ଜାତୀୟ

ମାଟ୍ରିକ୍‌ ପରୀକ୍ଷା ବାତିଲ: ରାସ୍ତାରେ ଭଙ୍ଗାରୁଜା କଲେ ଶିକ୍ଷାର୍ଥୀ

ପାଟନା,୨୦।୨: ବିହାର ବିଦ୍ୟାଳୟ ପରୀକ୍ଷା ସମିତି ପକ୍ଷରୁ ସାମାଜିକ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହେବା ପରେ ଏହାକୁ ବାତିଲ କରାଯାଇଛି। ଏହି ପରୀକ୍ଷା ୨୦୨୧ ମାର୍ଚ୍ଚ ୮ରେ ଅନୁଷ୍ଠିତ ହେବ ବୋଲି ବିହାର ବୋର୍ଡ ପକ୍ଷରୁ କୁହାଯାଇଛି। ଜମୁଇ ଜିଲାର...

ଭାଜପା ନେତାଙ୍କୁ ବାଂଲାଦେଶୀ କହିଲା କଂଗ୍ରେସ

ମୁମ୍ବାଇ,୨୦।୨: କଂଗ୍ରେସକୁ ଭାଜପା ସଂଖ୍ୟାଲଘୁ ତୁଷ୍ଟିକରଣ ଦଳ ବୋଲି କହିଆସୁଥିଲା। ତେବେ ଏବେ କଂଗ୍ରେସ ଭାଜପା ଉପରେ ସଂଘ ଜେହାଦ ବୃଦ୍ଧି କରାଉଥିବା ଅଭିଯୋଗ ଆଣିଛି। ଉତ୍ତର ମୁମ୍ବାଇର ଭାଜପା ସଂଖ୍ୟାଲଘୁ ସେଲର ଅଧ୍ୟକ୍ଷ ରୁବେଲ ଶେଖ୍‌ଙ୍କୁ ମହାରାଷ୍ଟ୍ର କଂଗ୍ରେସ...

ଭକ୍ତି ରାଜନୀତି: ଚାନ୍ଦିନି ଚୌକରେ ହନୁମାନ ଚାଳିଶା ପାଠ କଲେ ଏଏପି ନେତା

ନୂଆଦିଲ୍ଲୀ,୨୦।୨: ରାଜଧାନୀ ଦିଲ୍ଲୀରେ ଏବେ ଭକ୍ତି ରାଜନୀତି ଆରମ୍ଭ ହୋଇଛି। ଚାନ୍ଦିନି ଚୌକରେ ଥିବା ଏକ ହନୁମାନ ମନ୍ଦିରକୁ ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ଭଙ୍ଗା ଯାଇଥିଲା। ମାତ୍ର ପୁରୁଣା ମନ୍ଦିରଠାରୁ କିଛି ଦୂରରେ ଏବେ ରାତାରାତି ନୂଆ ମନ୍ଦିର ନିର୍ମାଣ ହୋଇଯାଇଛି।...

ମୁଖ୍ୟମନ୍ତ୍ରୀଙ୍କୁ ମଶା କାମୁଡ଼ିବାରୁ ନିର୍ବାହୀଯନ୍ତ୍ରୀଙ୍କୁ ରିପୋର୍ଟ ତଲବ

ଭୋପାଳ,୨୦।୨: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନଙ୍କୁ ମଶା କାମୁଡ଼ିବାରୁ ଜଣେ ପିଡବ୍ଲ୍ୟୁଡି ନିର୍ବାହୀ ଯନ୍ତ୍ରୀଙ୍କୁ ରିପୋର୍ଟ ତଲବ କରାଯିବା ସହିତ କାହିଁକି ତାଙ୍କର ୨ ବର୍ଷର ଦରମା ବୃଦ୍ଧି ରୋକା ଯିବ ନାହିଁ ସେ ନେଇ କାରଣ ଦର୍ଶାଅ...

ଅଶ୍ଳୀଳ ଭିଡିଓ ପ୍ରସ୍ତୁତ କରି ପ୍ରଫେସରଙ୍କୁ ୧୦ ଲକ୍ଷ ଟଙ୍କା ମାଗିଲେ ମହିଳା, ଆଉ ତା’ ପରେ…

ଲକ୍ଷ୍ନୌ,୨୦।୨: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଜଣେ ମହିଳା ଜଣେ ପ୍ରଫେସରଙ୍କୁ ବ୍ଲାକମେଲ କରି ୧୦ ଲକ୍ଷ ଟଙ୍କା ମାଗିବା ପରି ଏକ ଘଟଣା ସାମ୍ନାକୁ ଆସିଛି। ଅଭିଯୁକ୍ତ ମହିଳା ଜଣକ ତାଙ୍କର ଦୁଇ ବନ୍ଧୁଙ୍କ ସହ ମିଶି ପ୍ରଫେସରଙ୍କୁ ଲୁଟିଛନ୍ତି।...

ଭାରତୀୟ ମୌସୁମୀ ୨୭୦ ଲକ୍ଷ ବର୍ଷ ପୁରୁଣା

ନୂଆଦିଲ୍ଲୀ,୨୦।୨: ଭାରତୀୟ ମୌସୁମୀର ବିବର୍ତ୍ତନ ନେଇ ସମ୍ପୂର୍ଣ୍ଣ ଭାବରେ କୌଣସି ତଥ୍ୟ ମିଳି ପାରିନାହିଁ। ଏହାର ଉତ୍ପତ୍ତି ସ୍ଥିତିର ତୀବ୍ରତା କିପରି ସମ୍ଭବ ହେଉଛି ତାହାର ଡିକୋଡ କୈଜ୍ଞାନିକମାନେ ବର୍ତ୍ତମାନ ସୁଦ୍ଧା କରିନାହାଁନ୍ତି। ସମୟ ସହିତ ଏହା କିପରି ବଦଳିଛି...

