ ସମାରୋହକୁ ଭିଡିଓ କନଫରେନସିଂ ଜରିଆରେ ସମ୍ବୋଧିତ କରିଛନ୍ତି । ଏହି ସମୟରେ ପଶ୍ଚିମବଙ୍ଗ ରାଜ୍ୟପାଳ ଜନଦୀପ ଧନଖଡ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ...

ନାଗପୁରରେ ପୁଣି ଫୁଟିଲା କରୋନା ବୋମା

ନାଗପୁର,୧୯।୨: କରୋନା ପୁଣି ଥରେ ମହାରାଷ୍ଟ୍ର କାୟା ବିସ୍ତାର କରିବା କରିବା ଆରମ୍ଭ କରିଛି। ମହାରାଷ୍ଟ୍ରରେ ୭୫ଦିନ ପରେ ୫୦୦୦ରୁ ଅଧିକ ନୂଆ କରୋନା ସଂକ୍ରମଣ ସାମ୍ନାକୁ ଆସିଛି। ନାଗପୁରରେ କରୋନା ଉଗ୍ର ରୂପ ଧାରଣ କରିଛି। ଗତ ୨୪...

ରୋଷେଇ ଗ୍ୟାସ ଦର ବୃଦ୍ଧି: ମାଟି ଚୁଲି ନେଇ ବିଧାନସଭାରେ ପହଞ୍ଚିଲେ କଂଗ୍ରେସ ବିଧାୟକ

ପାଟନା,୧୯ ।୨: ଦେଶରେ ଲଗାତାର ଭାବେ ପେଟ୍ରୋଲ, ଡିଜେଲ ଓ ରୋଷେଇ ଗ୍ୟାସର ଦାମ୍ ବୃଦ୍ଧି ପାଇବାରେ ଲାଗିଛି । ୧୧ ଦିନ ମଧ୍ୟରେ ଦୁଇଥର ତୈଳ ଦର ବୃଦ୍ଧି ସାଧାରଣ ଲୋକଙ୍କୁ ଅସ୍ତବ୍ୟସ୍ତ କରିପକାଇଛି । ବିହାରରେ ଏହି...

ଛତ୍ରପତି ଶିବାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୋଦି

ନୂଆଦିଲ୍ଲୀ,୧୯।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଛତ୍ରପତି ଶିବାଜୀ ମହାରାଜଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ଟୁଇଟ କରି କହିଛନ୍ତି, ମା ଭାରତୀଙ୍କ ଅମର ପୁତ୍ର ଛତ୍ରପତି ଶିବାଜୀ ମହାରାଜଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଶତ ଶତ...

ବିଦାୟ ନେଲେ ପିତା ରାଜୀବଙ୍କ ଘନିଷ୍ଠ ବନ୍ଧୁ: କାନ୍ଧ ଲଗାଇଲେ ରାହୁଲ

ନୂଆଦିଲ୍ଲୀ,୧୯ ।୨: କଂଗ୍ରେସ ନେତା ତଥା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ୍‌କ ଘନିଷ୍ଠ ବନ୍ଧୁ କୁହାଯାଉଥିବା କ୍ୟାପଟେନ ସତିଶ ଶର୍ମାଙ୍କ ଅନ୍ତିମ ଯାତ୍ରା ଆରମ୍ଭ ହୋଇ ଯାଇଛି । ଏହି ଅବସରରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ରାଜୀବଙ୍କ...

ବଜାରକୁ ଆସିଲା ବାବା ରାମଦେବଙ୍କ ଆୟୁର୍ବେଦିକ କରୋନା ଔଷଧ

ନୂଆଦିଲ୍ଲୀ,୧୯।୨: ଯୋଗ ଗୁରୁ ବାବା ରାମଦେବ କରୋନା ସଂକ୍ରମଣର ମୁକାବିଲା ପାଇଁ ଏକ ନୂତନ ଔଷଧ ଲଞ୍ଚ କରିଛନ୍ତି। ଶୁକ୍ରବାର ଦିଲ୍ଲୀର ସମ୍ବିଧାନ କ୍ଲବରେ ଏକ କାର୍ଯ୍ୟକ୍ରମ ସମୟରେ ରାମଦେବ ଏହାକୁ ଲଞ୍ଚ କରିଥିଲେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ...

କରୋନା ସଂକ୍ରମଣ: କେରଳରୁ ପୁଣେ ଯାଉଥିବା ଲୋକଙ୍କ ଆର୍‌ଟି-ପିସିଆର୍ ଟେଷ୍ଟ ଜରୁରୀ

ମୁମ୍ବାଇ,୧୯ ।୨: ଗୋଟିଏ ପଟେ ଦେଶରେ କରୋନା ସଂକ୍ରମଣ ସଂଖ୍ୟା କମ୍ ହେଉଥିବା ବେଳେ ଅନ୍ୟପଟେ ମହାରାଷ୍ଟ୍ରରେ ଏହାର ବିପରିତ ଦେଖିବାକୁ ମିଳିଛି । ଲଗାତାର ଭାବେ ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାପରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri