ନିଖୋଜଙ୍କୁ ମୃତ ଘୋଷଣା କରିବେ ସରକାର
ଡେରାଡୁନ୍,୨୩।୨: ଚାମୋଲିରେ ଘଟିଥିବା ହିମସ୍ଖଳନ ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୩୬ ଜଣ ନିଖୋଜଙ୍କ ପତ୍ତା ମିଳିନି। ପରିବାର ସଦସ୍ୟଙ୍କ ଆଖିରୁ ଲୁହ ଶୁଖୁନି। ନିଖୋଜଙ୍କ ବାଟ ଚାହିଁ ବସିଛନ୍ତି ପ୍ରିୟପରିଜନ। ଏପରିସ୍ଥଳେ ରାଜ୍ୟ ସରକାର ନିଖୋଜଙ୍କୁ ମୃତ ଘୋଷଣା କରିବା...
ପୁଣି ଡରାଇଲାଣି କରୋନା: ୧୩ ରାଜ୍ୟରେ ୨୪ ଘଣ୍ଟାରେ ୧୦,୫୮୪ ନୂଆରୋଗୀ, ୭୮ ମୃତ
ନୂଆଦିଲ୍ଲୀ,୨୩ ।୨: ଦେଶରେ କରୋନା ଭାଇରସ ପୁଣିଥରେ କାୟା ବିସ୍ତାର କରିବା ଆରମ୍ଭ କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ପାୟ ୧୩ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ସୁସ୍ଥ ହାର ଅପେକ୍ଷା ନୂଆ ରୋଗୀଙ୍କ ସଂଖ୍ୟାରେ...
କରୋନା ଅଗ୍ନିପରୀକ୍ଷାରେ ଦେଶ ସଫଳ ହୋଇଛି: ମୋଦି
ନୂଆଦିଲ୍ଲୀ,୨୩।୨: କରୋନା ମହାମାରୀ ବିରୋଧରେ ଲଢ଼େଇରେ ଦେଶକୁ ସଫଳତା ମିଳିଛି। ଏହା ଏକ ଅଗ୍ନି ପରୀକ୍ଷା ସଦୃଶ ଥିଲା। ତେବେ ଭାରତ ଯୋଜନାବଦ୍ଧ ଭାବେ ବିପଦରୁ ମୁକୁଳି ପାରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର କହିଛନ୍ତି। ଆୟୋଜିତ ଏକ...
ଭାରତର ଆକାଶପଥ ବ୍ୟବହାର କରିବାକୁ ଇମ୍ରାନଙ୍କୁ ମିଳିଲା ଅନୁମତି
ନୂଆଦିଲ୍ଲୀ,୨୩ ।୨: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ଭାରତ ତା’ର ଆକାଶ ପଥ ବ୍ୟବହାର କରିବାକୁ ଅନୁମତି ପ୍ରଦାନ କରିଛି । ସୂଚନାଯୋଗ୍ୟ, ଇମ୍ରାନ ଖାଁ ମଙ୍ଗଳବାର ନିଜ ମନ୍ତ୍ରିମଣ୍ଡଳର ସହଯୋଗୀ ଓ ଉଚ୍ଚ ସ୍ତରୀୟ ବ୍ୟବସାୟ ପ୍ରତିନିଧି ମଣ୍ଡଳଙ୍କ...
ଲାଲ୍ କିଲ୍ଲା ହିଂସା: ୨ ଅଭିଯୁକ୍ତ ଜମ୍ମୁରୁ ଗିରଫ
ନୂଆଦିଲ୍ଲୀ,୨୩।୨: ଜାନୁୟାରୀ ୨୬ରେ ଲାଲକିଲ୍ଲା ହିଂସାର ୨ ଅଭିଯୁକ୍ତଙ୍କୁ ଦିଲ୍ଲୀ ପୋଲିସ ଜମ୍ମୁରୁ ଗିରଫ କରିଛି। ସେମାନେ ହେଉଛନ୍ତି ମନିନ୍ଦର ସିଂ ଏବଂ ମନଦୀପ୍ ସିଂ। ମନିନ୍ଦର ଜମ୍ମୁ-କଶ୍ମୀର ୟୁନାଇଟେଡ୍ କିଷାନ ଫ୍ରଣ୍ଟ୍ର ଅଧ୍ୟକ୍ଷ। ସେ ଜମ୍ମୁ ସହରର ଛାଥା...
ରାସାୟନିକ କାରଖାନାରେ ପ୍ରଚଣ୍ଡ ବିସ୍ଫୋରଣ
ଭରୁଚ,୨୩।୨: ଗୁଜରାଟର ଭରୁଚ ଜିଲାର ଝଗଡ଼ିଆଠାରେ ଥିବା ଜିଆଇଡିସିର ରାସାୟନିକ କାରଖାନାରେ ମଙ୍ଗଳବାର ଭୋର୍ ୨ଟାରେ ପ୍ରଚଣ୍ଡ ବିସ୍ଫୋରଣ ଘଟିଛି। କାରଖାନାର ୟୁପିଏଲ୍-୫ ପ୍ଲାଣ୍ଟ୍ରେ ଏଭଳି ଘଟିଥିବା ପୋଲିସ ପକ୍ଷରୁ କୁହାଯାଇଛି। ବିସ୍ଫୋରଣ ପରେ କାରଖାନାରେ ନିଆଁ ଲାଗି ଯାଇଥିଲା।...