କେନ୍ଦ୍ର ସହିତ ରାଜ୍ୟ ସରକାର ମିଳିତ ଭାବେ କାର୍ଯ୍ୟ କରିବା ଆବଶ୍ୟକ: ମୋଦି

ନୂଆଦିଲ୍ଲୀ,୨୦।୨: ଦେଶର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ସହିତ ରାଜ୍ୟ ସରକାର ମିଳିତ ଭାବେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ଏହା ଦ୍ୱାରା ଦେଶର କୃଷି କ୍ଷେତ୍ର ସହିତ ଅନ୍ୟ କ୍ଷେତ୍ରରେ ମଧ୍ୟ ବିକାଶ ସମ୍ଭବ ହୋଇ ପାରିବ। ନୀତି...

ଦିଲ୍ଲୀ ପୋଲିସକୁ ସୋସିଆଲ ମିଡ଼ିଆରେ ଖୋଲା ଚ୍ୟାଲେଞ୍ଜ୍‌ କଲେ ଲଖା ସିଧାନା

ନୂଆଦିଲ୍ଲୀ,୨୦।୨: ଜାନୁୟାରୀ ୨୬ ଦିଲ୍ଲୀ ହିଂସାର ମାଷ୍ଟର ମାଇଣ୍ଡ ଥିବା ପୂର୍ବ ଗ୍ୟାଙ୍ଗଷ୍ଟର ଲଖା ସିଧାନା ସୋସିଆଲ ମିଡ଼ିଆରେ ଦିଲ୍ଲୀ ପୋଲିସକୁ ଖୋଲା ଚ୍ୟାଲେଞ୍ଜ୍‌ ଦେଇଛନ୍ତି। ସେ ଚାଷୀଙ୍କ ଆନ୍ଦୋଳନକୁ ସମର୍ଥନ କରିବା ସହିତ ଫେବୃୟାରୀ ୨୩ରେ ଭଟିଣ୍ଡା ଜିଲାର...

ଶବନମ୍‌ଙ୍କ ଫାଶୀ ଦଣ୍ଡକୁ ବିରୋଧ କଲେ ଅଯୋଧ୍ୟା ସାଧୁସନ୍ଥ

ଲକ୍ଷ୍ନୌ,୨୦।୨: ଦେଶ ସ୍ବାଧୀନ ହେବା ପରେ ଉତ୍ତରପ୍ରଦେଶରେ ପ୍ରଥମ ଥର ପାଇଁ ଜଣେ ମହିଳାଙ୍କୁ ଫାଶୀ ଦିଆଯିବ। ଏନେଇ ମଥୁରା ଜେଲରେ ପ୍ରସ୍ତୁତି ଆରମ୍ଭ ହୋଇଛି। ଆମରୋହା ବାସିନ୍ଦା ଶବନମଙ୍କୁ ମଥୁରା ଜେଲରେ ଫାଶୀ ଦିଆଯିବ। ତେବେ ଏନେଇ କୌଣସି...

ସଂଘର୍ଷରେ ମରିଛନ୍ତି ୪ ଚାଇନା ସୈନ୍ୟ

ନୂଆଦିଲ୍ଲୀ, ୨୦।୨: ପୂର୍ବ ଲଦାଖର ଗଲ୍‌ଓ୍ବାନ୍‌ ଉପତ୍ୟକାରେ ଗତବର୍ଷ ଜୁନ୍‌ରେ ଭାରତୀୟ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା। ସେଥିରେ ୨୦ ଭାରତୀୟ ଯବାନ ଶହୀଦ ହୋଇଥିଲେ। ତେବେ ଚାଇନା ଏହାର ସୈନ୍ୟ ମୃତାହତ ସମ୍ପର୍କରେ ତଥ୍ୟ...

ଭାରତ-ଚାଇନା କମାଣ୍ଡର ସ୍ତରୀୟ ବୈଠକ ଆଜି

ନୂଆଦିଲ୍ଲୀ,୨୦ ।୨: ଭାରତ-ଚାଇନା ମଧ୍ୟରେ ଏଲ୍‌ଏସିରେ ଲାଗି ରହିଥିବା ତୁତୁମେମେ ମଧ୍ୟରେ ଏବେ ଏହା ଶେଷ ହେବାକୁ ଯାଉଛି । ଉଭୟ ଦେଶର ସେନାପଛକୁ ଫେରିବା ଆରମ୍ଭ କରିଥିବା ବେଳେ ଏବେ ଦୁଇ ଦେଶ ମଧ୍ୟରେ ୧୦ମ କମାଣ୍ଡର ସ୍ତରୀୟ...

ଦେଶରେ ୩୪ ଦିନରେ ୧ କୋଟିରୁ ଅଧିକ ଟିକାକରଣ!

ନୂଆଦିଲ୍ଲୀ,୨୦ ।୨: କରୋନା ମହାମାରୀକୁ ଦୂରେଇ ଦେବାକୁ ଏବେ ବିଶ୍ୱର ଅଧିକାଂଶ ଦେଶରେ ଚାଲିଛି ଟିକାକରଣ କାର୍ଯ୍ୟକ୍ରମ । ଏହି କ୍ରମରେ ଭାରତରେ ବି ଟିକାକରଣ ଖୁବ୍ ଜୋରରେ ଚାଲିଛି । ମିଳିଥିବା ସୂଚନାରୁ ଜଣାପଡିଛି କି ଗତ ୩୪...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri