Posted inଜାତୀୟ

ସର୍ବସାଧାରଣଙ୍କ ସମ୍ପତ୍ତି ନଷ୍ଟ କରୁଥିବା ରାଜନୈତିକ ଦଳ ବିରୋଧରେ ହେଉ କଡ଼ା କାର୍ଯ୍ୟାନୁଷ୍ଠାନ…

ଚେନ୍ନାଇ,୨୯।୯: ପ୍ରଦର୍ଶନ ସମୟରେ ସର୍ବସାଧାରଣଙ୍କ ସମ୍ପତ୍ତିକୁ ନଷ୍ଟ କରିବା ଦୋଷାବହ। ଏଭଳି କରୁଥିବା ରାଜନୈତିକ ଦଳଗୁଡ଼ିକ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଜରୁରୀ ବୋଲି ମାଡ୍ରାସ୍‌ ହାଇକୋର୍ଟଙ୍କ ପକ୍ଷରୁ ଗୁରୁତ୍ୱାରୋପ କରାଯାଇଛି। ୨୦୧୩ରେ ରାଜନୈତିକ ଦଳ ପାଟ୍ଟଲି ମାକ୍କାଲ କାଚି (ପିଏମ୍‌କେ) ଦ୍ୱାରା ପ୍ରଦର୍ଶନ ସମୟରେ ହୋଇଥିବା ସର୍ବସାଧାରଣ ସମ୍ପତ୍ତି ନଷ୍ଟ ସମ୍ପର୍କିତ ମାମଲାର ବିଚାର କରି କୋର୍ଟ ଏଭଳି କହିଛନ୍ତି।

ତାମିଲନାଡୁର ସର୍ବସାଧାରଣ ଅଧିନିୟମ-୧୯୯୨ ଅର୍ନ୍ତଗତ ଏନେଇ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୋର୍ଟଙ୍କ ପକ୍ଷରୁ କୁହାଯାଇଛି। ପ୍ରଦର୍ଶନ ସମୟରେ ବହୁ ସରକାରୀ ବସ୍‌ ଏବଂ ସର୍ବସାଧାରଣ ସମ୍ପତ୍ତି ନଷ୍ଟ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲ ନେଉଛନ୍ତି ସବୁ ନିଷ୍ପତ୍ତି

ନୂଆଦିଲ୍ଲୀ, ୬।୯(ଆଇଏଏନ୍‌ଏସ୍‌): ୨୦୧୯ ସାଧାରଣ ନିର୍ବାଚନ ସମେତ ଏକାଧିକ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ରାହୁଲ ଗାନ୍ଧୀ ଦଳ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ।...

ଏନ୍‌କାଉଣ୍ଟରରେ ୨ ଆତଙ୍କବାଦୀଙ୍କ ମୁଣ୍ଡଗଡ଼ିଲା…

ଶ୍ରୀନଗର,୧।୧୨: ଜମ୍ମୁ-କଶ୍ମୀରର ପୁଲୱାମାରେ ସୁରକ୍ଷା ବାହିନୀଙ୍କୁ ବଡ଼ ସଫଳତା ମିଳିଛି। ବୁଧବାର ସକାଳେ ମିଳିତ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଦୁଇ ଆତଙ୍କବାଦୀଙ୍କୁ ମୁଣ୍ଡଗଡ଼ିଛି। ରାଜପୁରା ଅଞ୍ଚଳରେ ଏହି...

୫୪ ହଜାର ତଳେ ସକ୍ରିୟ ମାମଲା-ଦୈନିକ ସଂକ୍ରମଣ ୬ ହଜାରରୁ କମ୍‌…

ନୂଆଦିଲ୍ଲୀ, ୫।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ...

ଆଜାଦ୍‌ କରୁଥିଲେ ଡ୍ରଇଁ ରୁମ୍‌ ରାଜନୀତି, ତାଙ୍କ ବିନା ଦଳ ଉପରେ କୌଣସ ପ୍ରଭାବ ପଡ଼ିବ ନାହିଁ, କହିଲା କଂଗ୍ରେସ …

ନୂଆଦିଲ୍ଲୀ, ୧।୯ : କଂଗ୍ରେସର ପୂର୍ବତନ ସାଧାରଣ ସମ୍ପାଦକ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଗୁଲାମ ନବୀ ଆଜାଦ କଂଗ୍ରେସ ଛାଡିବା ପରେ ଦଳର ନେତାଙ୍କ...

ରାଜସ୍ଥାନର ସମସ୍ତ ୯ ଓମିକ୍ରନ୍ ଆକ୍ରାନ୍ତଙ୍କ ରିପୋର୍ଟ ଆସିଲା ନେଗେଟିଭ୍‌

ଜୟପୁର,୧୦ ।୧୨: କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା ରାଜସ୍ଥାନର ସମସ୍ତ ୯ ଜଣଙ୍କ ରିପୋର୍ଟ ନେଗେଟିଭ ଆସିଛି । ରାଜସ୍ଥାନ ସ୍ୱାସ୍ଥ୍ୟ...

ବିହାରର ସାରନ ପରେ ଏବେ ସିଓ୍ବାନରେ ବିଷାକ୍ତ ମଦ ନେଲା ଜୀବନ

ପାଟନା,୧୬।୧୨: ବିହାରର ସାରନ ପରେ ଏବେ ସିଓ୍ବାନ ଜିଲାରେ ମଧ୍ୟ ବିଷାକ୍ତ ମଦ ଯୋଗୁ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ସିଓ୍ବାନର ଭଗବାନପୁରରେ ବିଷାକ୍ତ ମଦ...

୨୨ରେ ପୁଡୁଚେରୀ ସରକାରଙ୍କ ଶକ୍ତି ପରୀକ୍ଷା

ନୂଆଦିଲ୍ଲୀ, ୧୮।୨ : ପୁଡୁଚେରୀରେ କଂଗ୍ରେସ ସରକାର ସୋମବାର ଶକ୍ତି ପରୀକ୍ଷାର ସମ୍ମୁଖୀନ ହେବେ। ଏ ନେଇ ଉପରାଜ୍ୟପାଳ ଟି. ସୁନ୍ଦରରାଜନ କହିଛନ୍ତି। ସରକାରୀ ଦଳ...

ବଢିଲା ରାଜ କୁନ୍ଦ୍ରାଙ୍କ ଅଡୁଆ: ୨୭ ଜୁଲାଇ ପର୍ଯ୍ୟନ୍ତ ରହିବେ ପୋଲିସ ହେପାଜତରେ

ମୁମ୍ବାଇ,୨୩ ।୭: ପର୍ନ ଭିଡିଓ ମାମଲାରେ ଫଶି ଥିବା ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟିଙ୍କ ସ୍ୱାମୀ ତଥା ବିଜନେସମ୍ୟାନ ରାଜ କୁନ୍ଦ୍ରାଙ୍କ ଅଡୁଆ ବେଳକୁ ବେଳ...

Advertisement
Archives

Model This Week