Posted inଜାତୀୟ

ଭକ୍ତି ରାଜନୀତି: ଚାନ୍ଦିନି ଚୌକରେ ହନୁମାନ ଚାଳିଶା ପାଠ କଲେ ଏଏପି ନେତା

ନୂଆଦିଲ୍ଲୀ,୨୦।୨: ରାଜଧାନୀ ଦିଲ୍ଲୀରେ ଏବେ ଭକ୍ତି ରାଜନୀତି ଆରମ୍ଭ ହୋଇଛି। ଚାନ୍ଦିନି ଚୌକରେ ଥିବା ଏକ ହନୁମାନ ମନ୍ଦିରକୁ ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ଭଙ୍ଗା ଯାଇଥିଲା। ମାତ୍ର ପୁରୁଣା ମନ୍ଦିରଠାରୁ କିଛି ଦୂରରେ ଏବେ ରାତାରାତି ନୂଆ ମନ୍ଦିର ନିର୍ମାଣ ହୋଇଯାଇଛି। ଶୁକ୍ରବାର ଭାଜପା ପକ୍ଷରୁ ଏଠାରେ ପୂଜାର୍ଚ୍ଚନା କରାଯାଇଥିବାବେଳେ ଶନିବାର ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ନେତା ସେଠାରେ ପହଞ୍ଚି ହନୁମାନ ଚାଳିଶା ପାଠ କରିଛନ୍ତି। ଏଏପି ନେତା ଦୁର୍ଗେଶ ପାଠକ ଏଠାରେ ଚାଳିଶା ପାଠ କରିଥିବାବେଳେ ତାଙ୍କ ସହିତ ଚାନ୍ଦିନି ଚୌକ ଏଏପି ବିଧାୟକ ପ୍ରହଲ୍ଲାଦ ସିଂ ସାହାଣୀ ମଧ୍ୟ ଉପସ୍ଥିତ ଥିଲେ। ଶନିବାର ଦିନସାରା ହନୁମାନ ଚାଳିଶା ପାଠର ଆୟୋଜନ କରାଯାଇଥିବା ମନ୍ଦିର ପୂଜାରୀ ଅଶୋକ କୁମାର ଶର୍ମା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ମୋର ବଜରଙ୍ଗ ବାଲି ବୟାନକୁ ନେଇ… କମ୍ପୁଛି କଂଗ୍ରେସର ପାଦ’: ମୋଦି

ନୂଆଦିଲ୍ଲୀ,୫।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର କହିଛନ୍ତି କଂଗ୍ରେସର ପାଦ କମ୍ପୁଛି। ସେ କହିଛନ୍ତି, ମୋର ବଜରଙ୍ଗ ବାଲି ବୟାନକୁ ନେଇ କଂଗ୍ରେସକୁ ସମସ୍ୟା ହୋଇଛି।...

ବାରମୁଳା ଏନ୍‌କାଉଣ୍ଟର, ଲଶ୍କରର ଶୀର୍ଷ କମାଣ୍ଡର ନିହତ…

ଶ୍ରୀନଗର, ୨୧।୪ : ଜମ୍ମୁ-କଶ୍ମୀରର ବାରାମୁଳାର ମାଲୱାରେ ଗୁରୁବାର ଏନକାଉଣ୍ଟରରେ ମିଳିତ ସୁରକ୍ଷା ବାହିନୀଙ୍କୁ ଏକ ବଡ଼ ସଫଳତା ମିଳିଛି। ଏହି ଏନକାଉଣ୍ଟରରେ ଆତଙ୍କବାଦୀ ସଂଗଠନ...

ଯମରାଜଙ୍କୁ ନୋଟିସ୍‌ ପଠାଇବାକୁ ହାଇକୋର୍ଟରେ ଆବେଦନ

କୋଲକାତା,୫।୧୦: ପଶ୍ଚିମବଙ୍ଗ କୋଲକତା ହାଇକୋର୍ଟରେ ଯମରାଜାକୁ ନୋଟିସ୍‌ ପଠାଇବାକୁ ଏକ ଆବେଦନ କରାଯାଇଛି। ଦୁଇଜଣ ଦୋଷୀଙ୍କ ପରିବାର ପକ୍ଷରୁ ଏନେଇ ହାଇକୋର୍ଟରେ ଆବେଦନ କରାଯାଇଛି। ଦୋଷୀମାନେ...

ବଢିବ ବ୍ରିଜଭୂଷଣଙ୍କ ଅଡୁଆ, ଆଜି ଦିଲ୍ଲୀ ପୋଲିସ ଦାଖଲ କରିବ ଏଫଆଇଆର

ନୂଆଦିଲ୍ଲୀ,୨୮।୪: ମହିଳା ରେସଲରଙ୍କ ଧାରଣା ପ୍ରଦର୍ଶନ ମାମଲାରେ ଏମପି ବ୍ରିଜଭୂଷଣ ଶରଣ ସିଂଙ୍କ ଅଡୁଆ ବଢିପାରେ। ଦିଲ୍ଲୀ ପୋଲିସ କହିଛି କି ସେ ଆଜି ଅର୍ଥାତ...

କର୍ନାଟକ ବିଧାନସଭା ନିର୍ବାଚନ: ୫୧୭ଜଣ କଲେ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର

ବେଙ୍ଗାଲୁରୁ, ୨୫।୪: କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର କରିବାର ସୋମବାର ଶେଷ ଦିନ ଥିଲା। ତେବେ ନିର୍ବାଚନ ଅଧିକାରୀ କହିଛନ୍ତି, ୫୧୭ଜଣ ପ୍ରାର୍ଥୀ...

ମୃତ୍ୟୁକାଳୀନ ଜମାନବନ୍ଦୀ ଆଧାରରେ ଦୋଷୀ ସାବ୍ୟସ୍ତ କରାଯାଇପାରିବ

ନୂଆଦିଲ୍ଲୀ,୧୦ା୫: ଜଣଙ୍କର ମୃତ୍ୟୁକାଳୀନ ଜମାନବନ୍ଦୀକୁ ସତ୍ୟ ଓ ସ୍ବେଚ୍ଛାକୃତ ବୋଲି କୋର୍ଟ ଗ୍ରହଣ କରିବା ପରେ ତାକୁ ଦଣ୍ଡବିଧାନର ମୌଳିକ ଆଧାର ରୂପେ ଧରାଯାଇପାରିବ। ଏଥିଲାଗି...

ଆତଙ୍କବାଦୀଙ୍କ ନୂଆ ଟ୍ରେନିଂକୁ ନେଇ ଚିନ୍ତାରେ ପୋଲିସ

ନୂଆଦିଲ୍ଲୀ,୬।୮: ଏହା ଏକ ଭିନ୍ନ କଥା ଯେ ବର୍ତ୍ତମାନ ଦେଶରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ବହୁ ପରିମାଣରେ ବନ୍ଦ କରି ଦିଆଯାଇଛି। ଏହା ସତ୍ତ୍ୱେ ଆତଙ୍କବାଦୀ ସଂଗଠନଗୁଡ଼ିକ...

ଭାରତ ପାଖରେ କମ୍‌ ଆଣବିକ ଅସ୍ତ୍ର: ତେବେ ବି ଚାଇନା-ପାକିସ୍ତାନକୁ କଡ଼ା ଜବାବ ଦେବାକୁ ସକ୍ଷମ…

ନୂଆଦିଲ୍ଲୀ,୧୫।୬: ଭାରତ ପାଖରେ ଚାଇନା ଏବଂ ପାକିସ୍ତାନ ତୁଳନାରେ କମ୍‌ ଆଣବିକ ଅସ୍ତ୍ର ରହିଛି। ତେବେ ବି ଭାରତ ଉଭୟ ଚାଇନା ଏବଂ ପାକିସ୍ତାନକୁ କଡ଼ା...

Advertisement
Archives

Model This Week