ଜାତୀୟ

ବିଦେଶରେ ବାସ କରିବା ନିଶା, ୩୬୦୦ ଯୁବକଙ୍କୁ ଠକିଲେଣି କନ୍ୟା…

ଚଣ୍ଡିଗଡ଼,୧।୭: ବିଦେଶରେ ବାସ କରିବା ନିଶାରେ ପଞ୍ଜାବର ୩୬୦୦ ଯୁବକ ଠକାମୀର ଶିକାର ହୋଇଛନ୍ତି। ସେମାନଙ୍କୁ ବିବାହ କରିବାର ଆଶା ଦେଇ କନ୍ୟାମାନେ ଟଙ୍କା ନେଇ ଫେରାର ହୋଇଯାଇଛନ୍ତି। କନ୍ୟାମାନେ ସମ୍ପୃକ୍ତ ଯୁବକଙ୍କୁ ମିଛି ମିଛିକା ବିବାହ କରି ଗତ ୫…

ଭାଜପାରେ ଥିବା ବେଳେ ରାହୁଲ ଗାନ୍ଧୀଙ୍କୁ କହୁଥିଲେ ‘ପପ୍ପୁ’; କଂଗ୍ରେସକୁ ଆସି ଛୁଇଁଥିଲେ ସୋନିଆଙ୍କ ପାଦ; ଏବେ…

ଗତ କିଛି ସମୟ ଧରି ଚର୍ଚ୍ଚାରେ ଅଛନ୍ତି ନବଜୋତ ସିଂହ ସିଦ୍ଧୁ। ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ ଅମରିନ୍ଦର ସିଂହଙ୍କ ସହ ତାଙ୍କର ମନୋମାଳିନ୍ୟ ଖବର ଅନେକଙ୍କୁ ଜଣା। ଏହା ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କ ସମେତ ପୁରା କଂଗ୍ରେସକୁ ଚିନ୍ତାରେ…

ଦିଦିଙ୍କ ଆମ୍ବ କୂଟନୀତି, ମୋଦି-ଶାହାଙ୍କ ପାଖକୁ ପଠାଇଲେ ମିଠା ଆମ୍ବ …

କୋଲକାତା,୧।୭: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସହିତ ଭାଜପା ର ବହୁ ବରିଷ୍ଠ ନେତା ମମତା ବାନାର୍ଜୀଙ୍କ ସହିତ ମୁହାଁମୁହିଁ ହୋଇଥିଲେ। ତେବେ ନିର୍ବାଚନ ପରେ ଏବେ ଦିଦି ଆମ୍ବ କୂଟନୀତି ଆରମ୍ଭ…

ଗୁଲଶନ କୁମାର ହତ୍ୟାକାଣ୍ଡ: ଦାଉଦଙ୍କ ସହଯୋଗୀ ରଉଫଙ୍କୁ ଆଜୀବନ କାରାଦଣ୍ଡ

ମୁମ୍ବାଇ,୧।୭: ପୂର୍ବତନ ପ୍ଲେବ୍ୟାକ୍‌ ସିଙ୍ଗର ତଥା ଟି-ସିରିଜ କମ୍ପାନୀର ମାଲିକ ଗୁଲଶନ କୁମାରଙ୍କ ହତ୍ୟାକାଣ୍ଡ ମାମଲା ସହ ଜଡ଼ିତ ଆବେଦନ ଉପରେ ବମ୍ବେ ହାଇକୋର୍ଟ ଶୁଣାଣି କରିଛନ୍ତି। ଏହି ହତ୍ୟାକାଣ୍ଡ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅବଦ୍ଦୁଲ ରଉଫ ଓରଫ ଦାଉଦ…

ଡିଜିଟାଲ ମାଧ୍ୟମରେ ଶିକ୍ଷା ସମୟର ଆବଶ୍ୟକତା, କହିଲେ ମୋଦି…

ନୂଆଦିଲ୍ଲୀ,୧।୭: ଦେଶରେ ଡିଜିଟାଲ ମାଧ୍ୟମରେ ପାଠପଢ଼ା ସମୟର ଆବଶ୍ୟକତା। ଡିଜିଟାଲ ଇଣ୍ଡିଆର ୬ ବର୍ଷ ପୂରଣ ଅବସରରେ ଏକ ଭର୍ଚୁଆଲ୍‌ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଏଭଳି କହିଛନ୍ତି। କରୋନା ମହାମାରୀ ସଙ୍କଟ ସମୟରେ ଡିଜିଟାଲ ମାଧ୍ୟମରେ ବହୁବିଧ…

ସ୍ଫୁଟନିକ୍‌ ଲାଇଟ ଭାକ୍ସିନର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ମନା

ନୂଆଦିଲ୍ଲୀ,୧।୭: ଡ.ରେଡ୍ଡୀସ୍‌ ଲାବ୍ରୋଟାରୀକୁ ଏକ ବଡ଼ ଝଟ୍‌କା ଲାଗିଛି। ଭାରତରେ ରୁଷିଆ କମ୍ପାନୀର ସ୍ଫୁଟନିକ୍‌ ଲାଇଟ ଭାକ୍ସିନର ତୃତୀୟ ପର୍ଯ୍ୟାୟ ଟ୍ରାଏଲକୁ ମଞ୍ଜୁରୀ ମିଳିନାହିଁ। ଡ.ରେଡ୍ଡୀସ୍‌ ଲାବ୍ରୋଟାରୀକୁ ଟ୍ରାଏଲ ପାଇଁ ସରକାରୀ ବିଶେଷଜ୍ଞ କମିଟି ମଞ୍ଜୁରୀ ପ୍ରଦାନ କରି ନ ଥିବା…

