Posted inଜାତୀୟ

ଲାଲ୍‌ କିଲ୍ଲା ହିଂସା: ୨ ଅଭିଯୁକ୍ତ ଜମ୍ମୁରୁ ଗିରଫ

ନୂଆଦିଲ୍ଲୀ,୨୩।୨: ଜାନୁୟାରୀ ୨୬ରେ ଲାଲକିଲ୍ଲା ହିଂସାର ୨ ଅଭିଯୁକ୍ତଙ୍କୁ ଦିଲ୍ଲୀ ପୋଲିସ ଜମ୍ମୁରୁ ଗିରଫ କରିଛି। ସେମାନେ ହେଉଛନ୍ତି ମନିନ୍ଦର ସିଂ ଏବଂ ମନଦୀପ୍‌ ସିଂ। ମନିନ୍ଦର ଜମ୍ମୁ-କଶ୍ମୀର ୟୁନାଇଟେଡ୍‌ କିଷାନ ଫ୍ରଣ୍ଟ୍‌ର ଅଧ୍ୟକ୍ଷ। ସେ ଜମ୍ମୁ ସହରର ଛାଥା ଅଞ୍ଚଳର ବାସିନ୍ଦା। ସେହିପରି ମନଦୀପ୍‌ ଜମ୍ମୁର ଗୋଏଲ ଗୁଜରାଲର ବାସିନ୍ଦା ବୋଲି ମଙ୍ଗଳବାର ଦିଲ୍ଲୀ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଟ୍ରାକ୍ଟର ରାଲି ସମୟରେ ଅଭିଯୁକ୍ତମାନେ ହିଂସାକାଣ୍ଡ ପାଇଁ ଷଡ଼ଯନ୍ତ୍ର ରଚିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ରାଜୀବ ଗାନ୍ଧୀ ଫାଉଣ୍ଡେଶନକୁ ପାଣ୍ଠି ଯୋଗାଉଛି ଚାଇନା ଦୂତାବାସ: ଭାଜପା

ନୂଆଦିଲ୍ଲୀ,୨୬ା୬:ରାଜୀବ ଗାନ୍ଧୀ ଫାଉଣ୍ଡେଶନ (ଆର୍‌ଜିଏଫ୍‌)କୁ ଚାଇନା ଦୂତାବାସ ପାଣ୍ଠି ଯୋଗାଉଛି ବୋଲି ଗୁରୁବାର ଭାଜପା ପକ୍ଷରୁ ଅଭିଯୋଗ ଅଣାଯାଇଛି। ଭାଜପାର ସୋସିଆଲ ମିଡିଆ ଟିମ୍‌ ଉକ୍ତ...

ନିଃସର୍ତ୍ତ କ୍ଷମା ପ୍ରାର୍ଥନା କଲା ‘ତାଣ୍ଡବ’ର ପୂରା ଟିମ୍‌

ନୂଆଦିଲ୍ଲୀ,୧୮।୧: ଆମାଜନ ପ୍ରାଇମ ଭିଡିଓର ନୂଆ ଓ୍ବେବ ସିରିଜ୍‌ ‘ତାଣ୍ଡବ’ କାଷ୍ଟ ଓ କ୍ରୁ ମେମ୍ବର ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି। ଏହି ଓ୍ବେବ ସିରିଜ୍‌ର...

ଥଣ୍ଡା ପାଣିରେ ଗାଧାନ୍ତୁୁ ଡାଏଟିଂର ପଡ଼ିବନି ଆବଶ୍ୟକତା…

ପରିବର୍ତ୍ତିତ ଜୀବନ ଶୈଳୀରେ ଖାଦ୍ୟପେୟରେ ଅନିୟମିତତା ଯୋଗୁ କେତେକଙ୍କଠାରେ ମେଦବହୁଳତା ଦେଖାଦେଇଥାଏ। ଏଥିରୁ ଦୂରେଇ ରହିବା ପାଇଁ କିଛି ଲୋକ ଡାଏଟିଂ କରିଥାନ୍ତି। ତେବେ ଡାଏଟିଂ...

୨୩ବର୍ଷରେ ସରପଞ୍ଚ ଦାୟିତ୍ୱ

ଫିରୋଜାବାଦ,୨୬।୫: ଉତ୍ତରପ୍ରଦେଶ ଫିରୋଜାବାଦରେ ପଞ୍ଚାୟତ ନିର୍ବାଚନ ସରିବା ପରେ ମଙ୍ଗଳବାର ଭର୍ଚୁଆଲ ମାଧ୍ୟମରେ ସରପଞ୍ଚଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ ଗ୍ରହଣ କରାଯାଇଛି। ଏହି...

ଭାଜପା ଏମ୍‌ପିଙ୍କୁ ହତ୍ୟା ଧମକ

ଉନ୍ନାଓ,୧୧।୮: ଉତ୍ତରପ୍ରଦେଶ ଉନ୍ନାଓର ଭାଜପା ଏମ୍‌ପି ସାକ୍ଷୀ ମହାରାଜଙ୍କୁ ହତ୍ୟା ଧମକ ମିଳିଥିବା ଜଣାପଡ଼ିଛି। ଆଉ ଏହି ଧମକ ପଡ଼ୋଶୀ ଦେଶ ପାକିସ୍ତାନରୁ ଆସିଥିବା କୁହାଯାଇଛି।...

ରିପବ୍ଲିକ୍‌ ଟିଭିର ୧,୦୦୦ ଜଣଙ୍କ ନାଁରେ ଏଫ୍‌ଆଇଆର୍‌

ମୁମ୍ବାଇ,୨୪ା୧୦: ରିପବ୍ଲିକ୍‌ ଟିଭିରେ କାର୍ଯ୍ୟରତ ୧,୦୦୦ ଜଣଙ୍କ ବିରୋଧରେ ମୁମ୍ବାଇ ପୋଲିସ ଏଫ୍‌ଆଇଆର୍‌ କରିଛି। ଏନେଇ ଉକ୍ତ ନ୍ୟୁଜ୍‌ ଚ୍ୟାନେଲର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀ...

୧୦୫ ବର୍ଷରେ ଚତୁର୍ଥ ଶ୍ରେଣୀ ପରୀକ୍ଷା ଦେଲେ ଭାଗୀରଥି ଆମ୍ମା

ଥିରୁଭାନନ୍ତପୁରମ୍‌,୨୦।୧୧: ୧୦୫ ବର୍ଷରେ ଚତୁର୍ଥ ଶ୍ରେଣୀ ପରୀକ୍ଷା ଦେଇଛନ୍ତି ଭାଗୀରଥି ଆମ୍ମା। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। କେରଳରେ ଘଟିଛି ଏଭଳି ନିଆରା ଘଟଣା। କେରଳ...

‘ବାୟୁ ପ୍ରଦୂଷଣ କେବଳ ଦିଲ୍ଲୀର ସମସ୍ୟା ନୁହେଁ ’

ନୂଆଦିଲ୍ଲୀ,୪।୧୧: ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ବଢିବାରେ ଲାଗିଛି। ଏହାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିର୍‌ଓ୍ବାଲ କହିଛନ୍ତି ଯେ, ବାୟୁ ପ୍ରଦୂଷଣ କେବଳ ଜାତୀୟ...

Advertisement
Archives

Model This Week