ରୁତୋଗରେ ଶିବିର ନିର୍ମାଣ କରୁଛି ଚାଇନା
ଲଦାଖ,୨୩।୨: ଭାରତ ଚାଇନା ମଧ୍ୟରେ ପୂର୍ବ ଲଦାଖରେ ଜାରି ରହିଥିବା ସୀମା ବିବାଦ ନେଇ ଆଲୋଚନା ପରେ ଦୁଇପକ୍ଷ ପଛକୁ ହଟିବାକୁ ନିଷ୍ପତ୍ତି ହୋଇଥିଲା। ଭାରତ ଏହାକୁ ପାଳନ କରିଥିବାବେଳେ ଚାଇନା ବିବାଦୀୟ ଅଞ୍ଚଳରୁ ହଟି ଏବେ ରୁତୋଗଠାରେ ସୈନ୍ୟ...
‘କୃଷି ଆଇନ ଚାଷୀଙ୍କୁ ବରବାଦ କରିଦେବ’
ଥିରୁଭାନନ୍ତପୁରମ୍, ୨୩ା୨: କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋମବାର ତାଙ୍କ ନିର୍ବାଚନମଣ୍ଡଳୀ କେରଳର ଓ୍ବାୟନାଡ୍ରେ ଟ୍ରାକ୍ଟର ରାଲି କହିଛନ୍ତି। ଏଥିରେ ଶହେରୁ ଊର୍ଦ୍ଧ୍ୱ ଟ୍ରାକ୍ଟର ସହ ଚାଷୀ, ଶ୍ରମିକ ଓ କଂଗ୍ରେସ କାର୍ଯ୍ୟକର୍ତ୍ତାମାନେ ସାମିଲ ହୋଇଥିଲେ। କଂଗ୍ରେସ ବିଧାୟକ ଆଇ....
ଭାରତ ଜଳସୀମାରେ ରୋହିଙ୍ଗ୍ୟା
ନୂଆଦିଲ୍ଲୀ, ୨୩ା୨: ପ୍ରାୟ ୯୦ ରୋହିଙ୍ଗ୍ୟା ଏବଂ ୩ ବାଲାଂଦେଶ କ୍ରିଉ ସଦସ୍ୟଙ୍କ ସହ ଏକ ବୋଟ୍ ସୋମବାର ଭାରତର ଜଳସୀମା ଆଣ୍ଡାମାନ ନିକଟରେ ପହଞ୍ଚିଛି। ଜାତିସଂଘ ଏଜେନ୍ସି ଏବଂ ମାନବାଧିକାର ଗୋଷ୍ଠୀ ପକ୍ଷରୁ ଏ ନେଇ ଚିନ୍ତା ବ୍ୟକ୍ତ...
ଓ୍ବାରାଓ୍ବାରା ରାଓଙ୍କୁ ଜାମିନ
ମୁମ୍ବାଇ, ୨୩ା୨: ଭୀମା କୋରେଗାଁଓ ମାମଲାରେ ଅଭିଯୁକ୍ତ ଓ୍ବାରାଓ୍ବାରା ରାଓଙ୍କୁ ବମ୍ବେ ହାଇକୋର୍ଟ ସୋମବାର ୬ ମାସ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ତେଲୁଗୁ କବି ତଥା ସାମାଜିକ କର୍ମୀ ଓ୍ବାରାଓ୍ବାରାଙ୍କୁ ସ୍ବାସ୍ଥ୍ୟଗତ କାରଣରୁ ଜାମିନ ପ୍ରଦାନ କରାଯାଇଛି।...
ଗ୍ରାହକଙ୍କ ପାଇଁ ଚାଟ ବିକାଳିଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ
ବାଗପାଟ, ୨୨।୨- ଗ୍ରାହକଙ୍କ ପାଇଁ ଦୋକାନୀଙ୍କ ମଧ୍ୟରେ ଟଣାଓଟରା କିମ୍ବା ଯୁକ୍ତିତର୍କ ଦେଖିଯିବା କିଛି ନୂଆ ଘଟଣା ନୁହେଁ। କିନ୍ତୁ ଉତ୍ତର ପ୍ରଦେଶର ବାଗପାଟ ଜିଲାରୁ ଅତିଥି ଭବନ ମାର୍କେଟ ଅଞ୍ଚଳରୁ ଆସିଛି ଏକ ଭୟଙ୍କର ଭିଡିଓ। ଉକ୍ତ ଭିଡିଓରେ...
କଂଗ୍ରେସ ବିଧାୟକଙ୍କ ସମ୍ପତ୍ତି ୪୫୦ କୋଟି
ଭୋପାଳ, ୨୨।୨- ମଧ୍ୟପ୍ରଦେଶର କଂଗ୍ରେସ ବିଧାୟକ ନୀଲୟ ଡାଗାଙ୍କ ପରିବାର ମାଲିକାନରେ ଥିବା କମ୍ପାନୀ ଉପରେ ଆୟକର ଚଢ଼ାଉରୁ ୪୫୦ କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଜବତ ହୋଇଛି। ଏ ନେଇ ଆୟକର ବିଭାଗ ପକ୍ଷରୁ ସୋମବାର ସନ୍ଧ୍ୟାରେ...
Archives