ଅଧା ବାହାଘର ପରେ ସିନ୍ଦୂର ଲଗାଇବାକୁ ମନା କଲେ କନ୍ୟା, କହିଲେ ଏପରି…

ରାଞ୍ଚି,୧।୭: ବିବାହ ମଣ୍ଡପରେ ବର-କନ୍ୟାଙ୍କ ବାହାଘର ଅଧା ସରିବା ପରେ ହଠାତ୍‌ କନ୍ୟାଙ୍କ ଆଚରଣ ନେଇ ବିବାହ ଅଟକି ଯାଇଛି। ଏବେ ଏହାର ଫଟୋ ଏବଂ ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଝାଡ଼ଖଣ୍ଡର ରାଞ୍ଚିସ୍ଥିତ ମୌସିବାଡ଼ି ଅଞ୍ଚଳରେ ଏଭଳି…

ଦିଲ୍ଲୀରୁ ଖୁସି ଖବର, ଭାରତକୁ ମିଳିବ ନୂଆ ଭାକ୍ସିନ୍‌ ଜାୟକୋଭ୍‌-ଡି…

ନୂଆଦିଲ୍ଲୀ,୧।୭: ଦେଶରେ କରୋନା ମହାମାରୀ ବିରୋଧରେ ଲଢ଼େଇ ଳାଗି ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଦେଶରେ ଭାରତ ବାୟୋଟେକ୍‌ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ୍‌, ସିରମ୍‌ ଇନଷ୍ଟିଚ୍ୟୁଟ୍‌ର କୋଭିଶିଲ୍ଡ, ରୁଷିଆର ଗାମାଲେୟା ଇନଷ୍ଟିଚ୍ୟୁଟ୍‌ର ସ୍ପୁଟନିକ୍‌-ଭି ଭାକ୍ସିନ୍‌ ଲୋକଙ୍କୁ ପ୍ରଦାନ କରାଯାଉଛି। ଇତିମଧ୍ୟରେ…

ପୁଣି ବଢ଼ିଲା ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟା…

ନୂଆଦିଲ୍ଲୀ,୧।୭: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଦେଶରେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ବୁଧବାର ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୪୫ ହଜାର ୯୫୧ ଥିବାବେଳେ ୮୧୭ ଜଣଙ୍କ ମୃତ୍ୟୁ…

ସିରମ୍‌କୁ ଝଟ୍‌କା, କୋଭାଭାକ୍ସ୍‌ ପରୀକ୍ଷା ପାଇଁ ମିଳିଲାନି ଅନୁମତିି…

ନୂଆଦିଲ୍ଲୀ,୧।୭: କୋଭିଶିଲ୍ଡ ଭାକ୍ସିନ୍‌ ପ୍ରସ୍ତୁତ କରିଥିବା ପୁଣେସ୍ଥିତ ସିରମ୍‌ ଇନଷ୍ଟିଚ୍ୟୁଟ୍‌କୁ ବଡ଼ ଝଟ୍‌କା ଲାଗିଛି। ୨ରୁ ୧୭ ବର୍ଷ ବୟସ୍କ ପିଲାଙ୍କଠାରେ କରୋନା ଟିକା କୋଭାଭାକ୍ସର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷା ଲାଗି ସରକାରୀ ପ୍ୟାନେଲ ପକ୍ଷରୁ ଅନୁମତି ପ୍ରଦାନ କରାଯାଇ…

ସିଦ୍ଧୁଙ୍କ ଜିଦ୍‌ରେ ମୁଣ୍ଡ ନୁଆଁଇଲା କଂଗ୍ରେସ

ନୂଆଦିଲ୍ଲୀ, ୩୦।୬: ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ସହ ବରିଷ୍ଠ କଂଗ୍ରେସ ନେତା ନବଜୋତ୍‌ ସିଂ ସିଦ୍ଧୁଙ୍କର ବିବାଦ ଲାଗି ରହିଥିଲା ବେଳେ ବୁଧବାର ସେ ନୂଆଦିଲ୍ଲୀରେ ଦଳର ନେତା ରାହୁଲ ଗାନ୍ଧୀ ଓ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ…

କୁକୁରକୁ ଗାଡ଼ି ପଛରେ ବାନ୍ଧି ଘୋଷାଡ଼ିଲେ ଦୁଇ ମହିଳା

ଚଣ୍ଡିଗଡ଼,୩୦।୬: ପଶୁଙ୍କ ପ୍ରତି ବର୍ବରତା ମାମଲାରେ ପଞ୍ଜାବର ପଟିଆଲାର ଦୁଇ ମହିଳା ଗିରଫ ହୋଇଛନ୍ତି। ଗିରଫ ହୋଇଥିବା ଦୁଇ ଅଭିଯୁକ୍ତାଙ୍କ ନାମ ଚଞ୍ଚଲ ଓ ସୋନିଆ। ଦୁହେଁ ସେମାନଙ୍କ ସ୍କୁଟି ପଛପଟେ ଏକ କୁକୁରକୁ ବାନ୍ଧି ରାସ୍ତାରେ ଘୋଷାଡ଼ି ଘୋଷାଡ଼ି ବୁଲାଇଥିଲେ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri