ପ୍ରେମିକାଙ୍କ ଛାତ ଉପରୁ ମିଳିଲା ପ୍ରେମିକଙ୍କ ମୃତଦେହ
ବାନ୍ଦା,୩୦।୬: ପ୍ରେମିକାଙ୍କ ଛାତ ଉପରୁ ମିଳିଛି ପ୍ରେମିକଙ୍କ ମୃତଦେହ। ମୃତକଙ୍କ ବେକରେ ଗଭୀର କ୍ଷତ ଚିହ୍ନ ରହିଥିବା ଉତ୍ତର ପ୍ରଦେଶ ପୋଲିସ ପକ୍ଷରୁ କୁହାଯାଇଛି। ମୃତକଙ୍କ ନାମ କାର୍ତ୍ତିକ ସୋନି। ପ୍ରେମିକାଙ୍କ ବାପାଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ…
ଭାଙ୍ଗିଲା ୧୪୯ ବର୍ଷର ପରମ୍ପରା; ଆଉ ବଦଳିବ ନାହିଁ ରାଜଧାନୀ
ଶ୍ରୀନଗର,୩୦।୬: ଜମ୍ମୁ-କଶ୍ମୀରରେ ଦୀର୍ଘ ୧୪୯ ବର୍ଷ ହେଲା ଚାଲିଆସୁଛି ରାଜଧାନୀ ବଦଳିବାର ପରମ୍ପରା। ଏହି ପରମ୍ପରା ଅନୁଯାୟୀ ଜମ୍ମୁ-କଶ୍ମୀରର ରାଜଧାନୀ ପ୍ରତି ୬ ମାସରେ ଥରେ ବଦଳୁଥିଲା। ଏହି ହିସାବରେ ଶ୍ରୀନଗର ଏବଂ ଜମ୍ମୁକୁ ୬ ମାସ ପାଇଁ ଦିଆଯାଉଥିଲା ରାଜଧାନୀ…
ପ୍ରେମ ସମ୍ପର୍କ ଲୁଚାଇବା ପାଇଁ ପରିବାରର ୫ ଜଣଙ୍କୁ ହତ୍ୟା
ଦଓ୍ବୋସ,୩୦।୬: ଦେଢ଼ ମାସ ହେଲା ନିଖୋଜ ଥିବା ଗୋଟିଏ ପରିବାରର ୫ ଜଣଙ୍କ ମୃତଦେହ ମାଟି ତଳୁ ମଙ୍ଗଳବାର ସନ୍ଧ୍ୟାରେ ଉଦ୍ଧାର କରିଛି ପୋଲିସ। ମଧ୍ୟପ୍ରଦେଶର ଦଓ୍ବୋସ ଜିଲାରୁ ସାମ୍ନାକୁ ଆସିଛି ଏହି ଗଣହତ୍ୟା। ସମସ୍ତଙ୍କୁ ବେକ ଚିପି ହତ୍ୟା କରାଯିବା…
ଅଭିଭାବକଙ୍କୁ ଶିକ୍ଷାମନ୍ତ୍ରୀଙ୍କ ଉତ୍ତର ଯାଅ’ ମର
ଭୋପାଳ,୩୦।୬: ଅଭିଭାବକମାନେ ସ୍କୁଲ୍ ଫି’ ବୃଦ୍ଧିକୁ ବିରୋଧ କରି ମଧ୍ୟପ୍ରଦେଶର ବିଦ୍ୟାଳୟ ଶିକ୍ଷାମନ୍ତ୍ରୀ ଇନ୍ଦର ସିଂ ପରମାରଙ୍କ ପାଖକୁ ଗୁହାରୀ କରିବାକୁ ଯାଇଥିଲେ। ହେଲେ କଥା ବୁଝିବା ପରିବର୍ତ୍ତେ ମନ୍ତ୍ରୀ ଅଭିବାବକଙ୍କୁ ମନ୍ତ୍ରୀ କହିଥିଳେ ‘ଯାଅ ମର’। ଛାତ୍ରୀଛାତ୍ରଙ୍କ ମା’ବାପାଙ୍କ ପ୍ରତି…
ଛୁଆଙ୍କ ଆଇସ୍ କ୍ରିମରେ ମିଶାଇ ଦେଲେ ମୂଷାମରା ଔଷଧ
ମୁମ୍ବାଇ,୩୦।୬: ସ୍ତ୍ରୀ ସହ ପାଟିତୁଣ୍ଡ ହେବା ପରେ ଜଣେ ବ୍ୟକ୍ତି ଛୁଆଙ୍କ ଆଇସ୍ କ୍ରିମ୍ରେ ମିଶାଇ ଦେଇଥିଲେ ମୂଷାମରା ଔଷଧ। ଏହି ଘଟଣାରେ ୫ ବର୍ଷୀୟ ଆଲିଶାନ ଅଲି ମହମ୍ମଦଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇ ଛୁଆଙ୍କ ଚିକିତ୍ସା ଚାଲିଥିବା ମୁମ୍ବାଇ…
ପ୍ରତି ଲିଟର ପିଛା ୨ଟଙ୍କା ବଢ଼ିଲା ଅମୁଲ ଦୁଗ୍ଧର ଦାମ୍
ନୂଆଦିଲ୍ଲୀ,୩୦।୬: କରୋନା କାଳରେ ମହଙ୍ଗା ମାଡ଼ ଜନତାଙ୍କୁ ଚିନ୍ତାରେ ପକାଇଦେଇଛି। ଦେଶରେ ଖାଦ୍ୟ ସାମଗ୍ରୀଠାରୁ ଆରମ୍ଭ କରି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। ଯାହାଫଳରେ ଏହା ସିଧାସଳଖ ଜନସାଧାରଣଙ୍କ ପକେଟ ଓ ରୋଷେଇ ଉପରେ ପ୍ରଭାବ ପକାଇଛି। ଇତିମଧ୍ୟରେ…
କୁଲଗାମରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ
କୁଲଗାମ,୩୦।୬: ଜମ୍ମୁ-କଶ୍ମୀର କୁଲଗାମ ଜିଲାର ଚିମର ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏହି ଏନ୍କାଉଣ୍ଟରରେ ୨ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି। ଏଥିସହ ସମସ୍ତ ଅଞ୍ଚଳକୁ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେଶନକୁ ଜୋରଦାର କରାଯାଇଛି। ସୂଚନାଯୋଗ୍ୟ, ଚିମର ଅଞ୍ଚଳରେ କିଛି…
ଦିଲ୍ଲୀପ କୁମାର ପୁଣି ଆଇସିୟୁରେ ଭର୍ତ୍ତି
ମୁମ୍ବାଇ,୩୦।୬: ବଲିଉଡ୍ର ଭେଟେରାନ ଅଭିନେତା ଦିଲ୍ଲୀପ କୁମାରଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ୯୮ବର୍ଷୀୟ ଅଭିନେତାଙ୍କୁ ପୁଣିଥରେ ମୁମ୍ବାଇ ଉପନଗର ଖାର ସ୍ଥିତ ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ ହେବାରୁ ତାଙ୍କୁ ହସ୍ପିଟାଲର…
ପୁରୁଷଙ୍କ ତୁଳନାରେ କମ୍ ମହିଳା ନେଉଛନ୍ତି ଟିକା
ନୂଆଦିଲ୍ଲୀ,୩୦।୬: ଭାରତରେ କରୋନା ବିରୋଧ ଲଢ଼େଇରେ ମୁଖ୍ୟ ଅସ୍ତ୍ର ଭାବେ ଥିବା ଟିକାକରଣ ଅଭିଯାନ ଜାନୁଆରୀ ୧୬ରୁ ଆରମ୍ଭ ହୋଇଛି। କିନ୍ତୁ ଜୁନ ୨୧ରୁ ଏହି ଅଭିଯାନକୁ ତ୍ୱରାନ୍ବିତ କରାଯାଇଛି। ଜୁନ ୧୨ରୁ ଜୁନ ୨୯ମଧ୍ୟରେ କାନାଡାର ମୋଟ ଜନସଂଖ୍ୟା ଅପେକ୍ଷା…
ଗାଜିପୁର ସୀମାରେ ଭାଜପା କର୍ମକର୍ତ୍ତା-କୃଷକ ମୁହାଁମୁହିଁ
ଗାଜିଆବାଦ,୩୦।୬: ଦିଲ୍ଲୀର ଗାଜିପୁର ସୀମାରେ ଭାଜପା କର୍ମକର୍ତ୍ତା ଓ କୃଷକ ମୁହାଁମୁହିଁ। କେନ୍ଦ୍ରରେ ମୋଦି ସରକାରଙ୍କ ୩ଟି କୃଷି ଆଇନ ବିଲ୍ ବିରୋଧରେ ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଥିବା କୃଷକ ଓ ଭାଜପା କର୍ମକର୍ତ୍ତାଙ୍କ ମଧ୍ୟରେ ବୁଧବାର ହଙ୍ଗାମା ହୋଇଥିବା ଜଣାପଡ଼ିଛି।…
୩୧ ଜୁଲାଇ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ଉଡ଼ାଣ ବନ୍ଦ…
ନୂଆଦିଲ୍ଲୀ,୩୦।୬: ଦେଶରେ ଜାରି ରହିଥିବା କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ୩୧ ଜୁଲାଇ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ଉଡ଼ାଣ ବନ୍ଦ କରିବାକୁୂ ଘୋଷଣା କରିଛନ୍ତି। ପୂର୍ବରୁ ଜୁନ୍ ୩୦ ପର୍ଯ୍ୟନ୍ତ ସମସ୍ତ ଅନ୍ତର୍ଜାତୀୟ ଉଡ଼ାଣକୁ ବନ୍ଦ କରାଯିବା ଲାଗି…
ଗୁଗଲ-ଫେସ୍ବୁକ-ମାଇକ୍ରୋସଫ୍ଟର ତ୍ରୁଟି ବାହାର କରି ଆୟ କଲେ ୪୪ଲକ୍ଷ
ନୂଆଦିଲ୍ଲୀ,୩୦।୬: ପୁଣିଥରେ ଜଣେ ଭାରତୀୟ ନିଜ ଦକ୍ଷତା ଯୋଗୁ ଦେଶର ନାଁ କରିପାରିଛନ୍ତି। ମାଇକ୍ରୋସଫ୍ଟରୁ ୨୨ଲକ୍ଷ ଟଙ୍କା ଆୟ କରି ଚର୍ଚ୍ଚାରେ ରହିଥିବା ୨୦ବର୍ଷୀୟ ଅଦିତି ସିଂହ ପୁଣି ଥରେ ଦେଶର ନାଁ କରିଛନ୍ତି। ଚଳିତ ଥର ଗୁଗଲ ଓ ଫେସ୍ବୁକ…
Archives


